Latest Odisha News

BREAKING NEWS

Browsing Category

ଫିଚର

ଜୀବନ ଆଉ ମୃତ୍ୟୁ ସହ ଲଢ଼ୁଛନ୍ତି ନ୍ୟୁଜିଲାଣ୍ଡର ମହାନ କ୍ରିକେଟର କ୍ରିସ କେର୍ଣ୍ଣସ

ହାମିଲଟନ: ନ୍ୟୁଜିଲାଣ୍ଡର ମହାନ କ୍ରିକେଟ ଖେଳାଳି କ୍ରିସ କେର୍ଣ୍ଣସ ପୁନର୍ବାର ଜୀବନ ଏବଂ ମୃତ୍ୟୁ ସହ ଲଢ଼ୁଛନ୍ତି । କିଛି ଦିନ ତଳେ ତାଙ୍କର ହାର୍ଟ ଅପରେଶନ ହୋଇଥିଲା । ଏବେ ୫୧ ବର୍ଷୀୟ ଏହି ଅଲରାଉଣ୍ଡରଙ୍କୁ ବାୱେଲ କ୍ୟାନସର ହୋଇଥିବା ଜଣାପଡିଛି । ଫେବୃୟାରୀ ୫ରେ ସମସ୍ତ ପରୀକ୍ଷା କରାଯିବା…

ମୋଷ୍ଟ ଓ୍ବାଣ୍ଟେଡ ଅର୍ଜୁନ ରାଣା ଗିରଫ

ରାଉରକେଲା : ରାଉରକେଲା ପୋଲିସ ଦ୍ବାରା କୁଖ୍ୟାତ ପିଏଲଏଫଆଇ ସଦସ୍ୟ ଅର୍ଜୁନ ରାଣା ଗିରଫ । ଗିରଫ ଅଭିଯୁକ୍ତ ରାଉରକେଲା ସହରର ବ୍ୟବସାୟୀଙ୍କୁ ବିଭିନ୍ନ ପ୍ରକାର ଧମକ ଦେଇ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା । ଦାଦାବଟି ନଦେଲେ ଧମକପୂର୍ଣ୍ଣ ଭିଡିଓ ପଠାଇ ଅପହରଣ କରିବାର ଧମକ ଦେଉଥିଲା ।…

ହାର୍ଦ୍ଦିକଙ୍କ ଉପରେ ରାଗିଲେ କୋହଲିଙ୍କ କୋଚ

ମୁମ୍ବାଇ: ଟିମ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟି୨୦ ବିଶ୍ୱକପ ନେଇ ଏ ଭଳି ଏକ ବୟାନ ଦେଇଛନ୍ତି ଯେ, ଯାହାକୁ ଶୁଣି ବିରାଟ କୋହଲିଙ୍କ ପିଲା ବେଳ କୋଚ ରାଜକୁମାର ଶର୍ମା ରାଗି ଯାଇଛନ୍ତି । ପାଣ୍ଡ୍ୟା କହିଥିଲେ ଟି୨୦ ବିଶ୍ୱକପରେ ମୋତେ ବ୍ୟାଟ୍ସମ୍ୟାନ କିମ୍ବା ଅଲରାଉଣ୍ଡର କୌଣସି…

ଆସନ୍ତୁ ଜାଣିବା ଜାପାନର ଠେକୁଆ ଦ୍ୱୀପ ସମ୍ପର୍କରେ..

ଟୋକିଓ: ଠେକୁଆରେ ଭର୍ତି ଜାପାନର ଓକୁନୋଶିମା ଦ୍ୱୀପ ଏବେ ପର୍ଯ୍ୟଟକଙ୍କୁ ବେଶ ପସନ୍ଦ ଆସୁଛି । ତେବେ ଆସନ୍ତୁ ଜାଣିବା ଏହି ନିର୍ଜନ ଦ୍ୱୀପକୁ ଏତେ ମାତ୍ରାରେ ଠେକୁଆ କିପରି ଆସିଲେ । ଏକ ମିଡିଆ ରିପୋର୍ଟ ଅନୁସାରେ ୧୯୨୯ରୁ ୧୯୪୫ ମଧ୍ୟରେ ଜାପାନ ସାରା ଦୁନିଆକୁ ଲୁଚାଇ ଏକ ବିଷାକ୍ତ ଗ୍ୟାସ…

ଶିରିଡି ସାଇଙ୍କ ଡୋନେଶନ ବକ୍ସରେ ପଡି ରହିଛି ୩କୋଟି ଟଙ୍କାରୁ ଊର୍ଦ୍ଧ୍ୱ ପୁରୁଣା ନୋଟ !

