Latest Odisha News

BREAKING NEWS

Browsing Category

ଫିଚର

ବଳପୂର୍ବକ ଭାବେ ଲୋନ୍ ରିକୋଭରୀ କରିପାରିବନି ବ୍ୟାଙ୍କ, ଜାଣନ୍ତୁ ଆପଣଙ୍କ ଅଧିକାର

ନୂଆଦିଲ୍ଲୀ: ଆପଣ ବ୍ୟାଙ୍କ ଲୋନ୍ ପୈଠ କରି ନାହାନ୍ତି କି? ଲୋନ୍ ପୈଠ କରିବାକୁ ବ୍ୟାଙ୍କର କର୍ମଚାରୀ ବାରମ୍ବାର ଫୋନ୍ କରି ମାନସିକ ଚାପ ଦେଉଛନ୍ତି କି? ଏହଳି କିଛି ସମସ୍ୟା ଦିଗରେ ଆରବିଆଇ କଣ କହୁଛି ଏବଂ ବ୍ୟାଙ୍କର ଅଧିକାର ଓ ଲୋନ୍ ନେଇ ସୁଝିପାରିନଥିବା ବ୍ୟକ୍ତିର ଅଧିକାର କଣ ରହିଛି…

ଜେଲରେ ପୁଞ୍ଜିଲାଲ ପଢୁଛି ଜର୍ଣ୍ଣାଲିଜିମ୍!

ବଲାଙ୍ଗୀର: ଜେଲରେ ରହି ଜର୍ଣ୍ଣାଲିଜିମି କରୁଛି ପାଟଣାଗଡ ପାର୍ସଲବୋମା ଘଟଣାର ମାଷ୍ଟର ମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର। ଜେଲରେ ରହି ପୁଞ୍ଜିଲାଲ ମେହେର ଏବେ ପାର୍ସଲ ବୋମା ଘଟଣାର ଶୁଣାଣିର ସାମ୍ନା କରୁଛି। ଇତି ମଧ୍ୟରେ ସେ ଆଇନରେ  ପାଠ ପଢିବାକୁ ଇଛୁକ ରଖିଥିଲା। ହେଲେ…

ସୀମା ବିବାଦ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ତୁଟୁନି ସୀମା ବିବାଦ । କେତେବେଳେ କୋରାପୁଟ ତ ଆଉ କେବେ ଗଜପତି ଜିଲ୍ଲାରେ ଧସେଇ ପଶୁଛି ଆନ୍ଧ୍ର । ଯାହାର ଶାନ୍ତିପୂର୍ଣ୍ଣ ସମାଧାନ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା…

ଗୁଜରାଟରେ ଲଢିବେ ନା ନିଜ ଗଡ଼ ବଞ୍ଚାଇବେ କେଜ୍ରିଓ୍ୱାଲ ?

ନୂଆଦିଲ୍ଲୀ: ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ଆଜି ଦିଲ୍ଲୀରେ ଏମସିଡି ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ରାଜ୍ୟ ନିର୍ବାଚନ କମିଶନ ଆଜି ସନ୍ଧ୍ୟାରେ ତାରିଖ ଘୋଷଣା କରିପାରନ୍ତି। ଏହା ଦିଲ୍ଲୀର ସ୍ଥାନୀୟ ନିର୍ବାଚନ ହେଲେ ମଧ୍ୟ ଉଭୟ ଆପ୍ ଓ ବିଜେପି…

ଦମ୍ପତିଙ୍କ ଆଖି ଆଗରେ ଦୁଇ ପୁଅଙ୍କୁ ଦଳିଦେଲା ହାତୀ

ଝାରସୁଗୁଡ଼ା: ବାପାମାଆଙ୍କ ଆଖି ଆଦରେ ଚାଲିଗଲା ୨ ପୁଅଙ୍କ ଜୀବନ । ଦେଖୁ ଦେଖୁ ଦଳିଦେଲା ହାତୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ଭଉଁରା ଗାଁ ନିକଟରେ । ହାତୀ ଆକ୍ରମଣରେ ୨ ନାବାଳକ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ, ସ୍ତ୍ରୀ ଆହତ ହୋଇଛନ୍ତି ।…

