Latest Odisha News
Browsing Category

ଫିଚର

ସର୍ବସାଧାରଣ ସମ୍ପତ୍ତି ଭଙ୍ଗାରୁଜା ରୋକିବା ପାଇଁ କଠୋର ଆଇନ ପ୍ରଣୟନ ପାଇଁ ଲ’ କମିଶନଙ୍କ ପରାମର୍ଶ

ନୂଆଦିଲ୍ଲୀ: ଜାତୀୟ ରାଜପଥ କିମ୍ବା ସାର୍ବଜନୀନ ସ୍ଥାନକୁ ବାରମ୍ବାର ଅବରୋଧ କରିବା ଏବଂ ବିକ୍ଷୋଭ କିମ୍ବା ଦଙ୍ଗା ସମୟରେ ସରକାରୀ କିମ୍ବା ବେସରକାରୀ ସମ୍ପତ୍ତି ନଷ୍ଟ କରୁଥିବା ବ୍ୟକ୍ତିଙ୍କ ଉପରେ କଠୋର ଜରିମାନା ଲଗାଇବା ପାଇଁ ଭାରତୀୟ ଆଇନ ଆୟୋଗ ସରକାରଙ୍କୁ ସୁପାରିସ କରିଛନ୍ତି। ଶୁକ୍ରବାର…

ଓଡ଼ିଆ ଭାଷା ଆଇନ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଭାଷା ଆଇନ ଶୀର୍ଷକ ପୁସ୍ତକ ଉନ୍ମୋଚନ କରିଛନ୍ତି। ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥଙ୍କ ସମ୍ପାଦିତ ଏହି ପୁସ୍ତକରେ ୧୯୪୮ରୁ ୨୦୧୮ ପର୍ଯ୍ୟନ୍ତ ଓଡ଼ିଆ ଭାଷା ଆଇନର ଇତିହାସକୁ…

ସ୍ତ୍ରୀକୁ ଛୁରାମାଡ଼ କରି ଫେରାର ହୋଇଗଲେ ସ୍ୱାମୀ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ନାଡି ସାହି ଗାଁରେ ପତ୍ନୀଙ୍କ ସହ ଗଣ୍ଡଗୋଳ ପରେ ସ୍ୱାମୀ ଧାରୁଆ ଅସ୍ତ୍ରରେ ଛୁରା ମାଡ଼ କରିଛି। ଏବେ ମହିଳା ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ପୀଡ଼ିତା ବାସନ୍ତୀ ବେହେରାଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା…

ବଡ଼ପଣିଆ ପାଇଁ ମନେ ରହିବେ ଏହି ଅଟୋ ଡ୍ରାଇଭର ଜଣଙ୍କ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଜଣେ ଅଟୋ ରିକ୍ସା ଚାଳକ ନିଜ ଗାଡ଼ିରେ ଭୁଲି ଯାଇଥିବା ଜଣେ ମହିଳାଙ୍କୁ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସମେତ ମୂଲ୍ୟବାନ ବ୍ୟାଗ୍ ଫେରାଇ ଦେବା ପରେ ନିଜ ସଚ୍ଚୋଟତା ଓ ବଡ ପଣିଆ ପାଇଁ ପ୍ରଶଂସା ସାଉଁଟିଛନ୍ତି। ଡ୍ରାଇଭର ଇନାୟତ ଖାଁ ଙ୍କ କହିବା ଅନୁଯାୟୀ,…

ଓଡ଼ିଶାରେ ବ୍ୟାଙ୍କ ଠକେଇ: ୬ ଗ୍ରାହକ ହରାଇଲେ ୮୫ ଲକ୍ଷରୁ ଅଧିକ ଟଙ୍କା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ସିଙ୍ଗିରି ବଜାରସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କ ଶାଖାର ୬ ଜଣ ଗ୍ରାହକ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଅଜାଣତରେ କିମ୍ବା ସମ୍ମତି ବିନା ସେମାନଙ୍କ ଆକାଉଣ୍ଟରୁ ୮୫ ଲକ୍ଷରୁ ଅଧିକ ଟଙ୍କା ଉଠାଯାଇଛି। ଗତ ଜାନୁଆରି ୨୦ ତାରିଖରେ ବନ୍ଧ ସାହି ବିଲିକଣା ପଡ଼ାର…

