Latest Odisha News

BREAKING NEWS

Browsing Category

ଫିଚର

ଆଫଗାନିସ୍ତାନ ସୀମାରେ ଯାତ୍ରୀବାହି ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ମସ୍କୋ ଯାଉଥିବା ଏକ ଯାତ୍ରୀବାହୀ ବିମାନ ଆଫଗାନିସ୍ତାନ ସୀମାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ସାମ୍ନାକୁ ଆସିଛି। ପ୍ରାଥମିକ ପର୍ଯ୍ୟାୟରେ ତାହା ଏକ ଭାରତୀୟ ବିମାନ ରହିଥିବା ନେଇ ସୂଚନା ସାମ୍ନାକୁ ଆସିଛି। କୁହାଯାଉଛି କି ଉକ୍ତ ବିମାନଟି ଭାରତରୁ ମସ୍କୋ ଅଭିମୁଖେ ଉଡାଣ…

୧୯୮୧ରେ ପଡ଼ିଥିଲା ରାମମନ୍ଦିର ନିର୍ମାଣ ବିବାଦର ମୂଳଦୁଆ, ପଢନ୍ତୁ ପୂରା ଘଟଣାକ୍ରମ

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ଜନ୍ମଭୂମିରେ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି। ଭବ୍ୟ ଆୟୋଜନ ମଧ୍ୟରେ ଏହି ପବିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ଦେଶ ବିଦେଶରୁ ଅତିଥିମାନେ ଆସିବାରେ ଲାଗିଛନ୍ତି। ତେବେ ଦୀର୍ଘ ବର୍ଷର ଆନ୍ଦୋଳନ ଓ ସଂଘର୍ଷର…

ଦୁର୍ଘଟଣାରେ ନିର୍ଦ୍ଦେଶକ ସୁଧାକର ବସନ୍ତ ଆହତ

କଟକ: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବିଶିଷ୍ଟ ସିନେ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ସହିତ ଅନ୍ୟ ଦୁଇ ଜଣ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ କଟକ ମଙ୍ଗୁଳି ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଥିଲା। ପରେ ଖବର…

ପ୍ରାଣ ପ୍ରତିଷ୍ଠା ଦିନ ଛୁଟି ଘୋଷଣା ପ୍ରସଙ୍ଗ: ହାଇକୋର୍ଟରେ ମାମଲା ରୁଜୁ କଲେ ଚାରି ଛାତ୍ର

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖ ଅର୍ଥାତ ଆସନ୍ତାକାଲି ଅଯୋଧ୍ୟାରେ ରାମ ଜନ୍ମଭୂମୀରେ ମନ୍ଦିର ପ୍ରତିଷ୍ଠା ହେବ। ଏହି ସହିତ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ମନ୍ଦିର ପ୍ରତିଷ୍ଠା ଦିନ କେନ୍ଦ୍ର ସରକାରୀ କାର୍ଯ୍ୟାଳୟକୁ ଅଧା ଦିନ ଛୁଟି ଘୋଷଣା କରିଛନ୍ତି। ଏହି କ୍ରମରେ ମହାରାଷ୍ଟ୍ର ସରକାର…

ସୋଏବ ମଲ୍ଲିକଙ୍କଠାରୁ ‘ଖୁଲା’ ନେଇଛନ୍ତି ସାନିଆ ମିର୍ଜା, ଜାଣନ୍ତୁ କ’ଣ ରହିଛି…

ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜାଙ୍କ ପାକିସ୍ତାନୀ ସ୍ୱାମୀ ଶୋଏବ ମଲ୍ଲିକ ତୃତୀୟ ବିବାହ କରିଛନ୍ତି। ଏହି ଖବରଟି ବହୁତ ଚର୍ଚ୍ଚାରେ ରହିଛି ଏବଂ ଇଣ୍ଟରନେଟରେ ମଧ୍ୟ ଭାଇରାଲ ହୋଇଛି । କ୍ରିକେଟର ସୋଏବ ମଲିକ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ବିବାହ କରିଛନ୍ତି,…

