Latest Odisha News

BREAKING NEWS

Browsing Category

ଫିଚର

ରାହୁଲ ଗାନ୍ଧୀ ଧାରଣା ଦେବାକୁ ଫିଟ୍: ଆଜାଦ

ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେବା ପରେ ଗୁଲାମ ନବୀ ଆଜାଦ୍ ଏବେ ନିଜ ବୟାନ ପାଇଁ ଶିରୋନାମାରେ ରହିଛନ୍ତି। ବିନା କୌଣସି ଚାପରେ ସେ ଏବେ 'ଆଜାଦ' ହୋଇ ନିଜର ପୂର୍ବତନ ଦଳର ନେତାଙ୍କ ବିରୋଧରେ ବୟାନ ରଖୁଛନ୍ତି। ଆଉ ଯଦି ଏହି କଥା ସତ ହୋଇଥିବ ତାହାଲେ କଂଗ୍ରେସ ଆଗକୁ ବଢିବା କାଠିକର…

ଓଡ଼ିଶାରେ ପାରିବାରିକ ସମସ୍ୟା ଯୋଗୁଁ ଅଧିକ ଜୀବନ ହାରୁଛନ୍ତି !

ଭୁୁବନେଶ୍ୱର: ଓଡ଼ିଶାରେ ବଢ଼ୁଛି ଆତ୍ମହତ୍ୟା ହାର । ୨୦୨୦ ତୁଳନାରେ ୨୦୨୧ରେ ଆତ୍ମହତ୍ୟା ହାର ୧.୯ ପ୍ରତିଶତ ବୃଦ୍ଧି ପାଇଛି। ଏନସିଆରବି ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି। ପ୍ରତି ଦିନ ୧୫ରୁ ଅଧିକ ଲୋକ ଓଡ଼ିଶାରେ ଆତ୍ମହତ୍ୟା କରୁଛନ୍ତି । ଯାହାକି ଉଦ୍‌ବେଗଜନକ ରହିଛି। ତେବେ ପାରିବାରିକ…

ଦିଲ୍ଲୀରେ ଆପ୍- ବିଜେପି କଳି ଛିଣ୍ଡୁନି

ନୂଆଦିଲ୍ଲୀ: ଦିଲ୍ଲୀରେ ଆପ ଏବଂ ବିଜେପି ମଧ୍ୟରେ ବିବାଦ ବଢ଼ିଆାରେ ଲାଗିଛି । ମନିଷ ଶିସୋଦିଆଙ୍କ ବିରୋଧରେ ସିବିଆଇ ତଦନ୍ତ ଆଦେଶ ଦେଇଥିବା ଏଲଜି ଭିକେ ସାକ୍ସେନାଙ୍କ ବିରୋଧରେ ସିବିଆଇ ତଦନ୍ତ କରିବାକୁ ଆପ ଦାବି କରିଛି । ବିଧାନସଭାରେ ଆପ୍ ସଂଖ୍ୟା ଗରିଷ୍ଠ ପ୍ରମାଣ ଦେବାପାଇଁ ସ୍ବତନ୍ତ୍ର…

ଦେଶରେ ବଢ଼ୁଛି ଆତ୍ମହତ୍ୟା: ଆଗରେ ଦିନ ମଜୁରିଆ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶରେ ଆତ୍ମହତ୍ୟା ମାମଲା ଆକସ୍ମିକ ଭାବେ ବଢି ଚାଲିଛି। ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ରିପୋର୍ଟ ଏଭଳି କିଛି ତଥ୍ୟ ପ୍ରଦାନ କରିଛି। ଆଉ ସର୍ବାଧିକ ଆତ୍ମହତ୍ୟା କରିଥିବା ବର୍ଗରେ ଦିନ ମଜୁରିଆ ଅଧିକ ରହିଛନ୍ତି। କରୋନା ପରେ ଦରଦାମ ବଢ଼ିବା, ଆୟ…

ଅଙ୍କିତାଙ୍କୁ ପେଟ୍ରୋଲ ଢ଼ାଳି ଜଳାଇଥିବା ଶାହରୁଖକୁ କଠୋର ଦଣ୍ଡ ଦାବି

ଡୁମକା: ଅଙ୍କିତା ସିଂ ହତ୍ୟା ମାମଲାକୁ ନେଇ ଝାରଖଣ୍ଡରେ ନିଆଁ ଜଳୁଛି ।  ଅଙ୍କିତାଙ୍କ ଉପରେ ପେଟ୍ରୋଲ ପକାଇ ନିଆଁ ଲଗାଇଦେଇଥିବା ମୁଖ୍ୟ ଅଭିଯୁକ୍ତ ଶାହାରୁଖ ହସୁଥିବା ଚିତ୍ର ଏବଂ ଅଙ୍କିତାଙ୍କ ଶେଷ ବିବୃତ୍ତି ପରେ ଲୋକମାନେ କ୍ରୋଧିତ ହେଉଛନ୍ତି। ଲୋକମାନେ ସୋସିଆଲ ମିଡିଆରେ ମଧ୍ୟ ନିଜର…

