Latest Odisha News

BREAKING NEWS

Browsing Category

ଫିଚର

ଆନ୍ଧ୍ରରେ ପୁଣି ବର୍ଷା, ବିଭିନ୍ନ ଅଞ୍ଚଳ ଜଳମଗ୍ନ

ତିରୁପତି : ବଙ୍ଗୋପସାଗରରେ ବାରମ୍ବାର ଲଘୁଚାପ ଯୋଗୁଁ ଆନ୍ଧ୍ରପ୍ରଦେଶରେ ଥମୁନି ବର୍ଷାର ପ୍ରକୋପ । ଦକ୍ଷିଣାଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁର ବିଭିନ୍ନ ଅଞ୍ଚଳରେ ବନ୍ୟା ହୋଇଛି । ଚିତ୍ତୋର, କଡପା, ଅନନ୍ତପୁର ଓ ନେଲୋରରେ ପ୍ରବଳ ବର୍ଷା ଜାରି ରହିବା…

ଦିଲ୍ଲୀରେ ବଢ଼ିଲା ପ୍ରଦୂଷଣ, ୨୬ ତାରିଖ ଯାଏ ନିର୍ମାଣ କାର୍ଯ୍ୟ ଉପରେ ନିଷେଧାଦେଶ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀକୁ ଚିନ୍ତା ବଢ଼ାଇଲା ପ୍ରଦୂଷଣ । ପ୍ରଦୂଷଣର ମାତ୍ରା ବଢ଼ି ଚାଲିଥିବାରୁ ସରକାରଙ୍କ ଚିନ୍ତା ବି ବଢ଼ିଲାଣି । କିପରି କରିବେ ମୁକାବିଲା, କିପରି କମିବ ପ୍ରଦୂଷଣ ସେନେଇ ଚାଲିଛି ଘନ ଘନ ବୈଠକ । ଆଜି ଏନେଇ ଗୁରୁତ୍ବପୂର୍ଣ୍ଣ ବୈଠକରେ ସମୀକ୍ଷା କରିଛନ୍ତି ଦିଲ୍ଲୀ…

ଏଣିକି ପ୍ରାକୃତିକ ସମ୍ପଦ ଓ ଲୋକାଲ ବଡିର ଅଡିଟ୍ କରିବେ ସିଏଜି

ଭୁବନେଶ୍ବର : ଏଣିକି ପ୍ରାକୃତିକ ସମ୍ପଦ ଓ ଲୋକାଲ ବଡିର ଅଡିଟ୍ କରିବେ ସିଏଜି । ଭୁବନେଶ୍ୱରରେ ପ୍ରିନ୍ସିପାଲ ଏଜିଙ୍କ ନୂଆ କାର୍ଯ୍ୟାଳୟ ଉଦଘାଟନ ଅବସରରେ ଏହି ସୂଚନା ଦେଇଛନ୍ତି ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ । ଖଣିରେ କେତେ ମୂଲ୍ୟର ପ୍ରାକୃତିକ ସମ୍ପଦ ଭରପୂର ରହିଛି, ଉତ୍ତୋଳନ ଲାଗି କେତେ…

ରାମାୟଣ ଏକ୍ସପ୍ରେସରେ ୱେଟରଙ୍କ ପୋଷାକ ଦେଖି ରାଗିଲେ ସାଧୁ ସନ୍ଥ

ଉଜ୍ଜୈନ:ରାମାୟଣ ଏକ୍ସପ୍ରେସରେ ୱେଟରମାନଙ୍କ ପୋଷାକ ଦେଖି ଉଜ୍ଜୈନ ସାଧୁ ସନ୍ଥମାନେ ବିଗିଡି ଯାଇଛନ୍ତି । ଏପରିକି ଟ୍ରେନକୁ ରୋକିଦେବା ନେଇ ଧମକ ଦେଇଛନ୍ତି । ୱେଟରମାନେ ସାଧୁ ସନ୍ଥଙ୍କ ପରି ପୋଷାକ ପିନ୍ଧି ଯାତ୍ରୀମାନଙ୍କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଥିଲା । ଏହା ସମ୍ପୂର୍ଣ୍ଣ ଭାବେ…

ଆସନ୍ତାକାଲି ରାୟଗଡ଼ାରେ BSKY ସ୍ମାର୍ଟ କାର୍ଡ ବଣ୍ଟନର ହେବ ଶୁଭାରମ୍ଭ

ରାୟଗଡ଼ା : ଆସନ୍ତାକାଲି ରାୟଗଡା ଜିଲ୍ଲାରେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ଏ ନେଇ ସ୍ଥାନୀୟ ଜିସିଡି ପଡ଼ିଆରେ…

