Latest Odisha News
Browsing Category

ଫିଚର

୨୦୨୪ ଇତିହାସର ସବୁଠାରୁ ବଡ ନିର୍ବାଚନ ବର୍ଷ: ୬୩ଟି ଦେଶରେ ନିର୍ବାଚନ, ବିଶ୍ୱର ୪୯% ଲୋକ ଦେବେ ଭୋଟ୍

ନୂଆଦିଲ୍ଲୀ: ୨୦୨୪ ବିଶ୍ୱର ଗଣତାନ୍ତ୍ରିକ ଇତିହାସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବର୍ଷ । ଚଳିତ ବର୍ଷ ୬୩ ଟି ଦେଶରେ ଓ ୟୁରୋପୀୟ ୟୁନିଅନରେ ରାଷ୍ଟ୍ରପତି କିମ୍ବା ସଂସଦୀୟ ନିର୍ବାଚନ ହେବ। ବିଶ୍ୱର ମୋଟ ଜନସଂଖ୍ୟାର ୪୯% ଭୋଟ୍ ଦେବେ । ବାଂଲାଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ…

ରାଜ୍ୟ ନିର୍ବାଚନ କମିଟି ଘୋଷଣା କଲା ଏଆଇସିସି

ଭୁବନେଶ୍ୱର: ଆସନ୍ତା ୨୦୨୪ ଲୋକସଭା ଓ ବିଧାନ ସଭା ନିର୍ବାଚନକୁ ଆଖି ଆଗରେ ରଖି ଆଜି ଏଆଇସିସି ତରଫରୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଘୋଷଣା କରାଯାଇଛି । ଏଆଇସିସି ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖର୍ଗେ ଉକ୍ତ କମିଟିକୁ ଅନୁମୋଦନ କରିଛନ୍ତି । ଏନେଇ ଏଆଇସିସିର ସାଧାରଣ…

ପ୍ରତିଶୃତି ରକ୍ଷା କଲେ ରେଳମନ୍ତ୍ରୀ; କଟକ ରେଳ ଷ୍ଟେସନରେ ‘ଗୋଟିଏ ଷ୍ଟେସନ୍-ଗୋଟିଏ ଉତ୍ପାଦ ଷ୍ଟଲ୍’ ରେ…

କଟକ: କଥା ଦେଇ କଥା ରଖିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କଟକ ରେଳ ଷ୍ଟେସନରେ ଥିବା 'ଗୋଟିଏ ଷ୍ଟେସନ୍-ଗୋଟିଏ ଉତ୍ପାଦ ଷ୍ଟଲ୍' ରେ ଉପଲବ୍ଧ ହେଲା ମାଣିଆବନ୍ଧ ଶୀଢୀ । ବର୍ତ୍ତମାନ କଟକ ରେଳ ଷ୍ଟେସନରେ ଥିବା ଯାତ୍ରୀମାନେ ଷ୍ଟେସନ ପରିସରରେ ପ୍ରସିଦ୍ଧ ମାଣିଆବନ୍ଧ ହ୍ୟାଣ୍ଡଲୁମ୍ ଉତ୍ପାଦ…

୨୦୨୬ରୁ ଦେଶରେ ଆରମ୍ଭ ହେବ ପ୍ରଥମ ବୁଲେଟ୍ ଟ୍ରେନ: ସୁରଟ-ବିଲିମୋରାକୁ ଯୋଡ଼ିବ

ଗାନ୍ଧିନଗର: ଭାରତରେ ପ୍ରଥମ ବୁଲେଟ୍‌ ଟ୍ରେନ୍‌ ୨୦୨୬ରୁ ଗଡ଼ିବ। ଏହି ଟ୍ରେନ୍‌ ସୁରଟ ଏବଂ ବିଲିମୋରା ମଧ୍ୟରେ ଚାଲିବ। ଏଥିସହ ପ୍ରଥମ ମେଡ୍‌ ଇନ୍‌ ଇଣ୍ଡିଆ ମେମୋରି ଚିପ୍‌ ୨୦୨୪ରୁ ବଣ୍ଟା ଯିବ। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଗୁଜରାଟରେ ଆୟୋଜିତ ଶିଖର…

ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବା ନିଷ୍ଠୁରତା, ଛାଡ଼ପତ୍ର ପାଇଁ ଆଧାର: ହାଇକୋର୍ଟ

ଭୋପାଳ: ମଧ୍ୟପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି ଯେ ପତ୍ନୀ ସ୍ୱାମୀ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବା ମାନସିକ ନିଷ୍ଠୁରତା ବୋଲି ବିବେଚନା କରାଯାଇପାରେ ଏବଂ ଛାଡ଼ପତ୍ର ପାଇଁ ଏକ ବୈଧ ଆଧାର ଭାବରେ ଏହାକୁ ଗ୍ରହଣ କରାଯାଇପାରେ। ଏହି ରାୟ ଏକ ମାମଲାରୁ…

