Latest Odisha News
Browsing Category

ଫିଚର

ମୋଦୀ-ବାଇଡେନ ବୈଠକ, ୟୁକ୍ରେନ ବୁଚାରେ ଗଣହତ୍ୟାକୁ ନିନ୍ଦା କଲା ଭାରତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋସେଫ ଆର ବାଇଡେନ ସୋମବାର ଏକ ଭର୍ଚୁଆଲ ବୈଠକ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଭାରତ-ଆମେରିକା ୨+୨ ମନ୍ତ୍ରୀସ୍ତରୀୟ ଆଲୋଚନା ପାଇଁ ୱାଶିଂଟନ ଡିସିରେ ଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ…

କୋଭିଡ ମୃତକଙ୍କ ପରିବାରବର୍ଗଙ୍କୁ ସହାୟତା ଦାବି ଦାଖଲ ପାଇଁ ସମୟସୀମା ଧାର୍ଯ୍ୟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ମୃତକଙ୍କ ପରିବାରବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଆବେଦନ ଦାଖଲ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିଛନ୍ତି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣଙ୍କ ଘୋଷଣା ଅନୁଯାୟୀ ଏହି ସହାୟତା ପ୍ରଦାନ କରାଯିବ । ୨୦୨୧ର ରିଟ୍‌…

ପୋଷା ବିଲେଇ ଖାଇଦେଲା ୫୦ ହେୟାରବ୍ୟାଣ୍ଡ, ଆସନ୍ତୁ ଜାଣିବା ତା ପରେ କଣ ହେଲା

ଲଣ୍ଡନ: ୪୪ ବର୍ଷୀୟା ପଲ ସ୍ପ୍ରାଗେଟ ତାଙ୍କ ପୋଷା ବିଲେଇ ବେରୀକୁ ବହୁତ ଭଲ ପାଆନ୍ତି । ହଠାତ ଦିନେ ବେରୀ ତଳେ ପଡି ଛଟପଟ ହେଲା । ଏହା ଦେଖି ସ୍ପାଗେଟ ତାଙ୍କୁ ତୁରନ୍ତ ପଶୁ ଡାକ୍ତରଖାନା ନେଇଗଲେ । ପ୍ରାରମ୍ଭିକ ଚିକିତ୍ସାରେ ଡାକ୍ତର କିଛି ଜାଣି ନ ପାରିବାରୁ ସ୍କାନ ପାଇଁ କହିଥିଲେ । ସ୍କାନ…

[ଦେଖନ୍ତୁ ଭିଡିଓ] ଝାଡଖଣ୍ଡ କେବୁଲ୍ କାର୍ ଦୁର୍ଘଟଣା, କ୍ୟମେରାରେ କଏଦ୍ ଲାଇଭ୍ ଡେଥ୍

ଭୁବନେଶ୍ୱର: କିଛି କ୍ଷଣର ଖୁସୀ ସାଜିଥିଲା ମରଣଯନ୍ତା । ବଂଚିବାର ଆଶା ପାଲଟିଥିଲା ଆତଙ୍କ । ଝାଡଖଣ୍ଡ କେବୁଲ୍ କାର୍ ଦୁର୍ଘଟଣାରେ ଦିନ ତମାମ ଜାରି ରହିଥିଲା ଜବୀନ ମୃତ୍ୟୁର ଖେଳ । ହେଲିକପ୍ଟର୍ ଜରିଆରେ ଉଦ୍ଧାର କାର୍ଯ୍ୟ ହୋଇଥିଲେ ବି କ୍ୟାମେରାରେ କଏଦ ହୋଇଥିଲା ମୃତ୍ୟୁର ତାଣ୍ଡବଲିଳା ।…

କମଲଜିତଙ୍କ ଚୁକ୍ତି ମିଆଦ ବୃଦ୍ଧି କଲା ଓଡିଶା ଏଫସି

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ ଫୁଟବଲରେ ଓଡିଶା ଏଫସି ତାର ଷ୍ଟାର ଖେଳାଳି କମଲଜିତ ସିଂଙ୍କ ଚୁକ୍ତି ମିଆଦ ବୃଦ୍ଧି କରିଛି । ୨୦୨୫ ପର୍ଯ୍ୟନ୍ତ ସେ ଦଳ ସହିତ ରହିବେ ବୋଲି କ୍ଲବ ପକ୍ଷରୁ ସ୍ପଷ୍ଟ କରାଯାଇଛି । କମଲଜିତ ମଧ୍ୟ ଏଥିନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଓଡିଶା ଏଫସି ସହିତ ମୋର…

