Latest Odisha News

BREAKING NEWS

Browsing Category

ଫିଚର

ଆସୁଛି ବାତ୍ୟା ମୋଚା; ବିମାନ ଓ ପୋର୍ଟ କାର୍ଯ୍ୟ ରଦ୍ଦ, ଉଦ୍ଧାର ହେଲେ ହଜାର ହଜାର ଲୋକ, ଆଲର୍ଟ ବାଂଲାଦେଶ

ନୂଆଦିଲ୍ଲୀ: ରବିବାର ଅପରାହ୍ନରେ ସ୍ଥଳଭାଗ ଛୁଇଁବ ଘୂର୍ଣ୍ଣିବାତ୍ୟା ମୋଚା। ମିଆଁମାର କ୍ୟୋକ୍‌ପ୍ୟୁରେ ଓ ବାଂଲାଦେଶ ଦକ୍ଷିଣାଞ୍ଚଳ କୋକ୍ସ ବଜାର ମଧ୍ୟରେ ଲାଣ୍ଡଫଲ୍ କରିବା ନେଇ ଆଶଙ୍କା ରହିଛି ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ପାଣିପାଗ ବିଭାଗର ସୂଚନା…

ସାଙ୍ଗକୁ ବଞ୍ଚାଇବାକୁ ଯାଇ ଜଣଙ୍କ ପରେ ଜଣେ ୫ ଜଣଙ୍କର ଜୀବନ ଗଲା

ବୋଟାଡ୍: ସାଙ୍ଗକୁ ବଞ୍ଚାଇବାକୁ ଯାଇ ଜଣଙ୍କ ପରେ ଜଣେ ୫ ଜଣଙ୍କର ଜୀବନ ଗଲା। ଗୁଜରାଟର ବୋଟାଡ୍ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶନିବାର ମଧ୍ୟାହ୍ନ ସମୟରେ କୃଷ୍ଣା ସାଗର ହ୍ରଦରେ ଗାଧଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ,  କୃଷ୍ଣା ସାଗର…

ଆଜି ପ୍ରକାଶ ପାଇବ ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ପରୀକ୍ଷା ଫଳ

ଭୁବନେଶ୍ୱର : ଭାରତୀୟ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ପରିଷଦ (ସିଆଇଏସସିଇ) ଦ୍ୱାରା ପରିଚାଳିତ ଦଶମ ଆଇସିଏସଇ ଏବଂ ଦ୍ୱାଦଶ (ଆଇଏସସି) ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ଆଜି ଅପରାହ୍ନ ୩ ଟା ବେଳକୁ ପ୍ରକାଶ ପାଇବ । ଏନେଇ ସିଆଇଏସସିଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ପରିକ୍ଷାର୍ଥୀ…

କର୍ଣ୍ଣାଟକ ନିର୍ବାଚନ: ବିଜେପିରୁ ବିଦ୍ରୋହ କରି କଂଗ୍ରେସରେ ଯୋଗ ଦେଇଥିବା ନେତା ଜିତିଲେ ନା ହାରିଲେ ?

ନୂଆଦିଲ୍ଲୀ: ଗତକାଲି କର୍ଣ୍ଣାଟକ ନିର୍ବାଚନ ଶେଷ ହୋଇଛି। ଏଥିରେ ବିଜେପିକୁ ପରାସ୍ତ କରି କଂଗ୍ରେସର ବିପୁଳ ବିଜୟ ହୋଇଛି। ଦଳ ୧୩୭ ଆସନରେ ବିଜୟ ହୋଇଥିବା ବେଳେ ବିଜେପି ମାତ୍ର ୬୫ରେ ସୀମିତ ରହିଯାଇଛି। ତେହେ ଏହି ନିର୍ବାନରେ ଯେଉଁ ନେତାମାନେ ଟିକେଟ୍‌ ନ ମିଳିବାରୁ ବିଦ୍ରୋହ କରି କଂଗ୍ରେସରେ…

ସମ୍ବଲପୁର ସର୍କଲ ଜେଲରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ କଏଦୀ!

ସମ୍ବଲପୁର: ସମ୍ବଲପୁର ସର୍କଲ ଜେଲରେ କଏଦୀଙ୍କ ଆତ୍ମହତ୍ୟା ଅଭିଯୋଗ। ବେକରେ ଗାମୁଛା ଦେଇ ଝୁଲିପଡ଼ିଲେ କଏଦୀ। ଜେଲ୍‌ କୋଠରୀରୁ ମୃତଦେହ ଉଦ୍ଧାର କରିଛି ପୁଲିସ୍। ମୃତକ ଜଣଙ୍କ ହେଲେ ସଦର ଥାନା ସିନ୍ଦୂରପଙ୍କ ଅଞ୍ଚଳର ଧରଣୀଧର ମହାନନ୍ଦ। ତାଙ୍କ ବୟସ ୩୫ ହେବ। ଏକ ପାରିବାରିକ କଳହ ମାମଲାରେ…

ସୁନା କିଣିବାକୁ ଯାଉଛନ୍ତି କି ! ଥରେ ନଜର ପକାନ୍ତୁ କେତେ ରହିଛି ସୁନା ଦର ?

