Latest Odisha News

BREAKING NEWS

Browsing Category

ଫିଚର

ଆଜି କଂଗ୍ରେସ ସଭାପତି ନିର୍ବାଚନ, ଜାଣନ୍ତୁ କିପରି ରହିବ ଭୋଟିଂ ପ୍ରକ୍ରିୟା

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ କଂଗ୍ରେସ ସଭାପତି ନିର୍ବାଚନ ଆଜି ହେବାକୁ ଯାଉଛି। ଦୀର୍ଘ ୨୨ ବର୍ଷ ପରେ ଜଣେ ଅଣ ଗାନ୍ଧୀ ନେତା ଦଳର ନେତୃତ୍ବ ନେବାକୁ ଯାଉଛନ୍ତି। ଏଥିପାଇଁ ଆଜି ଭୋଟିଂ ହେବ । ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଦଳର ନୂଆ ସଭାପତି କିଏ ହେବେ ସେ ନେଇ ଚୟନ କରିବେ ଦଳୀୟ ନେତା।…

ବିଜାପୁରରେ ପୋଲିସ କ୍ୟାମ୍ପ ଉପରେ ମାଓବାଦୀଙ୍କ ହମଲା

ବିଜାପୁର: ଛତିଶଗଡରେ ବିଭିନ୍ନ ପଦକ୍ଷେପ ସତ୍ତ୍ବେ ମାଓବାଦୀଙ୍କ ରୋକିବାରେ ସଫଳ ହୋଇପାରି ନାହାନ୍ତି ଛତିଶଗଡ ସରକାର ଏବଂ କେନ୍ଦ୍ର ସରକାର। ବିଜାପୁର ଜିଲ୍ଲାରେ ଥିବା ତରେମ ଥାନା ନିକଟରେ କୋବ୍ରା 210 ବାଟାଲିୟନର କ୍ୟାମ୍ପ ଉପରେ ମାଓବାଦୀମାନେ ଗୁଳି ଚଳାଇଛନ୍ତି। ମାଓବାଦୀମାନଙ୍କ ଏହି…

ସରଗୋସୀ ବିବାଦ: ୬ ବର୍ଷ ତଳୁ ବିବାହ କରିଥିଲେ ନୟନତାରା-ବିଘ୍ନେଶ

ମାଡ୍ରାସ: ଦକ୍ଷିଣ ଭାରତ ଅଭିନେତ୍ରୀ ନୟନତାରା ଏବଂ ବିଘ୍ନେଶ ଶିବନ ସରୋଗସୀ ମାଧ୍ୟମରେ ଯମଜ ସନ୍ତାନଙ୍କ ମାତା-ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତେବେ ବିବାହର ୪ ମାସ ମଧ୍ୟରେ ଏହି ସନ୍ତାନ ହୋଇଥିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ସ୍ୱାସ୍ଥ୍ୟ ମନ୍ତ୍ରୀ…

ଟି୨୦ ବିଶ୍ୱକପ: ଭାଷ୍ୟକାର ତାଲିକାର ୩ ଭାରତୀୟ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ୨୦ ଏଲିଟ ଭାଷ୍ୟକାରଙ୍କ ନାମ ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ଏଥିରେ ଭାରତର ୩ଜଣଙ୍କୁ ସୁଯୋଗ ମିଳିଛି । ସେମାନେ ହେଲେ ରବି ଶାସ୍ତ୍ରୀ, ସୁନୀଲ ଗାଭାସ୍କର ଓ ହର୍ଷ ଭୋଗଲେ । ଏମାନଙ୍କ ବ୍ୟତୀତ ଇଆନ ମୋର୍ଗାନ, ପ୍ରେଷ୍ଟନ ମୋମସେନ, ଡେଲ ଷ୍ଟେଇନ…

ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୟୁଏଇକୁ ହରାଇଲା ନେଦରଲାଣ୍ଡ

ଗିଲୋଙ୍ଗ: ଟି୨୦ ବିଶ୍ୱକପର ରବିବାର ଅନୁଷ୍ଠିତ କ୍ୱାଲିଫାଇଂ ରାଉଣ୍ଡର ଦ୍ୱିତୀୟ ମ୍ୟାଚରେ ୟୁଏଇକୁ ୩ ୱିକେଟରେ ନେଦରଲାଣ୍ଡକୁ ପରାସ୍ତ କରିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲା ଶେଷ ଓଭର ଯାଁଏ ଯାଇଥିଲା । ଟସ ଜିତି ୟୁଏଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ହରାଇ ୧୧୧ରନ ସଂଗ୍ରହ…

ଆଇପିଏଲ ୨୦୨୩ର ନିଲାମ ଡିସେମ୍ବର ୧୬ରେ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୩ ସଂସ୍କରଣର ନିଲାମ ପ୍ରକ୍ରିୟା ଚଳିତ ବର୍ଷ ଡିସେମ୍ବରରେ ହେବ । ପ୍ରକାଶିତ ରିପୋର୍ଟ ଅନୁସାରେ ଡିସେମ୍ବର ୧୬ରେ ବାଙ୍ଗାଲୋର ନିଲାମ ପ୍ରକ୍ରିୟା ଆୟୋଜିତ ହେବ । ଏଥର ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟ ଭାରତରେ ଖେଳାଯିବ । ମ୍ୟାଚଗୁଡିକ ପୂର୍ବଭଳି ହୋମ ଏବଂ…

ଟି୨୦ ବିଶ୍ୱକପ କ୍ରିକେଟ: ପୂର୍ବତନ ଚାମ୍ପିୟନକୁ ହରାଇଲା ନାମ୍ବିଆ

ଗିଲୋଙ୍ଗ: ଟି୨୦ ବିଶ୍ୱକପ କ୍ରିକେଟରେ ଆଜି ନାମ୍ବିଆର ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଦେଇଛି । ନାମ୍ବିଆ ପ୍ରଥମ ରାଉଣ୍ଡ ଗ୍ରୁପ ଏ ମୁକାବିଲାରେ ପୂର୍ବତନ ବିଶ୍ୱ ଚାମ୍ପିୟନ ଶ୍ରୀଲଙ୍କାକୁ ୫୫ ରନରେ ପରାସ୍ତ କରିଛି । ଶ୍ରୀଲଙ୍କା ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।…

ଆତ୍ମହତ୍ୟା କଲେ ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କର

ମୁମ୍ବାଇ: ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା। ଇନ୍ଦୋର ସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ଅଭିନେତ୍ରୀ ବୈଶାଳୀ ଠକ୍କର । ଏଥିସହିତ ଅଭିନେତ୍ରୀ ଜଣକ ସୁସାଇଡ୍ ନୋଟ୍ ମଧ୍ୟ ଛାଡି ଯାଇଛନ୍ତି। ଅଭିନେତ୍ରୀ ବୈଶାଳୀ ଠକ୍କର ଗତ ୧ ବର୍ଷ ହେଲା ଇନ୍ଦୋରରେ ରହୁଥିଲେ।…

ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର : ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ଗତକାଲି ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ  । ଏନେଇ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି  । ସାଧାରଣ ପ୍ରଶାସନ ଓ ସାଧାରଣ…

ସାହିତ୍ୟ, ନିଜ ଗତିପଥ ନିଜେ ନିର୍ଦ୍ଧାରଣ କରେ : ଶତ୍ରୁଜିତ

ଓଡ଼ିଶା ସାହିତ୍ୟରେ ଜଣେ ଅଗ୍ରଣୀ ଲେଖକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଶତ୍ରୁଜିତ ( ଦିଲୀପ ମିଶ୍ର )। ସ୍ତମ୍ଭ , ଗଳ୍ପ , କବିତା, ଫିଚର, ଭଳି ଓଡ଼ିଆ ସାହିତ୍ୟର ବିବିଧ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ବିପୁଳ ପାଠକୀୟ ଆଦୃତି ଲାଭ କରିଛନ୍ତି ସେ। ତାଙ୍କ…