Latest Odisha News

BREAKING NEWS

Browsing Category

ଫିଚର

ମାଗଣା ଆମ୍ବୁଲାନ୍ସ ପାଇଁ ୮୦୦୦ ମାଗିଲେ ଡ୍ରାଇଭର; ପୁଅ ଶବକୁ ବ୍ୟାଗ୍‌ରେ ପୂରାଇ ୨୦୦ କିମି ଯାତ୍ରା କଲା ବାପା

କୋଲାକାତା: ମାଗଣା ଆମ୍ବୁଲାନ୍ସ ସେବା ପାଇଁ ୮୦୦୦ ମାଗିଲେ ଡ୍ରାଇଭର। ଶେଷରେ ଅନ୍ୟ ଉପାୟ ନ ପାଇ ୫ ମାସର ପୁଅର ଶବକୁ ବ୍ୟାଗ୍‌ରେ ପୂରାଇ ୨୦୦ କିମି ବସ୍‌ରେ ଯାତ୍ରା କଲେ ବାପା। ଏଭଳି ଘଟଣା ଘଟିଛି ପଶ୍ଚିମବଙ୍ଗ କାଳିଆଗଞ୍ଜରେ। ଖବର ଅନୁସାରେ ଅଶୀମ ଦେବଶର୍ମା ନାମକ ଜଣେ ବ୍ୟକ୍ତିଙ୍କର ୫…

ଆଜି ଶପଥ ନେବେ ଝାରସୁଗୁଡ଼ାର ନବ ନିର୍ବାଚିତା ବିଧାୟିକା ଦୀପାଳି ଦାସ

ଭୁବନେଶ୍ବର : ଆଜି ଶପଥ ନେବେ ଝାରସୁଗୁଡ଼ାର ନବ ନିର୍ବାଚିତା ବିଧାୟିକା ଦୀପାଳି ଦାସ । ଗତକାଲି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ଏବଂ ଆଶୀର୍ବାଦ ନେଇଥିଲେ ଦୀପାଳି । ଝାରସୁଗୁଡ଼ାର ବିକାଶ ପାଇଁ ଦୀପାଳିଙ୍କୁ ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିଲେ । ଆଜି ସକାଳ ୧୦ଟା ୪୫ରେ…

ଯାତ୍ରୀବାହୀ ଭ୍ୟାନ୍‌କୁ ଧକ୍କା ଦେଲା ଟ୍ରକ୍; ୬ ମୃତ ଓ ୨୫ ଆହତ

ବଲୋଦବଜାର: ଛତିଶଗଡ଼ ବଲୋଦବଜାର ବଜାରରେ ଭୟଙ୍କର ସଡ଼କ ଦୁର୍ଘଣାଟରେ ୬ ଜଣଙ୍କର ମୃତ୍ୟୁ ହୋଇଛି  ୨୫ ଜଣ ଆହତ ହୋଇଛନ୍ତି। ସୋମବାର ସକାଳେ ଏକ ପିକ୍‌ଅପ୍ ଭ୍ୟାନ୍ ସହ ଟ୍ରକ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। ଗୋଡ଼ା ପୁଲିଆ ଅଢଞ୍ଚଳରେ ବଲୋଦବଜାର ଜାତୀୟ ରାଜପଥ ଉପରେ ପିକ୍‌ଅପ୍ ଭ୍ୟାନ୍ ସହ…

ଆଜି ନକ୍ସଲ ସଂଗଠନ ପକ୍ଷରୁ ରାୟଗଡା ଜିଲ୍ଲା ବନ୍ଦ ଡାକରା

ରାୟଗଡ଼ା : ତାତିଲେ ନକ୍ସଲ ସଂଗଠନ। ରାସ୍ତାରେ ଲଗାଇଲେ ପୋଷ୍ଟର। ଆଜି ନକ୍ସଲ ସଂଗଠନ ତରଫରୁ ରାୟଗଡା ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ ଦାବି ନେଇ ପୋଷ୍ଟର ଲଗାଇଛନ୍ତି । ଅଡିଓ ଟେପ ଜରିଆରେ ମାଓବାଦୀ ୧୫ ତାରିଖ ୭ଟି ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିବା ବେଳେ ପୋଷ୍ଟର ମାରିବା ସହ ଗଛ…

ମଣିପୁର ହିଂସାରେ ରାଜ୍ୟ ଛାଡି ପଳାଇଛନ୍ତି ୫୮୦୦ ଲୋକ

ଇମ୍ଫାଲ: ମଣିପରୁ ଦଙ୍ଗାରେ ଫେରାର୍ ୫୮୦୦ ଲୋକ। ଦଙ୍ଗାପ୍ରବଣ ରାଜ୍ୟକୁ ଛାଡ଼ି ଏମାନେ ପଡ଼ୋଶୀ ରାଜ୍ୟ ମିଜୋରାମକୁ ଚାଲିଯାଇଥିବା ସୂଚନା ମିଳିଛି। ମାଇତେଇ ଓ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଦଙ୍ଗା ହୋଇଥିବାରୁ ମଣିପୁରରୁ ବହୁସଂଖ୍ୟାରେ ଲୋକେ ପଡ଼ୋଶୀ ରାଜ୍ୟକୁ ଚାଲିଯାଇଥିବା ରବିବାର ମଣିପୁର ସରକାର…

