Latest Odisha News

BREAKING NEWS

Browsing Category

ଫିଚର

ଏମକେସିଜି ମେଡିକାଲର ପିଜି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ, ରୋଗୀସେବା ବାଧାପ୍ରାପ୍ତ

ବ୍ରହ୍ମପୁର : ଏମକେସିଜି ମେଡିକାଲର ପିଜି ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପିଜି ଓ ନିଟ୍ କାଉନସେଲିଂରେ ଅହେତୁକ ବିଳମ୍ବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ ମାନେ । ୨୦୨୧ ବର୍ଷ ପାଇଁ କାଉନସେଲିଂ ବିଳମ୍ବ ହେଉଛି । କାଉନସେଲିଂ ଶିଘ୍ର କରାଯାଉ ବୋଲି ଦାବି କରିଛନ୍ତି ।…

ରାଜ୍ୟରେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି

ଭୁବନେଶ୍ୱର: ମଙ୍ଗଳବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ହୋଇଥିବା ଦେଖିବାକୁ ମିଳିଛି । ଅଧିକାଂଶ ସ୍ଥାନରେ ଦିନ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ରହିଥିଲା । ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଲୋକମାନେ ବହୁ ହଇରାଣ ହୋଇଥିଲେ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁଯାୟୀ,…

ଜାନୁଆରୀ ୧୦ରୁ କଟକରେ ଦିଆଯିବ ବୁଷ୍ଟର ଡ଼ୋଜ୍

କଟକ: ଜାନୁଆରୀ ୧୦ତାରିଖରୁ କରୋନା ପାଇଁ କଟକରେ ବୁଷ୍ଟର ଡ଼ୋଜ୍ ପ୍ରଦାନ ଆରମ୍ଭ ହେବ । ଏନେଇ ସୂଚନା ପ୍ରଦାନ କରାଯାଇଛି । ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଚିନ୍ତା ବଢ଼ିଲାଣି । ତେଣୁ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର । ଏହାକୁ ଦୃଷ୍ଟିରେ ରଖି ବୁଷ୍ଟର ଡ଼ୋଜ୍ ଦିଆଯିବା…

ଭୁବନେଶ୍ୱର ଏକାମ୍ର ଅଞ୍ଚଳରେ ୧୦୩ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଏକାମ୍ର ଅଞ୍ଚଳରେ ୧୦୩ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ୧୦୩ କୋଟି ଟଙ୍କା ବିନିଯୋଗରେ ୧୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ଏକାମ୍ର ଅଞ୍ଚଳର ବିକାଶ ପାଇଁ ପୁରୁଣା ଭୁବନେଶ୍ବରରେ ୨୪ ଘଣ୍ଟିଆ ଗୁଣାତ୍ମକ…

ଫ୍ରେବୃଆରୀରେ ପିକ୍ ନେଇପାରେ ତୃତୀୟ ଲହର ସୂଚନା ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ତୃତୀୟ ଲହର ଆସିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଓଡିଶାରେ ଦୁଇମାସ ବିଳମ୍ବରେ ଆସିଥିଲା ପ୍ରଥମ ଓ ଦ୍ୱିତୀୟ ଲହର । IMCRର ଆକଳନ ଆନୁସାରେ ଯଦି ତୃତୀୟ ଲହର ଆସେ । ଖୁବ୍ ଶୀଘ୍ର ଓଡିଶା ଆସିବ । ଫେବୃଆରୀରେ ଏହା ପିକ୍ ନେଇ ପାରେ ବୋଲି…

ଲୁଧିଆନା କୋର୍ଟ ବିସ୍ଫୋରଣ: ଜର୍ମାନୀରୁ ଗିରଫ ହେଲା ଏସଜେଏଫ ଆତଙ୍କୀ ଯଶବିନ୍ଦର

ନୂଆଦିଲ୍ଲୀ: ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲାରେ ଆଜି ପୋଲିସକୁ ବଡ ସଫଳତା ମିଳିଛି । ଏହାର ମାଷ୍ଟରମାଇଣ୍ଡ ଭାବେ ବିବେଚନା କରାଯାଉଥିବା ଯଶବିନ୍ଦର ସିଂ ମୁଲତାନୀଙ୍କୁ ପୋଲିସ ଜର୍ମାନୀରେ ଗିରଫ କରି ପଚରାଉଚରା କରୁଛି । ଶିଖ ଫର ଜଷ୍ଟିସ (ଏସଜେଏଫ)ର ସକ୍ରିୟ ସଦସ୍ୟ ତଥା ଆତଙ୍କୀ ଯଶବିନ୍ଦର…

କାନାଡାରେ -୫୫ ଡିଗ୍ରୀ ତଳକୁ ଖସିଲା ପାରଦ , ଲୋକେ ହନ୍ତସନ୍ତ

ଓଟାୱା : କାନାଡାରେ -୫୫ ଡିଗ୍ରୀ ତଳକୁ ଖସିଲା ପାରଦ । ଶୀତଳ ତାପମାତ୍ରା ଏବଂ ଆର୍କଟିକ୍ ବାୟୁ ପଶ୍ଚିମ ପ୍ରଦେଶର ଅଧିକାଂଶ ସ୍ଥାନକୁ ପବନ ଥଣ୍ଡା ସହିତ -୫୫ ଡିଗ୍ରୀ ତଳକୁ ପାରଦ ଖସିଯିବାରେ ଲାଗିଛି । ଫଳରେ କାନାଡାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କାନାଡା ସହିତ ଆଲବର୍ଟା ,…

ରାଜ୍ୟରେ ଗତ ୨୪ଘଣ୍ଟା ଭିତରେ ୧୫୬ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୫୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯୩ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ସଂକ୍ରମଣରୁ ୬୩ଜଣ ଆକ୍ଟିଭ୍ କେସ୍ ରହିଛି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୨୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ…

ସୌରଭ ଗାଙ୍ଗୁଲିଙ୍କୁ କରୋନା

କୋଲକାତା: ବିସିସିଆଇ ଅଧ୍ୟକ୍ଷ ତଥା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ କରୋନା । ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି କୋଭିଡ୍ ଟେଷ୍ଟ କରାଇଥିଲେ ଗାଙ୍ଗୁଲି । ଏହାପରେ ତାଙ୍କର ରିପୋର୍ଟ ପଜିଟିଭ୍ ବାହାରିଛି । ଏହାପରେ ଗାଙ୍ଗୁଲିଙ୍କୁ କୋଲକାତା ସ୍ଥିତି…

ଭିଜିଲାନ୍ସ ଜାଲରେ ଜୁନିଅର ଇଞ୍ଜିନିୟର, ଏକକାଳୀନ ୪ଟି ସ୍ଥାନରେ ରେଡ୍

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ଡିଭିଜନର ଜୁନିଅର ଇଞ୍ଜିନିୟର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଗ୍ରାମ୍ୟ ଉନ୍ନୟନ ଡିଭିଜନ୍-୨ର ଜୁନିଅର ଇଞ୍ଜିନିୟରଙ୍କ ଘରେ ରେଡ୍ ହୋଇଛି । ତାଙ୍କ ନାଁ ବଂଶୀଧର ସେଠୀ । ସେ ଏବେ ଦିଗପହଣ୍ଡି ଆରଡବ୍ଲ୍ୟୁ ସେକ୍ସନ-୧ରେ…