Latest Odisha News

BREAKING NEWS

Browsing Category

ଫିଚର

ଫିଲ୍ମ ‘ଅନ୍ନପୂର୍ଣ୍ଣାନୀ’ ସହ ଜଡିତ ବିବାଦକୁ ନେଇ କ୍ଷମା ମାଗିଲେ ନୟନତାରା, ଜୟ ଶ୍ରୀରାମ ଲେଖି ସେୟାର…

ନୂଆଦିଲ୍ଲୀ: ଦକ୍ଷୀଣ ଫିଲ୍ମ 'ଅନ୍ନପୂର୍ଣ୍ଣାନୀ' କୁ ନେଇ ଗତ କିଛିଦିନ ହେବ ବିବାବ ଉପୁଜିଛି । ଏହି ଫିଲ୍ମଟି ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବାର ଅଭିଯୋଗ ହୋଇଥିଲା । ଏହା ବ୍ୟତୀତ ଦକ୍ଷୀଣ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ନୟନତାରାଙ୍କ ଫିଲ୍ମକୁ ନେଟଫ୍ଲିକ୍ସରୁ ମଧ୍ୟ ହଟାଇ…

ସୁନ୍ଦରଗଡରେ ବଡ ଧରଣର IT ରେଡ୍, କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିୟାଙ୍କ ଘରେ ରେଡ

ସୁନ୍ଦରଗଡ: ଆୟକର ବିଭାଗର ବଡ଼ ଧରଣର ଚଢ଼ଉ । ସୁନ୍ଦରଗଡ଼ର ପ୍ରତିଷ୍ଠିତ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଇଛି । ଘନଶ୍ୟାମଙ୍କ ଏମସିଏଲରେ ଥିବା କୋଇଲା ପରିବହନ ସାଇଟ୍‍, ଛତିଶଗଡରେ ଥିବା ଆଇରନ, ଷ୍ଟିଲ ଓ ପାୱାର ପ୍ଲାଣ୍ଟ ଫ୍ୟାକ୍ଟ୍ରୀ ଏବଂ ଘର,…

ବାୟୁସେନା ହତ୍ୟାକାରୀଙ୍କୁ ଚିହ୍ନଟ କଲେ ପ୍ରତ୍ୟେକ୍ଷଦର୍ଶୀ, ପଢନ୍ତୁ ପୂରା ମାମଲା

ନୂଆଦିଲ୍ଲୀ: ୧୯୯୦ ମସିହାରେ ହୋଇଥିବା ଲୋମଟାଙ୍କୁରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛନ୍ତି ପ୍ରତ୍ୟେକ୍ଷଦର୍ଶୀ। ଗୁରୁବାର ଦିନ ଜମ୍ମୁ କାଶ୍ମୀରରେ ଏକ ସ୍ୱତନ୍ତ୍ର ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) କୋର୍ଟରେ ଜଣେ ପ୍ରମୁଖ ପ୍ରତ୍ୟକ୍ଷଦର୍ଶୀ…

ବହ୍ନିକନ୍ୟା ପାର୍ବତୀ

ପାର୍ବତୀ ଗିରିଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ସେ ଥିଲେ ଝଡ଼ର ଈଗଲ । ବିପ୍ଳବର ବହ୍ନିଶିଖା। ମୁକ୍ତି ସଂଗ୍ରାମର ଆଲୋକ ବର୍ତ୍ତିକା। ଅଳ୍ପ ବୟସରୁ ମାତୃଭୂମି ପାଇଁ ତେଜି ଦେଇଥିଲେ ତମାମ ସୁଖ। ଇଂରେଜ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ହସି ହସି କାରାବରଣ କରିଥିଲେ। ମହିଳା ସଶକ୍ତିକରଣର ସେ…