ବିବାହର ୮ ବର୍ଷ ପରେ ପତ୍ନୀଙ୍କ ମୁହଁ ଦେଖାଇଲେ ଇରଫାନ ପଠାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଇରଫାନ ପଠାନଙ୍କ ଏକ କାର୍ଯ୍ୟ ଏବେ ପୁନର୍ବାର ତାଙ୍କୁ ଚର୍ଚ୍ଚାରେ ପରିସରକୁ ନେଇ ଆସିଛି । ବିବାଦୀୟ ମନ୍ତବ୍ୟ ନେଇ ଚର୍ଚ୍ଚାରେ ରହୁଥିବା ଇରଫାନ ନିକଟରେ ବିବାହର ୮ ବର୍ଷ ପରେ ତାଙ୍କ ପତ୍ନୀଙ୍କ ମୁହଁ ପ୍ରଶଂସକଙ୍କୁ ଦେଖାଇଛନ୍ତି । ଏହା ପୂର୍ବରୁ ସେ ଅନେକ ଫଟୋ…

ରଜନୀକାନ୍ତଙ୍କୁ ଯୁବକ ଦେଖାଇବା ପାଇଁ ବ୍ୟବହାର ହେବ ନୂତନ ଟେକ୍ନୋଲୋଜି

ମାଡ୍ରାସ: ଜେଲର ସୁପରହିଟ ହେବା ପରେ ସୁପରଷ୍ଟାର ରଜନୀକାନ୍ତ ତାଙ୍କ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଲୋକେଶ କନଗରାଜଙ୍କ ଥଲାଇବର ୧୭୧ ଫିଲ୍ମରେ ଉଭୟଙ୍କ କମ୍ବିନେଶନକୁ ଦର୍ଶକ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ରଜନୀକାନ୍ତଙ୍କ କ୍ୟାରିୟରରେ ଏହି ଫିଲ୍ମ ଏକ…

କମ୍ବିଂ ଅପରେସନ ବେଳେ ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ ଓ ନକ୍ସଲ, ଜଣେ ନକ୍ସଲ ନିହତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କାମ୍ବିରୀକିଆ ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଥିବା ବେଳେ ବେଳେ ମୁହାଁମୁହିଁ ହୋଇଛନ୍ତି ଉଭୟ ସୁରକ୍ଷାକର୍ମୀ ଓ ନକ୍ସଲ । ଉଭୟଙ୍କ ପକ୍ଷରୁ ଗୁଳିଚାଳନା ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ହାର୍ଡକୋର୍ ମାଓବାଦୀ ନିହତ ହୋଇଛି ।…

ଆସନ୍ତାକାଲି ଷୋଡ଼ଶ ବିଧାନସଭାର ୧୫ତମ ଅଧିବେଶନ, ଆଜି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ଵର: ଆସନ୍ତାକାଲିଠୁ ଆରମ୍ଭ ହେବ ଷୋଡଶ ବିଧାନସଭାର ୧୫ତମ ଅଧିବେଶନ । ଏହି ଅଧିବେଶନ ୧୩ ତାରିଖ ଯାଏ ଚାଲିବ । ମୁହାମୁହିଁ ହେବେ ଶାସକ ଓ ବିରୋଧୀ । ଅଧିବେଶନର ମୋଟ ୭ଟି କାର୍ଯ୍ୟ ଦିବସ ରହିଛି । କାମଚଳା ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ । ଅନ୍ୟପଟେ ବିଧାନସଭାର ଶେଷ…

୮୦ ଦଶକରେ ଗାଭାସ୍କର ଓ କପିଳଙ୍କ ମଧ୍ୟରେ ସତରେ ଥିଲା ମତଭେଦ !

ଭାରତୀୟ କ୍ରିକେଟ ଆଜି ଯେଉଁ ସ୍ତରରେ ପଂହଚିଛି କପିଳ ଦେବ ଓ ସୁନୀଲ ଗାଭାସ୍କର ଏହାର ମୂଖ୍ୟ ସୂତ୍ରଧାର କହିଲେ ଭୁଲ ହେବନି । ୮୦ ଦଶକରେ ଏହି ଦୁଇ ଷ୍ଟାର ଖେଳାଳି ଦେଶକୁ ଅନେକ ମ୍ୟାଚରେ ବିଜୟ ହାସଲ କରାଇବା ସହ ବିଶ୍ୱକପ ଜିତାଇଥିଲେ । ତେବେ ସେତେବେଳେ ଗାଭାସ୍କର ଓ କପିଳଙ୍କ ମଧ୍ୟରେ ମତଭେଦ…