ସାଙ୍ଗ ସହଯୋଗରେ ଜେଜେ ମାଙ୍କୁ ହତ୍ୟା କଲା ନାତି, କାରଣ ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ: ଦିଲ୍ଲୀର ଶାହଦାରା ଅଞ୍ଚଳରେ ଜଣେ ୧୫ ବର୍ଷୀୟ ବାଳକ ଓ ତା'ର ସାଙ୍ଗକୁ ହତ୍ୟା ଓ ଚୋରି ଅଭିଯୋଗରେ ଗିରଫ କରାଯାଇଛି। ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କ ଠାରୁ ନଗଦ ୧୪ ହଜାର ଟଙ୍କା ଜବତ କରିଛି, ଯିଏ ଅପରାଧ ସ୍ୱୀକାର କରିଛି। ଗୁରୁବାର ସନ୍ଧ୍ୟାରେ ଜିଟିବି ଏନକ୍ଲେଭରେ ବୃଦ୍ଧାଙ୍କ…

ଅଭିନେତ୍ରୀ ରଶ୍ମିକାଙ୍କ ଡିପଫେକ୍ ଭିଡିଓ ପଛର ଗୁମର ଫିଟାଇଲେ ଅଭିଯୁକ୍ତ, କେମିତି ପହଁଚିଲା ପୋଲିସ?

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପ୍ ଫେକ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଆନ୍ଧ୍ରପ୍ରଦେଶର ଜଣେ ଇଞ୍ଜିନିୟରଙ୍କୁ ଗିରଫ କରିଛି। ଇମାନି ନବୀନ ନାମକ ଏହି ଅଭିଯୁକ୍ତ ସ୍ୱୀକାର କରିଛି ଯେ ଅଭିନେତ୍ରୀଙ୍କୁ ଦେଖାଇ ତାଙ୍କ ଇନଷ୍ଟାଗ୍ରାମ…

ଜମି ବିକ୍ରି କରି ୫୫ ବର୍ଷୀୟ ପ୍ରେମିକଙ୍କ ସହ ଫେରାର ହୋଇଗଲେ ୬୩ ବର୍ଷର ପ୍ରେମିକା

ଅମରୋହ: ପ୍ରେମ ମାନେନା ବୟସ । ଲୋକ ଲାଜ ପ୍ରେମୀ ଯୁଗଳଙ୍କ ପାଇଁ ବାଧା ସୃଷ୍ଟି କରିପାରେ ନାହିଁ । ଏ ଭଳି ଏକ ଘଟଣା ଉତରପ୍ରଦେଶର ଅମରୋହ ଅଂଚଳରେ ଘଟିଛି । ଏଠାରେ ଜଣେ ୬୩ ବର୍ଷୀୟା ମହିଳା ଜମି ବିକ୍ରି କରି ୫୫ ବର୍ଷର ପ୍ରେମିକ ସହ ପଳାଇ ଯାଇଛନ୍ତି । ମହିଳାଙ୍କ ଏହି ପଦକ୍ଷେପ ଯୋଗୁ ତାଙ୍କ…

ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସଙ୍ଗରେ ହେଲେ ପ୍ରତି ୧୫ ବର୍ଷରେ ଦରକାର ହେବ ୧୦ ହଜାର କୋଟିର ଇଭିଏମ: ଇସିଆଇ

ନୂଆଦିଲ୍ଲୀ: ଦେଶରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକସଙ୍ଗରେ ହେଲେ ପ୍ରତି ୧୫ ବର୍ଷରେ ପ୍ରାୟ ୧୦ ହଜାର କୋଟି ଟଙ୍କା ଆବଶ୍ୟକ ପଡ଼ିବ । ନୂଆ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ କିଣିବା ପାଇଁ ନିର୍ବାଚନ ଆୟୋଗଙ୍କୁ ଏହି ଟଙ୍କା ଦେବାକୁ ପଡ଼ିବ। ଭାରତୀୟ ନିର୍ବାଚନ କମିଶନ କେନ୍ଦ୍ର ସରକାରଙ୍କୁ…

ସୋନପୁରରେ ପୁରୁଣା ବିବାଦକୁ କେନ୍ଦ୍ର କରି କ୍ରିକେଟ ବ୍ୟାଟରେ ଯୁବକଙ୍କୁ ହତ୍ୟା!

ସୋନପୁର: ସୋନପୁର ଜିଲ୍ଲାରେ କ୍ରିକେଟ୍ ବ୍ୟାଟରେ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଅପରାହ୍ନରେ ତରଭା ଥାନା ଅନ୍ତର୍ଗତ ମେଣ୍ଡା ଗ୍ରାମରେ ଏହି ଘଟଣା ଘଟିଛି। ମୃତ କନ୍ୟା ଜଣକ ହେଲେ ଗ୍ରାମର କୁମ୍ଭାରପଡ଼ା ଅଞ୍ଚଳର ଏକ ପୋଖରୀ ନିକଟରେ ପୁରୁଣା କଥାକୁ…