Latest Odisha News

BREAKING NEWS

Browsing Category

ଫିଚର

ସ୍ପଷ୍ଟ ଅକ୍ଷରରେ ପ୍ରେସକ୍ରିପସନ ଲେଖିବେ ଡାକ୍ତର, ହାଇକୋର୍ଟ ଦେଲେ ନିର୍ଦ୍ଦେଶ

ଭୁବନେଶ୍ବର: ଡାକ୍ତର ଲେଖିବେ ସ୍ପଷ୍ଟ ପ୍ରେସକ୍ରିପସନ। ଜଷ୍ଟିସ ସଂଜୀବ ପାଣିଗ୍ରାହୀଙ୍କ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି ଡାକ୍ତରଙ୍କୁ ସ୍ପଷ୍ଟ ହସ୍ତାକ୍ଷର ଲେଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି ସମସ୍ତେ ପଢ଼ି ପାରୁଥିଲା ପରି ଅକ୍ଷର ଲେଖିବେ ଡାକ୍ତର। ରାଜ୍ୟର ସମସ୍ତ ମେଡିକାଲ…

ଚୀନରେ ଦେଶଭକ୍ତଙ୍କ ଅଭାବ! ସରକାର ଆଣିଲେ ନୂଆ ନିୟମ

ବେଜିଂ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିରାଶା ଏବେ ବିଶ୍ୱ ଦେଖୁଛି । ଗୋଟିଏ ପରେ ଗୋଟିଏ ଚ୍ୟାଲେଞ୍ଜ ଦେଶକୁ ଘେରି ରହିଛି। କେତେବେଳେ ଦେଶରେ ନିଯୁକ୍ତି ସଂଖ୍ୟା ହ୍ରାସ ପାଇବା ବିରୋଧରେ ଯୁବକମାନେ ବିରୋଧ କରୁଛନ୍ତି ଆଉ କେବେ ଅର୍ଥନୀତିର ମନ୍ଥରତା ହେତୁ ଦେଶର ବ୍ୟବସାୟୀମାନେ ବିଦେଶକୁ…

ଭିତରକନିକାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି, ଚଳିତବର୍ଷ ଦେଢ ଲକ୍ଷରୁ ଅଧିକ ପକ୍ଷୀଙ୍କ ସମାଗମ

କେନ୍ଦ୍ରାପଡ଼ା: ଶୀତ ଋତୁରେ ଭିତରକନିକା ଜାତୀୟଉଦ୍ୟାନରେ ମେଳି ବାନ୍ଧୁଛନ୍ତି ବିଦେଶାଗତ ପକ୍ଷୀ । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏବର୍ଷ ୧୧, ୪୬୨ ଅଧିକ ପକ୍ଷୀ ଭିତରକନିକା ଆସିଛନ୍ତି। ବନବିଭାଗ ପକ୍ଷରୁ ହୋଇଥିବା ଗଣନା ରିପୋର୍ଟରୁ ଏହା ଜଣାପଡିଛି…

ମୋଦିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପଡ଼ିଲା ମହଙ୍ଗା: ମାଳଦ୍ୱୀପର ୩ମନ୍ତ୍ରୀ ନିଲମ୍ବିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ମାଳଦ୍ବୀପର ୩ ମନ୍ତ୍ରୀ ନିଲମ୍ବିତ ।ନିଲମ୍ବିତ ହୋଇଥିବା ତିନି ମନ୍ତ୍ରୀ ହେଲେ ଯୁବ ସଶକ୍ତିକରଣ, ସୂଚନା ଓ କଳା ମନ୍ତ୍ରଣାଳୟ ମନ୍ତ୍ରୀ ମରିୟମ ଶିଆନା, ପରିବହନ ଏବଂ ବେସାମରିକ ବିମାନ ଚଳାଚଳ…

ହୋସରେ ଥିବା ବେଳେ ୫ବର୍ଷୀୟ ଶିଶୁକନ୍ୟାର ବ୍ରେନ ଟ୍ୟୁମର୍ ସର୍ଜରୀ କଲେ AIIMS ଡାକ୍ତରୀ ଟିମ୍

ନୂଆଦିଲ୍ଲୀ: ଚିକିତ୍ସା କ୍ଷେତ୍ରରେ AIIMSକୁ ମିଳିଲା ଆଉ ଏକ ସଫଳତା । ବେହୋସ ନକରି ୫ବର୍ଷୀୟ ଶିଶୁ କନ୍ୟାର ବ୍ରେନ ଟ୍ୟୁମର ସର୍ଜରୀ କଲେ ଡାକ୍ତର । ଏନେଇ AIIMS ଦାବି କରିଛି ଯେ ଏହି ଶିଶୁ ବିଶ୍ୱର ସର୍ବ କନିଷ୍ଠ ଯାହାକୁ ବେହୋସ ନକରି ଅସ୍ତ୍ରୋପଚାର କରାଯାଇଛି । ଅକ୍ଷିତା ନାମକ ଶିଶୁର…

