Latest Odisha News

BREAKING NEWS

Browsing Category

ଫିଚର

ପ୍ରଥମେ କାହାକୁ ମିଳିଥିଲା ଭାରତ ରତ୍ନ, ଜାଣନ୍ତୁ ବର୍ଷକୁ କେତୋଟି ଲୋକଙ୍କୁ ମିଳିପାରିବ ଏହି ସମ୍ମାନ

ଭୁବନେଶ୍ଵର: ଦେଶର ସର୍ବଚ୍ଚୋ ନାଗରିକ ସମ୍ମାନ ‘ଭାରତ ରତ୍ନ’ର ପ୍ରଥା ପ୍ରଥମ ରାଷ୍ଟ୍ରପତି ଡା.ରାଜେନ୍ଦ୍ର ପ୍ରସାଦଙ୍କ ନେତୃତ୍ଵରେ ଆରମ୍ଭ ହୋଇଥିଲା । କୌଣସି ବି କ୍ଷେତ୍ରରେ ଜଣେ ବ୍ୟକ୍ତିର ଅତୁଳନୀୟ ସେବା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଏ । ୧୯୫୪ ମସିହାରେ ଏହି ସମ୍ମାନ କେବଳ ଜୀବିତ…

ଲୋକାର୍ପିତ ହେଲା ଓଡ଼ିଆ ବିଶ୍ବବିଦ୍ୟାଳୟ, ଭର୍ଚ୍ଚୁଆଲ ମୋଡରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଓଡ଼ିଶା ଇତିହାସରେ ଯୋଡ଼ିହେଲା ପୁଣି ଏକ ନୂତନ ଅଧ୍ୟାୟ । ପୂରଣ ହେଲା କୋଟିକୋଟି ଓଡ଼ିଆଙ୍କର ସ୍ୱପ୍ନ । ଉଦଘାଟନ ହେଲା ସତ୍ୟବାଦୀ ଓଡିଆ ବିଶ୍ବ ବିଦ୍ୟାଳୟର ନୁଆ ବିଲଡିଂ । ପଞ୍ଚସଖା ଖେଳ ପଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଏହି ବିଲଡିଂର ଲୋକାର୍ପଣ କରିଛନ୍ତି ।…

ରାମ ମନ୍ଦିରରେ ଆଲୌକିକ ଘଟଣା, ଭଗବାନଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ମନ୍ଦିରରେ ହାଜିର ହେଲେ ଭକ୍ତ ହନୁମାନ

ଅଯୋଧ୍ୟା: ଚମତ୍କାର ଓ ଅଲୌକିକ । ୩ଦିନ ହେବ ଜନ୍ମସ୍ଥାନରେ ବିରାଜିଲେଣି ଭଗବାନ । କେତେ ବା ଆଉ ନିଜକୁ ସମ୍ଭାଳି ରଖିଥାନ୍ତେ ଭକ୍ତ । ମନରେ ଥିଲା ଭଗବାନଙ୍କ ଦର୍ଶନ କରି କୃତାର୍ଥ କରିବେ ମନ ଓ ହୃଦୟ । ସେଥିପାଇଁ ସକାଳୁ ସକାଳୁ ପ୍ରଭୁଙ୍କ ଦର୍ଶନ ପାଇଁ କାହିଁ କେତେ ଦୁରରୁ ଚାଲିଆସିଲେ ପ୍ରଭୁ…

ଇଣ୍ଡିଆ ମେଣ୍ଟରୁ ଅଲଗା ହୋଇ ଏକାକୀ ଲଢ଼ିବେ ଦିଦି!

କୋଲକାତା: ଇଣ୍ଡିଆ ମେଣ୍ଟରୁ ଅଲଗା ହେବେ ମମତା ବାନର୍ଜୀ। ଆଉ ଏକାକୀ ଲଢ଼ିବେ ଲୋକସଭା ନିର୍ବାଚନ। କିଛି ଦିନ ହେବ ଆସନ ବୁଝାମଣାକୁ ନେଇ ଦେଖାଦେଇଥିବା ବିବାଦ ପରେ ଆଜି ଏପରି ଏକ ଖବର ଆସିଛି । ଯାହା କେନ୍ଦ୍ରର ଶାସକ ଦଳ ଏନଡିଏ ବିପକ୍ଷରେ ତିଆରି ହୋଇଥିବା ଇଣ୍ଡିଆ ମେଣ୍ଟ ପାଇଁ ଏକ ଝଟକା।…

