Latest Odisha News

BREAKING NEWS

Browsing Category

ଫିଚର

ଲଲିପପ୍ ଖାଇ ୮ ବର୍ଷର ବାଳକ ମୃତ, ଥାନାରେ ଦୋକାନୀ ଅଟକ

ପାରଳାଖେମୁଣ୍ଡି: ଛୋଟ ହୁଅନ୍ତୁ କି ବଡ଼ ସମସ୍ତେ ଚକଲେଟ୍ ଖାଇବାକୁ ଭଲ ପାଇଥାନ୍ତି । ଆଉ ଛୋଟ ଛୁଆଙ୍କୁ ଲଲିପପ୍ ଧରାଇ ଦେଲେ ସେମାନଙ୍କ ଖୁସି କହିଲେ ନସରେ । କିନ୍ତୁ ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଲଲିପପ୍ ଖାଇ ଜଣେ ୮ ବର୍ଷର ବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବଡ଼ କଥା…

ରାଜଧାନୀର ରାସ୍ତାକଡ଼ରେ ବିକୁଥିଲେ କଦଳୀ, କାର୍ ଧକ୍କାରେ ଚାଲିଗଲା ପ୍ରାଣ

ଭୁବନେଶ୍ୱର: ରାଜଧାନୀରେ ସିରିଜ୍ ଦୁର୍ଘଟଣାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ଏକ କାର୍ ଧକ୍କାରେ ଜଣେ କଦଳୀ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ରାଜମହଲ ଛକ ନିକଟରେ ଏହି ସିରିଜ୍ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ସକାଳେ ରାଜମହଲ ପଟୁ କଳ୍ପନା…

ଶାହରୁଖଙ୍କ ଘର ପାର୍ଟିରେ ରାତି ୩ଟାରେ ଖାଦ୍ୟ ପରସା ଯାଏ

ମୁମ୍ବାଇ: ବଲିଉଡ ବାଦଶାହ ଶାହରୁଖ ଖାନ ହିନ୍ଦୀ ସିନେମାକୁ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଆସିଛନ୍ତି। କିନ୍ତୁ ସେ ନିଜ ଘରେ ଯେପରି ପାର୍ଟି ରଖନ୍ତି ସେନେଇ ସର୍ବଦା ଚର୍ଚ୍ଚାରେ ରହନ୍ତି। ବାଦଶାହଙ୍କ ଘରେ ବହୁତ ଗ୍ରାଣ୍ଡରେ ଯେକୌଣସି ପାର୍ଟି ସେଲିବ୍ରେଶନ କରାଯାଏ ଏବଂ ସେ ବହୁତ ଅଭିନେତା,…

‘ସବୁଠୁ ଅଧିକ କଣ୍ଡୋମ ଆମେ ବ୍ୟବହାର କରୁଛୁ’, ଜନସଂଖ୍ୟାକୁ ନେଇ ଭାଗବତଙ୍କ ଉପରେ ବର୍ଷିଲେ ଓୱେସୀ

ହାଇଦ୍ରାବାଦ: ପୁଣି ଆରଏସଏସକୁ ଟାର୍ଗେଟ କଲେ ଅସଦୁଦ୍ଦିନ ଓୱେସୀ। ଏଥର ଜନସଂଖ୍ୟାକୁ ନେଇ ମୋହନ ଭାଗବତଙ୍କ ଉପରେ ବର୍ଷିଛନ୍ତି ଓୱେସୀ। ସେ କହିଛନ୍ତି, ମୁସଲମାନଙ୍କ ଜନସଂଖ୍ୟା ବଢୁନାହିଁ, ବରଂ କମୁଛି ଏବଂ ଦେଶରେ ସବୁଠୁ ଅଧିକ କଣ୍ଡୋମ ମୁସଲମାନମାନେ ବ୍ୟବହାର କରୁଛନ୍ତି। ଦେଶରେ 'ଧାର୍ମିକ…

ଡାକ୍ତରଙ୍କ ଅବହେଳା: ଅସ୍ତ୍ରୋପଚାର ବେଳେ ମହିଳାଙ୍କ ପେଟରେ ରହିଗଲା ମେଟାଲ୍

ଥିରୁବନ୍ତପୁରମ: ପୁଣି ଡାକ୍ତରଙ୍କ ଅବହେଳା ମାମଲା ସାମ୍ନାକୁ ଆସିଛି। କେରଳର କୋଝିକୋଡ଼େ ମେଡିକାଲ କଲେଜରେ ଜଣେ ମହିଳାଙ୍କ ପ୍ରସୂତି ସମୟରେ ଅସ୍ତ୍ରୋପଚାର ବେଳେ ପେଟରେ ରହିଯାଇଥିଲା ମେଟାଲ୍। ଅସ୍ତ୍ରୋପଚାରର ପ୍ରାୟ ୫ ବର୍ଷ ଯାଏଁ ମହିଳାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ। ଶେଷରେ…

ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ, ଜିତିବା ପାଇଁ କସରତ କରୁଛି ଧାଓ୍ବନ ବାହିନୀ

ରାଞ୍ଚି : ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯିବ ।  ରାଞ୍ଚିରେ ଭାରତ ବିଜୟ ପାଇଁ  ଜୋରଦାର ପ୍ରସ୍ତୁତି କରିଛି । ଲକ୍ଷ୍ନୌରେ ପରାଜୟ ପରେ ଭାରତ ଆଜିର ମ୍ୟାଚ ହାରିଲେ ସିରିଜ ପରାଜୟ ହେବ ।…

ତାମିଲନାଡୁରେ ଅନଲାଇନ ଜୁଆ ଖେଳ ବ୍ୟାନ, ନିୟମ ଉଲ୍ଲଂଘନ କଲେ ୧୦ ଲକ୍ଷ ଟଙ୍କା ଜୋରିମାନା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅନଲାଇନ୍ ଗେମିଂ ନିୟନ୍ତ୍ରଣ ଏବଂ ଅନଲାଇନ୍ ଜୁଆ ଖେଳ ଉପରେ ବ୍ୟାନ କରିବାକୁ ତାମିଲନାଡୁ ସରକାର ନିଷ୍ପତ୍ତି ନେଇଛନ୍ତି। ଶନିବାର ରାଜ୍ୟପାଳ ଆର.ଏନ୍ ରବି ରାଜ୍ୟ ସରକାରଙ୍କ ନିୟମକୁ ଅନୁମୋଦନ କରିଛନ୍ତି, ଯାହା ପରେ ପ୍ରତିବନ୍ଧକ ଏବଂ ନିୟମ ଲାଗୁ କରାଯାଇଛି। ଅନଲାଇନ୍…

ଆଉ ଦିନକ ପରେ କଳିଙ୍ଗ ଷ୍ଟାଡିୟମ୍‌ରେ ବିଶ୍ୱକପ୍ ଲଢ଼େଇ ; ଭାରତ ପାଇଁ ଚ୍ୟାଲେଞ୍ଜ

ଭୁବନେଶ୍ବର:  ଆସନ୍ତା ମଙ୍ଗଳବାରରୁ ଆରମ୍ଭ ହେଉଛି ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ସମସ୍ତ ଦଳର ଖେଳାଳି ମଧ୍ୟ ଭୁବନେଶ୍ବରରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ଲାଗି…

ସ୍ୱର୍ଗତ ଜୟନ୍ତୀ ପଟ୍ଟନାୟକଙ୍କ ଏକାଦଶାହ: ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ବୁଦ୍ଧିଜୀବୀ

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଧର୍ମପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କ ଏକାଦଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ସ୍ୱର୍ଗତ ଜୟନ୍ତୀ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏକାଦଶ କାର୍ଯ୍ୟକ୍ରମରେ  ଖଣ୍ଡପଡ଼ା…

ଓଡ଼ିଶାର ବିକାଶ ସ୍ୱରୂପ ପତି ହେଲେ ବିସିସିଆଇ ମ୍ୟାଚ୍ ରେଫରି

ଭୁବନେଶ୍ୱର: ଓଡ଼ିଶା ରଣଜୀ ଟ୍ରଫିର ପୂର୍ବତନ ଖେଳାଳି ବିକାଶ ସ୍ୱରୂପ ପତି ବିସିସିଆଇ ମ୍ୟାଚ୍ ରେଫରି ଭାବେ ମନୋନୀତ ହୋଇଛନ୍ତି। ୩୭ ବର୍ଷୀୟ ଏହି ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ଏହି ସଫଳତା ସହିତ ଓଡ଼ିଶାର ପଞ୍ଚମ ମ୍ୟାଚ୍ ରେଫରି ହୋଇଛନ୍ତି। ବିସିସିଆଇ ମ୍ୟାଚ୍ ରେଫରୀଙ୍କ ପ୍ୟାନେଲରେ…