Latest Odisha News

BREAKING NEWS

Browsing Category

ଫିଚର

ରଣଜୀ ଟ୍ରଫି: ବିଜୟ ସୁଯୋଗ ହାତଛଡା କଲା ଓଡିଶା

କଟକ: ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ଏକ ନିଶ୍ଚିତ ବିଜୟ ସୁଯୋଗ ହାତଛଡା କରିଛି । ପଣ୍ଡିଚେରୀ ବିପକ୍ଷ ମୁକାବିଲାରେ ଅଧିନାୟକ ଅରୁଣ କାର୍ତିକଙ୍କ ଦୃଢ଼ ବ୍ୟାଟିଂ ଯୋଗୁ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ଓଡିଶାକୁ ୩ ପଂଏଟ ମିଳିଛି । ଓଡିଶା ୨୪୦ ରନର ଟାର୍ଗେଟ…

ପାନ-ଆଧାର ଲିଙ୍କ ବିଳମ୍ବିତ ଦେୟ ବାବଦରେ ସରକାର ନେଇଛନ୍ତି ୬୦୦ କୋଟି !

ନୂଆଦିଲ୍ଲୀ: ପାନ୍-ଆଧାର ଲିଙ୍କର ବିଳମ୍ବିତ ଦେୟ ବାବଦରେ ସରକାରଙ୍କ ରାଜକୋଷକୁ ୬୦୦ କୋଟି ଟଙ୍କା ଆସିଥିବା ଜଣାପଡ଼ିଛି। ସରକାର ସୋମବାର ସଂସଦକୁ ସୂଚନା ଦେଇ କହିଛନ୍ତି ଯେ ପ୍ରାୟ ୧୧.୪୮ କୋଟି ସ୍ଥାୟୀ ଆକାଉଣ୍ଟ ନମ୍ବର ବାୟୋମେଟ୍ରିକ ପରିଚୟ ସହିତ ଯୋଡ଼ି ହୋଇନଥିଲା। ଅର୍ଥ ରାଜ୍ୟ ମନ୍ତ୍ରୀ…

୬୬ତମ ଗ୍ରେମୀ ଆୱାର୍ଡ: ଫ୍ୟୁଜନ ବ୍ୟାଣ୍ଡ୍ ‘ଶକ୍ତି’କୁ ମିଳିଲା ପୁରସ୍କାର

ନୂଆଦିଲ୍ଲୀ: ବିଶ୍ୱର ସର୍ବଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ପ୍ରଦର୍ଶନୀ 'ଗ୍ରେମୀ'ରେ ଭାରତକୁ ମିଳିଛି ଆୱାର୍ଡ । ୬୬ତମ ଗ୍ରେମୀ ଆୱାର୍ଡରେ ଶଙ୍କର ମହାଦେବନ୍ ଏବଂ ଜାକିର ହୁସେନଙ୍କ ଫ୍ୟୁଜନ ବ୍ୟାଣ୍ଡ୍ 'ଶକ୍ତି'କୁ ମିଳିଛି ପୁରସ୍କାର। ବେଷ୍ଟ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍ ଆୱାର୍ଡାରେ ପୁରସ୍କୃତ…

କାହା ପକ୍ଷରେ ରାଜ୍ୟପାଳ? ରଘୁବରଙ୍କ ମୁଁହରେ ସରକାରଙ୍କ ଗୁଣଗାନ, ବିରୋଧି ଅସନ୍ତୋଷ

ଭୁବନେଶ୍ୱର: ସୋମବାର ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ। ଷୋଡ଼ଶ ବିଧାନସଭାର ପ୍ରଥମ ଦିନରୁ ହାଇ ଡ୍ରାମା ମଧ୍ୟରେ ଆରମ୍ଭ ହୋଇଥିଲା ଅଧିବେଶନ। ଗୋଟେ ପଟେ ସରକାରଙ୍କ ଦୋଷ ଦୁର୍ବଳତାକୁ ଲୁଚାଇ ସରକାରଙ୍କର କେଉଁ କେଉଁ କ୍ଷେତ୍ରରେ କଣ କଣ ଉପଲବ୍ଧି ରହିଛି ତାକୁ ବାଖାଣିଥିଲେ ରାଜ୍ୟପାଳ…

କୋବି ମଂଚୁରିଆନ ଗୋଆରେ ଏବେ ମନା

ପାଣାଜି: ଗୋଆରେ କୋବି ମଂଚୁରିଆନ ବିକ୍ରି ଉପରେ କଟକଣା ଲଗାଯାଇଛି । ସେଠାକାର ପାର୍ଷଦ ତାରକ ଆରୋଲକର ଅଭିଯୋଗ କରିଥିଲେ ଯେ, ଏହି ମଂଚୁରିଆନରେ ସିନ୍ଥେଟିକ ରଙ୍ଗର ବ୍ୟବହାର କରାଯାଉଛି ଯାହା କି ସ୍ୱାସ୍ଥ୍ୟ ପକ୍ଷେ ଖରାପ । ଏହା ବ୍ୟତୀତ ବିକ୍ରେତାମାନେ ମଧ୍ୟ ପରିସ୍କାର ପରିଚ୍ଛନ୍ନ ପ୍ରତି…

