Latest Odisha News

BREAKING NEWS

Browsing Category

ଫିଚର

ଇଣ୍ଡିଆ ମେଣ୍ଟରୁ ଅଲଗା ହୋଇ ଏକାକୀ ଲଢ଼ିବେ ଦିଦି!

କୋଲକାତା: ଇଣ୍ଡିଆ ମେଣ୍ଟରୁ ଅଲଗା ହେବେ ମମତା ବାନର୍ଜୀ। ଆଉ ଏକାକୀ ଲଢ଼ିବେ ଲୋକସଭା ନିର୍ବାଚନ। କିଛି ଦିନ ହେବ ଆସନ ବୁଝାମଣାକୁ ନେଇ ଦେଖାଦେଇଥିବା ବିବାଦ ପରେ ଆଜି ଏପରି ଏକ ଖବର ଆସିଛି । ଯାହା କେନ୍ଦ୍ରର ଶାସକ ଦଳ ଏନଡିଏ ବିପକ୍ଷରେ ତିଆରି ହୋଇଥିବା ଇଣ୍ଡିଆ ମେଣ୍ଟ ପାଇଁ ଏକ ଝଟକା।…

ଓଲଟିଲା ଯାତ୍ରାପାର୍ଟି ଟ୍ରକ, ୫ମୃତ

ବାରିପଦା: ଭାରସ୍ୟାମ ହରାଇ ଘାଟିରେ ଓଲଟିଲା ଯାତ୍ରାପାର୍ଟି ଟ୍ରକ । ଚାଲିଗଲା ୫ଜଣଙ୍କ ଜୀବନ । ମୟୂରଭଞ୍ଜ ଜିଲ୍ଲା ବାରିପଦା ୪୯ନଂ ଜାତୀୟ ରାଜପଥରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ,…

ଦେଶ ପାଳୁଛି ଜାତୀୟ ବାଳିକା ଦିବସ

ନୂଆଦିଲ୍ଲୀ: ଭାରତୀୟ ସମାଜରେ ଝିଅମାନେ ସମ୍ମୁଖୀନ ହେଉଥିବା ଅସମାନତା ତଥା ବାଳିକା ଶିଶୁର ଅଧିକାର ତଥା ମହିଳା ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହା ୨୪ ଜାନୁଆରୀରେ ପାଳନ କରାଯାଏ। ଏହି ଦିନଟି ବେଟି ବଚାଓ, ବେଟି ପଢାଓ ଏବଂ ବେଟି ବାଚାଓ…

କର୍ପୂରୀ ଠାକୁର: ସାମାଜିକ ନ୍ୟାୟର ବିଗୁଲ ଫୁଙ୍କିଥିବା ମହାନାୟକ

ପାଟନା: ବିହାରର ପୂର୍ବତନ ମୂଖ୍ୟମନ୍ତ୍ରୀ କର୍ପୂର ଠାକୁରଙ୍କୁ ଭାରତ ରତ୍ନ ସମ୍ମାନ ମିଳିବ ବୋଲି ଭାରତ ସରକାର ଘୋଷଣା କରିଛନ୍ତି । ବିହାରର ଏକ ସାଧାରଣ ପରିବାରରେ ୧୯୨୪ରେ ସେ ଜନ୍ମ ଗ୍ରହଣ କରିଥଲେ । ୧୯୪୨ରେ ସେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ଆଉ ଦିନକ ପରେ ତାଙ୍କର ଜନ୍ମ ଶତବାର୍ଷୀକ…

