Latest Odisha News

BREAKING NEWS

Browsing Category

ଫିଚର

ମୈନପୁରୀରେ ଡିମ୍ପଲ ଯାଦବଙ୍କ ରେକର୍ଡ ଜିତ୍

ଲକ୍ଷ୍ନୌ: ମୈନପୁରୀ ଉପନିର୍ବାଚନରେ ସମାଜବାଦୀ ପାର୍ଟିର ବିଜୟ । ମୈନପୁରୀ ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଡିମ୍ପଲ ଯାଦବ ବିଜୟୀ ହୋଇଛନ୍ତି । କଡ଼ାସୁରକ୍ଷା ମଧ୍ୟରେ ଶେଷ ହୋଇଛି ମତଗଣନା । ବିଜେପି ପ୍ରାର୍ଥୀ ରଘୁରାଜ ସିଂ ସାକ୍ୟଙ୍କୁ ପରାସ୍ତ କରିଛନ୍ତି ଡିମ୍ପଲ । ଡିମ୍ପଲଙ୍କୁ…

ସିଇଓଙ୍କ ପ୍ରେସମିଟ୍ : ବିଜେଡି ପ୍ରାର୍ଥୀଙ୍କୁ ୧,୨୦,୮୦୭ ଭୋଟ୍

ପଦ୍ମପୁର: ପଦ୍ମପୁରରେ ୫୮ପ୍ରତିଶତ ଭୋଟ୍ । ବିଜେଡି ପ୍ରାର୍ଥୀଙ୍କୁ ୧,୨୦,୮୦୭ ଭୋଟ୍ ମିଳିଛି  । ରାଜ୍ୟ ନିର୍ବାଚନ ମୁଖ୍ୟ ଅଧିକାରୀ ସୁଶୀଲ ଲୋହାନୀ ପ୍ରେସମିଟ୍ ରେ ଏହି ସୂଚନା ଦେଇଛନ୍ତି । ପୋଷ୍ଟାଲ ବାଲାଟ ୩୦୦ ଖଣ୍ଡ ମିଳିଥିଲା ବେଳେ ୪୮ଟି ରଦ୍ଦ ହୋଇଥିଲା ।  ୨୪୨ ପୋଷ୍ଟାଲ ଭୋଟ୍ ଫଳାଫଳରେ…

ଭିଜିଲାନ୍ସ ପଞ୍ଝାରେ ଟିଟିଲାଗଡ଼ ରେଞ୍ଜର ଶିବ ପ୍ରସାଦ ଦାସ

ବଲାଙ୍ଗୀର :  ଭିଜିଲାନ୍ସ ଜାଲରେ ପଡ଼ିଲେ ରେଞ୍ଜର ଶିବପ୍ରସାଦ ଦାସ  । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିଟିଲାଗଡ ରେଞ୍ଜରଙ୍କ ଘରେ ଭିଜିଲାନ୍ସର ଚଢ଼ାଉ। ଏକ କାଳୀନ ଚାରୋଟି ସ୍ଥାନରେ ଭିଜିଲାନ୍ସର ଟିମ୍ ଚଢାଉ କରିଛି । ବଲାଙ୍ଗୀର, ସମ୍ବଲପୁର, ବରଗଡ ଓ ସୋନପୁର ରେ ଭିଜିଲାନ୍ସର ଚଢ଼ାଉ…

ଏହି ଗ୍ରାମରେ ସନ୍ଧ୍ୟା ୬ରୁ ୮ଟା ମୋବାଇଲ, ଟିଭି ବନ୍ଦ

ଜକେକୁରବାଡି: ସନ୍ଧ୍ୟା ୫ଟା ୫୫ ହଠାତ ଏକ ସାଇରନର ସ୍ୱର ମହାରାଷ୍ଟ୍ରର ଜକେକୁରବାଡିକୁ ଥରେଇ ଦେଇଥିଲା । ଛୋଟ ପିଲାମାନେ ଯିଏ ଯେଉଁଠି ଥିଲେ ଘର ଆଡକୁ ଦୌଡିଥିଲେ । ଆଉ ବାପାମାଆମାନେ ପିଲାମାନଙ୍କୁ ଆଣିବା ପାଇଁ ବ୍ୟସ୍ତ ବିବ୍ରତ ହେଉ ପଡୁଥିଲେ । ସେମାନଙ୍କ ବ୍ୟସ୍ତ ଏବଂ ବିବ୍ରତ ପଛରେ ଏକ ମହତ…

