Latest Odisha News

BREAKING NEWS

Browsing Category

ଫିଚର

ଗଣଦୁଷ୍କର୍ମ ପୀଡ଼ିତାଙ୍କ ମୃତଦେହକୁ ରାସ୍ତାରେ ଘୋଷାଡ଼ି ନେଲା ପୋଲିସ, ଲୋକେ ଫିଙ୍ଗିଲେ ପଥର

କୋଲକାତା: ଦଳିତ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ପରେ ହିଂସା ସୃଷ୍ଟି ହୋଇଛି । ନାବାଳିକାଙ୍କ ମୃତଦେହ ନେବାକୁ ଆସିଥିବା ବେଳେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛି ପୋଲିସ । ଲୋକେ ପୋଲିସ ଉପରକୁ ଢେଲା, ପଥର ଫିଙ୍ଗିଛନ୍ତି । ଏଭଳି ଘଟଣା ଘଟିଛି ପଶ୍ଚିମବଙ୍ଗର ଦିନାଜପୁରରେ ।…

ସେଲଫି ହେଲା କାଳ ! ହେଲିକପ୍ଟର ପଙ୍ଖାରେ ବେକ କଟି ଉତ୍ତରାଖଣ୍ଡ ଯୁବ ସରକାରୀ ଅଧିକାରୀଙ୍କ ଅକାଳ ମୃତ୍ୟୁ

ଉତ୍ତରାଖଣ୍ଡ : ସେଲଫି ନେବାର ନିଶା ଖୁବ ମହଙ୍ଗା ପଡ଼ିଛି ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳର ଜଣେ ଯୁବ ସରକାରୀ ଅଧିକାରୀଙ୍କୁ । ହେଲିକପ୍ଟର ବ୍ଲେଡ ବାଜି ବେକ କଟି ଯିବାରୁ ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳର ଆର୍ଥିକ ନିୟନ୍ତ୍ରକଙ୍କ ଦୁଃଖଦ ମୃତ୍ୟୁ ଘଟିଛି । ରବିବାର କେଦାରନାଥ…

ପୁଣି ଅସୁସ୍ଥ ହୋଇ ଚିକିତ୍ସାଳୟରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୁଜାରୀ

କୋରାପୁଟ : ବିରଳ ଧାନ ବିହନର ସଂଗ୍ରାହକ ତଥା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀ ଅସୁସ୍ଥ ହୋଇ ଶନିବାର ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। କମଳା ପୂଜାରୀଙ୍କ ପାକଜନିତ ସମସ୍ୟା ହେତୁ ସେ ଗୁରୁତର ଅସୁସ୍ଥ ଥିବା କୁହାଯାଉଛି। ତାଙ୍କର ଚିକିତ୍ସା…

ସେପ୍ଟେମ୍ବର ମାସରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି, ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ୱାଶିଂଟନ୍ ଆଶାବାଦୀ

ନୂଆଦିଲ୍ଲୀ : ଚଳିତବର୍ଷ ସେପ୍ଟେମ୍ବର ମାସରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । ବାଇଡେନ୍‌ ତାଙ୍କର ଭାରତ ଗସ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ କରିବା ପାଇଁ…

କାଳବୈଶାଖୀ ନେଇ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିଛି । ଆଗାମୀ ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ କଳାହାଣ୍ଡି, ରାୟଗଡ଼ା, କୋରାପୁଟ, କନ୍ଧମାଳ, ଗଞ୍ଜାମ, କଟକ, ଯାଜପୁର, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାକୁ ଅରେଞ୍ଜ…

ସମୀକ୍ଷା ଓ ସମାଲୋଚନା ହିଁ ସାହିତ୍ୟକୁ ବିକଶିତ କରେ : ରାଜକିଶୋର ମହାପାତ୍ର

ଓଡ଼ିଆ ଭାଷା ସାହିତ୍ୟରେ ସମକାଳର ଜଣେ ନିଆରା ବ୍ୟକ୍ତିତ୍ୱ ରାଜକିଶୋର ମହାପାତ୍ର । ସାହିତ୍ୟ ସର୍ଜନାରେ ସେ ଯେତିକି ମନସ୍କ, ସାହିତ୍ୟ କୃତିର ସମୀକ୍ଷା ଓ ସମାଲୋଚନାରେ ସେତିକି ମଗ୍ନ । ଲେଖକ ଅପେକ୍ଷା ପାଠକ ଭାବରେ ସେ ଅଧିକ ପରିଚିତ। ଗଳ୍ପ, କବିତା, ଉପନ୍ୟାସ, ଶିଶୁସାହିତ୍ୟ, ଗବେଷଣା ମୂଳକ…

