Latest Odisha News

BREAKING NEWS

Browsing Category

ଫିଚର

ଭାରତ ଗସ୍ତରେ ଫିଜି ଉପପ୍ରଧାନମନ୍ତ୍ରୀ, ପ୍ରଥମ ବିଦେଶୀ ନେତା ଭାବେ ଯିବେ ଅଯୋଧ୍ୟା

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିବେ ଫିଜିର ଉପ-ପ୍ରଧାନମନ୍ତ୍ରୀ । ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁସାରେ ଫିଜିର ଉପ-ପ୍ରଧାନମନ୍ତ୍ରୀ ବିମାନ ପ୍ରସାଦ ଆଜିଠାରୁ ଏକ ସପ୍ତାହ ପାଇଁ ଭାରତ ଗସ୍ତରେ ଆସିବେ। ଗତ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଉଦଘାଟନ ପରେ ଅଯୋଧ୍ୟାକୁ ଗସ୍ତ…

ପାକିସ୍ତାନରେ ପୋଲିଓ ଆତଙ୍କ, ମାସକରେ ୨୮ସଂକ୍ରମିତ ଚିହ୍ନଟ

ଇସଲାମାବାଦ: ପାକିସ୍ତାନରେ ୱାଇଲ୍ଡ ପୋଲିଓ ଭାଇରସର ନୂଆ ମାମଲା ସାମନାକୁ ଆସିଛି । ଡନ୍ ନ୍ୟୁଜ୍ ଅନୁଯାୟୀ, ଜାନୁଆରୀରେ ପାକିସ୍ତାନର ୧୯ଟି ଜିଲ୍ଲାରୁ ୨୮ ଟି ନମୁନା ନିଆଯାଇଥିବା ବେଳେ ଡିସେମ୍ବରରେ କ୍ୱେଟା ଏବଂ ଖୁଜଦାରରୁ ଦୁଇଟି ନମୁନା ନିଆଯାଇଥିଲା। । ଏହି ସମସ୍ତ ମାମଲା ପଜିଟିଭ ବୋଲି…

୮ମାସ ପରେ ମୁକ୍ତ ହେଲା ପାରା, ଚୀନ ଗୁପ୍ତଚର ସନ୍ଦେହରେ ଥିଲା ବନ୍ଦୀ

ମୁମ୍ବାଇ: ଦୀର୍ଘ ୮ମାସ ପରେ ମୁକୁଳିଲା ବନ୍ଦୀ ଥିବା କଳାପାରା। ଚୀନରେ ଗୁପ୍ତଚର ସନ୍ଦେହରେ ବନ୍ଦୀ ଥିବା ପାରା ଶେଷରେ ମୁକ୍ତ ହୋଇଛି। ମୁମ୍ବାଇର ଏକ ପ୍ରାଣୀ ଚିକିତ୍ସାଳୟରେ ୮ ମାସ ଧରି ପୋରାଟିକୁ କଏଦ କରି ରଖାଯାଇଥିଲା। ପ୍ରାଣୀ ଅଧିକାର ସଙ୍ଗଠନ ‘ପେଟା’ ଓ ପ୍ରାଣୀ ଚିକିତ୍ସାଳୟ ଉଦ୍ୟମରେ…

ରଣଜୀ ଟ୍ରଫି: ଓଡିଶା ୧୬୦ ରନରେ ଅଗ୍ରଣୀ

କଟକ: ଓଡିଶା ଓ ପଣ୍ଡିଚେରୀ ମଧ୍ୟରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ରୋମାଂଚକ ସ୍ଥିତିରେ ପଂହଚିଛି । ଏଲିଟ ଗ୍ରୁପ ଡିର ଏହି ମୁକାବିଲାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ୧୬୦ ରନର ଅଗ୍ରଣୀ ହାସଲ କରିଛି । ଅନ୍ତିମ ଦିବସରେ ଉଭୟ ଦଳ ନିକଟରେ ମ୍ୟାଚକୁ ଜିତିବା ସୁଯୋଗ ରହିଛି । ଷ୍ଟମ୍ପସ…

୨୩ ତାମିଲନାଡୁ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା

ଚେନ୍ନାଇ: ଅନ୍ତର୍ଜାତୀୟ ସୀମାରେ ବେଆଇନ ଭାବେ ମାଛ ଧରୁଥିବା ଅଭିଯୋଗରେ ୨୩ ଭାରତୀୟ ମତ୍ସ୍ୟଜୀବୀ ଗିରଫ। ୨୩ ତାମିଲନାଡୁ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ଶ୍ରୀଲଙ୍କା ନୌସେନା। ଏଥିସହ ୨ଟି ପାଓ୍ବାରବୋଟକୁ ମଧ୍ୟ ଅଟକ ରଖିଛି । ସମସ୍ତ ମତ୍ସ୍ୟଜୀବୀ ରାମନାଥପୁରମ୍ ଜିଲ୍ଲାର ରାମେଶ୍ବରମ୍ ଉପକୂଳରୁ…