ଧରାପଡ଼ିଲା ଦଗାଦିଆ ସ୍ୱାମୀ, ସ୍ତ୍ରୀକୁ ମାରି କରୁଥିଲା ମିଛ ନାଟକ

ନୂଆପଡ଼ା : ସ୍ତ୍ରୀକୁ ହତ୍ୟା କରି ମିଛ ନାଟକ କରୁଥିଲା ସ୍ୱାମୀ  । କିନ୍ତୁ ପୋଲିସ ପାଖରେ ଧରାପଡ଼ିଗଲା ସବୁ ମିଛ । ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀକୁ ଗିରଫ କଲା ଖଡ଼ିଆଳ ପୋଲିସ। କାଶିପଲା ଗାଁର କେଶବ ଚଲାନଙ୍କ ଝିଅ ସସ୍ମିତାଙ୍କୁ ନିକଟସ୍ଥ ଚଲାନପଡା ଗାଁର ଯୁଧିଷ୍ଠିର…

ଗୁଜରାଟରେ ବିଜେପି ଲେଉଟାଣି: ମୋଦୀଙ୍କୁ ଶୁଭେଚ୍ଛାର ସୁଅ

ଗୁଜରାଟ: ଗୁଜରାଟରେ ବିଜେପିର ଧମାକାଦାର ଜିତ୍ । ପୁଣି ଶାସନକୁ ଫେରିଲା ବିଜେପି । ଗୁଜରାଟରେ ଭାରତୀୟ ଜନତା ପାର୍ଟିର ଜିତ୍ ହାସଲ ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ କରି ସେ ଲେଖିଛନ୍ତିଯେ ଗୁଜରାଟ…

ଗୁଜରାଟରେ ୧୨ରେ ଶପଥ ନେବେ ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ: ଗୁଜରାଟରେ ବମ୍ପର ବିଜୟ ଲାଭ କରିଛି ବିଜେପି । ୧୫୭ରୁ ଅଧିକ ଆସନରେ ବିଜେପି ଜିତିବାର ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ୯୦ ଆସନରୁ ଜିତି ସାରିଲାଣି ବିଜେପି । ଏଠାରେ ବିଜେପି ସରକାର ଗଢିବା ନିଶ୍ଚିତ ହୋଇ ସାରିଛି । ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ନେବେ  । ଏ…

ବ୍ୟବସାୟୀଙ୍କୁ ହନିଟ୍ରାପରେ ଫସାଇ ୮୦ ଲକ୍ଷ ଲୁଟି ଗିରଫ ହେଲେ ୟୁଟ୍ୟୁବର ନାମ୍ରା

ନୂଆଦିଲ୍ଲୀ : ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାର ପୁନରାବୃତ୍ତି । ବ୍ୟବସାୟୀ ମାନଙ୍କୁ ହନିଟ୍ରାପରେ ଫସାଇ ଲୁଟୁଥିଲେ ୟୁଟ୍ୟୁବର। ଦୁଷ୍କର୍ମ କେସରେ ଫସାଇବା ଧମକ ଦେଇ ବ୍ୟବସାୟୀଙ୍କ ଠାରୁ ଲୁଟୁଥିଲେ ଟଙ୍କା । ଜଣେ ବ୍ୟବସାୟୀଙ୍କ ଠାରୁ ୮୦ ଲକ୍ଷ ଲୁଟି ଗିରଫ ହେଲେ ୟୁଟ୍ୟୁବର ନାମରା କାଦିର ।…

ପଦ୍ମପୁରରେ ବାଜିଲା ଶଙ୍ଖ, ମଉଳିଲା ପଦ୍ମ

ପଦ୍ମପୁର: ପଦ୍ମପୁରରେ ବାଜିଲା ଶଙ୍ଖ, ମଉଳିଲା  ପଦ୍ମ ।  ପଦ୍ମପୁର ଉପନିର୍ବାଚନରେ ବାଜି ମାରିଲା ବିଜେଡି ।  ୪୨,0୬୫ ଭୋଟରେ ଜିତିଲେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂହ ବରିହା । ସେ ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ହରାଇ ପିନ୍ଧିଛନ୍ତି…

ପ୍ରଦୀପଙ୍କୁ ବହୁ ପଛରେ ପକାଇଲେ ବର୍ଷା ସିଂ ବରିହା

ପଦ୍ମପୁର: ଶେଷରେ ବାଜି ମାରିଲେ ବର୍ଷା । ଓଡିଶାର ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ସପକ୍ଷରେ ଯାଉଛି ଭୋଟ୍ । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ବିଜୟୀ । ପ୍ରାୟ ୪୨ ହଜାର ୬୫ ଭୋଟ୍ ବ୍ୟବଧାନରେ ଜିତିଲେ ବର୍ଷା । ବିଜେପି…