Latest Odisha News

BREAKING NEWS

Browsing Category

ଫିଚର

ଯାତ୍ରା ଦେଖିବା ହେଲା କାଳ, ମୁକୁଳା କୂଅରେ ପଡ଼ି ଚାଲିଗଲା ଜୀବନ

କାମାକ୍ଷାନଗର : ମାମୁଁ ଘର ଗାଁକୁ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଅଘଟଣ । ବିଳମ୍ବିତ ରାତିରେ ଯାତ୍ରା ଚାଲିଥିବା ବେଳେ ଖୋଲା କୂଅରେ ପଡି ଜଣେ ନାବାଳକର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ସରଦେଇପୁର ଗାଁରେ । ମୃତ ନାବାଳକ ଜଣକ ହେଲେ…

ଖରାଦିନେ ପଣସ ଖାଇବା ଠିକ୍‌ ନାଁ ଭୁଲ୍‌ ?

ଖରାଦିନେ ବିଭିନ୍ନ ପ୍ରକାର ଫଳ ଖାଇବା ଉଚିତ୍‌ । କଞ୍ଚା ଫଳ ଖାଇବା ଠିକ ନାଁ ଭୁଲ ତାହାକୁ ନେଇ ଲୋକଙ୍କ ମନରେ ଏକ ଦ୍ୱନ୍ଦ୍ୱ ରହିଥାଏ। କାରଣ ଖରା ଦିନେ କଞ୍ଚା ଫଳର ପ୍ରଭାବ ଗରମ ରହିଥାଏ। ପଣସ ଭଳି କଞ୍ଚା ଫଳ ଗରମ ଏବଂ ଆର୍ଦ୍ର ପରିବେଶରେ ଉତ୍ପାଦିତ ହୋଇଥାଏ। ପଣସକୁ କିଛି ଲୋକ ଖାଇବାକୁ…

କଳା ଅଣ୍ଡା ଖାଇଲେ ବଢିଥାଏ ଆୟୁଷ

ଜାପାନ: ସାଧାରଣତଃ ଅଣ୍ଡାର ରଙ୍ଗ ଧଳା କିମ୍ବା ବାଦାମୀ ରଙ୍ଗର ହୋଇଥାଏ । କିନ୍ତୁ କଳା ରଙ୍ଗର ଅଣ୍ଡା ଯେ ଥାଇପାରେ ଏକଥା ଅନେକଙ୍କୁ ଅଜଣା । ଏବେ ଜାପାନରେ କଳା ରଙ୍ଗର ଅଣ୍ଡା ଦେଖିବାକୁ ମିଳୁଛି, ଯାହାକୁ ଖାଇଲେ ଆୟୁଷ ବଢିଥାଏ ବୋଲି ସେଠାକାର ଲୋକଙ୍କ ଧାରଣା । ଜାପାନର ମାଉଣ୍ଟ ହୋକେନ୍‌ରେ…

ପୋଲିସ ଭୂମିକାରେ ଏକାଠି ନଜର ଆସିବେ ଅଜୟ -ଦୀପିକା

ମୁମ୍ବାଇ: ଏବେ ପୁଣି ଏକାଠି କାମ କରିବେ ଅଭିନେତା ଅଜୟ ଦେବଗନ ଓ ନିର୍ଦ୍ଦେଶକ ରୋହିତ୍ ସେଟ୍ଟୀ । ସିଙ୍ଘମ’ ଏବଂ ‘ସିଙ୍ଘମ ରିଟର୍ନସ’ର ସଫଳତା ପରେ ଏବେ ଅଜୟ ଏବଂ ରୋହିତଙ୍କ ଯୋଡି ନୂଆ ଫିଲ୍ମ ‘ସିଙ୍ଘମ ଏଗେନ୍‌’ ଘୋଷଣା କରିଛନ୍ତି । ଏହି ଫିଲ୍ମକୁ ନେଇ ଅଜୟ ଖୁବ୍ ଉତ୍ସାହିତ ଅଛନ୍ତି ।…

କୁନୋ ଜାତୀୟ ପାର୍କରେ ଆଉ ଏକ ଚିତାର ମୃତ୍ୟୁ

କୁନୋ: ରବିବାର ପଶୁପ୍ରେମୀଙ୍କ ପାଇଁ ଏକ ଦୁଃଖ ଖବର ହସ୍ତଗତ ହୋଇଛି । କୁନୋ ଜାତୀୟ ପାର୍କରେ ଚିକିତ୍ସାଧୀନ ଅବସ୍ଥାରେ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ଚିତା ଉଦୟର ମୃତ୍ୟୁ ଘଟିଛି । ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନାହିଁ । ମଧ୍ୟପ୍ରଦେଶର ବନ ସଂରକ୍ଷକ ଜେଏସ ଚୌହ୍ୱାନ ଏ ସମ୍ପର୍କରେ ସୂଚନା…

