Latest Odisha News

BREAKING NEWS

Browsing Category

ଫିଚର

ଇମ୍ରାନଙ୍କ ବିରୋଧରେ ରୁଜୁ ହେଲା ମାରାତ୍ମକ କେସ

ଇସଲାମାବଦ: ପାକିସ୍ତାନ ତେହରିକ ଏ ଇନ୍ସାଫର ମୂଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ରୁଜୁ ହୋଇଛି ମାରାତ୍ମକ କେସ । ପାକିସ୍ତାନ ଆର୍ମି ଆକ୍ଟ ୫୯, ୬୦ରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ମୃତ୍ୟୁଦଣ୍ଡ ମଧ୍ୟ ମିଳିପାରେ…

କୋଲକାତା ସମ୍ମୁଖରେ ୧୪୫ ରନର ବିଜୟ ଲକ୍ଷ୍ୟ ରଖିଲା ଚେନ୍ନାଇ

ଚେନ୍ନାଇ: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ଦ୍ୱିତୀୟ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ୧୪୫ ରନର ବିଜୟ ଲକ୍ଷ୍ୟ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ରଖିଛି । ଟସ ଜିତି ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ସ୍ପିନରଙ୍କୁ ସୁହାଉଥିବା ପିଚରେ ଦଳ ବଡ ସ୍କୋର…

ଆସନ୍ତାକାଲିଠୁ ଭୁବନେଶ୍ୱରରୁ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ସେବା

ଭୁବନେଶ୍ୱର: ଭୁବନେଶ୍ୱରରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ଉଡ଼ାଣ । ବିଦେଶକୁ ଭୁବନେଶ୍ୱରରୁ ପ୍ରଥମ ବିମାନ ଦୁବାଇକୁ ସୋମବାର ଉଡ଼ାଣ କରିବ । ଇଣ୍ଡିଗୋ ଏୟାରବସ୍-୩୨୦ ବିମାନ ସପ୍ତାହକୁ ୩ ଥର ଦୁବାଇକୁ ଉଡ଼ାଣ ଭରିବ । ଏପ୍ରିଲ୍ ୧ ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକେଟ୍ ବିକ୍ରିର…

ଆଉ ୧୪ଟି ଜିଲ୍ଲାର ୫୫ଟି ବ୍ଲକରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଗଠିତ

ଭୁବନେଶ୍ୱର: ଜନଜାତି ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ପାଇଁ, ଛୋଟ ବଡ଼ ସବୁ ଜନଜାତି ଗୋଷ୍ଠୀର ଅନନ୍ୟ ପରିଚୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ବଲିଷ୍ଠ ପଦକ୍ଷେପ ନେଇ ଆଉ ୧୪ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦ ସୃଷ୍ଟି କରାଗଲା ବୋଲି ଘୋଷଣା କରିଛନ୍ତି । ଏହି ନୂତନ ଜିଲ୍ଲା…

ରେସଲରଙ୍କ ଧାରଣା: ବିଜେପିର ସମର୍ଥନ ନ ଥିବା କହିଲେ ଭିନେଶ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ବିରୋଧରେ ରେସଲରମାନେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି । ଏ ନେଇ ଜନ୍ତର ମନ୍ତରରେ ସେମାନେ ଧାରଣାରେ ବସିଛନ୍ତି । ରେସଲରମାନଙ୍କ ସମର୍ଥନ ଦେବା ପାଇଁ ଖାପ ପଂଚାୟତଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳ ଆଗକୁ ଆସିଛନ୍ତି ।…

କର୍କଟ ରୋଗରେ ଆକ୍ରାନ୍ତ ମାଆ କାଟିଲେ ଚୁଟି: ଉତ୍ସାହିତ କରିବାକୁ ଯାଇ ପୁଅ ବି ହେଲେ ଲଣ୍ଡା

ବ୍ରାଜିଲ: ମଣିଷ କୌଣସି ରୋଗରେ ଆକ୍ରାନ୍ତ ହେଲେ ସେ ଏକା ଜୀବନ ସହିତ ସଂଘର୍ଷ କରେ ନାହିଁ । ବରଂ ପୁରା ପରିବାର ସଂଘର୍ଷ କରିଥାନ୍ତି । ପୁରା ପରିବାର ଅନୁଭବ କରନ୍ତି ଯନ୍ତ୍ରଣା କ’ଣ ? ସମସ୍ତେ ରୋଗୀଙ୍କ ପାଇଁ ଚିନ୍ତିତ ହୋଇଥାନ୍ତି । ଏଭଳି ପରିସ୍ଥିତିରେ ପରିବାର ସର୍ବଦା ରୋଗୀଙ୍କ ସାହସ…