ଭୁବନେଶ୍ୱର : ସୁନା ଗହଣା ସମସ୍ତଙ୍କର ପସନ୍ଦ । ବିଶେଷ କରି ମହିଳା ମାନେ ସୁନା ଗହଣା ପିନ୍ଧିବାକୁ ଅଧିକ ପସନ୍ଦ କରିଥାଆନ୍ତି । ସୁନାର କ୍ରମାଗତ ଦର ପରିବର୍ତ୍ତନକୁ ନେଇ ସମସ୍ତେ ଚିନ୍ତିତ । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ସୁନା ଦର ଲୋକଙ୍କୁ ବିଚଳିତ କରିଛି। ତେବେ ଆଜି କେତେ ରହିଛି…

ଆଜିଠୁ ଆରମ୍ଭ ହେବ ମହାପ୍ରଭୁଙ୍କ ଭିତର ଚନ୍ଦନଯାତ୍ରା

ପୁରୀ: ଆଜିଠାରୁ ମହାପ୍ରଭୁଙ୍କର ଭିତର ଚନ୍ଦନ ନୀତି ଆରମ୍ଭ ହେଉଛି । ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ୨୧ ଦିନ ଧରି ଅନୁଷ୍ଠିତ ହେବ । ୧୫ ତାରିଖ ଦିନ ଏକାଦଶୀ, ୧୯ ତାରିଖ ଦିନ ସାବିତ୍ରୀ ଅମାବାସ୍ୟା, ୨୪ ତାରିଖ ଦିନ ଶୀତଳ ଷଷ୍ଠୀ ଓ ୩୧ ତାରିଖ ଦିନ ରୁକ୍ମିଣୀ ବିବାହ ମହାପ୍ରଭୁଙ୍କ…

ଶୋଇଥିବା ବେଳେ ମହିଳାଙ୍କ ଉପରେ ମାଡ଼ିଗଲା କାର୍‌, କ୍ଷତିପୂରଣ ଦାବିରେ ରାସ୍ତାରୋକ

ବୌଦ୍ଧ : ଭାରସାମ୍ୟ ହରାଇ ଘରେ ପଶିଗଲା କାର୍‌ । ଶୋଇଥିବା ଅବସ୍ଥାରେ ମହିଳାଙ୍କ ଉପରେ ମାଡ଼ିଗଲା । ଘଟଣାସ୍ଥଳରେ ଚାଲିଗଲା ମହିଳାଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ବୌଦ୍ଧ ରାଧାନଗର ଗାଁରେ ଘଟିଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କାରଟି ଚାରିଛକ ପଟୁ ବୌଦ୍ଧ ଆଡ଼କୁ…

କେଉଁ ସମୟରେ ବ୍ୟାୟାମ କରିବା ଉଚିତ୍‌ ?

ସୁସ୍ଥ ଶରୀର ପାଇଁ ପ୍ରତିଦିନ ବ୍ୟାୟାମ କରିବା ନିହାତି ଆବଶ୍ୟକ । ବିଶେଷ କରି ସକାଳ ସମୟରେ ବ୍ୟୟାମ କରିବା ଶରୀର ପାଇଁ ଅଧିକ ଫାଇଦାବନ୍ତ ହୋଇଥାଏ । ତେବେ ବ୍ୟାୟାମର ସଠିକ ସମୟ ହେଉଛି ଧ୍ୟାନ। ଆପଣ କେତେବେଳେ ବ୍ୟାୟାମ ପାଇଁ ସମୟ ବାହାର କରିପାରୁଛନ୍ତି ସେଇଟା ହିଁ ଗୁରୁତ୍ୱପୂର୍ଣ୍ଣ । ତେଣୁ…

୪୦ ବର୍ଷ ପରେ କର୍ଣ୍ଣାଟକରେ ରେକର୍ଡ ସଂଖ୍ୟକ ଭୋଟ୍ ହାତେଇ ଖୁସିରେ ଗଦ ଗଦ ହେଲା କଂଗ୍ରେସ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟର ପରିମାଣ ୩୦ ବର୍ଷରୁ ଅଧିକ ସମୟ ମଧ୍ୟରେ ଉଭୟ ଆସନ ଓ ଭୋଟ୍ ହାର ଦୃଷ୍ଟିରୁ ଏକ ରେକର୍ଡ। ଦଳ ୪୨.୯ ପ୍ରତିଶତ ଭୋଟ୍ ସହ ୧୩୭ଟି ଆସନରେ ବିଜୟୀ ହୋଇଛି। ଯାହାକି ୨୦୧୮ ତୁଳନାରେ ୫୭ଟି ଅଧିକ। କଂଗ୍ରେସ ଏହିପରି ଏକ ପ୍ରଦର୍ଶନ…