ମାଲକାନଗିରି ତୁଲସୀ ଗାଁ ନିକଟରେ ପ୍ରତିଷ୍ଠା ହେଲା ପୋଲିସ ଓ ବିଏସଏଫର ନୂଆ ସୁରକ୍ଷା ଶିବିର

ମାଲକାନଗିରି ଜିଲ୍ଲାର ତୁଲସୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ଅନ୍ତର୍ଗତ ତୁଲସୀ ଗାଁ ନିକଟରେ ପୋଲିସ ଓ ବିଏସଏଫ ଓଡ଼ିଶାର ଏକ ନୂଆ କମ୍ପାନୀ ଅପରେଟିଂ ବେସ୍ – ସିଓବି ପ୍ରତିଷ୍ଠା କରାଯାଇଛି । ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପର ମୁକାବିଲା ତ୍ୱରାନ୍ୱିତ କରିବା ପାଇଁ ଏହି ନୂଆ ସୁରକ୍ଷା ଶିବିର…

ରାଜ୍ୟରେ ଜାରି ହେଲା ମୋଟର ଏଗ୍ରିଗେଟର ନିୟମ, ଏଣିକି ସୁଗମ ଓ ସୁରକ୍ଷିତ ହେବ ଯାତ୍ରୀ ସେବା

ଭୁବନେଶ୍ୱର : ଯାତ୍ରୀ ସେବାକୁ ସୁଗମ ଓ ସୁରକ୍ଷିତ କରିବା ଲକ୍ଷ୍ୟରେ ଦେଶର ଷଷ୍ଠ ରାଜ୍ୟ ଭାବେ ମୋଟର ଏଗ୍ରିଗେଟର ନିୟମ ଲାଗୁ କଲା ଓଡ଼ିଶା  । ଅର୍ଥାତ ଓଲା, ଉବର ଓ ରାପିଡୋ ଭଳି ଯାତ୍ରୀ ପରିବହନ ସେବା ବ୍ୟବସ୍ଥା ଭାବେ କାର୍ଯ୍ୟ କରୁଥିବା ସଂସ୍ଥା ଏହି ନିୟମର ଅନ୍ତର୍ଭୁକ୍ତ ଓ ପରିଚାଳିତ ହେବେ।…

୩ ବନ୍ଧୁକ ଜବତ, ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ପୁରୀ: ପୁରୀ ପୋଲିସକୁ ବଡ଼ ସଫଳତା ମିଳିଛି । କୁଖ୍ୟାତ ଅଭିଯୁକ୍ତ ମନୁଆ ମହାନ୍ତିଙ୍କ ସହ ୪ ଜଣ ସହଯୋଗୀଙ୍କୁ ଗିରଫ କରିଛି ପୁରୀ ପୋଲିସ । ଗିରଫଙ୍କ ଠାରୁ ୩ଟି ସେମି ଅଟୋମେଟିକ୍ ପିସ୍ତଲ୍ ସହ ୧୦ଟି ଗୁଳି, ମୋବାଇଲ୍ ଓ ଛୁରି ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ଜଗତସିଂହପୁରର…

‘ନବୀନ ଡାକିଲେ, ମୁଁ ଆସିଲି’, ଶଙ୍ଖ ଭବନର ଉଦଘାଟନରେ ଯୋଗ ଦେଇ ତଥାଗତ କହିଲେ ସେ ନିର୍ଦ୍ଦଳୀୟ

ଭୁବନେଶ୍ୱର: ଢେଙ୍କାନାଳରୁ ପୁଣି ବିଜେଡି ଟିକେଟରେ ଲଢ଼ିବେ କି ତଥାଗତ ଶତପଥୀ ? ଆଜି ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଶଙ୍ଖ ଭବନର ଉଦଘାଟନୀ ଉତ୍ସବରେ ତଥାଗତଙ୍କ ଉପସ୍ଥିତି ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇ ଥିଲା । ୨୦୧୯ ସାଧାରଣ ନିର୍ବାଚନ ଆଗରୁ ତଥାଗତ ନିର୍ବାଚନ ରାଜନୀତିରୁ ଦୂରେଇ…