Latest Odisha News

BREAKING NEWS

Browsing Category

ଫିଚର

[ଭିଡିଓ] ଶ୍ରୀମନ୍ଦିର ଉନ୍ନତିକରଣ ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ନେଇ ମୁହଁ ଖୋଲିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ବିକାଶରେ ମୋର ବାଧା ନାହିଁ ।ଶ୍ରୀମନ୍ଦିର ଉନ୍ନତି କରଣ ହେବା ଦରକାର । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇବା ସହ ବିକାଶ କାମକୁ ଆଗେଇ…

ନୋ ବଲ ବିବାଦ : ରିଷଭ ପନ୍ତ ଦଣ୍ଡିତ

ମୁମ୍ବାଇ: ରାଜସ୍ଥାନ ରୟାଲ୍ସ ବିପକ୍ଷ ଆଇପିଏଲ ମ୍ୟାଚରେ ବିଶୃଙ୍ଖଳିତ ଆଚରଣ ନେଇ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଦଣ୍ଡିତ ହୋଇଛନ୍ତି । ପନ୍ତଙ୍କ ମ୍ୟାଚ ଫିର ଶତ ପ୍ରତିଶତ ଅର୍ଥ ଜରିମାନା ବାବଦକୁ କଟା ଯାଇଛି । ପ୍ରବୀଣ ଆମ୍ରେଙ୍କ ଉପରେ ଗୋଟିଏ ମ୍ୟାଚର ପ୍ରତିବନ୍ଧ ଲଗା ଯାଇଥିବା…

ଦେଶରେ ୨୪ ଘଣ୍ଟାରେ ୨ହଜାର ୫୨୭ ଜଣ ପଜିଟିଭ୍ ଚିହ୍ନଟ,୩୩ ମୃତ

ଦିଲ୍ଲୀ : ଦେଶରେ ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ହେଲେ ରାଜ୍ୟରେ ସଂକ୍ରମଣ ତଳମୁହାଁ ରହିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ ଦୁଇ ହଜାର ୫୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୨୪ ଘଣ୍ଟାରେ ୩୩ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ।ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ…

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ଟିଆଇ ପରେଡ ଶେଷ, ୫ ଅଭିଯୁକ୍ତଙ୍କୁ ଚିହ୍ନିଲେ ୩ ଜଣ ସାକ୍ଷୀ

ଭଦ୍ରକ : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା ଦିନକୁ ଦିନ ଭିନ୍ନ ମୋଡ ନେଉଛି । କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆରମ୍ଭ ହୋଇଥିବା ଟି ଆଇ ପରେଡ ଶେଷ ହୋଇଛି । ଭଦ୍ରକ ଜେଲରେ ଘଟଣାର ୫ ଜଣ ଅଭିଯୁକ୍ତଙ୍କ ଟିଆଇ ପରେଡ କରାଯାଇଥିଲା…

ଆଜିଠୁ ରାଜଧାନୀରେ ଆଦିବାସୀ ମେଳା ଆରମ୍ଭ ,ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା । ମେଳାରେ ମୁଖ୍ୟ ଆକର୍ଷଣ ସାଜିବ ଜନଜାତି କଳା ସାମଗ୍ରୀର ପ୍ରଦର୍ଶନ । ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡିଆ ୟୁନିଟ ୩ରେ ଏହା ଆରମ୍ଭ ହେବ । ଆଜିଠାରୁ ଆସନ୍ତା ମେ ୨ ପର୍ଯ୍ୟନ୍ତ ଏହି ମେଳା ଚାଲିବ ।୧୦ ଦିନ ଧରି ଚାଲିବାକୁ ଥିବା…

୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି : ଆଜିଠୁ ୩ଦିନ ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ , ଗୁରୁମନ୍ତ୍ର…