ଲାଞ୍ଚ ନେଇଥିବା ଏମକେସିଜିର ୨ ନର୍ସ ନିଲମ୍ବିତ

ବ୍ରହ୍ମପୁର:ଲାଞ୍ଚ ନେଇ ଧରାପଡ଼ିଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ଦୁଇ ଜଣ ନର୍ସଙ୍କୁ ନିଲମ୍ବନ କରାଯାଇଛି । ପ୍ରାଥମିକ ତଦନ୍ତରୁ ସେମାନେ ଲାଞ୍ଚ ନେଇଥିବା ସ୍ପଷ୍ଟ ହେବା ପରେ  ଏମକେସିଜିର ଅଧୀକ୍ଷକ ଡା.ସନ୍ତୋଷ ମିଶ୍ର ଉଭୟଙ୍କୁ…

ଇରାକରେ ଶ୍ରୀଲଙ୍କା ଭଳି ପରିସ୍ଥିତି: ଅଲସଦରଙ୍କ ଅବସର ଘୋଷଣା ପରେ ସଂସଦରେ ଧସେଇ ପସିଲେ ସମର୍ଥକ

ବାଗଦାଦ: ଇରାକରେ ଶ୍ରୀଲଙ୍କା ଭଳି ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି । ସୋମବାର ଇରାକର ପ୍ରଭାବଶାଳୀ ଶିୟା ଧର୍ମଗୁରୁ ମୁକ୍ତଦା ଅଲ ସଦର ରାଜନୀତିରୁ ଚାପର ବଶୀଭୂତ ହୋଇ ସନ୍ୟାସ ଘୋଷଣା କରିଥିଲେ । ଏପରିକି ସମସ୍ତ ପାର୍ଟି କାର୍ଯ୍ୟାଳୟକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେ ସମୟରେ…

ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ: ଦେବାଶିଷ ମହାନ୍ତି ପାଇଲେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ

ଭୁବନେଶ୍ବର: ଜାତୀୟ କ୍ରୀଡା ଦିବସ ଅବସରରେ ବିଜୁ ପଟ୍ଟନାକ କ୍ରୀଡା ସମ୍ମାନ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ  ସମ୍ମାନିତ କରିଥିଲେ ମୁଖ୍ୟମନ୍ତ୍ରୀ । ସେହିପରି କ୍ରୀଡାରେ ଉତ୍ତମ ପ୍ରଦର୍ଶନ…

ଆଂଚଳିକ ଅସମାନତାକୁ ଶେଷ କରିବା ପାଇଁ ଦେଶରେ ୫ ରାଜଧାନୀ ସପକ୍ଷରେ ହିମନ୍ତ

ଗୌହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ଦେଶରେ ୫ ରାଜଧାନୀର ପ୍ରସ୍ତାବ ଦେଇଛନ୍ତି । ଏହା ଦ୍ୱାରା ଆଂଚଳିକ ଅସମାନତାକୁ ଶେଷ କରିହେବ ବୋଲି ସେ କହିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଟୁଇଟରରେ ବାକ୍ୟ ବିନିମୟ ହେବା ପରେ ସେ ଏହି କଥା କହିଛନ୍ତି ।…

ଆଉଁଳି ନଦୀରେ ନବଜାତ ଶିଶୁ କନ୍ୟାର ମୃତଦେହ ଫୋପାଡି ଦେଇଥିଲେ ପରିବାର

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ରାଇପାଳ ଗ୍ରାମ ନିକଟଦେଇ ବହି ଯାଇଥିବା ଆଉଁଳି ନଦୀରୁ  ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାରକୁ ନେଇ ଚର୍ଚା ଜୋର ଧରିଥିଲା । ତେବେ ମୃତ ଶିଶୁ କନ୍ୟାର ଡାକ୍ତରଖାନାରେ ମୃତ୍ୟୁ ହେବା ପରେ ତାକୁ ପରିବାର ଲୋକେ ନଦୀରେ ଫୋପାଡି ଦେଇଥିବା…