Latest Odisha News

BREAKING NEWS

Browsing Category

ଫିଚର

ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-ଟ୍ୱେଣ୍ଟି ଖେଳିବେନି କୋହଲି

କୋଲକାତା: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଶେଷ ଟି-ଟ୍ୱେଣ୍ଟି ଖେଳିବେ ନାହିଁ ବିରାଟ କୋହଲି । ତାଙ୍କୁ ବିଶ୍ରାମ ଦେଇଛି ବିସିସିଆଇ । ଫଳରେ ତୃତୀୟ ଟ୍ୱେଣ୍ଟି ଟ୍ୱେଣ୍ଟି ପୂର୍ବରୁ ପରିବାର ଲୋକଙ୍କ ପାଖକୁ ଫେରିବେ କୋହଲି । ଆଗକୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ଖେଳିବ ଭାରତ ।…

ଜଣେ ୧୪ ବର୍ଷର ନାବାଳକ ସମେତ ରାଜ୍ୟରୁ କରୋନା ନେଲା ଆଉ ୧୮ ଜୀବନ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ କମୁଛି । କରୋନା ଜନିତ ମୃତ୍ୟୁସଂଖ୍ୟା ବଢୁଛି । ରାଜ୍ୟରୁ କରୋନା ଆଉ ୧୮ ଜଣଙ୍କର ଜୀବନ ନେଇଛି । ଅଡିଟ୍ ପ୍ରୋସେସରେ କରୋନାରେ ସେମାନେ ମୃତ୍ୟୁବରଣ କରିଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୮ ଜଣଙ୍କର ମୃତ୍ୟୁ…

ବ୍ରାହ୍ମଣୀ ନଦୀ ଭିତରେ ଖସି ପଡ଼ିଲା ଟ୍ରେଲର

କାମାକ୍ଷାନଗର: ବ୍ରାହ୍ମଣୀ ନଦୀ ବ୍ରିଜ୍ ଉପରୁ ଖସିଲା ଟ୍ରେଲର । ଭାରସାମ୍ୟ ହରାଇ ନଦୀ ଭିତରେ ଖସି ପଡ଼ିଲା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର…

ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ, ଅଧା ଓଡ଼ିଶାରେ ଦୁଇ ଅଙ୍କ ତଳେ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସୁଛି ଦୈନିକ କରୋନା ସଂକ୍ରମଣ । ହଜାରେ ତଳେ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୩୪ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୩୧୦ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୨୪ । ୧୮ ବର୍ଷ ଭିତରେ ଆଉ ୧୪୭ ଜଣ ପଜିଟିଭ୍ ବାହାରିଛନ୍ତି ।…

ଆଜି ଶ୍ରୀଜିଉଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି, ୨ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଆଜି ଓଡ଼ିଶା ଗସ୍ତରେ ଆସି ପୁରୀ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅପରାହ୍ଣ ୨ଟା ୪୫ ମିନିଟରେ ସେ ପହଞ୍ଚିବେ । ତାଙ୍କୁ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିବେ । ଏହାପରେ ସେ ଯିବେ ପୁରୀ । ଅପରାହ୍ଣ ୩ଟା ୫୦…

ଆମ ଆଦମୀ ପାର୍ଟି ଓ ଶିଖ ଫର ଜଷ୍ଟିସ ସମ୍ପର୍କର ଯାଂଚ କରାଯିବ: ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀଙ୍କ ପତ୍ରର ଉତର ରଖିଛନ୍ତି । ସେ କହିଛନ୍ତି ଦେଶର ସୁରକ୍ଷା ଦୃଷ୍ଟିକୋଣରୁ ଆମ ଆଦମୀ ପାର୍ଟି ଓ ଏହାର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ସହ ପ୍ରତିବନ୍ଧିତ ସଂଗଠନ ଶିଖ ଫର ଜଷ୍ଟିସ ମଧ୍ୟରେ…