ବାଘ ସହ ଫଟୋ ଉଠାଉଥିଲେ ଦୁଇ ପର୍ଯ୍ୟଟକ, ଗର୍ଜନ ଶୁଣି ଦୌଡ଼ିଲେ

ଥାଇଲ୍ୟାଣ୍ଡ: ଆଜିର ଯୁବପିଢୀଙ୍କୁ ଭିଡ଼ିଓ ବନାଇବା ନିଶା ଘାରିଛି । ସେଥିଲାଗି ସେମାନେ ନିଜ ଜୀବନକୁ ବିପଦରେ ପକାଇ ଭିଡ଼ିଓ ବନାଉଛନ୍ତି । ଏମିତି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ ହୋଇଯିବେ । ଦୁଇଜଣ ପର୍ଯ୍ୟଟକ ନିଜ ଜୀବନକୁ ବାଜି ଲଗାଇ ବାଘ…

ଇଂଲଣ୍ଡରେ ବାତିଲ ହେଲା ଦି କେରଳ ଷ୍ଟୋରି ଫିଲ୍ମର ସ୍କ୍ରିନିଂ

ମୁମ୍ବାଇ: ଦି କେରଳ ଷ୍ଟୋରି ଫିଲ୍ମ ଭାରତରେ ସୁପରହିଟ ହେବା ପରେ ଏବେ ଏହା ଆନ୍ତର୍ଜାତୀୟ ବଜାର ଉପରେ ନଜର ପକାଇଛି । ଆମେରିକା ଓ କାନାଡାରେ ମଧ୍ୟ ଫିଲ୍ମ ଭଲ ବ୍ୟବସାୟ କରୁଥିବା ରିପୋର୍ଟ ମିଳିଛି । ତେବେ ଇଂଲଣ୍ଡରେ ଏହାର ସ୍କ୍ରିନିଂ ଉପରେ ରୋକ ଲଗାଯାଇଛି । ବ୍ରିଟିଶ ବୋର୍ଡ ଅଫ ଫିଲ୍ମ…

୧୪ ସ୍ଥାନରେ ୪୦ ଉପରେ ପାରଦ, କାଲିଠୁ ହିଟ୍ ୱେଭ୍ ନେଇ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜି ରାଜ୍ୟର ୧୪ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଝାରସୁଗୁଡ଼ାରେ ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ କରାଯାଇଛି । କାଲିଠୁ ରାଜ୍ୟରେ ହିଟ୍ ୱେଭ୍ ନେଇ ୧୭ ତାରିଖ ଯାଏ ବିଭିନ୍ନ ଜିଲ୍ଲାକୁ ଜାରି ହୋଇଛି ୟେଲୋ…

୧୨ ଫୁଟର କିଙ୍ଗ୍ କୋବ୍ରା ସହ ଖେଳୁଛନ୍ତି ଯୁବକ, କିସ୍ ବି କରୁଛନ୍ତି

ସାପ ବିଷଧର ହେଉ ବା ବିଷହୀନ, ସାପର ନାଁ ଶୁଣିଲେ ଯେ କେହି ଲୋକ ଭୟଭୀତ ହୋଇପଡ଼ନ୍ତି । ଯଦି ଆପଣ ଅପ୍ରସ୍ତୁତ ଅଛନ୍ତି ଓ ଏତିକି ବେଳେ କୌଣସି ସାପ ଆପଣଙ୍କ ସାମ୍ନାକୁ ଆସିଗଲା, ହଠାତ୍ କ’ଣ କରିବେ ଆପଣ ? ଏ କ୍ଷେତ୍ରରେ ଅନେକ ଲୋକ ପ୍ରାଣବିକଳରେ ଦୌଡ଼ିଥାନ୍ତି । ହେଲେ ଏବେ ସାପକୁ ନେଇ ଏମିତି ଏକ…