ଜୋରଦାର୍ ଚାଲିଛି ଅପରେସନ ହ୍ଵାଇଟ ସ୍ପାଇଡର, ନିଶା ବେପାରୀଙ୍କ ଉପରେ ନଜର

ଭୁବନେଶ୍ୱର: ଜୋରଦାର୍ ଚାଲିଛି ଅପରେସନ ହ୍ଵାଇଟ ସ୍ପାଇଡର। ସହରାଞ୍ଚଳ ପୋଲିସ ଜିଲ୍ଲାରେ ବିଭିନ୍ନ ନିଶା ଦ୍ରବ୍ୟର ବିକ୍ରୟ ଓ ସେବନକୁ ପ୍ରତିହତ କରିବା ନିମନ୍ତେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନିଶା କାରବାର ବିରୋଧରେ ଥାନାସ୍ତରରେ ପ୍ରୟାସ କରାଯାଉଥିବା ବେଳେ ସ୍ଵତନ୍ତ୍ର ରୂପେ ଗଠିତ…

ବାଂଲାଦେଶ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ, ନିର୍ବାଚନକୁ ବର୍ଜନ କରିଛି ବିଏନପି

ବାଂଲାଦେଶ: ବାଂଲାଦେଶ ସାଧାରଣ ନିର୍ବାଚନ ପାଇଁ ଆଜି ସକାଳୁ ସକାଳି ଆରମ୍ଭ ହୋଇଛି ମତଦାନ । ଅନ୍ୟପକ୍ଷରେ ବେଆଇନ ସରକାରରେ ହିଂସା ବଢ଼ୁଥିବାରୁ ଏହାର ପ୍ରତିବାଦରେ ବିରୋଧୀ ଦଳ ବିଏନ୍‌ପି ଗତକାଲିଠାରୁ ୪୮ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଫଳରେ ବିରୋଧୀ ଶୂନ୍ୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ୍‌…

ଅଗ୍ନିବୀରରେ ଭର୍ତ୍ତି ପାଇଁ ନିୟମରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ଅଗ୍ନିବୀର ନିଯୁକ୍ତି ନିୟମରେ ଭାରତୀୟ ସେନା ଏକ ବଡ ପରିବର୍ତ୍ତନ କରିଛି। ବର୍ତ୍ତମାନ ନୂଆ ନିୟମରେ ପୋଷ୍ଟ ପାଇଁ ଟାଇପିଂ ପରୀକ୍ଷାକୁ ବାଧ୍ୟତାମୂଳକ କରିଛି ଭାରତୀୟ ସେନା। ଏହି ନୂତନ ନିୟମ ୨୦୨୪-୨୫ରୁ ଲାଗୁ ହେବ। ଏ ସମ୍ପର୍କରେ ଭାରତୀୟ ସେନା ମଧ୍ୟ ବିଜ୍ଞପ୍ତି ଜାରି କରିଛି।…

କ’ଣ ଏହି ରାସନ ଘୋଟାଲା, ଯାହାକୁ ନେଇ ଖୋଳତାଡ଼ ଚଳାଇଛି ଇଡି, ଜାଣନ୍ତୁ ପୂରା ଘଟଣାକ୍ରମ

ନୂଆଦିଲ୍ଲୀ: ରାସନ ସ୍କାମ ମାମଲାର ଚଢାଉ କରିବାକୁ ଆସିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଦଳ ଉପରେ ଆକ୍ରମଣ ଘଟଣାକୁ ସରକାର ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ଟିଏମସି ନେତା ଶାହାଜାହାନ ଶେଖଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରାଯାଇଛି। ସୂଚନା ଅନୁଯାୟୀ, ଆକ୍ରମଣ ସମୟରେ ଶାହାଜାହାନ…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କର ବଢୁଛି ଅଡ଼ୁଆ, ହେମନ୍ତଙ୍କ ନିକଟ ସମ୍ପର୍କୀୟକୁ ଇଡ଼ିର ସମନ

ନୂଆଦିଲ୍ଲୀ: ଝାଡଖଣ୍ଡରେ ବେଆଇନ ଖଣି ଖନନ ସହ ଜଡିତ ଅର୍ଥ ହେରଫେର ଘଟଣାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରାଜ୍ୟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପ୍ରେସ ପରାମର୍ଶଦାତା ଅଭିଷେକ ପ୍ରସାଦ ଏବଂ ସାହିବଗଞ୍ଜ ଡେପୁଟି କମିଶନର ରାମ ନିୱାସ ଯାଦବଙ୍କୁ ପଚରାଉଚରା କରିଛନ୍ତି।…