ରଣଜୀ ଟ୍ରଫି: ପ୍ରଥମ ଇନିଂସରେ ଓଡିଶା ଅଗ୍ରଣୀ

ଭୁବନେଶ୍ୱର: ଅହମ୍ମଦାବାଦରେ ଖେଳାଯାଉଥିବା ରଣଜୀ ଟ୍ରଫି କ୍ରିକେଟରେ ଗୋଆ ବିପକ୍ଷରେ ଓଡିଶା ୮ ରନରେ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଗୋଆ ୧୮୧ ରନ କରି ଅଲଆଉଟ ହୋି ଯାଇଥିଲା । ଜବାବରେ ରାଜେଶ ଧୂପରଙ୍କ ଆକର୍ଷଣୀୟ ଅପରାଜିତ ୭୧ ରନ ସହାୟତାରେ ଓଡିଶା ୧୮୯ ରନ…

ପଦାର୍ପଣ ରଣଜୀ ମ୍ୟାଚରେ ତ୍ରିଶତକ ହାସଲ କରି ରେକର୍ଡ କଲେ ବିହାରର ସକିବୁଲ

ପାଟନା: ବିହାରର ଉଦୀୟମାନ ବ୍ୟାଟ୍ସମ୍ୟାନ ସକିବୁଲ ଗଣି ପଦାର୍ପଣ ରଣଜୀ କ୍ରିକେଟ ମ୍ୟାଚରେ ତ୍ରିଶତକ ହାସଲ କରି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ରଣଜୀ ଟ୍ରଫି ପ୍ଲେଟ ଗ୍ରୁପର ମିଜୋରମ ବିପକ୍ଷ ମୁକାବିଲାରେ ସକିବୁଲ ୩୮୭ ବଲର ସମ୍ମୁଖୀନ ହୋଇ ୩୪୧ ରନ କରିଥିଲେ । ତାଙ୍କ ଇନିଂସରେ ୫୦ ଚୌକା…

ଶ୍ରୀଲଙ୍କା ବିପକ୍ଷ କ୍ରିକେଟ ସିରିଜ: କୋହଲିଙ୍କୁ ବିଶ୍ରାମ ଦିଆଯାଇପାରେ, ଜାଡେଜା ଫେରିବେ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ କ୍ରିକେଟ ସିରିଜରେ ଭାରତୀୟ ଦଳରେ ବଡ ଧରଣର ପରିବର୍ତନ କରାଯିବ ବୋଲି କ୍ରିକବଜରେ ଖବର ପ୍ରକାଶ ପାଇଛି । ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଟି୨୦ ସିରିଜରେ ବିଶ୍ରାମ ଦିଆଯାଇପାରେ । ସେହିପରି ରବୀନ୍ଦ୍ର ଜାଡେଜା ଓ ଯଶପ୍ରୀତ ବୁମରାହ ଦଳକୁ ଫେରିବା…

ଅହମ୍ମଦାବାଦ ବୋମା ବିସ୍ଫୋରଣ ମାମଲା: ଦେଶର ଇତିହାସରେ ପ୍ରଥମ ଥର ପାଇଁ ଏକକାଳୀନ ୩୮ଜଣଙ୍କୁ ମୃତ୍ୟୁଦଣ୍ଡ

ଅହମ୍ମଦାବାଦ: ୧୩ ବର୍ଷ ପରେ ୨୦୦୮ ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲାର ଶୁଣାଣୀ କରି ସ୍ୱତନ୍ତ୍ର କୋର୍ଟ ୩୮ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି । ଦେଶରେ ପ୍ରଥମ ଥର ପାଇଁ ଏକାକାଳୀନ ଏତେ ଜଣଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଛି । ସମସ୍ତ ୪୯ ଅଭିଯୁକ୍ତଙ୍କ ମଧ୍ୟରୁ ଅନ୍ୟ ୧୧ଜଣଙ୍କୁ…