ଓଲଟିଲା ଯାତ୍ରାପାର୍ଟି ଟ୍ରକ, ୫ମୃତ

ବାରିପଦା: ଭାରସ୍ୟାମ ହରାଇ ଘାଟିରେ ଓଲଟିଲା ଯାତ୍ରାପାର୍ଟି ଟ୍ରକ । ଚାଲିଗଲା ୫ଜଣଙ୍କ ଜୀବନ । ମୟୂରଭଞ୍ଜ ଜିଲ୍ଲା ବାରିପଦା ୪୯ନଂ ଜାତୀୟ ରାଜପଥରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ,…

ଦେଶ ପାଳୁଛି ଜାତୀୟ ବାଳିକା ଦିବସ

ନୂଆଦିଲ୍ଲୀ: ଭାରତୀୟ ସମାଜରେ ଝିଅମାନେ ସମ୍ମୁଖୀନ ହେଉଥିବା ଅସମାନତା ତଥା ବାଳିକା ଶିଶୁର ଅଧିକାର ତଥା ମହିଳା ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହା ୨୪ ଜାନୁଆରୀରେ ପାଳନ କରାଯାଏ। ଏହି ଦିନଟି ବେଟି ବଚାଓ, ବେଟି ପଢାଓ ଏବଂ ବେଟି ବାଚାଓ…

କର୍ପୂରୀ ଠାକୁର: ସାମାଜିକ ନ୍ୟାୟର ବିଗୁଲ ଫୁଙ୍କିଥିବା ମହାନାୟକ

ପାଟନା: ବିହାରର ପୂର୍ବତନ ମୂଖ୍ୟମନ୍ତ୍ରୀ କର୍ପୂର ଠାକୁରଙ୍କୁ ଭାରତ ରତ୍ନ ସମ୍ମାନ ମିଳିବ ବୋଲି ଭାରତ ସରକାର ଘୋଷଣା କରିଛନ୍ତି । ବିହାରର ଏକ ସାଧାରଣ ପରିବାରରେ ୧୯୨୪ରେ ସେ ଜନ୍ମ ଗ୍ରହଣ କରିଥଲେ । ୧୯୪୨ରେ ସେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ଆଉ ଦିନକ ପରେ ତାଙ୍କର ଜନ୍ମ ଶତବାର୍ଷୀକ…

ବିଗିଡିଛି ଭାରତ-ଚୀନ ସଂପର୍କ, ଭାରତରେ ରାଷ୍ଟ୍ରଦୂତ ପଦ ପୂରଣ କରୁନି ଚୀନ

ନୂଆଦିଲ୍ଲୀ: ଭାରତରେ ଖାଲି ପଡିଛି ଚୀନ ରାଷ୍ଟ୍ରଦୂତ ପଦ। ବର୍ଷେରୁ ଅଧିକ ସମୟ ଧରି ପଦବୀ ଖାଲି ପଡିଥିଲେ ସୁଦ୍ଧା ଏଯାଏ ରାଷ୍ଟ୍ରଦୂତଙ୍କୁ ନିଯୁକ୍ତି ଦେଉନି ଚୀନ। ପ୍ରାୟ ୧୫ମାସ ବିତି ଯାଇଥିଲେ ସୁଦ୍ଧା ଏଯାଏ ରାଷ୍ଟ୍ରଦୂତ ନିଯୁକ୍ତିର ନାଁ ଧରୁନି ଚୀନ। ଦିଲ୍ଲୀରେ ଚୀନ୍‌ର ଶେଷ ରାଷ୍ଟ୍ରଦୂତ…

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମରଣୋତ୍ତର ଭାବେ ମିଳିବ ଭାରତରତ୍ନ ସମ୍ମାନ

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତ ରତ୍ନ। ମରଣୋତ୍ତର ଭାବେ ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯିବ। କେନ୍ଦ୍ର ସରକାର ଏହି ରତ୍ନ ଦେବା ନେଇ ଘୋଷଣା କରିଛନ୍ତି। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଜାରି ହୋଇଛି। । ସେ ପଛୁଆ ବର୍ଗ ଲୋକଙ୍କ…

ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଥିବା ୧୯ ଛାତ୍ରଛାତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ବାସଭବନରେ ସମସ୍ତଙ୍କ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି। ପୁରସ୍କାର ପ୍ରାପ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ମରଣିକା ପ୍ରଦାନ ସହ ବିଭିନ୍ନ ପ୍ରସଙ୍ଗ…