Latest Odisha News

BREAKING NEWS

Browsing Category

ଫିଚର

ନିର୍ମାଣାଧୀନ ବିଜେପି ଅଫିସ୍ ଉପରେ ଜରିମାନା କଲେ କେଜ୍ରିୱାଲ୍

ନୂଆଦିଲ୍ଲୀ: ଥମୁନି ଆପ୍-ବିଜେପି ଯୁଦ୍ଧ । ପୁଣି ଥରେ ଦିଲ୍ଲୀରେ ମୁହାଁମୁହିଁ ହୋଇଛ ଆମ୍ ଆଦମୀ ପାର୍ଟି ଓ ବିଜେପି । ଦିଲ୍ଲୀରେ ବିଜେପି କାର୍ଯ୍ୟାଳୟ ନିର୍ମାଣ ଉପରେ କେଜ୍ରିୱାଲ୍ ସରକାର ରୋକ୍ ଲଗାଇବା ସହ ଜରିମାନା କରିଛି । ପ୍ରଦୂଷଣ ପାଇଁ କେଜ୍ରିୱାଲ୍ ସରକାର ନିର୍ମାଣ ବନ୍ଦ କରିବା ସହ ୫…

ନୂଆପଡା ଖଡିଆଳରେ ଶିକ୍ଷାର ଅବ୍ୟବସ୍ଥା, କବଜାରେ ଅଙ୍ଗନଓ୍ୱାଡି କେନ୍ଦ୍ର

ଶିଶୁଙ୍କ ବିକାଶରେ ମୂଳଦୁଆ ପକାଇଥାଏ ଅଙ୍ଗନଓ୍ୱାଡି କେନ୍ଦ୍ର । କୋମଳ ଶିଶୁଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷାର ମାନ ବୃଦ୍ଧି ଦିଗରେ ସରକାର ଯେତେ ତତ୍ପର ହେଲେ ମଧ୍ୟ ତାହାର ସୁଫଳ ମିଳୁପାରୁନାହିଁ । ନୂଆପଡା ଜିଲ୍ଲା ଖଡ଼ିଆଳରେ ଏପରି କେତେକ ଅଙ୍ଗନଓ୍ୱାଡି କେନ୍ଦ୍ରରେ ଅବ୍ୟବସ୍ଥା ସରକାରଙ୍କ ଦୃଷ୍ଟି…

ନ୍ୟୁଜିଲାଣ୍ଡକୁ ହରାଇ ସେମିରେ ପ୍ରବେଶ ଆଶା ଉଜ୍ଜୀବୀତ ରଖିଲା ଇଂଲଣ୍ଡ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ମଙ୍ଗଳବାର ଅନୁଷ୍ଠିତ ମୁକାବିଲାରେ ଇଂଲଣ୍ଡ ୨୦ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ସେମି ଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ ରଖିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୦ ଓଭରରେ ୬ ୱିକେଟ ବିନିମୟରେ ୧୭୯ ରନ ସଂଗ୍ରହ କରିଥିଲା । ଜୋସ ବଟଲର ୭୩ ଓ…

୧୪ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ । ଆଉ ୧୪ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର । ୪ ଜଣଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ, ୪ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ଓ ଅନ୍ୟ ୬…

କାଳୀପୂଜା ପାଇଁ ଦୁଲୁକୁଛି ଯାଜପୁର ସହର

ଯାଜପୁର : କାଳୀପୂଜା ପାଇଁ ଚଳଚଞ୍ଚଳ ଯାଜପୁର ସହର । ସହରର ପ୍ରତିଟି ଛକ ଓ ବଜାରରେ ଚାଲିଛି ମେଲୋଡି ଓ ସାଂସ୍କୃତିକ କାର୍ଯ୍ୟକ୍ରମ । ରାଜ୍ୟର ପ୍ରତିଷ୍ଠିତ କଳାକାରଙ୍କ ନୃତ୍ୟ ଓ ଗୀତରେ ଝୁମୁଛନ୍ତି ଦର୍ଶକ । ସୁନ୍ଦର ଆଲୋକମାଳା ଓ ଆକର୍ଷଣୀୟ ମଣ୍ଡପ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଜମୁଛି ଭିଡ ।  …

