Latest Odisha News

BREAKING NEWS

Browsing Category

ଫିଚର

ଚୋର ଭାବି ଫାଇନାନ୍ସ କମ୍ପାନୀ ଏଜେଣ୍ଟଙ୍କୁ ନିର୍ଦ୍ଧୁମ ଛେଚିଲେ

ପାରାଦୀପ: ପିଆଇସିଟି ସାମ୍ନାରେ ଛିଡା ହୋଇଥିଲା ମୋଟର ସାଇକେଲ । ତିନିଜଣ ଅଚିହ୍ନା ଲୋକ ଆସିଲେ । ଗାଡି ଉଠାଇ ନେବାକୁ ବସିଥିଲେ। ସେଠାରେ ଥିବା ଶ୍ରମିକଙ୍କ ଆଖିରେ ପଡିଗଲା । ଚୋର ବୋଲି ଭାବି ନିର୍ଦ୍ଧୁମ ଛେଚିଲେ । ପରେ ବୁଝିଲା ବେଳକୁ ସେମାନେ କୁଆଡେ ଚୋର ନୁହେଁ ଫାଇନାନ୍ସ କମ୍ପାନୀର…

ଚାରି ବର୍ଷର ଶିଶୁକୁ ଝୁଣି ଖାଇଲେ କୁକୁର ପଲ

ହାଇଦ୍ରାବାଦ: କୁକୁରଙ୍କ ଆକ୍ରମଣରେ ନିଷ୍ପାପ ଶିଶୁର ମୃତ୍ୟୁ ଘଟିଛି । ମୃତ ଶିଶୁ ଜଣଙ୍କ ହେଉଛନ୍ତି ୪ ବର୍ଷୀୟ ପ୍ରଦୀପ । ରବିବାର ଦିନ ହାଇଦ୍ରାବାଦରେ ଏପରି ଅଭାବନୀୟ ଘଟିଥିବା ଜଣାପଡିଛି । ଆକ୍ରମଣ ସମୟର ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ପୋଲିସର ସୂଚନା ମୁତାବକ, ଜଣେ ୪ ବର୍ଷର…

ବାପାଙ୍କ ମୃତ୍ୟୁକୁ ନେଇ ନ ହେଉ ରାଜନୀତି, ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଶା ଅଛି, ନ୍ୟାୟ ମିଳିବ: ଦିପାଳୀ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟାକୁ ନେଇ କୌଣସି ରାଜନୀତି ନ ହେଉ । ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉପରେ ମୋର ଓ ମୋ ପରିବାରର ଆଶା ଅଛି, ନ୍ୟାୟ ମିଳିବ ବୋଲ କହିଛନ୍ତି ନବଙ୍କ ଝିଅ ଦିପାଳୀ ଦାସ । ଦିପାଳୀ କହିଛନ୍ତି,…

GRKS ୱେବସାଇଟରେ ଚାକିରି ନାଁରେ ଠକେଇ ମାମଲା, ବିହାରରୁ ବନ୍ଧା ହେଲା ଦ୍ୱିତୀୟ ଅଭିଯୁକ୍ତ

ଭୁବନେଶ୍ୱର: ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ୱେବସାଇଟ୍ ଖୋଲି ଚାକିରି ଯୋଗାଇ ଦେବା ନାଁରେ ଠକେଇ ମାମଲାରେ ଆଉ ଜଣଙ୍କୁ ଗିରଫ କରିଛି ଇଓଡବ୍ଲୁ । ଗିରଫ ଜଣଙ୍କ ବିହାର ଗୋପାଳଗଞ୍ଜର ଜୟରାମ ତିୱାରୀ । ପୂର୍ବରୁ ଇଓଡବ୍ଲୁ ବିହାରରୁ ଏହି ରାକେଟର ମୁଖ୍ୟ ଅଭିଯୁକ୍ତ ଧର୍ମପାଲ ସିଂଙ୍କୁ ଗିରଫ…

ନବ ଦାସ ହତ୍ୟା ମାମଲାରେ ଜୟ ନାରାୟଣଙ୍କ ବିସ୍ଫୋରକ ବୟାନ; କହିଲେ ପାଣ୍ଡିଆନ, ବବି ଦାସଙ୍କ କଲ ରେକର୍ଡ ଯାଞ୍ଚ ହେଉ

