Latest Odisha News

BREAKING NEWS

Browsing Category

ଫିଚର

ଯେଉଁ ବ୍ୟକ୍ତି ଭଲ କାମ କରନ୍ତି ସେ ସମ୍ମାନ ପାଆନ୍ତି ନାହିଁ: ଗଡକରୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ମଙ୍ଗଳବାର କହିଛନ୍ତି ଯେ ଯେଉଁମାନେ ରାଜନୀତିରେ ଭଲ କାମ କରିଛନ୍ତି ସେମାନଙ୍କୁ ସମ୍ମାନ ମିଳିନାହିଁ ଏବଂ ଯେଉଁମାନେ ଖରାପ କାମ କରିଛନ୍ତି ସେମାନଙ୍କୁ କେବେ ଦଣ୍ଡିତ କରାଯାଇନାହିଁ। ରାଜନେତାଙ୍କ ମଧ୍ୟରେ ସୁଯୋଗବାଦ ଓ ବିଚାରଧାରାର ଅବକ୍ଷୟକୁ…

ମେସିନ୍ ଯୋଗେ ବାଲି ଉଠାଣ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ, ପରିବହନ ଉପରେ କଟକଣା

କଟକ: ମେସିନ ବ୍ୟବହାର କରି ନଦୀ କୂଳରେ ବାଲି ଉତ୍ତୋଳନ ଉପରେ କଟକଣା ଲଗାଇବା ସହ ବାଲି ପରିବହନ ଉପରେ ଅନେକ କଟକଣା ଜାରି କରିଛନ୍ତି ଓଡ଼ିଶା ହାଇକୋର୍ଟ। ମେସିନ୍ ଦ୍ୱାରା ବାଲି ଉତ୍ତୋଳନ କରାଯାଇପାରିବ ନାହିଁ ଏବଂ ବୁଧବାରଠାରୁ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉ ବୋଲି…

ଏନସିପି ଚିହ୍ନ ଜିତିଲେ ଅଜିତ ପାୱାର, ରାଜ୍ୟସଭା ନିର୍ବାଚନ ପୂର୍ବରୁ ଦଳୀୟ ନାଁ ହରାଇଲେ ଶରଦ ପାୱାର

ନୂଆଦିଲ୍ଲୀ: ଏନସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କୁ ଏକ ବଡ଼ ଝଟକା ଦେଇ ନିର୍ବାଚନ ଆୟୋଗ ମଙ୍ଗଳବାର ରାୟ ଦେଇଛନ୍ତି ଯେ ତାଙ୍କ ବିଦ୍ରୋହୀ ପୁତୁରା ଅଜିତ ପାୱାର ଏନସିପିର 'ଘଡ଼ି' ଚିହ୍ନ ବଜାୟ ରଖିବେ। ୨୦୨୩ରେ ଅଜିତ ପାୱାର ମହାରାଷ୍ଟ୍ରରେ ବିଜେପି-ଶିବସେନା (ଏକନାଥ ସିନ୍ଧେ ଗୋଷ୍ଠୀ) ମେଣ୍ଟ…

‘ରୋଜ ଡେ’: ଆରମ୍ଭ ହେଲା ପ୍ରେମ ସପ୍ତାହ, ଗୋଲାପ କହିବ ମନର କଥା

ଭୁବନେଶ୍ବର: ପ୍ରେମ ମାନେନାହିଁ ବୟସ, ଜାତି ଓ ସୀମା ସରହଦ । ସେ ସବୁବେଳେ ଶାଶ୍ବତ ଓ ଚିରନ୍ତନ । ପ୍ରେମ ସଫଳ ବା ବିଫଳ ହୋଇପାରେ, ମାତ୍ର ଏହାର ଅନୁଭବ ନିଶ୍ଚିତ ଭାବେ ଅନନ୍ୟ । ପ୍ରାପ୍ତି ଓ ଅପ୍ରାପ୍ତିର ଦୋଛକିରେ ସବୁବେଳେ ମନ ଖୋଜୁଥାଏ ସାଥୀଟିଏ । କୁହାଯାଏ ପ୍ରକୃତିର ଛଅ ଋତୁ । କିନ୍ତୁ…

ବିଚ ରାସ୍ତାରେ ପିଟିଲା ପୋଲିସ, ଖାକିର ଏ କି ଦାଦାଗିରି?