ଗୋଦାମ ଗୃହ ନିର୍ମାଣ ନିମନ୍ତେ ତ୍ରିପାକ୍ଷିକ ଚୁକ୍ତିନାମା ସ୍ଵାକ୍ଷରିତ

ଭୁବନେଶ୍ୱର: ରାଜ୍ୟରେ ସମବାୟ ସମିତି ଜରିଆରେ ବିଶ୍ଵର ବୃହତ୍ତମ ଶସ୍ୟ ଭଣ୍ଡାର ଯୋଜନାରେ ଗୋଦାମ ଗୃହ ନିର୍ମାଣ ନିମନ୍ତେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଛି । ସମବାୟ ନିବନ୍ଧକ ଉଦ୍ଧବ ଚରଣ ମାଝିଙ୍କ ଉପସ୍ଥିତିରେ ନିର୍ମାଣକାରୀ ସଂସ୍ଥା ତଥା ଜାତୀୟ ନିର୍ମାଣ ନିଗମ (NBCC),…

ମହିଳା ଦିନିକିଆ ଟ୍ରଫି କ୍ରିକେଟ: ସରିତାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ସୌରାଷ୍ଟ୍ରକୁ ହରାଇଲା ଓଡିଶା

ଭୁବନେଶ୍ୱର: ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ ବଳରେ ଓଡିଶା ମହିଳା ଦିନିକିଆ ଟ୍ରଫି କ୍ରିକେଟରେ ସୌରାଷ୍ଟ୍ରକୁ ୪ ୱିକେଟରେ ପରାସ୍ତ କରିଛି । ପୁଡୁଚେରୀରେ ଖେଳାଯାଇଥିବା ଏହି ମ୍ୟାଚରେ ସରିତା ମେହେର ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ ।…

ବଢୁଥିବା ସାଇବର ଅପରାଧକୁ ନେଇ କ୍ରାଇମବ୍ରାଞ୍ଚକୁ କଡ଼ା ସମାଲୋଚନା କଲେ ହାଇକୋର୍ଟ

ଭୁବନେଶ୍ୱର: ରାଜ୍ୟରେ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ହାଇକୋର୍ଟ ଗଭୀର ଉଦବେଗ ପ୍ରକାଶ କରିବା ସହ କ୍ରାଇମବ୍ରାଞ୍ଚକୁ କଡ଼ା ଚେତାବନୀ ଦେଇଛନ୍ତି। ଏକକ ଖଣ୍ଡପୀଠରେ ଅଧ୍ୟକ୍ଷତା କରି ଜଷ୍ଟିସ ଚିତ୍ତରଞ୍ଜନ ଦାଶ ସାଇବର ଅପରାଧ ମାମଲାର ତଦନ୍ତରେ ବିଭାଗର ଖରାପ ପ୍ରଦର୍ଶନକୁ କଡ଼ା ସମାଲୋଚନା…

ସରିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ, ସୁରକ୍ଷା ବଳୟ ଭିତରେ ପୁରୀ ସହର

ପୁରୀ: ଶେଷ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ । ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାମ ଶେଷ ହେବା ପରେ ଏହାର ସୁରକ୍ଷା ଓ ନିରାପତ୍ତା ଦାୟିତ୍ଵ ନେଇଛି ପୋଲିସ ପ୍ରଶାସନ । ଏନେଇ ପୋଲିସର ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ଠାରୁ ଆସନ୍ତା ୧୬ ତାରିଖ…

ପ୍ରିୟା ବାନାର୍ଜୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ପ୍ରତୀକ ବାବର

ମୁମ୍ବାଇ: ଅଭିନେତା ପ୍ରତୀକ ବାବର ଚଳିତ ବର୍ଷ ଆରମ୍ଭରୁ ପତ୍ନୀ ତଥା ଫିଲ୍ମ ନିର୍ମାତା ସାନ୍ୟା ସାଗରଙ୍କ ବିବାହ ବିଚ୍ଛେଦ ଘଟିଛି । ୨୦୧୯ରେ ବିବାହ କରିବା ପୂର୍ବରୁ ଉଭୟ ଏକତ୍ର ଦୀର୍ଘ ଦିନ ସମୟ କାଟିଥିଲେ । ପ୍ରତୀକ ଏବେ ପ୍ରିୟା ବାନାର୍ଜୀଙ୍କ ସହ ଡେଟ କରୁଛନ୍ତି । ମିଡିଆ ରିପୋର୍ଟ୍ସ…