ବାବା ଧବଳେଶ୍ବରଙ୍କ ଭର୍ଚୁଆଲ୍‌ ଦର୍ଶନ ଆଜିଠୁ

ଆଠଗଡ଼ :ବାବା ଧବଳେଶ୍ବରଙ୍କ ଭର୍ଚୁଆଲ୍‌ ଦର୍ଶନ ଆଜିଠୁ କରିବେ ଭକ୍ତ। ବିପଦପୂର୍ଣ୍ଣ ଝୁଲା ପୋଲ ପାଇଁ ଧବଳେଶ୍ବର ପୀଠ ଯିବା ବାରଣ ହୋଇଛି । ସ୍ଥାନୀୟ ଅଞ୍ଚଳରେ 144 ଧାରା ଲାଗିଛି । ମନ୍ଦିର ଭକ୍ତମାନେ ଯାଇପାରିବେ ନାହିଁ ।  କାର୍ତ୍ତିକ ମାସରେ  ପଞ୍ଚୁକ ପର୍ବ ଆରମ୍ଭ ହୋଇଥିବା ବେଳେ…

ବାଘମାରି ନିକଟରେ ବସ୍ ଓଲଟିପଡିଲା, ୧୨ ଆହତଙ୍କୁ ମେଡିକାଲରେ ଭର୍ତି

ଖୋର୍ଦ୍ଧା: ଖୋର୍ଧା ବାଘମାରି ନିକଟରେ ବସ୍ ଓଲଟି ୧୨ ଆହତ ହୋଇଥିବା ଜଣାପଡିଛି ।  ବଲାଙ୍ଗିରରୁ ଭୁବନେଶ୍ୱର ଆସିବା ବାଟରେ ବସଟି ଓଲଟି ପଡିଥିଲା । ଆହତଙ୍କ ମଧ୍ୟରେ  ୨ ଗୁରୁତର ଥିବାରୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।  ଅନ୍ୟ ୧୦ ଆହତ ଖୋର୍ଦ୍ଧା ମେଡିକାଲ୍‌ରେ…

ଇସ୍ରାଏଲ ନିର୍ବାଚନରେ ​​ନେତାନ୍ୟାହୁଙ୍କ ବିଜୟ ପରେ ଗାଜା ମାଡ଼ କଲା ରକେଟ

ତେଲ ଆଭିଭ : ବେଞ୍ଜାମିନ ନେତାନ୍ୟାହୁ ଇସ୍ରାଏଲ ନିର୍ବାଚନରେ ​​ଜିତିବାର କିଛି ସମୟ ପରେ ଗାଜାରୁ ଇସ୍ରାଏଲ ସୀମା ମଧ୍ୟକୁ ରକେଟ ମାଡ଼ କରାଯାଇଛି । ସେଥିମଧ୍ୟରୁ ଗୋଟିଏ ଆଇରନ୍ ଡୋମ୍ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ନଷ୍ଟ କରିଦିଆଯାଇଥିବା ସେନା ପକ୍ଷରୁ କୁହାଯାଇଛି ।  ଇସ୍ରାଏଲ୍…

ଶ୍ରେୟସ ଆୟରଙ୍କ ଜବରଦସ୍ତ ବ୍ୟାଟିଂ, ମୁମ୍ବାଇ ପହଁଚିଲା ଫାଇନାଲରେ

କୋଲକତା: ଘରୋଇ ଟି -20 ଟୁର୍ନାମେଣ୍ଟ ସୟଦ ମୁସ୍ତାକ ଅଲି ଟ୍ରଫିରେ ଧୂଆଁଦାର ବ୍ୟାଟିଂ କରିଛନ୍ତି ଶ୍ରେୟସ ଆୟର । ଯାହା ଫଳରେ ମୁମ୍ବାଇ ଫାଇନାଲରେ ପହଁଚିପାରିଛି । ସେମିଫାଇନାଲରେ ମୁମ୍ବାଇ ବିଦର୍ଭକୁ ହରାଇଛି ।  ସେମିଫାଇନାଲ ମ୍ୟାଚ୍ ଗୁରୁବାର ଖେଳାଯାଇଥିଲା। ବିଦର୍ଭ ଏବଂ ମୁମ୍ବାଇ ମଧ୍ୟରେ…

ପୃଥିବୀ ପୃଷ୍ଠକୁ ଖସୁଛି ୨୩ ଟନ ଓଜନର ଚାଇନିଜ ରକେଟ୍

ନୂଆଦିଲ୍ଲୀ: ନିଜର ସ୍ପେସ୍ ଷ୍ଟେସନ୍ ନିର୍ମାଣ କରୁଥିବା ଚୀନ୍ ଆଉ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଚାଇନାର ସ୍ପେସ୍ ଏଜେନ୍ସି ଦ୍ୱାରା ପଠାଯାଇଥିବା ୨୩ ଟନ୍ ରକେଟ୍ ଉତକ୍ଷେପଣ ପରେ ବିଫଳ ହୋଇ ପୃଥିବୀ ଆଡକୁ ଖସିପଡିଛି। ରିପୋର୍ଟରେ କୁହାଯାଇଛି ଯେ ଚାଇନାର ବୈଜ୍ଞାନିକମାନେ ରକେଟକୁ…