Latest Odisha News

BREAKING NEWS

Browsing Category

ଫିଚର

ପ୍ରେମରେ ପଡିଲେ କି ଭାଇଜାନ

ମୁମ୍ବାଇ: ବଲିଉଡର ଭାଇଜାନ ଭାବେ ପରିଚିତ ସଲମାନ ଖାଁ ଏବେ ପ୍ରେମରେ ପଡିଛନ୍ତି । ଏବେ ସେ କିସି କେ ଭାଇ କିସି କେ ଜାନର ଶୁଟିଂରେ ବ୍ୟସ୍ତ ଅଛନ୍ତି । ତେବେ ଏହି ଶୁଟିଂ ସେଟରୁ ତାଙ୍କ ଠାରୁ ୨୪ ବର୍ଷ କମ ଅଭିନେତ୍ରୀଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉମୈର ସାନ୍ଧୁ ଏହି ଖୁଲାସା…

ରାଜଧାନୀରେ କଙ୍ଗାରୁ କୋର୍ଟ, ଲଜ୍ଜାରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର : କମେଣ୍ଟ ମାରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା । ଆଇନକୁ ହାତକୁ ନେଲେ ଗ୍ରାମବାସୀ । ୨ପୁଅ ସହ ବାପାକୁ ଉଠବସ୍‌ କରାଇଲେ ଗାଁ ଲୋକେ । ସୋଶିଆଲ ମିଡିଆରେ ଭିଡିଓ କଲେ ଭାଇରାଲ  । ତେବେ ଏଭଳି ନିନ୍ଦନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀର ବରମୁଣ୍ଡା ପାଲା ମଣ୍ଡପଠାରେ  ।…

କଲେଜ କାର୍ଯ୍ୟକ୍ରମରେ ବୁର୍ଖା ପିନ୍ଧି ନାଚି ନିଲମ୍ବିତ ହେଲେ ଛାତ୍ର

ବେଙ୍ଗାଲୁରୁ: ଇଞ୍ଜିନିୟରିଂ କଲେଜ ଛାତ୍ର ନାଚିଲେ । ବୁର୍ଖା ପିନ୍ଧି ନାଚିଲେ । ଶେଷରେ ଏହି ନାଚ ମହଙ୍ଗା ପଡ଼ିଛି ଏହି ଛାତ୍ରଙ୍କ ପାଇଁ ।   ଏହି ୪ ଛାତ୍ରଙ୍କୁ କଲେଜରୁ ନିଲମ୍ବନ କରାଯାଇଛି ।  ଘଟଣା ଘଟିଛି ଗତ ବୁଧବାର ଦିନ କର୍ଣ୍ଣାଟକ ମାଙ୍ଗାଲୁରୁର  ଏକ ଇଞ୍ଜିନିୟରିଂ କଲେଜରେ  । କଲେଜ…

ଲୁଟ୍‌ ବେଳେ ଆକ୍ରମଣର ଶିକାର ହେଲେ ସ୍ୱାମୀ ସ୍ତ୍ରୀ

ସାଲେପୁର: ନେମାଳ ଲେଣ୍ଡର ଭଗବାନପୁରରେ ଲକ୍ଷାଧିକ ଟଙ୍କା ଲୁଟିଲେ ଦୁର୍ବୁତ୍ତ  । ଲୁଟ ସମୟରେ ପ୍ରତିବାଦ କରିବାରୁ ସ୍ୱାମୀ ଓ ସ୍ତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି  ।  ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସାଲେପୁର ନେମାଳ ଲେଣ୍ଡର ଭଗବାନପୁର ଗାଁରେ ଜଣକ ଘରେ ପଶି…

ଧାନ ବିଲରେ ହେଲା ପ୍ରେମ, ୬୦ ବର୍ଷରେ ବିବାହ କଲେ ବୃଦ୍ଧ-ବୃଦ୍ଧା

କେନ୍ଦ୍ରାପଡ଼ା : ବୁଢ଼ା ବୟସରେ ହେଲା ପ୍ରେମ । ବରକୁ ୬୩, କନିଆଁକୁ ୬୭ । ଉଭୟଙ୍କର ରହିଛି ୬ଟି ସନ୍ତାନ  । ପଚାରିଲାନି ପରିଚାର । ବାହାହେଲେ ବୃଦ୍ଧ-ବୃଦ୍ଧା ଦମ୍ପତ୍ତି । ଏପରି ଅଜବ ପ୍ରେମ କାହାଣୀ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଗଗୁଆ ପଞ୍ଚାୟତର ଗୁଳୁଦିଆ ଗାଁରେ ।…