ବିଗିଡିଛି ଭାରତ-ଚୀନ ସଂପର୍କ, ଭାରତରେ ରାଷ୍ଟ୍ରଦୂତ ପଦ ପୂରଣ କରୁନି ଚୀନ

ନୂଆଦିଲ୍ଲୀ: ଭାରତରେ ଖାଲି ପଡିଛି ଚୀନ ରାଷ୍ଟ୍ରଦୂତ ପଦ। ବର୍ଷେରୁ ଅଧିକ ସମୟ ଧରି ପଦବୀ ଖାଲି ପଡିଥିଲେ ସୁଦ୍ଧା ଏଯାଏ ରାଷ୍ଟ୍ରଦୂତଙ୍କୁ ନିଯୁକ୍ତି ଦେଉନି ଚୀନ। ପ୍ରାୟ ୧୫ମାସ ବିତି ଯାଇଥିଲେ ସୁଦ୍ଧା ଏଯାଏ ରାଷ୍ଟ୍ରଦୂତ ନିଯୁକ୍ତିର ନାଁ ଧରୁନି ଚୀନ। ଦିଲ୍ଲୀରେ ଚୀନ୍‌ର ଶେଷ ରାଷ୍ଟ୍ରଦୂତ…

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମରଣୋତ୍ତର ଭାବେ ମିଳିବ ଭାରତରତ୍ନ ସମ୍ମାନ

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତ ରତ୍ନ। ମରଣୋତ୍ତର ଭାବେ ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯିବ। କେନ୍ଦ୍ର ସରକାର ଏହି ରତ୍ନ ଦେବା ନେଇ ଘୋଷଣା କରିଛନ୍ତି। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଜାରି ହୋଇଛି। । ସେ ପଛୁଆ ବର୍ଗ ଲୋକଙ୍କ…

ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଥିବା ୧୯ ଛାତ୍ରଛାତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ବାସଭବନରେ ସମସ୍ତଙ୍କ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି। ପୁରସ୍କାର ପ୍ରାପ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ମରଣିକା ପ୍ରଦାନ ସହ ବିଭିନ୍ନ ପ୍ରସଙ୍ଗ…

ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ପ୍ରକଳ୍ପର ଭବ୍ୟତାପୂର୍ଣ୍ଣ ପରିବେଶକୁ ଦେଖି ଖୁସିବ୍ୟକ୍ତ କଲେ

ଭୁବନେଶ୍ଵର: ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ୭ମ ଦିନରେ ଆଜି ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହିତ ପରିକ୍ରମା ପ୍ରକଳ୍ପର ପୁନଃ ପ୍ରଦକ୍ଷୀଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 5-T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ…

ପୂର୍ବ ରେକର୍ଡ ଭାଙ୍ଗିଲା ପୂର୍ବତଟ ରେଳପଥ: ୨୦୦ ନିୟୁତ ଟନ୍ ପଣ୍ୟ ବୋଝେଇକୁ ଲାଗିଲା ୨୯୫ ଦିନ

ଭୁବନେଶ୍ବର: ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ମାଲ ପରିବହନରେ ପୂର୍ବ ରେକର୍ଡ ଅତିକ୍ରମ କରିଛି। ୧ ଏପ୍ରିଲ, ୨୦୨୩ରୁ ୨୨ଜାନୁୟାରୀ, ୨୦୨୪ ପର୍ଯ୍ୟନ୍ତ ରେଳପଥ ୨୦୨.୧୧୧ନିୟୁତ ଟନ୍ ପଣ୍ୟ ପରିବହନ କରିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ସମାନ ସମୟ ମଧ୍ୟରେ ୧୯୧.୩୯ ନିୟୁତ ଟନ୍ ସର୍ବାଧିକ…

ଏହି ସ୍ଥାନକୁ ସାଧାରଣ ମଣିଷ ଯିବା ମନା

ନୂଆଦିଲ୍ଲୀ: ବିଶ୍ୱରେ ଏପରି କେତେକ ସ୍ଥାନ ଅଛି ଯେଉଁଠାରେ ସାଧାରଣ ମଣିଷ ଯିବା ଉପରେ କଟକଣା ରହିଛି । ଆମେରିକା ବାୟୁସେନାର ଗୁପ୍ତ ସୁବିଧା ଏରିଆ ୫୧କୁ ନେଇ ଅନେକ ପ୍ରକାରର ରହସ୍ୟମୟ କଥା ଶୁଣିବାକୁ ମିଳୁଛି । ନେବାଦର ମରୂଭୂମିରେ ବାୟୁସେନାର ଏହି ଅଂଚଳକୁ ଯିବା ପାଇଁ ଅନେକ କଟକଣା ରହିଛି ।…