ଇଂଲଣ୍ଡ ବିପକ୍ଷରେ ରେକର୍ଡ କଲେ ଅଶ୍ୱୀନ, ଡବ୍ଲ୍ୟୁଟିସିରେ ଭାରତ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ

ବିଶାଖପଟନମ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ୧୦୬ ରନରେ ଇଂଲଣ୍ଡକୁ ପରାସ୍ତ କରି ୫ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୧ ସମାନ ସ୍ଥିତିକୁ ଆଣିଛି । ଭାରତ ଏଥିସହ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ପଂଏଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି । ଟିମ ଇଣ୍ଡିଆ ଏହା ପୂର୍ବରୁ ୫ମ…

ଡକ୍ଟର ବି ଆର ଆମ୍ବେଦକରଙ୍କ ନାମରେ ନାମିତ ହେବ ବରମୁଣ୍ଡା ବସଷ୍ଟାଣ୍ଡ 

ଭୁବନେଶ୍ବର: ଭାରତୀୟ ସମ୍ବିଧାନର ଜନକଙ୍କ ନାମରେ ନାମିତ ହେବ ବରମୁଣ୍ଡା ବସଷ୍ଟାଣ୍ଡ। ସାମାଜିକ ନ୍ୟାୟର ମହାନ୍ ପ୍ରବକ୍ତା ଡକ୍ଟର ଆମ୍ବେଦକରଙ୍କ ନାମରେ ନାମିତ ହେବ ନବନିର୍ମିତ ବରମୁଣ୍ଡାର ବସଷ୍ଟାଣ୍ଡ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପ୍ରକାଶ କରିବା ସହ ଡକ୍ଟର ଆମ୍ବେଦକରଙ୍କ ପ୍ରତି…

ଗଣତନ୍ତ୍ରର ହତ୍ୟା ହୋଇଛି, କାହିଁକି ଏଭଳି କହିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଚଣ୍ଡିଗଡ଼ ମେୟର ନିର୍ବାଚନରେ ​​ବାଲାଟ ପେପରକୁ ଟାମ୍ପରିଂ ଅଭିଯୋଗ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସୋମବାର ଏହି ମାମଲାର ଶୁଣାଣି ବେଳେ ଶୀର୍ଷ ଅଦାଲତ କହିଛନ୍ତି ଯେ ଏହା ସ୍ପଷ୍ଟ ଯେ ନିର୍ବାଚନ ଅଧିକାରୀ ବାଲାଟ ପେପରରେ ଜାଲିଆତି କରିଛନ୍ତି।…

ବଜେଟ୍ ଅଧିବେଶନ: ରାଜ୍ୟ ସରକାରଙ୍କ ଉପଲବ୍ଧି ଉପସ୍ଥାପନା କଲେ ରାଜ୍ୟପାଳ 

ଭୁବନେଶ୍ୱର: ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ। ଆରମ୍ଭରୁ ହିଁ ବେଶ୍ ସରଗରମ ହୋଇଛି ଗୃହ। ଅଧିବେସନର ପ୍ରଥମ ଦିନରେ ରାଜ୍ୟ ସରକାରଙ୍କର କେଉଁ କେଉଁ କ୍ଷେତ୍ରରେ କଣ କଣ ଉପଲବ୍ଧି ରହିଛି ତାକୁ ବାଖାଣିଥିଲେ ରାଜ୍ୟପାଳ ରଘୁବର ଦାସ। ବିଧାନସଭା ଭିତରେ ପ୍ରବେଶ ପୂର୍ବରୁ ପ୍ରଥମେ…

ଆସ୍ଥା ଭୋଟ୍ ଜିତିଲେ ଚମ୍ପେଇ ସରକାର, ୪୭ ଖଣ୍ଡ ଭୋଟରେ ଜିତିଲେ ଚମ୍ପେଇ

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭାରେ ଆସ୍ଥା ଭୋଟ୍ ଜିତିଲେ ଚମ୍ପେଇ ସରକାର । ବହୁମତ ପ୍ରମାଣିତ କଲେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ୍‌ । ୪୭ ବିଧାୟକଙ୍କ ସମର୍ଥନ ସହ ବହୁମତ ପ୍ରମାଣିତ କରିଛନ୍ତି ଚମ୍ପେଇ । ସେପଟେ ଜେଲରୁ ଆସି ଆସ୍ଥା ଭୋଟରେ ସାମିଲ୍ ହୋଇଥିଲେ ପୂର୍ବତନ…