Latest Odisha News

BREAKING NEWS

Browsing Category

ଫିଚର

ଭୁବନେଶ୍ବରରେ ଅତ୍ୟାଧୁନିକ ଆୟୁଷ ଦୀକ୍ଷା କେନ୍ଦ୍ରର ଶିଳାନ୍ୟାସ କଲେ କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ

ଭୁବନେଶ୍ବର: ଭବିଷ୍ୟତର ଆୟୁଷ ପେସାଦାରଙ୍କ ମାନବ ସମ୍ବଳ ବିକାଶ ହେବ। ଏଥିପାଇଁ ପ୍ରଥମ କେନ୍ଦ୍ର ‘ଆୟୁଷ ଦୀକ୍ଷା’ର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ଆୟୁଷ ଏବଂ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ। ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ…

ଚୀନର ପୃଥକ ପୃଥକ ସ୍ଥାନରେ ଅଗ୍ନିକାଣ୍ତ, ୧୩ଛାତ୍ରଙ୍କ ସମେତ ୨୧ଜୀବନ୍ତ ଦଗ୍ଧ

ବେଜିଂ: ଚୀନରେ ଦୁଇଟି ପୃଥକ ଅଗ୍ନିକାଣ୍ଡରେ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅନେକ ସ୍କୁଲ ଛାତ୍ର ମଧ୍ୟ ଅଛନ୍ତି। ସ୍ଥାନୀୟ ଅଧିକାରୀଙ୍କ ସୂଚନା ଅନୁସାରେ ହେନାନ ପ୍ରଦେଶର ୟାନଶାନପୁରେ ଅଗ୍ନିକାଣ୍ଡ ଘଟିଥିଲା। ବିଳମ୍ୱିତ ରାତି ପ୍ରାୟ ୧୧ଟା ସମୟରେ ୟଙ୍ଗକାଇ ସ୍କୁଲରେ…

ଆସନ୍ତୁ ଜାଣିବା କାହିଁକି ଚର୍ଚ୍ଚାରେ ରହିଛି ଗୋଆର ଏକ ବିବାହ

ପାଣାଜି: ବିବାହ ଏକ ଶୁଭକାର୍ଯ୍ୟ । ଏଥିପାଇଁ ବିବାହ ରୀତି ନୀତିକୁ ଭଲରେ ଭଲରେ କରିବା ପାଇଁ ଅନେକ ନିୟମ ରହିଛି । ତେବେ ଗୋଆର ଏକ ବିବାହ ଏବେ ସାରା ଭାରତରେ ଚର୍ଚ୍ଚାର କାରଣ ସାଜିଛି । ପାରମ୍ପାରିକ ରୀତିନୀତିକୁ ପସନ୍ଦ କରୁଥିବା ସମାଜ ମଧ୍ୟ ଏହି ବିବାହ ନେଇ ଦ୍ୱନ୍ଦ୍ୱରେ ରହିଛି । ଯେଉଁ ଭଳି…

ବୌଦ୍ଧରୁ ବାଘ ଛାଲ ଜବତ, ଜଣେ ଗିରଫ

ବୌଦ୍ଧ: ବୌଦ୍ଧ ଜିଲ୍ଲା ରେ ପୁଣି ବାଘ ଛାଲ ଜବତ । ଡିଲ୍ ଚାଲିଥିବାବେଳେ ମାଡି ବସିଲା ପୋଲିସ । ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଗୌତମ ବେହେରା (୫୫) । ତାଙ୍କ ଘର କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁରୁଦୁକୁମ୍ପାର…

ଋଣ ଭାର ସହି ନପାରି ଡାକ୍ତର ଦମ୍ପତିଙ୍କ ଆତ୍ମହତ୍ୟା

ଭୋପାଳ: ବନ୍ଦ ଘରୁ ଡାକ୍ତର ଦମ୍ପତିଙ୍କ ମୃତଦେହ ଉଦ୍ଧାର। ମଧ୍ୟପ୍ରଦେଶ ସାଗର ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବିନା ସହରର ନନ୍ଦନ କଲୋନୀରେ ଥିବା ଘରୁ ଡାକ୍ତର ବଲବୀର ଏବଂ ମଞ୍ଜୁ କାଇଥୋରିଆଙ୍କ ମୃତଦେହ ଉଦ୍ଧାର କରାଯାଇଛି।ଋଣ ଭାର ସହି ନପାରି ଡାକ୍ତର ଦମ୍ପତି ଆତ୍ମହତ୍ୟା କରିଥିବା…