ଆମେରିକାର ଭୟଙ୍କର ସଡ଼କ ଦୁର୍ଘଟଣା; ଏକାସାଙ୍ଗରେ ଧକ୍କା ହେଲେ ଟ୍ରକ୍, ଟ୍ରେଲ ଓ ଭ୍ୟାନ୍, ୨୬ ମୃତ

ମେକ୍ସିକୋ: ଆମେରିକାର ଭୟଙ୍କର ସଡ଼କ ଦୁର୍ଘଟଣା। ପରସ୍ପର ସହ ଧକ୍କା ହେଲେ ଟ୍ରାକ୍ଟର, ଟ୍ରେଲର ଓ ଭ୍ୟାନ୍। ଚାଲିଗଲା ୨୬ ଜୀବନ। ରବିବାର ସକାଳେ ଉତ୍ତର ମେକ୍ସିକୋ ସହର ତମଉଲିପାସରେ ଏହି ଦୁର୍ଘଟଣା ହୋଇଥିବା ବେଳେ ଧକ୍କା ହୋଇଥିବା ଗାଡ଼ିଗୁଡ଼ିକ ଜଳିଯାଇଥିଲା। ତମଉଲିପାସ ଲୋକ ସୁରକ୍ଷା…

ମେ ୧୭ରେ ଲଞ୍ଚ ହେବ ସଂଚାର ସାଥୀ ପୋର୍ଟାଲ୍, ଚୋରି କିମ୍ବା ହଜି ଯାଇଥିବା ଫୋନ୍‌କୁ ବ୍ଲକ୍ ଓ ଟ୍ରାକ୍ କରିପାରିବେ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଭାରତରେ ମୋବାଇଲ୍ ବ୍ଲକିଂ ଓ ଟ୍ରାକିଂ ସେବା ଆରମ୍ଭ ହେବାକୁ ଯାଉଛି। ବିଶ୍ୱ ଟେଲିକମ୍ ଦିବସ ଅବସରରେ ମେ ୧୭ ତାରିଖରେ କେନ୍ଦ୍ର ସରକାର ‘ମୋବାଇଲ୍ ବ୍ଲକିଙ୍ଗ୍ ଆଣ୍ଡ ଟ୍ରାକିଙ୍ଗ୍ ସିଷ୍ଟମ’ ଆରମ୍ଭ କରିବେ। କେନ୍ଦ୍ରୀୟ ଦୂର ସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂଚାର…

ଆଜିଠୁ ଭୁବନେଶ୍ୱରରୁ ଦୁବାଇକୁ ଉଡ଼ିବ ବିମାନ

ଭୁବନେଶ୍ୱର : ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର । ଆଜିଠୁ ଭୁବନେଶ୍ୱରରୁ ଦୁବାଇକୁ ଉଡ଼ିବ ବିମାନ । ଆଜିଠାରୁ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ଉଡ଼ିବ ବିମାନ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସୋମବାରରୁ ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଇଣ୍ଡିଗୋ…

କର୍ଣ୍ଣାଟକରେ ଉପମୁଖ୍ୟମନ୍ତ୍ରୀ ମୁସ୍‌ଲିମ ହୁଅନ୍ତୁ, ୫ ବିଧାୟକଙ୍କୁ ଦିଆଯାଉ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ: ସୁନୀ…

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ସରିବା ପରେ ସୁନି ଉଲମା ବୋର୍ଡର ମୁସଲମାନ ନେତା ନୂଆ ସରକାର ଗଠନ ନେଇ ନିଜର ଦାବି ଉପସ୍ଥାପନ କରିଛନ୍ତି। କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ପଦ ମୁସଲମାନ ସମ୍ପ୍ରାଦୟରୁ ହେବା ଦରକାର ବୋଲି ୱାକ୍ ଅଫ୍ ବୋର୍ଡ ଚେୟାରମ୍ୟାନ୍ ଶାଫି ସାଦୀ କହିଛନ୍ତି। କେବଳ…

ଖରାଦିନେ ଲଗାନ୍ତୁ ପୁଦିନା ଫେସ୍‌ ମାସ୍କ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ…

ତ୍ୱଚା ସୁନ୍ଦର ଦିଶିବା ପାଇଁ ମହିଳା ମାନେ ବିଭିନ୍ନ ଉପାୟ ଆପଣେଇ ଥାଆନ୍ତି । ବିଭିନ୍ନ ପ୍ରକାର ମାସ୍କ ମଧ୍ୟ ବ୍ୟବହାର କରନ୍ତି । ଆଜି ଆମେ ଆପଣଙ୍କୁ ପୁଦିନା ଫେସ୍‌ ମାସ୍କ ତିଆରି କରିବାର ପଦ୍ଧତି କହିବୁ । ଯାହା ଗ୍ରୀଷ୍ମ ଋତୁରେ ଚର୍ମକୁ ଥଣ୍ଡା ରଖିବାରେ ସାହାଯ୍ୟ କରିବା ସହ ତ୍ୱଚା…