ନକ୍ସଲଙ୍କ ବିପକ୍ଷରେ ଲଢ଼ୁଥିବା ସିଆରପିଏଫଙ୍କ ବନ୍ଧୁ ସାଜିଛି ଛେଳି

ରାୟପୁର: ସ୍ନେହ ଆଗରେ ସମସ୍ତେ ବନ୍ଧା । ଏହା କୌଣସି ଭେଦଭାବ କରେନି । ମଣିଷ ଓ ଛେଳି ମଧ୍ୟରେ ଏ ଭଳି ଏକ ବନ୍ଧୁତା ଅନେକଙ୍କ ମନରେ ବିଶ୍ୱାସର ମଞ୍ଜି ପୋତିଛି । ଛତିଶଗଡ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ବାଟାଲିୟନ ୧୫୦ ଏବେ ମାଓବାଦୀଙ୍କ ସହ ଲଢ଼େଇ ଜାରୀ ରଖିଛନ୍ତି । ସୁକମାରେ ଚାଲିଥିବା…

ଜଳୁଛି ଚିଲି ଜଙ୍ଗଲ: ଏଯାଏ ୪୬ ମୃତ, ୧୧୦୦ରୁ ଅଧିକ ଘର ଜଳି ନଷ୍ଟ

ସେଣ୍ଟିଆଗୋ: ଚିଲିରେ ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ। ଏବେ ଜନବସତିରେ ଆସି ନିଆଁ ପହଞ୍ଚିଲାଣି। ଏଥିପାଇଁ ଚିଲି ସରକାରଙ୍କର ଚିନ୍ତା ବଢିବାରେ ଲାଗିଛି। ନିଆଁ ଅଣାୟତ୍ତ ହେଉଥିବା ବେଳେ ଏଯାଏ ୪୬ଜଣଙ୍କର ମୃତ୍ୟୁ ଘଟିଲାଣି। ଏଥିସହ ୧୧୦୦ରୁ ଅଧିକ ଘର ଜଳି ନଷ୍ଟ ହୋଇଯାଇଥିବା ସରକାରୀ ସୂତ୍ରରୁ…

ଆଇଏସଆଇକୁ ଗୁପ୍ତତଥ୍ୟ ଦେବା ଅଭିଯୋଗରେ ମସ୍କୋରେ ନିଯୁକ୍ତ ଭାରତୀୟ ଦୂତାବାସ କର୍ମଚାରୀ ଗିରଫ

ନୂଆଦିଲ୍ଲୀ: ମସ୍କୋରେ ଥିବା ଭାରତୀୟ ଦୂତାବାସର ଜଣେ କର୍ମଚାରୀଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ଆତଙ୍କବାଦ ବିରୋଧୀ ସ୍କ୍ବାଡ । ଶତ୍ରୁଦେଶ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ପାଇଁ ଗୁପ୍ତଚର କାର୍ଯ୍ୟ କରିବା ଅଭିଯୋଗରେ ଗିରଫ କରାଯାଇଛି। ଗିରଫ କର୍ମଚାରୀ ହେଲେ ସତେନ୍ଦ୍ର ସିୱାଲ । ସେ…

ଦ୍ୱିତୀୟ କ୍ରିକେଟ ଟେଷ୍ଟ: ଭାରତକୁ ଦରକାର ୯ ୱିକେଟ, ଇଂଲଣ୍ଡକୁ ଆବଶ୍ୟକ ୩୩୨ ରନ

ବିଶାଖପଟନମ: ଚଳିତ ଦ୍ୱିତୀୟ କ୍ରିକେଟ ଟେଷ୍ଟର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ବିଜୟ ପାଇଁ ୩୩୨ ରନ ଆବଶ୍ୟକ କରୁଥିବା ବେଳେ ଭାରତକୁ ବିପକ୍ଷ ଦଳର ୯ ୱିକେଟ ଦରକାର । ଦ୍ୱିତୀୟ ଇନିଂସରେ ଶୁଭମନ ଗିଲଙ୍କ ଆକର୍ଷଣୀୟ ଶତକ ଯୋଗୁ ଭାରତ ବଡ ଟାର୍ଗେଟ ଦେବାରେ ସଫଳ ହୋଇଛି । ଗିଲ ୧୦୪ ରନ…

ବଜେଟ୍ ଅଧିବେଶନ ପାଇଁ ବିଧାନସଭା ଚାରିପଟେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ସୋମବାରଠାରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନ ପାଇଁ ବିଧାନସଭାକୁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରଖାଯାଇଛି। ରବିବାର ଭାରପ୍ରାପ୍ତ ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଶ୍ରୀ ଷଡ଼ଙ୍ଗୀଙ୍କ କହିବାନୁଯାୟୀ, ଏହି ସୁରକ୍ଷା…