ସେବକ ବୀର ଚାଖି ଖୁଣ୍ଟିଆ

ଚାଖି ଖୁଣ୍ଟିଆଙ୍କ ଜୟନ୍ତୀ ଉପଲକ୍ଷେ ସେ ଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଙ୍ଗଲାଗି ସେବକ।  ମାତୃଭୂମି ପ୍ରତି କର୍ତ୍ତବ୍ୟ ପାଳନରେ ପ୍ରବଳ ପରାକ୍ରମ ସହ ଇଂରେଜ ସରକାର ବିରୋଧରେ ଯୁଦ୍ଧ କରିଥିଲେ। ଅବଶିଷ୍ଟ ଜୀବନ ଜଗନ୍ନାଥଙ୍କ ସେବକ ଭାବରେ କାଟି ଦେଇଥିଲେ। ଦେଶପ୍ରେମ ଓ ପ୍ରଭୁପ୍ରେମର…

ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ମିଳିବନି ଆଣ୍ଟିବାୟୋଟିକ୍‌, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ପରାମର୍ଶ

ଭୁବନେଶ୍ବର: ଏଥର ବିନା ପ୍ରେସକ୍ରିପସନରେ ଆଉ ମିଳିବନି ଆଣ୍ଟିବାୟୋଟିକ୍ । ଏଣିକି ରୋଗୀଙ୍କୁ ଆଣ୍ଟିବାୟୋଟିକ୍ ଲେଖିବାବେଳେ କାରଣ ସ୍ପଷ୍ଟ କରିବେ ଡାକ୍ତର । ଏନେଇ ମେଡିକାଲ କଲେଜ୍ ଓ ମେଡିକାଲ ଆସୋସିଏସନର ସମସ୍ତ ଡାକ୍ତରଙ୍କୁ ଏଭଳି ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ସମସ୍ତ…

୧୩ଟି ଜିଲ୍ଲାରେ ୧୯ଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ପାଇଁ ଭିତ୍ତପ୍ରସ୍ତର ସ୍ଥାପନ, ଖର୍ଚ୍ଚ ହେବ ୪,୬୦୦ କୋଟି ଟଙ୍କା

ଭୁବନେଶ୍ବର: ଆଜି ରାଜ୍ୟର ୧୩ ଟି ଜିଲ୍ଲାରେ ୧୯ଟି ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ପାଇଁ ଭିତ୍ତି ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଖର୍ଚ୍ଚ ହେବ ୪ ହଜାର ୬୦୦ କୋଟି ଟଙ୍କା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଆମର ଏହି ପ୍ରକଳ୍ପ ଦ୍ୱାରା ଚାଷୀ…

ବେକାରୀ ସମସ୍ୟା: ନିର୍ବାଚନରେ ପାଲଟିବ କି ମୁଖ୍ୟ ପ୍ରସଙ୍ଗ

ଭୁବନେଶ୍ୱର: ରାଜ୍ୟରେ ବେକାରିଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଆଶାୟୀଙ୍କ ସଂଖ୍ୟାକୁ ଏକ ଛୋଟ ଉଦାହରଣ ଭାବେ ନିଆଯାଇପାରେ। ସେପଟେ ସ୍ଥିର ସରକାର, ପ୍ରଗତିଶୀଳ ଅର୍ଥନୀତି, ଅନେକ ଶିଳ୍ପ ପ୍ରୋତ୍ସାହନ ଯୋଜନା, ଯୁବପିଢ଼ିଙ୍କୁ ରୋଜଗାର ପ୍ରତିଶୃତି…

ସାନିଆଙ୍କ ପୋଷ୍ଟ ପରେ ତୃତୀୟ ବିବାହ କଲେ ଶୋଏବ

କରାଚୀ: ଭାରତର ଟେନିସ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟର ଶୋଏବ ମଲିକଙ୍କ ବହୁ ଚର୍ଚ୍ଚିତ ପ୍ରେମ ସମ୍ପର୍କରେ ଏବେ କଳଙ୍କ ଲାଗିଛି । କିଛି ଦିନ ତଳେ ସାନିଆ ଛାଡପତ୍ର ସମ୍ପର୍କୀତ ଏକ ପୋଷ୍ଟ କରିବା ପରେ ଆଜି ଶୋଏବ ତୃତୀୟ ବିବାହ କରିଛନ୍ତି । ଶୋଏବ ପ୍ରଥମେ ଆୟଶା ସିଦ୍ଦିକଙ୍କୁ…