ସୁଟକେସରୁ ମିଳିଲା ମହିଳାଙ୍କ ମୃତଦେହ

ନୂଆଦିଲ୍ଲୀ : ଶ୍ରଦ୍ଧା ଓ୍ୱାକର ହତ୍ୟାକାଣ୍ଡ ଘଟଣା ଥମି ନଥିବା ବେଳେ ପୁଣି ରାଜଧାନୀରୁ ଆସିଲା ଆଉ ଏକ ଚାଞ୍ଚଲ୍ୟକର ଘଟଣା । ସୁଟକେସ୍‌ରୁ ମିଳିଲା ମହିଳାଙ୍କ ମୃତଦେହ  । ପଞ୍ଜାବୀ ବାଗ ଅଞ୍ଚଳରେ ରିଙ୍ଗ ରୋଡରେ ଏକ ନଳା ନିକଟରୁ ମୃତଦେହ ଉଦ୍ଧାର କରିଛି ପୋଲିସ  । ତେବେ ସୁଟକେସରେ ଥିବା ମହିଳା…

ଶିତଦିନରେ ଶୁଷ୍କ ଓଠରୁ କିପରି ରକ୍ଷା ପାଇବେ ! ଜାଣିବା……

ଓଡ଼ିଶା ସମ୍ଧାଦ ବୁରୋ : ସାଧାରଣତଃ ଶୀତ ଦୀନରେ ଓଠ ଫାଟିବା ସମସ୍ୟା ଦେଖାଯାଇଥାଏ  । ଓଠ ଶୁଷ୍କ ହୋଇଯିବା, ମଳିନ ଦେଖାଯିବା, ରୁକ୍ଷ ହୋଇଯିବା ପରି ସମସ୍ୟା ଦେଖାଦେଇଥାଏ  । ତେବେ ଆମେ ଘରୋଇ ଉପଚାର କରି ଓଠର ଯତ୍ନ ନେଇପାରିବେ। ରାତିରେ ଶୋଇବା ପୂର୍ବରୁ ଓଠରେ ଘିଅ ଲଗାଇ ଶୋଇବେ,…

ସିଂଘମ ଏଗେନରେ ଦୀପିକା ହେବେ ପୋଲିସ ଅଫିସର

ମୁମ୍ବାଇ: ରୋହିତ ଶେଟ୍ଟୀ ତାଙ୍କର ଆଗାମୀ ଫିଲ୍ମ ସିଂଘମ ଏଗେନର କାର୍ଯ୍ୟ ଆରମ୍ଭ କରିଛି । ଗୁରୁବାର ସେ ଏହି ଫିଲ୍ମ ନେଇ ଏକ ବଡ ଖୁଲାସା କରିଛନ୍ତି । ଦୀପିକା ପାଦୁକୋନ ଏଥିରେ ଏକ ଲେଡୀ ପୋଲିସ ଅଫିସର ଭୂମିକା କରିବେ । ସର୍କସର ପ୍ରଚାର ବେଳେ ସେ ଏହା କହିଛନ୍ତି । ୨୦୨୩ରେ ଫିଲ୍ମର ଶୁଟିଂ…

ଓଲଟି ପଡ଼ିଲା ବରଯାତ୍ରୀ ଟ୍ରାକ୍ଟର, ୬ ମୃତ ୨୦ ଆହତ

ଅମରବତୀ : ଆନ୍ଧ୍ରପ୍ରଦେଶର ଚିତ୍ତୋର୍‌ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବିବାହ କରିବାକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ବରଯାତ୍ରୀ । ଏହି ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ବଲିଜାପଲ୍ଲେ ଗାଁରୁ ଟ୍ରାକ୍ଟରରେ ଝିଅ ଘର ଆଡକୁ…

ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ ପାଇଁ କାର୍ଯ୍ୟସୂଚୀ ଘୋଷିତ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜର କାର୍ଯ୍ୟସୂଚୀ ଘୋଷିତ କରିଛି । ଆସନ୍ତା ବର୍ଷ ଜାନୁୟାରୀରେ ଭାରତ ଟିମ ଶ୍ରୀଲଙ୍କା ବିପକ୍ଷରେ ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି୨୦ ମ୍ୟାଚ ଖେଳିବ । ଏହା ପରେ ନ୍ୟୁଜିଲାଣ୍ଡ…