ପିପିଲି: ପୁରୀ ଜିଲ୍ଲା ପିପିଲିରେ ସୋମବାର ରାତିରେ ଜଣେ ଯୁବକଙ୍କୁ ରାସ୍ତାରେ ଜଣେ ପୁଲିସ ଅଧିକାରୀ ନିର୍ମମ ଭାବେ ମାଡ଼ ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ପିପିଲି ବ୍ଲକ ହସନପୁର ଗ୍ରାମର ନୃସିଂହ ପ୍ରଧାନ ନାମକ ଜଣେ ଯୁବକଙ୍କ ଗାଡ଼ିରେ ପେଟ୍ରୋଲ ଭର୍ତ୍ତିକୁ…

ଓଡ଼ିଶାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନ, ଆଜି ରାଉରକେଲାରୁ ପୁଣି ରାହୁଲଙ୍କ ଯାତ୍ରା

ରାଉରକେଲା: ମଙ୍ଗଳବାର ଠାରୁ ଓଡ଼ିଶାରେ ପହଞ୍ଚିଛି କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା । ଦ୍ବିତୀୟ ଦିନରେ ଆଜି ରାଉରକେଲାରୁ ପୁଣି ଆରମ୍ଭ ହେବ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା । ସକାଳ ୯.୩୦ ରେ ରାଉରକେଲା ଉଦିତ ନଗର ଠାରୁ ଆରମ୍ଭ ହେବ ଯାତ୍ରା । ବିର୍ସାମୁଣ୍ଡା ଛକରୁ ପାନପୋଷ ଛକ ଯାଏଁ…

ଭାରତ ଯୋଡୋ ନ୍ୟାୟ ଯାତ୍ରା: କର୍ମୀଙ୍କୁ କୁକୁର ଅଇଁଠା ଦେବା ଅଭିଯୋଗ ଆଣିଲା ବିଜେପି, ଭିଡିଓ ଶେୟାର ପରେ ଅସଲ କଥା…

ନୂଆଦିଲ୍ଲୀ:ଚାଳିଛି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା। ଏହି ଯାତ୍ରା ଚାଲିଥିବା ବେଳେ ଏକ ଭିଡିଓ ଶାସକ ଶିବିରରୁ ବେଶ୍ ଭାଇରାଲ୍ ହେଉଛି। ଯେଉଁଥିରେ ରାହୁଲଙ୍କ ବ୍ୟବହାରକୁ ନେଇ ନିନ୍ଦା କରିଛି ବିଜେପି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ରାହୁଲ ଗାନ୍ଧି…

ବିବାହର ୧୨ ବର୍ଷ ପରେ ଅଲଗା ହେବେ ଈଶା ଦେଓଲ-ଭରତ ତଖତାନୀ

ମୁମ୍ବାଇ: ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ଝିଅ ଈଶା ଦେଓଲ ୧୨ ବର୍ଷର ବିବାହ ପରେ ତାଙ୍କ ପତି ଭରତ ତଖତାନୀଙ୍କୁ ଠାରୁ ଅଲଗା ହେବା ପାଇଁ ନିଷ୍ପତି ନେଇଛନ୍ତି । ଅଭିନେତ୍ରୀ ଭାବେ ଈଶା ତାଙ୍କ ଭାଇ ସନୀ ଦେଓଲ ଓ ବବି ଦେଓଲଙ୍କ ପରି ଏତେଟା ସଫଳ ହୋଇପାରି ନ ଥିଲେ । ୨୦୧୨ରେ ସେ ବ୍ୟବସାୟୀ…

୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ଫାଇନାଲରେ ଭାରତ

ବେନୋନି: ଭାରତ ୯ମ ଥର ପାଇଁ ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟର ଫାଇନାଲରେ ପ୍ରବେଶ କରିଛି । ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ଏକ ରୋମାଂଚକ ମୁକାବିଲାରେ ୨ ୱିକେଟରେ ପରାସ୍ତ କରିଛି । ସଚିନ ଢ଼ାସ ଓ ଉଦୟ ସହରାନ ଭାରତ ବିଜୟରେ ମୂଖ୍ୟ ଭୂମିକା…