Latest Odisha News

BREAKING NEWS

Browsing Category

ଫିଚର

କରୋନାର ନୂଆ ଭାରିଆଣ୍ଟ XE କୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ, ନୂଆ ଆକ୍ରାନ୍ତଙ୍କ ଉପରେ ନଜର ରଖ

ଦିଲ୍ଲୀ : କୋଭିଡର ନୂତନ ପ୍ରଜାତି ଏକ୍ସ ଇ କୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟେ ଅଧ୍ୟକ୍ଷତାରେ ବିଶେଷଜ୍ଞ ଓ ପ୍ରମୁଖ ଅଧିକାରୀଙ୍କ ସହ ବୈଠକ ଅନୁଷ୍ଠିତ ହୋଇଯାଇଛି । ନୂତନ ପ୍ରଜାତି ଓ ମାମଲା ଗୁଡିକ ଉପରେ ନଜର ରଖିବା ସହ ବର୍ତ୍ତମାନର ତଦାରଖ ପ୍ରକ୍ରିୟା ଜୋରଦାର…

ନୀତିଶଙ୍କ ସଭାସ୍ଥଳୀରୁ ୧୫ ଫୁଟ ଦୂରରେ ବଡ ଧରଣର ବିସ୍ଫୋରଣ

ନାଳନ୍ଦା:ବିହାରର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାର ଅଳ୍ପକେ ଏକ ବଡ ବିସ୍ଫୋଣରରୁ ବର୍ତି ଯାଇଛନ୍ତି । ନାଳନ୍ଦାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେ ଯାଇଥିଲେ । ସେଠାରେ ସେ ସଭାସ୍ଥଳୀରେ ବସିଥିବା ବେଳେ ଏହାଠାରୁ ୧୫ ଫୁଟ ଦୂରତାରେ ଏକ ବଡ ଧରଣର ବିସ୍ଫୋରଣ ଘଟିଥିଲା ।…

ଚକୋ ଚିପ୍ସ ବଦଳରେ ପିମ୍ପୁଡ଼ି ଚିପ୍ସ ବିସ୍କୁଟ ଖାଇଦେଲେ ତରୁଣୀ

ଭୁବନେଶ୍ୱର: ମିଠା ବିସ୍କୁଟ ଆଉ କୁକିସ୍ ପ୍ରାୟ ଲୋକ ପସନ୍ଦ କରନ୍ତି । ଚକୋ ଚିପ୍ସ ନହେଲେ ଚିନି, ଡ୍ରାଏ ଫ୍ରୁଟ୍ ସିଡ୍ସ କୁକିସ ଆଉ ବିସ୍କୁଟର ମଜା ତ ପୂରା ନିଆରା । ଏମିତି ବିସ୍କୁଟର ବି କିଛି ତିକ୍ତ ଅନୁଭୂତି ସଭିଙ୍କର ଥିବ ନିଶ୍ଚୟ । ବେଳେବେଳେ କେହି କେବେ ସିପା କିମ୍ବା ଫିମ୍ପି…

ତୃତୀୟ ଥର ପାଇଁ ମାଆ ହେବାକୁ ଯାଉଛନ୍ତି ବ୍ରିଟନୀ ସ୍ପିୟର୍ସ

ନ୍ୟୁୟର୍କ: ଆମେରିକାର ଲୋକପ୍ରିୟ ଗାୟିକା ବ୍ରିଟନୀ ସ୍ପିୟର୍ସ ତୃତୀୟ ଥର ପାଇଁ ମାଆ ହେବାକୁ ଯାଉଛନ୍ତି । ସୋସିଆଲ ସାଇଟରେ ସେ ଏହି ଖବରକୁ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି । ମାଉ ହୱାଇ ଆଇଲାଣ୍ଡକୁ ପତି ତଥା ଫିଟନେସ ଟ୍ରେନର ସ୍ୟାମ ଅସଗରୀଙ୍କ ସହ ଛୁଟି କଟାଉଥିବା ବେଲେ ପ୍ରେଗନେଂଟ ଥିବା…

{ଭିଡିଓ} ଦେଖିଲେ ଛାତି ଥରି ଉଠିବ, ବର୍ଷକର ଶିଶୁ ଉପରେ ଜନ୍ମକଲା ମାଆର ମାଡବର୍ଷା

ଭୁବନେଶ୍ୱର: ଗର୍ଭ ଧାରଣ କରି ଶିଶୁଟିକୁ ଜନ୍ମ ଦେଇଥିଲା । କ୍ରୋଧର ଆବରଣ ଧାରଣ କରି ମାତ୍ର ବର୍ଷକର ଶିଶକୁୁ ନିର୍ଘାତ ମାଡ ଦେଇ ଚାଲିଥିଲା ଜନ୍ମକଲା ମାଆ । ଏହି ଦୃଶ୍ୟ ଦେଖିଲେ ଛାତି ଥରି ଉଠି । ତଥାପି ଆଜିର ସମାଜରେ ଏପରି ଜଣେ ରାକ୍ଷସୀ ମାଆର ଚେହେରା ସାମ୍ନାକୁ ଆଣିବା ନିହାତି ଜରୁରୀ ଥିଲା…

