Latest Odisha News

BREAKING NEWS

Browsing Category

ଫିଚର

ଜେଲ୍‌ରେ ଚେତାଶୂନ୍ୟ ହୋଇ ପଡ଼ିଯିବା ପରେ ସତ୍ୟୈନ୍ଦ୍ର ଜୈନ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟୈନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି। ଗୁରୁବାର ସେ ହଠାତ୍ ଚେତାଶୂନ୍ୟ ହୋଇଯିବାରୁ ତାଙ୍କୁ ଦିଲ୍ଲୀ ଦୀନ ଦୟାଲ ଉପାଧ୍ୟୟା ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ଗୁରତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ପ୍ରଖ୍ୟାତ ଉର୍ଦ୍ଦୁ କବି ମୁନୱର ରାଣା

ଲକ୍ଷ୍ନୌ: ପ୍ରଖ୍ୟାତ ଉର୍ଦ୍ଦୁ କବି ତଥା ଲେଖକ ମୁନୱର ରାଣା(୭୦)ଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗଡ଼ିବାରୁ ତାଙ୍କୁ ଲକ୍ଷ୍ନୌର ଅପୋଲୋ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଗୁରୁବାର ଭୋର ସମୟରେ ହଟାତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା। ଏହାପରେ ତାଙ୍କୁ ତୁରନ୍ତ ଅପୋଲୋ…

ଭିମ୍‌ସାର୍‌ରେ ପୁଣି ଜୁନିଅର ଛାତ୍ରଙ୍କୁ ରାଗିଂ; ଅଶ୍ରାବ୍ୟ ଭାଷାରେ ଗାଳି ସହ ଦେଲେ ମାନସିକ ନିର୍ଯାତନା

ବୁର୍ଲା:  ଯେତେ କଡ଼ା ନିୟମ ଓ ତାଗିଦ୍ କଲେ ବି ଭିମ୍‌ସାର୍‌ରେ(ବୀର ସୁରେନ୍ଦ୍ର ସାଏ  ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ) ରାଗିଂ ଥମୁନି। ଏବେ ପୁଣି ଏକ ରାଗିଂ ଅଭିଯୋଗ ସାମ୍ନାକୁ ଆସିଛି। ଦୁଇ ଜଣ ବରିଷ୍ଠ ଛାତ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପ୍ରଥମ ବର୍ଷର…

ମାଛ ଧରୁଥିବା ବେଳେ ଡଙ୍ଗା ବୁଡି ଜଣେ ନିଖୋଜ; ୨ ଉଦ୍ଧାର

ମାଲକାନଗିରି : ସ୍ୱାଭିମାନ ଅଞ୍ଚଳ ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ମାଛ ଧରୁଥିବା ବେଳେ ବୁଡ଼ିଗଲା ଡଙ୍ଗା । ଡଙ୍ଗା ବୁଡି ୩ ଜଣ ନିଖୋଜ । ୩ ଜଣ ସିଙ୍ଗାରାମ ନିକଟରେ ଜଳଭଣ୍ଡାର ମଧ୍ୟରେ ଡଙ୍ଗାରେ ମାଛ ଧରୁଥିଲେ । ମାଛ ଧରୁଥିବା ବେଳେ ହଠାତ୍‌ ବର୍ଷା, ପବନ ମାଡ଼ି ଆସିବାରୁ ଡଙ୍ଗାଟି ଭାରସାମ୍ୟ…

ଶୀତଳ ଷଷ୍ଠୀ ଯାତ୍ରା ଦେଖିବାକୁ ଯିବାବେଳେ ଓଲଟିଲା ଗାଡ଼ି, ଅଧାରେ ରହିଲା ଯାତ୍ରା ଦେଖା

ଉମରକୋଟ : ଅଧାରେ ରହିଲା ଶୀତଳ ଷଷ୍ଠୀ ଯାତ୍ରା ଦେଖା । ରାସ୍ତାରେ ଭାରସାମ୍ୟ ହରାଇ ଓଲଟିଲା ଗାଡ଼ି । ୧୨ରୁ ଉର୍ଦ୍ଧ୍ୱ ମହିଳା ଆହତ ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର । ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଗତକାଲି  ବିଶ୍ୱମପୁରୀଆ ସାହିରୁ ଗାୟତ୍ରୀ ପରିବାର କିଛି ମହିଳା…

ଛୋଟ ପିଲାମାନଙ୍କୁ ସ୍ମାର୍ଟଫୋନ୍‌ ଦେଉଛନ୍ତି କି ?

