Latest Odisha News

BREAKING NEWS

Browsing Category

ଫିଚର

ଚିତ୍ରକୋଣ୍ଡାରେ ଓଲଟିପଡ଼ିଲା ଡଙ୍ଗା: ଜଣେ ମତ୍ସଜୀବୀ ମୃତ, ଦୁଇ ସୁରକ୍ଷିତ

ରାୟଗଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳଭଣ୍ଡାରରେ ବୁଧବାର ସନ୍ଧ୍ୟାରେ ଡଙ୍ଗା ବୁଡି ଘଟଣାରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ଡଙ୍ଗାରେ ଥିବା ଅନ୍ୟ ଦୁଇ ଜଣ ପହଁରି ପହଁରି ସୁରକ୍ଷିତ ଭାବେ କୂଳ ଉପରକୁ ପଳାଇ ଆସିଥିବା ଜଣାପଡିଛି। ମୃତକ ହେଲେ ଡାଇକ-୩ ଗ୍ରାମର କୃପା ବେଣିଆ।…

ନୁଆ ସଂସଦ ଭବନ ଉଦଘାଟନ ପ୍ରସଙ୍ଗରେ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ; ବିରୋଧୀଙ୍କୁ ଦେଲେ ଅଷ୍ଟ୍ରେଲିଆ ଉଦାହରଣ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ କିଏ ଉଦଘାଟନ କରିବା ଉଚିତ ? ଏହାକୁ ନେଇ ବିବାଦ ତେଜୁଛି । ଇତି ମଧ୍ୟରେ 2୦ ରାଜନୈତିକ ଦଳ ନୂଆ ସଂସଦ ଭବନ ଉଦଘାଟନକୁ ବହିଷ୍କାର କରିବା ପାଇଁ ଘୋଷଣା କରିଛନ୍ତି । କଂଗ୍ରେସ ସମେତ ଏକାଧିକ ବିରୋଧୀ ଦାବି କରିଛନ୍ତି ପ୍ରଧାନମନ୍ତ୍ରୀ ନୁହେଁ ରାଷ୍ଟ୍ରପତି ଏହାକୁ…

ଗୀତ ଆକାରରେ ରାମଚରିତମାନସ ପାଠ କରି ବିଶ୍ୱରେକର୍ଡ କଲେ ଜଗଦୀଶ

ବାରାଣାସୀ: କାଶୀରେ ରହୁଥିବା କେରଳର ଜଗଦୀଶ ପିଲ୍ଲାଇ ଗୀତ ଆକାରରେ ରାମଚରିତ ମାନସ ପାଠ କରି ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ୧୩୮ ଘଂଟାରେ ୧୫ ହଜାରରୁ ଅଧିକ ଚୌପାଇଗୁଡିକ ସଜାଇ ସେ ଦୁନିଆର ସବୁଠାରୁ ଲମ୍ବା ଗୀତ ତିଆରି କରିଥିଲେ । ଏହାକୁ ଗାନ କରିବା ପରେ ଏବେ ଏହା ଗିନିଜ ବୁକ ଅଫ…

ଲଭ ଟୁଡେର ରିମେକରେ ଏକତ୍ର ଆସିବେ ଅମୀରଙ୍କ ପୁତ୍ର ଜୁନୈଦ ଓ ଶ୍ରୀଦେବୀଙ୍କ ଝିଅ ଖୁସି

ମୁମ୍ବାଇ: ସାଉଥର ସୁପରହିଟ ଫିଲ୍ମ ଲଭ ଟୁଡେର ରିମେକରେ ଅମୀର ଖାଁଙ୍କ ପୁତ୍ର ଜୁନୈଦ ଓ ଶ୍ରୀଦେବୀଙ୍କ ଝିଅ ଖୁସି ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି । ସିକ୍ରେଟ ସୁପରଷ୍ଟାର ଓ ଲାଲ ସିଂ ଚଢ଼ା ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ଅଦ୍ୱେର୍ତ ଚନ୍ଦନ ଏହାର ନିର୍ଦ୍ଦେଶକ ରହିଛନ୍ତି । ଫିଲ୍ମର ସଫଳତା…

ସକାଳୁ ସକାଳୁ କଲବଲ କଲା ତାତି; ସାଢେ ୧୧ଟା ସୁଦ୍ଧା ରାଜଧାନୀ ତାପମାତ୍ର ୩୯ ଟପିଲା

ଭୁବନେଶ୍ୱର: ତାତିରୁ ନିସ୍ତାର ନାହିଁ । ସକାଳୁ ସକାଳୁ ଖରା ଆଉ ତାତି  ସାଙ୍ଗକୁ ଝାଞ୍ଜି ଅସ୍ତବ୍ୟସ୍ତ କରି ଦେଉଛି ଜୀବନ । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ସକାଳ ସାଢେ ୮ଟା ସୁଦ୍ଧା  ୩୨.୮ ଡିଗ୍ରୀ ଛୁଇଁଥିଲା । ଦିନ ଯେତେ ବଢୁଥିଲା, ପାରଦ ସେତେ ଉପରକୁ  ଉଠୁଥିଲା । ପୂର୍ବାହ୍ନ ସାଢେ…

ଖେଳ ହେଲା କାଳ; କାର ଭିତରେ ପଶି ଡୋର ଲକ କରିଦେଲା ୩ ବର୍ଷର ଶିଶୁ, ଆଉ ତା’ ପରେ..