ଭୁବନେଶ୍ୱର : ୨୦୨୪ ନିର୍ବାଚନ ପାଇଁ ଏବେ ଠାରୁ ବିଜେଡି ଦଳ ସୁଦୃଢ କରିବା ଆରମ୍ଭ କରିଛି । ନେତା ମାନଙ୍କୁ ଗୁରୁମନ୍ତ୍ର ଦେବେ ଦଳ ସୁପ୍ରିମୋ ।ଆଜିଠାରୁ ତିନି ଦିନ ପର୍ଯ୍ୟବେକ୍ଷକଙ୍କ ସହ ସମୀକ୍ଷା କରିବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏବେଠାରୁ ଦଳର ସ୍ଥିତିକୁ ସୁଦୃଢ ନକଲେ ଆଗାମୀ ୨୦୨୪…

ମାର୍ଶାଘାଇରେ ଦଳିତ ଯୁବକଙ୍କୁ ନାକ ଘଷାଇବା ଘଟଣା, ରିପୋର୍ଟ ତଲବ କଲେ ଏନଏଚଆରସି

ଭୁବନେଶ୍ୱର: ଗାଁ ମନ୍ଦିରକୁ ଦାନ ଦେବାକୁ ମନା କରିବାରୁ ଜଣେ ଦଳିତ ଯୁବକଙ୍କୁ ଛେପରେ ନାକ ଘଷିବାକୁ ବାଧ୍ୟ କରାଯାଇଥିବା ଘଟଣାକୁ ନେଇ ଜାତୀୟ ମାନବାଧିକାର କମିସନ (ଏନଏଚଆରସି) ଓଡ଼ିଶା ସରକାରଙ୍କୁ ରିପୋର୍ଟ ମାଗିଛନ୍ତି। ଏହି ଘଟଣାକୁ ନେଇ ବିଭିନ୍ନ ମିଡିଆରେ ଖବର ପ୍ରକାଶ ପାଇବା ପରେ ଏନଏଚଆରସି…

ବାରବାଟିରେ ଖେଳଯିବ ଭାରତ ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି

କଟକ: ବାରବାଟିରେ ଜମିବ ଟି-ଟ୍ୱେଣ୍ଟି ମ୍ୟାଚ । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ଟି-ଟ୍ୱେଣ୍ଟି କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଜୁନ ୧୨ ତାରିଖରେ ଏହି ମ୍ୟାଚ ରହିଛି । ମୋଟ୍ ୫ଟି ଟି-୨୦ ମ୍ୟାଚ ଖେଳିଯିବ ବୋଲି ସ୍ଥିର ହୋଇଛି । ଜୁନ୍ ୯ରୁ ଏହି ମ୍ୟାଚ…

ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେଲେ ଟିଏମସିର ଆପତ୍ତି ଅଛି କି ?

କୋଲକାତା: ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେବାକୁ ପ୍ରସ୍ତୁତ ଥିବା କୁହାଯାଉଛି । ଅନ୍ୟପଟେ ପଶ୍ଚିମବଙ୍ଗରେ ଟିଏମସିକୁ ସଫଳତା ଦେବାରେ ପ୍ରଶାନ୍ତଙ୍କର ଗୋଟିଏ ବଡ ଭୂମିକା ରହିଛି । ଅନ୍ୟପଟେ ଏବେ ଟିଏମସି ଏବଂ କଂଗ୍ରେସ ପରସ୍ପରର ବିରୋଧୀ । ସାରା ଦେଶରେ କଂଗ୍ରେସ…

ମସ୍କୋ ଯିବେ ଜାତିସଂଘ ମହାସଚିବ, ଶାନ୍ତି ଫେରାଇ ଆଣିବାକୁ ପୁଟିନଙ୍କ ସହ କରିବେ ଆଲୋଚନା

ମସ୍କୋ: ମଙ୍ଗଳବାର ମସ୍କୋ ଗସ୍ତରେ ଯିବେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ। ଏହି ଗସ୍ତ ସମୟରେ ସେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ । ୟୁକ୍ରେନରେ ଚାଲିଥିବା ଯୁଦ୍ଧକୁ ଶେଷ କରିବାକୁ ଗୁଟେରସ ପ୍ରୟାସ କରିବେ ବୋଲି ଜଣାପଡିଛି । ଗୁଟେରେସ ରୁଷର ବୈଦେଶିକ ମନ୍ତ୍ରୀ…