ଗର୍ଭଗୃହରେ ବିରାଜିଲେ ପ୍ରଭୁ ଶ୍ରୀରାମ, ସାମ୍ନାକୁ ଆସିଲା ପ୍ରଥମ ଚିତ୍ର

ନୂଆଦିଲ୍ଲୀ: ଶ୍ରୀ ରାମ ମନ୍ଦିରର ଗର୍ଭଗୃହରେ ପ୍ରଭୁ ଶ୍ରୀ ରାମଙ୍କ ନବନିର୍ମିତ ପ୍ରତିମାକୁ ପ୍ରତିଷ୍ଠା କରାଯାଇଛି। ଗୁରୁବାର ଦିନ ଗଣେଶଙ୍କ ପୂଜାରୁ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ଆନୁଷ୍ଠାନିକ ରୀତିନୀତିରୁ ଆରମ୍ଭ ହୋଇଥିଲା। ଗଣେଶ, ଅମ୍ବିକା ଏବଂ ତୀର୍ଥ ପୂଜା ଦ୍ୱିପ୍ରହର…

ଜାନୁଆରୀ ୨୨: କେନ୍ଦ୍ର ପରେ ରାଜ୍ୟ ଅଧା ଦିନ ଛୁଟି ଘୋଷଣା କଲା

ଭୁବନେଶ୍ୱର: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ହେବାକୁ ଥିବା ବେଳେ ଓଡ଼ିଶା ସରକାର ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଅଧା ଦିନଛୁଟି ଘୋଷଣା କରିଛନ୍ତି। ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାରଙ୍କ ଅତିରିକ୍ତ…

କ୍ରିଜରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ତାଳିରେ କମ୍ପିଲା ପଡ଼ିଆ

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ମହାନ ବ୍ୟାଟର ସଚିନ ତେନ୍ଦୁଲକରଙ୍କ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ସଚିନ ତେନ୍ଦୁଲକରଙ୍କ ପ୍ରଶଂସକମାନେ ଏବେ ବି ତାଙ୍କୁ ପଡ଼ିଆରେ କ୍ରିକେଟ୍ ଖେଳୁଥିବା ଦେଖିବାକୁ ଚାହୁଁଛନ୍ତି। ପ୍ରଶଂସକଙ୍କ ଏହି ଇଚ୍ଛା ଗୁରୁବାର ଦିନ ସଚିନ ତେନ୍ଦୁଲକର…

ଡଙ୍ଗା ବୁଡ଼ି: ୧୪ ଜଣ ପିଲା ଓ ୨ ଜଣ ଶିକ୍ଷକଙ୍କ ମୃତ୍ୟୁ, ଦୁର୍ଘଟଣା ପାଇଁ ଦାୟୀ କିଏ?

ଭଦୋଦରା: ଗୁଜରାଟର ଭଦୋଦରା ଜିଲ୍ଲାର ହରନି ହ୍ରଦରେ ଗୁରୁବାର ଏକ ଡଙ୍ଗା ବୁଡ଼ି ଯିବାରୁ ୧୪ ଜଣ ପିଲା ଓ ୨ ଜଣ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଦୁଃଖ ପ୍ରକାଶ କରିଛନ୍ତି। କୁହାଯାଉଛି ଯେ ସ୍କୁଲ ପିଲାମାନେ ବୋଟିଂ…

କୋଚିଂ ସେଣ୍ଟରର ମନମାନି ଉପରେ ଲାଗିବ ରୋକ୍, କେନ୍ଦ୍ରର ମାର୍ଗଦର୍ଶିକାକୁ ସବୁଠି ସ୍ବାଗତ

ଭୁବନେଶ୍ବର: କୋଚିଂ ସେଣ୍ଟରରେ ୧୬ ବର୍ଷରୁ କମ୍ ପିଲାଙ୍କ ନାମଲେଖା ଉପରେ କେନ୍ଦ୍ର ସରକାରଙ୍କ କଟକଣାକୁ ଅଭିଭାବକମାନେ ସ୍ୱାଗତ କରିଛନ୍ତି। ଓଡ଼ିଶା ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ କୋଚିଂ ସେଣ୍ଟର ନିୟନ୍ତ୍ରଣ ପାଇଁ ଶିକ୍ଷା…

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ, ଖଣ୍ଡନ କଲା ଓସେପା

ଭୁବନେଶ୍ୱର: କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା (ସିବିଟି)ରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ବହୁ ସଂଖ୍ୟକ ପରୀକ୍ଷାର୍ଥୀ ଗୁରୁବାର ଭୁବନେଶ୍ୱରସ୍ଥିତ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) କାର୍ଯ୍ୟାଳୟ ସମ୍ମୁଖରେ…