Latest Odisha News

BREAKING NEWS

Browsing Category

ଫିଚର

ବିନା ବିବାହରେ ସରୋଗେସିଙ୍କୁ ସୁପ୍ରିମକୋର୍ଟଙ୍କ ନାଁ

ନୂଆଦିଲ୍ଲୀ: ବିନା ବିବାହରେ ସରୋଗୋସୀ ମାଧ୍ୟମରେ ଜଣେ ମହିଳା ମାଆ ହେବାକୁ ଚାହିଁଥିଲେ । ୪୪ ବର୍ଷୀୟ ଏହି ମହିଳା ନିଜ ଓକିଲଙ୍କ ମାଧ୍ୟମରେ ଏ ନେଇ ଆବେଦନ କରିଥିଲେ । ମଙ୍ଗଳବାର ସୁପ୍ରିମକୋର୍ଟ ଏହାର ଶୁଣାଣୀ କରି କହିଛନ୍ତି ବିନା ବିବାହରେ ସରୋଗେସୀ ମାଧ୍ୟମରେ ମାଆ ହେଇପାରିବ ନାହିଁ । ଆମେ…

୮ ବର୍ଷ ପରେ ଟି୨୦ ସିରିଜ ଖେଳିବାକୁ ଜିମ୍ବାୱେ ଗସ୍ତରେ ଯିବ ଭାରତ

ନୂଆଦିଲ୍ଲୀ: ୮ ବର୍ଷ ପରେ ଭାରତୀୟ କ୍ରିକେଟ ଟିମ ଟି୨୦ ସିରିଜ ଖେଳିବା ପାଇଁ ଜୁଲାଇରେ ଜିମ୍ବାୱେ ଗସ୍ତରେ ଯିବ । ଉଭୟ ଦଳ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ସିରିଜ ଖେଳାଯିବ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ମଙ୍ଗଳବାର ଏ ସମ୍ପର୍କରେ ଘୋଷଣା କରିଛି । ଟି୨୦ ବିଶ୍ୱକପ ପରେ ଏହି ସିରିଜ ଖେଳାଯିବ…

ଆଇପିଏଲ: ବାଉଚରଙ୍କ ବୟାନ ନେଇ ରାଗିଗଲେ ରୋହିତଙ୍କ ପତ୍ନୀ

ମୁମ୍ବାଇ: ଆଇପିଏଲ ୨୦୨୪ ସଂସ୍କରଣ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । ତେବେ ରୋହିତ ଶର୍ମା କାହିଁକି ଏହି ଗୁରୁତ୍ୱପୂର୍ଣ୍ଣ ପଦରୁ ହଟଗଲା ସେ ସମ୍ପର୍କରେ କୋଚ ମାର୍କ ବାଉଚର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ଭାବେ ଏକ…

ହରଭଜନ ଓ ଶ୍ରୀସନ୍ଥଙ୍କ ଚାପୁଡା କାଣ୍ଡ

କ୍ରିକେଟ ପଡିଆରେ ମ୍ୟାଚ ଅବସରରେ ଅନେକଥର ଖେଳାଳିଙ୍କ ମତଭେଦ ସମ୍ମୁଖକୁ ଆସିଥାଏ । ଇଣ୍ଡିଆନ ପ୍ରିମିୟର ଲିଗ ପ୍ରଥମ ସଂସ୍କରଣରେ ଏସ.ଶ୍ରୀସନ୍ଥ ଓ ହରଭଜନ ସିଂଙ୍କ ଚାପୁଡା କାଣ୍ଡ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା । ୨୦୦୮ରେ କିଙ୍ଗସ ଇଲେଭନ ପଞ୍ଜାବ ପକ୍ଷରୁ ହରଭଜନ ଓ ମୁମ୍ବାଇ ପକ୍ଷରୁ…

୨.୩୪ ଲକ୍ଷରୁ ଅଧିକ ବିକଶିତ ଭାରତ ସ୍ୱାସ୍ଥ୍ୟ ଶିବିରରେ ମୋଟ ଲୋକ ସଂଖ୍ୟା ୭.୨୨ କୋଟି ଟପିଛି

ଭୁବନେଶ୍ବର: ଚଳିତ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅଧୀନରେ ବର୍ତ୍ତମାନ ସୁଦ୍ଧା ଗ୍ରାମ ପଞ୍ଚାୟତ ଓ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ଆୟୋଜିତ ୨ ଲକ୍ଷ ୩୪ ହଜାର ୨୫୯ ଟି ସ୍ୱାସ୍ଥ୍ୟ ଶିବିରରେ ସମୁଦାୟ ୭ କୋଟି ୨୨ ଲକ୍ଷ ୬୯ ହଜାର ରୁ ଅଧିକ ଲୋକ ଯୋଗ ଦେଇଛନ୍ତି । ସ୍ୱାସ୍ଥ୍ୟ ଶିବିରରେ ଏହି ସବୁ…

ନୀତୀଶଙ୍କ ପରେ ଏନଡିଏ ମୁହାଁ ଉଦ୍ଧବ ଠାକରେ!