ଇଂଲିଶ ଚ୍ୟାନେଲ ଅତିକ୍ରମ କରିବା ଲକ୍ଷ୍ୟରେ ସୁଚେତା, ଭୁବନେଶ୍ୱରରେ ଚାଲିଛି ପ୍ରସ୍ତୁତି

ଭୁବନେଶ୍ୱର: ସୁଚେତା ଦେବ ବର୍ମନ ଜୁଲାଇରେ ଇଂଲିଶ ଚ୍ୟାନେଲ ଅତିକ୍ରମ କରିବା ପାଇଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ କଠିନ ଅଭ୍ୟାସ ଜାରୀ ରଖିଛନ୍ତି । ୩୮ ବର୍ଷୀୟା ଏହି ଲଙ୍ଗ ଡିଷ୍ଟାନ୍ସ ଓପନ ୱାଟର ସନ୍ତରଣକାରୀ ବିଶ୍ୱର ୧୩ଟି କଷ୍ଟକର ସ୍ଥାନରେ ପହଁରିବା ପାଇଁ ଆଶା ବ୍ୟକ୍ତ କରିଛନ୍ତି ।…

ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ,ଭର୍ଚୁଆଲ ମୋଡରେ ଯୋଗଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ…

ପୁରୀ : ପୁରୀରେ ଆଜି ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଉଦଘାଟନ ହୋଇଯାଇଛି । ୨୫ ଏକର ଜାଗାରେ ନିର୍ମିତ ଏହି ମେଡିକାଲର ଶୁଭ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କେନ୍ଦ୍ର…

ସ୍ଲିପର୍ ହିଟ୍ ସାବ୍ୟସ୍ତ “ଦ କଶ୍ମୀର ଫାଇଲ୍ସ”, ଜାଣନ୍ତୁ କେତେ କଲା ଇନକମ୍ ?

ମୁମ୍ବାଇ: ବାଦ ବିବାଦକୁ ବାଦ୍ ଦେଇ ପୁଣି ଏକ ରେକର୍ଡ କରିଛି ଫିଲ୍ମ ଦ କଶ୍ମୀର ଫାଇଲ୍ସ । ୧୯୯୦ରେ କଶ୍ମୀରୀ ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାର ଉପରେ ଆଧାରିତ ଏହି ଫିଲ୍ମଟି ସ୍ଲିପର୍ ହିଟ୍ ସାବ୍ୟସ୍ତ ହୋଇଛି । କରୋନା ମହାମାରୀ ପାଇଁ ଠପ୍ ପଡିଥିଲା ଫିଲ୍ମ ଇଣ୍ଡଷ୍ଟ୍ରୀ । ବିଳମ୍ବରେ…

ଯୋଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ,୧୪୪ ଧାରା ଜାରି କଲା ପୋଲିସ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡାରେ ଗୋଷ୍ଠୀ ସଂଘର୍ଷ । ଜାରି ହେଲା ୧୪୪ ଧାରା । କେନ୍ଦୁଝର ଜିଲ୍ଲା ଯୋଡାରେ ହନୁମାନ ଝଣ୍ଡା ନେବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଉତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ନାକେଦମ ହେଲା ପୋଲିସ । ପୋଲିସ ଫାଙ୍କା ଗୁଳି ଚାଳନା କରିବା ସହ ସ୍ଥାନୀୟ…

ଓଡିଶା ଆଥଲେଟିକ୍ସ ମିଟ: ଶଟପୁଟରେ ଅଂଶିକାଙ୍କ ନୂତନ ରାଜ୍ୟ ରେକର୍ଡ

ଭୁବନେଶ୍ୱର: ୬୮ତମ ଓଡିଶା ଆଥଲେଟିକ୍ସ ମିଟରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି ଅଂଶିକା ରାଉତରାୟ । ଶଟପୁଟ ୧୦ ବର୍ଷରୁ କମ୍ ବାଳିକା ବିଭାଗରେ ସେ ନୂତନ ରାଜ୍ୟ ରେକର୍ଡ ସହ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଅଂଶିକା ୧୧.୭୫ ମିଟର ଦୂରତାକୁ ଶଟପୁଟ ଫିଙ୍ଗିଥିଲେ । ମୟୂରଭଞ୍ଜର ଦୀପା ସିଂ ଦ୍ୱିତୀୟ…