ହଟିଲା କରୋନା କଟକଣା, ସାମ୍ବାଦିକଙ୍କୁ ମିଳିଲା ଲୋକସେବା ଭବନକୁ ପ୍ରବେଶ ଅନୁମତି

ଭୁବନେଶ୍ୱର : ଲୋକସେବା ଭବନରୁ ହଟିଲା କୋଭିଡ କଟକଣା । ଗଣ ମାଧ୍ୟମ ପ୍ରତିନିଧିଙ୍କୁ ମିଳିଲା ପ୍ରବେଶ ଅନୁମତି । କୋଭିଡ ମହାମାରୀ କାରଣରୁ ଲୋକସେବାରେ ଲାଗୁ ହୋଇଥିବା କଟକଣାକୁ ହଟାଇଦେଇଛନ୍ତି ରାଜ୍ୟ ସରକାର । ଏଣିକି ସାମ୍ବାଦିକ ମାନେ ଲୋକସେବା ଭିତରକୁ ପ୍ରବେଶ କରିପାରିବେ ।ଏନେଇ ରାଜ୍ୟ…

କର୍ମଚାରୀଙ୍କୁ ୧୦୦ଟି କାର୍ ଉପହାର ଦେଲା ଚେନ୍ନାଇର ଆଇଟି କମ୍ପାନୀ

ଚେନ୍ନାଇ: କରୋନା ମହାମାରୀ ଭିତରେ ସାରା ବିଶ୍ୱ ଆର୍ଥିକ ମାନ୍ଦାବାସ୍ଥାକୁ ଆସିଗଲା । ପ୍ରଭାବିତଙ୍କ ସଂଖ୍ୟା ମାତ୍ରାଧିକ । ହେଲେ କିଛି ଅଣପ୍ରଭାବିତ ସଂସ୍ଥା ଏହି ଆଳରେ ଦରମା କାଟ୍ ସୁଯୋଗ ପାଇଗଲେ । କିନ୍ତୁ ଏମିତି କିଛି ସଂସ୍ଥା ଅଛନ୍ତି, ଏଭଳି ଦୁର୍ଦ୍ଦିନ ଭିତରେ ବି କର୍ମଚାରୀଙ୍କ…

[ଦେଖନ୍ତୁ ଭିଡିଓ] ବଢୁଛି ପେଟ୍ରୋଲ୍ ଓ ଡିଜେଲ ଦର, ଜଳିଯାଉଛି ଇଲେକ୍ଟ୍ରିକ୍ ଗାଡି

ଭୁବନେଶ୍ୱର: ପେଟ୍ରୋଲ୍ ଓ ଡିଜେଲର ବଢୁଥିବା ଦାମ୍ ଏବେ ଲୋକଙ୍କୁ ଇଲେକ୍ଟ୍ରିକ୍ ଯାନ ଆପଣେଇବାକୁ ଉତ୍ସାହିତ କରୁଛି । ହେଲେ ଦୁଇ ଚକିଆ ଇଲେକ୍ଟ୍ରିକ୍ ଗାଡିରେ ଲଗାତାର ଭାବେ ଅଗ୍ନିକାଣ୍ଡ ଘଟଣା ଲୋକଙ୍କୁ ଦ୍ୱନ୍ଦରେ ପକାଇଛି । ନାସିକରୁ ଆସିଛି ଏହି ଭିଡିଓ । ଜିତେନ୍ଦ୍ର ଇଭି ନାମକ ଏକ…

କେବୁଲ କାର ଦୁର୍ଘଟଣା ଘଟଣା , ଉଦ୍ଧାର କାର୍ଯ୍ୟ ଶେଷ , ବଞ୍ଚିଗଲା ୪୭ ଲୋକଙ୍କ ଜୀବନ

ଦେଓଘର : ଝାଡଖଣ୍ଡ ଦେଓଘର  ତ୍ରିକୁଟ ପାହାଡ ଉପରେ କେବୁଲ କାର ଦୁର୍ଘଟଣା କାଯ୍ୟରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ୪୬ ଘଣ୍ଟା ଅପରେସନ ପରେ ୪୭ ଲୋକଙ୍କୁ ଉଦ୍ଧାର କରାଯାଇଛି ।ଏହି ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଯାଇଛି । ଦୁର୍ଗମ ପାହାଡ ଇଲାକା ଥିବା ହେତୁ ସେନା କର୍ମଚାରୀ ହେଲିକପ୍ଟର…

ଲଗାତାର ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ଆଉ ଏକ ଝଟ୍‌କା

ଭୁବନେଶ୍ୱର: ଚଳିତବର୍ଷ ଫଟାଫଟ୍ କ୍ରିକେଟ୍ ଫର୍ମାଟ୍ ଆଇପିଏଲରେ ଚେନ୍ନାଇ ସୁପର୍ କିଙ୍ଗସ୍‌ର ଭାଗ୍ୟ ଏତେଟା ଭଲ ନାହିଁ । ବୋଲିଂ ଠାରୁ ଆରମ୍ଭ କରି ବ୍ୟାଟିଂ ଓ ଫିଲ୍ଡିଂରେ ଏହି ଦଳ ନିଜ ସମର୍ଥକଙ୍କୁ ନିରାଶ କରିଛି । ତେବେ ଲଗାତାର ପରାଜୟ ପରେ ଏବେ ଏହି ଦଳକୁ ଆଉ ଏକ ଝଟ୍‌କା ଦୋହଲାଇ ଦେଇଛି ।…