ମୁମ୍ବାଇ: ନୀତୀଶ କୁମାରଙ୍କ ଆୟା ରାମ୍ ଗୟା ରାମ୍ ନୀତି କାହାକୁ ଅଛପା ନାହିଁ। ଇଣ୍ଡିଆ ମେଣ୍ଟରୁ ଓହରିବା ଓ ଏନଡିଏ ସହ ମିଶିବା ତାଙ୍କ ଦଳ ଡିଆଁ ନୀତିକୁ ବେଶ୍ ସ୍ପଷ୍ଟ କରିଦେଇଛି। ତେବେ ଏହି ଟ୍ରେଣ୍ଡରେ ସାମିଲ୍ ହେବେ କି ଇଣ୍ଡିଆ ଗଠବନ୍ଧନର ଆଉ ଜଣେ ଟାଣୁଆ ନେତା? ରାଜନୈତିକ ଉଡ଼ା ମହଲରେ…

ପରୀ ହତ୍ୟା ମାମଲା: ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ନୟାଗଡ: ବହୁ ଚର୍ଚ୍ଚିତ ନୟାଗଡ ପରୀ ଦୁଷ୍କର୍ମ ଓ ହତ୍ୟା ମାମଲା । ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଲେ ନୟାଗଡ ଚିଲଡ୍ରେନ୍ସ କୋର୍ଟ । ଏଥିସହ ୬ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେପଟେ ସାବାଳକ ହୋଇଥିଲା ଅଭୁଯୁକ୍ତକୁ ମୃତ୍ୟୁଦଣ୍ଡାଦେଶ ହୋଇଥାଆନ୍ତା ବୋଲି…

ଗ୍ୟାସ ଟ୍ୟାଙ୍କର ଓଲଟି ବାଇକ ଆରୋହୀ ମୃତ

ପାରାଦୀପ: ପାରାଦୀପରେ ଦେଖାବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗ୍ୟାସ ଟ୍ୟାଙ୍କର ଓଲଟିପଡିବାରୁ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ କେନ୍ଦ୍ରାପଡା ଜିଲ୍ଲା ଗରଜଙ୍ଗା ଗାଁର ପ୍ରଭାତ ପାତ୍ର ବୋଲି ଜଣାପଡିଛି । ସୂଚନା ମୁତାବକ, ପ୍ରଭାତ ପାରାଦ୍ଵୀପର ଏକ କମ୍ପାନୀରେ ପାଇପ…

ରାଜ୍ୟସଭା ଯିବେ କୁମାର ବିଶ୍ୱାସ! କେଉଁ ଦଳରୁ ହେବେ ପ୍ରାର୍ଥୀ?

ଲକ୍ଷ୍ନୌ: ବର୍ତ୍ତମାନ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରସ୍ତୁତି ପରିବେଶ ଆରମ୍ଭ ହୋଇଗଲାଣି। ସମସ୍ତ ରାଜନୈତିକ ଦଳ ନିଜ ନିଜ ଯୋଜନାରେ କାମ କରୁଛନ୍ତି। ଏହି ସମୟରେ ଉତ୍ତରପ୍ରଦେଶ ବିଜେପି ୭ ଟି ରାଜ୍ୟସଭା ଆସନ ପାଇଁ ୩୫ ଟି ନାମର ଏକ ପ୍ୟାନେଲ ପ୍ରସ୍ତୁତ କରିଛି। ଏହି ପ୍ୟାନେଲରେ ବିଶିଷ୍ଟ କବି…

୭ବର୍ଷର ନାବାଳିକାକୁ ମନ୍ଦିରରେ ଦୁଷ୍କର୍ମ କରିବା ଅଭିଯୋଗରେ ୩୦ ବର୍ଷ ଜେଲ୍ ଦଣ୍ଡାଦେଶ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଏକ ମନ୍ଦିରରେ ଜଣେ ସାତ ବର୍ଷର ନାବାଳିକାକୁ ବଳାତ୍କାର କରିଥିବା ଅଭିଯୋଗରେ ସୁପ୍ରିମକୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏଥିସହ ଏହା ଅତ୍ୟନ୍ତ ବର୍ବର ଜନିତ କାଣ୍ଡ ବୋଲି କହି ଅଭିଯୁକ୍ତକୁ ୩୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ୨୦୧୮ ମସିହାରେ…