Latest Odisha News

BREAKING NEWS

Browsing Category

ଫିଚର

ପୁଲିସର ଜୁଲମ: ସାମ୍ବାଦିକଙ୍କୁ ମାଡ଼ ମାରିଲେ, କ୍ୟାମେରା ଭାଙ୍ଗିଦେଲେ

ଭୁବନେଶ୍ୱର: ଫଟୋ ସାମ୍ବାଦିକଙ୍କୁ ମାଡ ମାରି ମୋବାଇଲ ଭାଙ୍ଗିଦେଲା ପୋଲିସ। ସାଣ୍ଡି ଟାଓ୍ୱାର ହୋଟେଲରୁ ହକି ଖେଳାଳୀ ବସରେ କଳିଙ୍ଗ ଷ୍ଟାଡିୟମ ଅଭିମୁଖେ ଆସୁଥିଲେ। ଏହି ସମୟରେ ଫଟୋ ଉଠାଉଥିଲେ ରାକେଶ ରାଉଳ । ଏହାକୁ ବିରୋଧ କରି ୫ ଜଣ ପୋଲିସ ରାକେଶଙ୍କୁ ମିଳିତ ଭାବେ ମାଡ଼ ମାରି ଆକ୍ରମଣ…

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ପୁଣି ହେବେ ବେଞ୍ଜାମିନ୍ ନେତାନ୍ୟାହୁ

ଜେରୁେଜଲମ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ପୁଣି ହେବେ ବେଞ୍ଜାମିନ୍ ନେତାନ୍ୟାହୁ । ଇସ୍ରାଏଲରେ 15 ବର୍ଷ ଧରି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିବା ନେତାନ୍ୟାହୁ ପୁଣି ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ତାଙ୍କ ଦଳକୁ ପୁଣି ଦେଶବାସୀ ସମର୍ଥନ ଦେଇଛନ୍ତି । ଏବେ ବିରୋଧୀ ଦଳର ନେତାଥିବା…

ଟ୍ରେନରେ ଚଢ଼ୁଥିବା ବେଳେ ଖସିଗଲା ଗୋଡ, ଟ୍ରେନ ଚକାତଳେ ରେଳ କର୍ମଚାରୀଙ୍କ ଦୁଃଖଦ ମୃତ୍ୟୁ

ନିରକାରପୁର: ମୃତ୍ୟୁ କେତେବେଳେ ଆସେ ତାହା କାହାକୁ ଜଣାନଥାଏ । ହସଖୁସିର ଜୀବନ ଦୁଃଖରେ ଭରିଯାଏ । ଏପରି ଏକ ଦୁଃଖଦ ମୃତ୍ୟୁ ଆସିଥିଲା ରତ୍ନାକର ପଣ୍ଡାଙ୍କ ଜୀବନରେ । ରେଲଓ୍ବେ ଓ୍ବାରଲେସ ବିଭାଗରେ କାର୍ଯ୍ୟ କରୁଥିବା ରତ୍ନାକର ପଣ୍ଡା ଆଜି ଖୋର୍ଧାଯିବା ପାଇଁ ନିରାକାରପୁର ଷ୍ଟେସନରୁ ମେମୋ…

ପୁଣି କାଶ୍ମୀରରେ ଟାର୍ଗେଟ ହତ୍ୟା ଉଦ୍ୟମ, ଦୁଇ ସ୍କୁଲ କର୍ମଚାରୀଙ୍କୁ ଗୁଳି ଚଳାଇଲେ ଆତଙ୍କବାଦୀ

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀମାନେ ପୁଣି ଥରେ ଟାର୍ଗେଟରେ ହତ୍ୟା କରିଛନ୍ତି । ଆତଙ୍କବାଦୀମାନେ  ଅନନ୍ତନାଗରେ କାଶ୍ମୀରର ଦୁଇ ସାଧାରଣ ନାଗରିକଙ୍କୁ ଗୁଳି କରିଛନ୍ତି। ଆହତ ଅବସ୍ଥାରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଟାର୍ଗେଟରେ ଥିବା ଦୁଇ ଅଣ କାଶ୍ମୀରବାସୀଙ୍କ…

ରାଜ୍ୟର ଯୁବକ ଦିଶାହୀନ, ମୋଦୀ ସରକାର ଆତ୍ମ ପ୍ରଚାରରେ ବ୍ୟସ୍ତ: ପିସିସି ସଭାପତି

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ସାମୟିକ ଭାବେ ସ୍ଥଗିତ ଥିବା ଭାରତ ଯୋଡ଼ୋ ଓଡ଼ିଶା ପରିବର୍ତନ ଯାତ୍ରା ପୁଣିଥରେ ଆରମ୍ଭ ହୋଇଛି। କଟକ ଫୁଲନଖରା ସ୍ଥିତ ଲଖେଶ୍ୱର ମନ୍ଦିର ଠାରୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏହା ଆରମ୍ଭ ହୋଇଛି। ନଖରାରେ ଥିବା ପୀର ବଜାର…