ଶିରଡି: ଶିରିଡି ସାଇଙ୍କ ଡୋନେଶନ ବକ୍ସରେ ପଡି ରହିଛି ୩ କୋଟି ଟଙ୍କାର ପୁରୁଣା ୫୦୦ ଓ ୧୦୦୦ ନୋଟ । ଏହି ଅଚଳନ୍ତି ନୋଟକୁ ନେଇ ଚିନ୍ତାରେ ପଡିଛନ୍ତି ସଂସ୍ଥାପକ । ୮ ନଭେମ୍ବର ୨୦୧୬ରେ ସରକାର ନୋଟବନ୍ଦୀ ଲାଗୁ କରିଥିଲେ । ବର୍ତମାନ ସେହି ପୁରୁଣା ନୋଟ ପାଖରେ ରଖିବା କିମ୍ବା ବ୍ୟବହାର କରିବା…

ବେଙ୍ଗାଳୁରୁରେ ଠକେଇ, ଭୁବନେଶ୍ୱରରୁ ୩ ଆନ୍ତଃରାଜ୍ୟ ଠକ ଗିରଫ

ଭୁବନେଶ୍ୱର: ଚାକିରି ନାଁରେ ବେଙ୍ଗାଳୁରୁରେ ଠକେଇ । ଭୁବନେଶ୍ୱରରୁ ଗିରଫ । ୩ ଆନ୍ତଃରାଜ୍ୟ ଠକଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ବେଙ୍ଗାଳୁରୁ ପୋଲିସର ସ୍ୱତନ୍ତ୍ର ଟିମ୍ । ଚନ୍ଦ୍ରଶେଖରପୁର ପୋଲିସ ସହାୟତାରେ ସେମାନଙ୍କୁ ଗିରଫ କରାଯାଇଛି । ଚାକିରି କରାଇବା ନାଁରେ ୨୦ ଲକ୍ଷ ଠକେଇ ଅଭିଯୋଗରେ ୩…

ଅଷ୍ଟ୍ରେଲିଆ ମୁଖ୍ୟ କୋଚ ପଦରୁ ହଠାତ ଇସ୍ତଫା ଦେଲେ ଲାଙ୍ଗର

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟ ଦଳର ମୁଖ୍ୟ କୋଚ ଜଷ୍ଟିନ ଲାଙ୍ଗର ସମସ୍ତଙ୍କୁ ଚକିତ କରି ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଟି୨୦ ବିଶ୍ୱକପ ଓ ଆଶେସ ସିରିଜ ସଫଳତା ପରେ ସେ କାହିଁକି ଇସ୍ତଫା ଦେଲେ ସେ ନେଇ ପ୍ରଶ୍ନବାଚର ସୃଷ୍ଟି ହୋଇଛି । କ୍ରିକେଟ ଅଷ୍ଟ୍ରେଲିଆର ଗଭର୍ଣ୍ଣିଂ ବଡି ଓ…

ଶ୍ରୀଜିଉଙ୍କୁ ଦର୍ଶନ କଲେ 5T ସଚିବ, ଶ୍ରୀମନ୍ଦିର ପରିକ୍ରମା ମାର୍ଗ କାର୍ଯ୍ୟର ଅନୁଧ୍ୟାନ

ପୁରୀ: ବସନ୍ତ ପଞ୍ଚମୀରେ ଆଜି ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ଫାଇଭ୍ ଟି ସଚିବ ଭି. କେ. ପାଣ୍ଡିଆନ । ଏଥିସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ସିଂହଦ୍ଵାରଠାରୁ ଆରମ୍ଭ କରି ଉତ୍ତରଦ୍ୱାର ପର୍ଯ୍ୟନ୍ତ ବାହାରେ ଅନୁଧ୍ୟାନ କରିଥିଲେ ଫାଇଭ୍ ଟି ସଚିବ ।…

ଆଫଗାନିସ୍ତାନ-ତାଜିକିସ୍ତାନ ସୀମାରେ ଭୂକମ୍ପ, ଥରିଲା ଜମ୍ମୁ କଶ୍ମୀର ଓ ଦିଲ୍ଲୀ

ନୂଆଦିଲ୍ଲୀ: ଆଫଗାନିସ୍ତାନ-ତାଜିକିସ୍ତାନ ସୀମାରେ ଭୂମିକମ୍ପ । ଆଜି ସକାଳ ୯.୪୫ରେ ଭୂମିକମ୍ପ ସୃଷ୍ଟି ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୫.୭ । ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି ବା ଏନ୍‌ସିଏସ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୂମିକମ୍ପର ପ୍ରଭାବ ଜମ୍ମୁ କଶ୍ମୀରରେ…

୧୯ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲ୍: ଆଜି ଭାରତ-ଇଂଲଣ୍ଡ ଫାଇନାଲ୍

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଆଜି ୧୯ ବର୍ଷରୁ କମ୍ ବିଶ୍ୱକପ୍ କ୍ରିକେଟ ଫାଇନାଲ୍ । ଟାଇଟଲ୍ ଲଢ଼େଇରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ । ଚଳିତ ବିଶ୍ୱକପରେ ଦୁଇ ଦଳ ଅପରାଜେୟ ଅଛନ୍ତି । ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ସାଢ଼େ ୬ଟାରୁ ଆରମ୍ଭ ହେବ । ୮ ଥର ଫାଇନାଲିଷ୍ଟ ଟିମ୍…