ବରେଲି: ବାପା-ମା’ଙ୍କର ସାମାନ୍ୟ ଭୁଲ କେତେ ବଡ ବିପର୍ଯ୍ୟୟ ଆଣି ନ ଦେଲା ! ଜୀବନଠୁ ଅଧିକ ଭଲ ପାଉଥିବା କୁନି ଝିଅକୁ ପାଦେ ପାଦେ ଜଗିଥିଲେ । ଆଖିରୁ ଗୋଟିଏ ମୁହୂର୍ତ୍ତ ବି ଛାଡିବାକୁ ଦେଉ ନ ଥିଲେ । ହେଲେ କେମିତି ଏତେ ବଡ ଭୁଲ ହୋଇଗଲା  ଯେ ଚାଲିଗଲ ଝିଅର ଜୀବନ ! ସାମାନ୍ୟ ଅନ୍ୟମନସ୍କତାର…

ପୁଣି ୬ ହଜାର କର୍ମଚାରୀ ଛଟେଇ କଲା ମେଟା

ନୂଆଦିଲ୍ଲୀ: ପୁଣି ୬ ହଜାର କର୍ମଚାରୀ ଛଟେଇ କଲା ଫେସ୍‌ବୁକ ପ୍ୟାରେଣ୍ଟ କମ୍ପାନୀ ମେଟା। ବିଶ୍ୱସ୍ତରରେ ୬ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଛି। ମାର୍ଚ୍ଚ ମାସରେ କମ୍ପାନୀ ୧୦ ହଜାର ଛଟେଇ କରିବ ବୋଲି ଘୋଷଣା କରିଥିଲା। କାଲି ଠାରୁ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଛଟେଇ ପରେ ପୀଡ଼ିତ…

ନୂଆ ସଂସଦ ଭବନ ଉଦ୍‌ଘାଟନକୁ ଆସିବେ ଏହି ୧୫ ଦଳ, କାଲି ବୟକଟ କରିଥିଲେ ୧୯

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦ୍‌ଘାଟନକୁ ନେଇ ରାଜନୀତି ଜୋର୍  ଧରିଥିବା ବେଳେ ୧୯ ବିରୋଧୀ ଦଳ ଏହାକୁ ବୟକଟ୍ କରିଛନ୍ତି। ସେହିପରି ୧୫ଟି ଦଳ ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବେ ବୋଲି ସୂଚନା ମିଳିଛି। ଯୋଗ ଦେବାକୁ ଆସୁଥିବା ଏହି ୧୫ ଦଳ ମଧ୍ୟରେ ଅଧିକାଂଶ ବିଜେପି ସହଯୋଗୀ ଦଳ ହୋଇଥିବା ବେଳେ କିଛି…

ସାମାନ୍ୟ ବଚସାରୁ ପତ୍ନୀଙ୍କୁ ହତ୍ୟା କରିବା ପରେ କଟା ମୁଣ୍ଡ ଧରି ଘରକୁ ଫେରିଲା ସ୍ୱାମୀ

ପାରଳାଖେମୁଣ୍ଡି:କ୍ରୋଧ ମଣିଷକୁ କେତେ ବର୍ବର କରି ଦେଇପାରେ ! ମଣିଷକୁ ରାକ୍ଷସ କରିଦିଏ ଏ କ୍ରୋଧ । କ୍ରୋଧାଗ୍ନିରେ ଜଳିଯାଏ ମଣିଷପଣିଆ, ସହୃଦୟତା, ଭଲପାଇବା । କ୍ରୋଧ ନିଆଁରେ ଜଣେ ସ୍ୱାମୀ ଏମିତି ପାଲଟିଗଲା ରାକ୍ଷସ । ଘର ସଂସାର ଗଢିବ ବୋଲି ଯାହାର ହାତଧରି ଘରକୁ ଆଣିଥିଲା ସାମାନ୍ୟ…

ଆମ୍ବ ଗୋଟାଉଥିବା ବେଳେ ମହିଳାଙ୍କୁ ଦଳିଦେଲା ଦନ୍ତା

କେନ୍ଦୁଝର : ଥମୁନି ହାତୀ ଉପଦ୍ରବ । ତୋଲକୋଇ ବନାଞ୍ଚଳରେ ମାତିଛନ୍ତି ହାତୀ । ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲା ତୋଲକୋଇ ବନାଞ୍ଚଳରେ ହାତୀ ଆକ୍ରମଣରେ ଆଜି ପୁଣି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତିରେ ଝଡ଼ ତୋଫାନ…