ଝୁଲା ପୋଲ ପାଇଁ ଧବଳେଶ୍ୱର ପୀଠକୁ ଭକ୍ତଙ୍କୁ ବାରଣ, ୧୪୪ ଧାରା ଜାରି

କଟକ: ବଡ଼ଓଷାରେ ଆଠଗଡ଼ର ବାବା ଧବଳେଶ୍ୱର ପୀଠରେ ହେବନି ଯାତ୍ରା । ଗୁଜରାଟର ମୋର୍ବି ଅଘଟଣ ପରେ ସୋମବାର ଝୁଲା ପୋଲ ଅଞ୍ଚଳରେ ୧୪୪ ଧାରା ଜାରି କରିଥିଲା । ଆଜି ଜିଲ୍ଲା ପ୍ରଶାସନ ବଡ଼ଓଷା ଯାତ୍ରାକୁ ବାତିଲ୍ କରିଛି । କଟକ ଏସପି ଦାୟିତ୍ୱରେ ଥିବା ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆ…

ସଲମାନଙ୍କ ସୁରକ୍ଷା ବଢ଼ାଇଲା ମୁମ୍ବାଇ ପୋଲିସ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାଁଙ୍କ ସୁରକ୍ଷା ମୁମ୍ବାଇ ପୋଲିସ ବୃଦ୍ଧି କରିଛି । ଏବେ ତାଙ୍କୁ ୱାଇ ସୁରକ୍ଷା ପ୍ରଦାନ କରାଯିବ । ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ଧମକ ପରେ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜୁନରେ ସଲମାନଙ୍କ ବାପା ତଥା ପ୍ରସିଦ୍ଧ ଲେଖକ ସଲୀମ ଖାଁଙ୍କୁ ଧମକ ଭରା ପତ୍ର…

ଠକ ସୁକେଶ ଆପ ନେତା ସତ୍ୟେନ୍ଦ୍ରଙ୍କୁ ଦେଇଥିଲେ ୧୦କୋଟି ଟଙ୍କା

ନୂଆଦିଲ୍ଲୀ: ଅର୍ଥ ହେରପେର ମାମଲାରେ ଜେଲ ଦଣ୍ଡ ଭୋଗୁଥିବା ସୁକେଶ ଚନ୍ଦ୍ରଶେଖର ଆଜି ଚାଂଚଲ୍ୟକର ଖୁଲାସା କରିଛନ୍ତି । ଆମ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜେନା ସୁରକ୍ଷା ଏବଂ ସୁବିଧା ସୁଯୋଗ ଦେବା ପାଇଁ ତାଙ୍କ ଠାରୁ ୧୦କୋଟି ଟଙ୍କା ନେଇଥିଲେ । ସୁକେଶ ଏ ସମ୍ପର୍କରେ ଦିଲ୍ଲୀ ଏଲଜିକୁ ଚିଠି…

ବରଗଡ ଗୋଟିଏ ପରିବାର ନିଶ୍ଚିହ୍ନ ଘଟଣାର ଭିତିରି କଥା!

ବରଗଡ଼: ଭେଡେନ ଥାନା ଅନ୍ତର୍ଗଚ ଜାଣ୍ଡୋଲ ଗାଁରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ ଦେହ ଉଦ୍ଧାର ହେବ ସମସ୍ତଙ୍କୁ ହତବାକ କରିଛି। ୩-୪ ଦିନ ପରେ ପରେ ମୃତ ଦେହ ଉଦ୍ଧାର ହେବା ପରେ ଏହା  ଆତ୍ମହତ୍ୟା ନା ହତ୍ୟା ସେ ନେଇ ସସପେନ୍ସ ଜାରି ରହିଛି। ହେଲେ ପୋଲିସ ତଦନ୍ତ କରି ପ୍ରାଥମିକ ଭାବେ ଯେଉଁ…

ଯୀଶୁ ଜଣେ ହିନ୍ଦୁ, ୩ ବର୍ଷ ସେ ପୁରୀରେ କଟାଇଥିଲେ: ଶଙ୍କରାଚାର୍ଯ୍ୟ

ରାୟପୁର: ଖ୍ରୀଷ୍ଟ ସମ୍ପ୍ରଦାୟର ଭଗବାନ ଯୀଶୁ ଜଣେ ହିନ୍ଦୁ । ସେ ପୁରୀରେ ତିନି ବର୍ଷ କଟାଇଥିଲେ। ପୁରୀ ଗୋବର୍ଦ୍ଧନ ପୀଠର ମୁଖ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଏପରି କହିଛନ୍ତି। ଯାହା ବିବାଦୀୟ ହୋଇପଡ଼ିଛି। ଛତିଶଗଡ ରାଜଧାନୀ ରାୟପୁରର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଶ୍ଚଳାନନ୍ଦ…