ଅକ୍ଷୟ ତୃତୀୟାରୁ ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ ସହ ଚନ୍ଦନ ଯାତ୍ରା

ପୁରୀ: ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ହୋଇଥିବା ବେଳେ ଅନ୍ୟପଟେ ମହାପ୍ରଭୁ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ଧରି ଚାପ ଖେଳିବାର ପରମ୍ପରା ଆରମ୍ଭ ହୋଇଛି । ବନଜାଗ ବିଧିରେ ପୂଜା କାର୍ଯ୍ୟ ସହ ସୁନା କୁରାଢିରେ ରଥ କାଠ ଛେଦନ କରାଯାଇ ରଥ ନିର୍ମାଣ ଅନୁକୂଳ ହୋଇଛି । ରଥ…

ରାହାନେ, ଦୁବେଙ୍କ ବିସ୍ଫୋରକ ବ୍ୟାଟିଂ: କୋଲକାତା ସମ୍ମୁଖରେ ୨୩୬ ରନର ଲକ୍ଷ୍ୟ

ଇଡେନଗାର୍ଡେନ: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗସ ୨୩୬ ରନର ବିଶାଳ ଲକ୍ଷ୍ୟ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ରଖିଛି । ଅଜିଙ୍କ୍ୟ ରାହାନେ ଓ ଶିବମ ଦୁବେ କୋଲକାତା ବୋଲରଙ୍କୁ ନିର୍ଧୂମ ପ୍ରହାର କରିଥିଲେ । ରାହାନେ ୨୯…

ପୁନର୍ବାର ଧାରଣାରେ ବସିଲେ ମହିଳା ରେସଲର

ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ରେସଲର ରବିବାର ପୁନର୍ବାର ଜନ୍ତରମନ୍ତରରେ ଧାରଣାରେ ବସିଛନ୍ତି । ଭାରତୀୟ ରେସଲିଂ ଫେଡେରେଶନର ଅଧ୍ୟକ୍ଷ ଏବଂ ଅନ୍ୟ ପ୍ରଶିକ୍ଷକମାନେ ସେମାନଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରି ଏହି ଧାରଣାରେ ବସିଛନ୍ତି । ପୂର୍ବରୁ ଫେଡେରେଶନ ମୂଖ୍ୟ ବ୍ରିଜ ଭୂଷଣ…

ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବିଜେପିକୁ ପୁଣି ଝଟକା, ବିଜେଡିରେ ମିଶିଲେ ତ୍ରିନାଥ ଗୋୟେଲ

ଭୁବନେଶ୍ୱର: ଉପନିର୍ବାଚନ ପୂର୍ବରୁ ବିଜେପିକୁ ଆଉ ଏକ ଝଟକା ଲାଗିଛି । ଝାରସୁଗୁଡ଼ା ବିଜେପିର ଜଣେ ଟାଣୁଆ ନେତା ଭାବେ ପରିଚିତ ତ୍ରିନାଥ ଗୋୟେଲ୍ ଆଜି ବିଜେଡିରେ ସାମିଲ୍ ହୋଇଛନ୍ତି । ବିଜେଡିର ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଦଳରେ ସାମିଲ୍ ହୋଇଛନ୍ତି ତ୍ରିନାଥ…

ସଞ୍ଜୟ ରାଉତଙ୍କ ବୟାନକୁ ନେଇ ଚାଂଚଲ୍ୟ

ମୁମ୍ବାଇ: ସଞ୍ଜୟ ରାଉତଙ୍କ ଏକ ବୟାନକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇ ଉଠିଛି । ରାଉତ କହିଛନ୍ତି ମହାରାଷ୍ଟ୍ରରେ ଏକନାଥ ସିନ୍ଦେ ଓ ବିଜେପି ମେଂଟ ସରକାର ୧୫ରୁ ୨୦ ଦିନ ମଧ୍ୟରେ ଭାଙ୍ଗିଯିବ । ସିନ୍ଦେ-ଫଡନବୀଶ ସରକାର ଆଉ ବେଶୀ ଦିନ ତିଷ୍ଠିବନି । ମୁଁ ପୂର୍ବରୁ କହିଥିଲେ ଏବେ ତ ଏହି…