ନୂଆପଡ଼ାରେ ଠକେଇର ନୂଆ ତରିକା, ମୋବାଇଲ ସିମ୍ ନେଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ

ନୂଆପଡ଼ା : ନୂଆପଡ଼ାରେ ଠକେଇର ନୂଆ ତରିକା । ମିଠା କଥା କହି ମୋବାଇଲରୁ ସିମ୍ ନେଇ ଲକ୍ଷ ଲକ୍ଷ ଟଙ୍କା ହଡପ ହୋଇଛି । ଏପରି ଏକ ଅଭିଯୋଗ ପରେ ଠକକୁ ଗିରଫ କରିଛି ଖଡ଼ିଆଳ ପୋଲିସ । ଖଡ଼ିଆଳ ଥାନା ଗୋଇମୁଣ୍ଡି ଗାଁର ଭିନ୍ନକ୍ଷମ ଶିକ୍ଷକ ମକରଧ୍ବଜ କାଣ୍ଡ ଓ ଖଡ଼ିଆଳ ସହରର କ୍ଷୀର ନାୟକଙ୍କ ସହ…

ପୁରୀରେ ହେବେ ଗ୍ରୀନ ଫିଲ୍ଡ ଏୟାରପୋର୍ଟ : ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ହେବ ଗ୍ରୀନ ଫିଲ୍ଡ ଏୟାରପୋର୍ଟ । ଝାରସୁଗୁଡାରେ ଆୟୋଜିତ ଉଡାନ୍ ଉତ୍ସବରେ ଯୋଗଦେଇ କେନ୍ଦ୍ର ବେସମାରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ପୁରୀକୁ ଗ୍ରିନ୍ ଫିଲ୍ଡ ଏୟାରପୋର୍ଟ ପାଇଁ ରାଜ୍ୟକୁ ବିସ୍ତୃତ…

ଅଧିକ ଲାଭର ଲୋଭ ଦେଖାଇ ଲୁଟି ନେଲେ ୧୫ ଲକ୍ଷ ଟଙ୍କା

ରାଉରକେଲା : ଅଧିକ ଲାଭର ଲୋଭ ଦେଖାଇ ଲୁଟି ନେଲେ ୧୫ ଲକ୍ଷ ଟଙ୍କା । ଇସ୍ପାତ ନଗରୀ ରାଉରକେଲାରୁ ଆସିଛି ଏଭଳି ଏକ ଘଟଣା । ସେୟାର ମାର୍କେଟରେ ଅଧିକ ଲାଭ ମିଳିବାର ଲୋଭ ଦେଖାଇ ରାଉରକେଲା ସହରର ଜଣେ ଯୁବକଙ୍କ ଠାରୁ ଟଙ୍କା ଠକି ନେଇଛନ୍ତି ଜଣେ ଯୁବକ । ୧୫ ଲକ୍ଷ ୮୧ ହଜାର ଟଙ୍କା ଠକି ନେଇଥିବା…

ଚୁପଚାପ ବିବାହ ବନ୍ଧନରେ ଆବଦ୍ଧ ହେଲେ ଉନ୍ମୁକ୍ତ

ନୂଆଦିଲ୍ଲୀ:୧୯ ବର୍ଷରୁ କମ୍ ବିଶ୍ୱକପ ବିଜେତା ଭାରତୀୟ ଦଳର ପୂର୍ବତନ ଅଧିନାୟକ ଉନ୍ମୁକ୍ତ ଚାନ୍ଦ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସେ ଚୁପଚାପ ଫିଟନେସ ଟ୍ରେନର ସିମ୍ରନ ଖୋସଲାଙ୍କ ସହ ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି । ୨୦୧୦ରେ ୨୮ ବର୍ଷୀୟ ଏହି ଯୁବ କ୍ରିକେଟର ଦିଲ୍ଲୀ ପକ୍ଷରୁ…

କରୋନା ସଂକ୍ରମିତ ହେଲେ କମଳା ହାସନ

ମୁମ୍ବାଇ: ଫିଲ୍ମ ଷ୍ଟାର କମଳା ହାସନ କରୋନା ସଂକ୍ରମିତ ହୋଇଛନ୍ତି । ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଛନ୍ତି । ଆମେରିକା ଗସ୍ତରୁ ଫେରିବା ପରେ ତାଙ୍କୁ ସାମାନ୍ୟ କାଶ ହୋଇଥିଲା । ଏହା ପରେ ସେ କୋଭିଡ ଟେଷ୍ଟ କରାଇଥିଲେ ଏବଂ ଏହା ପଜିଟିଭ ଆସିଥିଲେ । ସେ ସୋସିଆଲ ସାଇଟରେ…