ଭୁବନେଶ୍ୱର: ପୁଣି ବିରୋଧୀ ଦଳ ନେତା ଜୟନାରୟଣ ମିଶ୍ରଙ୍କ ବିସ୍ଫୋରକ ବୟନା । ନବ ଦାସଙ୍କ ହତ୍ୟା ମାମଲାରେ ସିଧା ଟାଣିଲେ 5T ସଚିବ ଭିକେ ପାଣ୍ଡିଆନ୍‌ ଓ ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ । ଉଭୟଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ପାଇଁ ବିଧାନସଭା ପରିସରରେ ଧାରଣା…

ବୈଦିକ ବ୍ରାହ୍ମଣମାନେ ଭଗବାନ: ଆଇଏଏସ ନିୟାଜ ଖାନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ : ବୈଦିକ ବ୍ରାହ୍ମଣମାନେ ଭଗବାନ। ବ୍ରାହ୍ମଣଙ୍କ ଜ୍ଞାନକୁ ବ୍ୟବହାର କରି ଦେଶ ସୁପର ପାଓ୍ୱାର ହୋଇପାରିବ। ଜଣେ ଆଇଏଏସ ଅଧିକାରୀ ଯିଏକି ଜଣେ ମୁସଲମାନ ଏପରି କହିଛନ୍ତି। ମଧ୍ୟପ୍ରଦେଶ କ୍ୟାଡରର ଆଇଏଏସ୍ ଅଧିକାରୀ ନିୟାଜ ଖାନ ବ୍ରାହ୍ମଣମାନଙ୍କ ଜ୍ଞାନକୁ କେନ୍ଦ୍ର କରି…

ଏଣିକି ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ମୋବାଇଲ୍ ଆପ୍ଲିକେଶନ୍ ମାଧ୍ୟମରେ ହେବ ମନି ଟ୍ରାନ୍ସଫର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଏବଂ ସିଂଗାପୁର ପ୍ରଧାମନ୍ତ୍ରୀ ଲି ସୁନା ଲୁଂଗ ଆଜି ଭିଡିଓ କନଫରେନ୍ସି ଜରିଆରେ ଭାରତର ୟୁପିଆଇ ଏବଂ ସିଂଗାପୁରର ପେ-ନାଁଓ କେନେକ୍ଟିଭିଟିର ଶୁଭାରମ୍ଭ କରିଛନ୍ତି । ଏଣିକି ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ମୋବାଇଲ୍ ଆପ୍ଲିକେଶନ୍ ମାଧ୍ୟମରେ ମନି ଟ୍ରାନ୍ସଫରର…

ପ୍ରଥମ ଦିନରେ ଗୃହରେ ହଟ୍ଟଗୋଳ; କକ୍ଷତ୍ୟାଗ କଲା ବିଜେପି, ପୋଡିୟମ ତଳେ କଂଗ୍ରେସର ଧାରଣା

ଭୁବନେଶ୍ୱର:ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ଅଧିବେଶନ ଆରମ୍ଭରୁ ବିରୋଧୀ କରିଛନ୍ତି ଗୃହରେ ହଟ୍ଟଗୋଳ । ରାଜ୍ୟପାଳଙ୍କ ଅଭିଭାଷଣକୁ ବିଜେପି ପ୍ରତିବାଦ କରି କକ୍ଷତ୍ୟାଗ କରିଥିବାବେଳେ କଂଗ୍ରେସ ପୋଡିୟମ ତଳେ ପ୍ରତିବାଦ ଜଣାଯାଇଛି । ଆଜି ବଜେଟ ଅଧିବେଶ ଆରମ୍ଭ ହେବାକ୍ଷଣି…

ଶିବସେନା ନାଁ ଓ ନିର୍ବାଚନ ଚିହ୍ନକୁ ନେଇ ବିବାଦ: ଉଦ୍ଧବ ଠାକରେଙ୍କ ଆବେଦନର ଶୁଣାଣି କରିବାକୁ ରାଜି ହେଲେ…

ମୁମ୍ବାଇ: ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ବିରୋଧରେ ଉଦ୍ଧବ ଠାକରେଙ୍କ ଆବେଦନର ତ୍ୱରିତ ଶୁଣାଣି କରିବାକୁ ସହମତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଫଳରେ ଆସନ୍ତାକାଲି(୨୨ ଫେବ୍ରୁଆରୀ) ଦିନ ୩.୩୦  ବେଳେ ଏହି ମାମଲାର ଶୁଣାଣି ହେବ ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ଶିବସେନା ନାଁ ଓ…