ଫେସବୁକ ଇଣ୍ଡିଆର ମୁଖ୍ୟ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଫେସବୁକ ଇଣ୍ଡିଆର ମୁଖ୍ୟ ଅଜିତ ମୋହନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଫେସବୁକର ମୂଳ କମ୍ପାନୀ ମେଟା ପକ୍ଷରୁ ଏହି ସୂଚନା ଆସିଛି। ଅଜିତ ଅନ୍ୟ କେଉଁଠି ନିଯୁକ୍ତ ହେବାକୁ ଇଚ୍ଛା ରଖିଥିବାରୁ ସେ ତାଙ୍କ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କମ୍ପାନୀ କହିଛି।…

ବାର୍ବାଡୋସ କୁଇନଙ୍କ ଅଭିଯୋଗ: ଯୋଗ୍ୟତା ବଳରେ ପ୍ରିୟଙ୍କା ଜିତି ନାହାନ୍ତି ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା

ନୂଆଦିଲ୍ଲୀ: ପ୍ରିୟଙ୍କା ଚୋପ୍ରା ତାଙ୍କ ଯୋଗ୍ୟତା ବଳରେ ୨୦୦୦ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା ଜିତି ନାହାନ୍ତି ବୋଲି ବାର୍ବାଡୋସର ପୂର୍ବତନ ସୁନ୍ଦରୀ ଲିଲାନୀ ମ୍ୟାକକନେ ଅଭିଯୋଗ କରିଛନ୍ତି । ମିସ ଆମେରିକା ପିଜେଂଟ ଆର ବନୀ ଗାବ୍ରିଏଲ ଚଂଚକତା କରି ଜିତିବା ଅଭିଯୋଗ ଆସିବା ପରେ ଏବେ…

ଧାମନଗର ଉପନିର୍ବାଚନରେ ୬୬. ୬୩ ପ୍ରତିଶତ ଭୋଟ୍ ଦେଲେ

ଧାମନଗର: ଶେଷ ହେଲା ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ମତଦାନ। ସକାଳ ୭ଟାରୁ ଆରମ୍ଭ ହୋଇଥିଲା ମତଦାନ। ସଂଧ୍ୟା ୬ଟା ସୁଦ୍ଧା ୬୬. ୬୩ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କଠାରୁ ସୂଚନା ମିିଳିଛି। ସଂଧ୍ୟା ୫ଟା ସୁଦ୍ଧା ୫୮.୫୩% ଥିଲା ମତଦାନ। ଧାମନଗରର ଭୋଟର ସଂଖ୍ୟା ୨ ଲକ୍ଷ…

ଛାତିରେ ପଶିଯାଇଥିଲା ବାଉଁଶ: ନୂଆ ଜୀବନ ଦେଲେ କିମ୍‌ସ ଡାକ୍ତର

ଭୁବନେଶ୍ୱର : ଛାତିରେ ବାଉଁଶ ପଶି ଯାଇଥିଲା । ଅସହ୍ୟ ଜନ୍ତ୍ରଣା ହେବା ସହ  ଜୀବନ ସହ ସଂଘର୍ଷ କରୁଥିବା ସମୟରେ କିମ୍‍ସ ଡାକ୍ତର ଦେଲେ ନୂଆ ଜୀବନ। ପୁରୀ ଜିଲ୍ଲା ଚନ୍ଦନପୁର ବ୍ଲକ୍‍ ତଳଜଙ୍ଗ ଅଞ୍ଚଳର ୪୦ ବର୍ଷୀୟ ତପନ ପରିଡ଼ା ନିଜ ଜମି ନିକଟସ୍ଥ ସାଇଫନରେ ପାଣି ଦେଖୁଥିବା ବେଳେ ବାଡ଼…

ବିଜୟ ହଜାରେ ଟ୍ରଫି ପାଇଁ ଓଡିଶା କ୍ରିକେଟ ଦଳ ଘୋଷିତ: ଅମୀନ, ମୁସ୍ତାକ ନୂଆ ମୁହଁ

ଭୁବନେଶ୍ୱର: ଚୟନ କମିଟି ଆଗାମୀ ବିଜୟ ହଜାରେ ଟ୍ରଫି ପାଇଁ ୧୬ ଜଣିଆ ଓଡିଶା କ୍ରିକେଟ ଦଳ ଘୋଷଣା କରିଛି । ଅଭିଷେକ ରାଉତଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଅମୀନ ଆଇ ଖାଁ ଓ ମୁସ୍ତାକ ବେଗ ଦୁଇ ନୂଆ ମୁହଁ ସୁଯୋଗ ପାଇଛନ୍ତି । ଓଡିଶା ଟିମ ଏହି ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ…