Latest Odisha News

BREAKING NEWS

Browsing Category

ଫିଚର

ମାଆର ମଜା କଥାରେ କୋମାରୁ ଉଠିଲେ ଝିଅ

ନ୍ୟୁୟର୍କ: ପରିବାରର ସ୍ନେହ, ଶ୍ରଦ୍ଧା ଓ ଭଲପାଇବାରେ ଭଗବାନ ମଧ୍ୟ ସାମିଲ ହେବାକୁ ଚାହାନ୍ତି । ସେ ସେହି ପରିବାରକୁ ସର୍ବଦା ବିପଦମୁକ୍ତ କରିବା ପାଇଁ ଆଗେଇ ଆସିଥାନ୍ତି ବୋଲି ଅନେକଙ୍କ ବିଶ୍ୱାସ ରହିଛି । ଏଭଳି ଏକ ଘଟଣା ଆମେରିକାରେ ଘଟିଛି । ଯାହାକି ଡାକ୍ତରମାନଙ୍କୁ ମଧ୍ୟ ଚକିତ କରି ଦେଇଛି…

ରାଜ୍ୟରେ ଶୀତ ଉଭାନ; ଏବେଠୁ ଅନୁଭୂତ ଅସହ୍ୟ ତାତି, ଆସନ୍ତା ୧୦ ରୁ ମିଳିବ ଆଶ୍ବସ୍ତି

ଭୁବନେଶ୍ବର: ରାଜ୍ୟରେ ଏବେ ଶୀତ ଗାଏବ ଥିବାବେଳେ, ବୃଦ୍ଧି ପାଉଛି ତାପମାତ୍ରା । ଏବେଠାରୁ ଅସହ୍ୟ ଗରମ ହେବା ଆରମ୍ଭ ହେଲାଣି । ଦିନ ଦ୍ବିପ୍ରହରେ ବେଳକୁ ପାରଦ ସାମାନ୍ୟ ଠାରୁ ଅଧିକ ରହୁଛି । କେବଳ ଦିନ ନୁହେଁ, ରାତିରେ ବି ଅସ୍ୱାଭାବିକ ତାପମାତ୍ରା ରହୁଛି । ସେହିପରି ରାତିରେ ମଧ୍ୟ…

ସ୍ୱାସ୍ଥ୍ୟାବସ୍ଥାର କରୁଣ ଚିତ୍ର; ବେଡ ଅଭାବରୁ ଫ୍ୟାମିଲି ପ୍ଲାନିଂ ଅପରେସନ୍ ପରେ ଚଟାଣରେ ଶୋଇଲେ ମହିଳା

କେନ୍ଦ୍ରାପଡା: ମେଡିକାଲରେ ବେଡ ଅଭାବରୁ ଚଟାଣରେ ଶୋଇବାକୁ ବାଧ୍ୟ ହେଲେ ମହିଳା ମାନେ । ଫ୍ୟାମିଲି ପ୍ଲାନିଂ ଅପରେସନ୍ ପରେ ମହିଳା ମାନେ ବେଡ ନପାଇ ଶେଷରେ ମେଡିକାଲ ଚଟାଣରେ ଶୋଇରହିଲେ । ଏଭଳି କରୁଣ ଦୃଶ୍ୟ ସାମ୍ନାକୁ ଆସିଛି କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର…

ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ

କଟକ: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ । ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ରଘୁବର ଦାସ । ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ନେଇ ଗତ ୨ ତାରିଖରେ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…

ଯେଉଁ ବ୍ୟକ୍ତି ଭଲ କାମ କରନ୍ତି ସେ ସମ୍ମାନ ପାଆନ୍ତି ନାହିଁ: ଗଡକରୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ମଙ୍ଗଳବାର କହିଛନ୍ତି ଯେ ଯେଉଁମାନେ ରାଜନୀତିରେ ଭଲ କାମ କରିଛନ୍ତି ସେମାନଙ୍କୁ ସମ୍ମାନ ମିଳିନାହିଁ ଏବଂ ଯେଉଁମାନେ ଖରାପ କାମ କରିଛନ୍ତି ସେମାନଙ୍କୁ କେବେ ଦଣ୍ଡିତ କରାଯାଇନାହିଁ। ରାଜନେତାଙ୍କ ମଧ୍ୟରେ ସୁଯୋଗବାଦ ଓ ବିଚାରଧାରାର ଅବକ୍ଷୟକୁ…

ମେସିନ୍ ଯୋଗେ ବାଲି ଉଠାଣ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ, ପରିବହନ ଉପରେ କଟକଣା

କଟକ: ମେସିନ ବ୍ୟବହାର କରି ନଦୀ କୂଳରେ ବାଲି ଉତ୍ତୋଳନ ଉପରେ କଟକଣା ଲଗାଇବା ସହ ବାଲି ପରିବହନ ଉପରେ ଅନେକ କଟକଣା ଜାରି କରିଛନ୍ତି ଓଡ଼ିଶା ହାଇକୋର୍ଟ। ମେସିନ୍ ଦ୍ୱାରା ବାଲି ଉତ୍ତୋଳନ କରାଯାଇପାରିବ ନାହିଁ ଏବଂ ବୁଧବାରଠାରୁ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉ ବୋଲି…

ଏନସିପି ଚିହ୍ନ ଜିତିଲେ ଅଜିତ ପାୱାର, ରାଜ୍ୟସଭା ନିର୍ବାଚନ ପୂର୍ବରୁ ଦଳୀୟ ନାଁ ହରାଇଲେ ଶରଦ ପାୱାର

ନୂଆଦିଲ୍ଲୀ: ଏନସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କୁ ଏକ ବଡ଼ ଝଟକା ଦେଇ ନିର୍ବାଚନ ଆୟୋଗ ମଙ୍ଗଳବାର ରାୟ ଦେଇଛନ୍ତି ଯେ ତାଙ୍କ ବିଦ୍ରୋହୀ ପୁତୁରା ଅଜିତ ପାୱାର ଏନସିପିର 'ଘଡ଼ି' ଚିହ୍ନ ବଜାୟ ରଖିବେ। ୨୦୨୩ରେ ଅଜିତ ପାୱାର ମହାରାଷ୍ଟ୍ରରେ ବିଜେପି-ଶିବସେନା (ଏକନାଥ ସିନ୍ଧେ ଗୋଷ୍ଠୀ) ମେଣ୍ଟ…

‘ରୋଜ ଡେ’: ଆରମ୍ଭ ହେଲା ପ୍ରେମ ସପ୍ତାହ, ଗୋଲାପ କହିବ ମନର କଥା

ଭୁବନେଶ୍ବର: ପ୍ରେମ ମାନେନାହିଁ ବୟସ, ଜାତି ଓ ସୀମା ସରହଦ । ସେ ସବୁବେଳେ ଶାଶ୍ବତ ଓ ଚିରନ୍ତନ । ପ୍ରେମ ସଫଳ ବା ବିଫଳ ହୋଇପାରେ, ମାତ୍ର ଏହାର ଅନୁଭବ ନିଶ୍ଚିତ ଭାବେ ଅନନ୍ୟ । ପ୍ରାପ୍ତି ଓ ଅପ୍ରାପ୍ତିର ଦୋଛକିରେ ସବୁବେଳେ ମନ ଖୋଜୁଥାଏ ସାଥୀଟିଏ । କୁହାଯାଏ ପ୍ରକୃତିର ଛଅ ଋତୁ । କିନ୍ତୁ…

ବିଚ ରାସ୍ତାରେ ପିଟିଲା ପୋଲିସ, ଖାକିର ଏ କି ଦାଦାଗିରି?

ପିପିଲି: ପୁରୀ ଜିଲ୍ଲା ପିପିଲିରେ ସୋମବାର ରାତିରେ ଜଣେ ଯୁବକଙ୍କୁ ରାସ୍ତାରେ ଜଣେ ପୁଲିସ ଅଧିକାରୀ ନିର୍ମମ ଭାବେ ମାଡ଼ ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ପିପିଲି ବ୍ଲକ ହସନପୁର ଗ୍ରାମର ନୃସିଂହ ପ୍ରଧାନ ନାମକ ଜଣେ ଯୁବକଙ୍କ ଗାଡ଼ିରେ ପେଟ୍ରୋଲ ଭର୍ତ୍ତିକୁ…