ବର୍ତ୍ତମାନ ସ୍ମାର୍ଟଫୋନର ବ୍ୟବହାର ଅଧିକ ମାତ୍ରାରେ ହେଉଛି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟଫୋନର ବ୍ୟବହାର କରିଥାଆନ୍ତି । କିନ୍ତୁ ଛୋଟ ପିଲାମାନଙ୍କ ସ୍ମାର୍ଟଫୋନ୍ ବ୍ୟବହାର ତାଙ୍କ ଉପରେ ଖରାପ ପ୍ରଭାବ ପକାଇପାରେ । ତେବେ…

କମ ବୟସର ଯୁବକଙ୍କ ସହ ମହିଳା କରନ୍ତି ଡ଼େଟ୍ : କିପରି ବୟସ୍କାଙ୍କୁ ପ୍ରଭାବିତ କରିବେ ବୁଝାଇଲେ

ନ୍ୟୁୟର୍କ: ଏବେ ପ୍ରେମର ଭାବନା ବଦଳି ଯାଇଛି । ଯିଏ ଯେତେବେଳେ ଯାହାକୁ ଚାହିଁବ ସେତେବେଳେ ପ୍ରେମ କରିପାରୁଛି । ସେଥିଲାଗି ବିଭିନ୍ନ ଆପ୍ ମଧ୍ୟ ଉପଲବ୍ଧ । ଲୋକମାନେ ଅନେକ ଆପ୍ ମାଧ୍ୟମରେ ନିଜ ପାଇଁ ସାଥୀଟିଏ ସହଜରେ ପାଇପାରୁଛନ୍ତି । ବିଭିନ୍ନ ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ଆପ୍ ଅଛି । ଯଦି…

ଲକ୍ଷ୍ନୌ ସମ୍ମୁଖରେ ୧୮୩ ରନର ଟାର୍ଗେଟ ରଖିଲା ମୁମ୍ବାଇ

ଚେନ୍ନାଇ: ଏଠାରେ ବୁଧବାର ଅନୁଷ୍ଠିତ ଏଲିମିନେଟର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ୧୮୩ ରନର ବିଜୟ ଲକ୍ଷ୍ୟ ଲକ୍ଷ୍ନø ସୁପର ଜ୍ୟାଂଟସ ସମ୍ମୁଖରେ ରଖିଛି । କୌଣସି ଖେଳାଳି ବଡ ସ୍କୋର କରି ନ ଥିଲେ ମଧ୍ୟ ଦଳ ଏକ ଆଭରେଜ ସ୍କୋର କରିବାରେ ସଫଳ ହୋଇଛି । କାମେରୁନ ଗ୍ରୀନ ୪୧,…

ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ: ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପୁଣି ସୁଯୋଗ । ଅଧାରୁ ପାଠ ଛାଡ଼ିଥିବା ଦଶମ ଶିକ୍ଷାର୍ଥୀ ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇ ପାରିବେ । ଏନେଇ ବୁଧବାର ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦେଇଛି । ଜୁଲାଇ ୩ରୁ ୮ ଯାଏ ମାଟ୍ରିକ୍ ସପ୍ଲିମେଣ୍ଟାରୀ…

ଗାଙ୍ଗୁଲି ହତାଶ ହୋଇ କହିଲେ, ମୁଁ ଯାହା କରୁଛି ତାକୁ ରାଜନୀତୀକରଣ କରାଯାଉଛି

ଅଗରତାଲା: ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ତଥା ଭାରତର ମହାନ କ୍ରିକେଟ ଖେଳାଳି ସୌରଭ ଗାଙ୍ଗୁଲି ପୁନର୍ବାର ଚର୍ଚ୍ଚାରେ ରହିଛନ୍ତି । ନିକଟରେ ସୌରଭଙ୍କୁ ତ୍ରିପୁରାର ପର୍ଯ୍ୟଟନ ଆମ୍ବାସଡର କରାଯିବା ପରେ ବିଭିନ୍ନ ପ୍ରକାରର ଟିପ୍ପଣୀ ସବୁ ଆସିଥିଲା । ଏହା ଦେଖି ଗାଙ୍ଗୁଲି ହତାଶ ହୋଇ କହିଥିଲେ,…