Latest Odisha News

BREAKING NEWS

Browsing Category

ଫିଚର

ମହାରାଷ୍ଟ୍ର ଓ ଦିଲ୍ଲୀରେ ମାଡୁଛି ଓମିକ୍ରନ୍, ଦେଶରେ ୬୫୩ କେସ୍

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି ଓମିକ୍ରନ୍ । ୨୧ ରାଜ୍ୟରେ ପଶିଲାଣି କରୋନାର ନୂଆ ଭାରିଆଣ୍ଟ । ଦୈନିକ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ବାହାରିଛି ଆଉ ୭୫ ପଜିଟିଭ୍ । ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୬୫୩କୁ ବୃଦ୍ଧି ପାଇଛି । ଗତକାଲି ଏହି…

ବଦଳିଲା ପାଗ, ରାଜ୍ୟରେ ଘନ କୁହୁଡ଼ି ଓ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ବଦଳିଛି ପାଗ । ବଙ୍ଗୋପସାଗରରୁ ରାଜ୍ୟକୁ ମଧ୍ୟକୁ ପ୍ରବେଶ କରୁଥିବା ଉଷ୍ମ ଓ ଜଳୀୟବାଷ୍ପପୂର୍ଣ୍ଣ ସାମୁଦ୍ରିକ ପବନର ପ୍ରଭାବ ରହିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ବୃଦ୍ଧି ଘଟିଛି । ଏଥିପାଇଁ ଶୀତ କମିଛି । ହେଲେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି…

ଓମିକ୍ରନ୍ ଚିନ୍ତା: ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସ୍ଥିତି, କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ମୁକାବିଲା ପ୍ରସ୍ତୁତି ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକାକରଣକୁ ତ୍ୱରାନ୍ୱିତ କରିବା, ସବୁ କୋଭିଡ ଚିକିତ୍ସା ବ୍ୟବସ୍ଥାକୁ କ୍ରିୟାଶୀଳ କରିବା ପାଇଁ…

ଓଲଟିଲା OSRTC ବସ୍, କୁହୁଡ଼ିରେ ଦେଖାଗଲାନି ରାସ୍ତା

ଜୟପୁର(କୋରାପୁଟ): କୁହୁଡ଼ିରେ ଦେଖାଗଲାନି ରାସ୍ତା । ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଓଲଟି ପଡ଼ିଲା OSRTC ବସ୍ । ଏଥିରେ ୫ ଜଣ ଆହତ ହୋଇଛନ୍ତି । ବିଶାଖାପାଟଣାରୁ ଉମରକୋଟ ଯାଉଥିବା ବେଳେ କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ଉମୁରି ନିକଟରେ ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଛି ।…

ମିଶନାରିଜ ଅଫ ଚ୍ୟାରିଟିର ଆକାଂଉଟ ଫ୍ରିଜ କରାଯାଇନି: ଗୃହ ମନ୍ତ୍ରଣାଳୟ

କୋଲକାତା: ମିଶନାରିଜ ଅଫ ଚ୍ୟାରିଟର ବ୍ୟାଙ୍କ ଆକାଂଉଟକୁ ଫ୍ରିଜ କରାଯାଇ ନାହିଁ ବୋଲି ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ସୋମବାର ମଦର ଟେରେସାଙ୍କ ଦ୍ୱାରା ପ୍ରତିଷ୍ଠିତ ଚ୍ୟାରିଟ ବ୍ୟାଙ୍କ ଆକାଂଉଟଗୁଡିକ କେନ୍ଦ୍ର ସରକାର ଅଚଳ କରି ଦେଇଛନ୍ତି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

ବିକ୍ରମ ମିଶ୍ରି ହେଲେ ଡେପ୍ୟୁଟି ନ୍ୟାସନାଲ ସିକ୍ୟୁରିଟି ଆଡଭାଇଜର

ନୂଆଦିଲ୍ଲୀ: ବିକ୍ରମ ମିଶ୍ରିଙ୍କୁ ସୋମବାର ଡେପୁଟି ନ୍ୟାଶନାଲ ସିକ୍ୟୁରିଟି ଆଡଭାଇଜର ଭାବେ ନିଯୁକ୍ତ କରାଯାଇଛି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ସେ ସହାୟତା କରିବେ । ୧୯୮୯ ବ୍ୟାଚ ଆଇଏଫଏସ ଅଧିକାରୀ ମିଶ୍ରୀଙ୍କ ଚୀନ ପ୍ରସଙ୍ଗରେ ଭଲ ଅଭିଜ୍ଞତା ରହିଥିବାରୁ ଏହି…

ଆସନ୍ତୁ ଜାଣିବା ସଲମାନଙ୍କୁ ଟାର୍ଗେଟ କରି କିଏ କହିଲେ ସାପ ତା କାମ ଠିକ କରିଥିଲା, ସାମ୍ନା ଲୋକର ବିଷ ଅଧିକ ଥିଲା

ମୁମ୍ବାଇ: ସଲମାନ ଖାଁଙ୍କୁ ସାପ କାମୁଡା ଖବର ବେଶ ଚର୍ଚ୍ଚା ସାଉଁଟିଛି । ପ୍ରଶଂସକମାନେ ଏଥିନେଇ ବ୍ୟସ୍ତ ହୋଇ ପଡିଥିବା ବେଳେ ନିନ୍ଦୁକମାନେ ମନେ ମନେ ଖୁସି ହୋଇଥିଲେ । ଏହା ମଧ୍ୟରେ ଆତ୍ମଘୋଷିତ ସମାଲୋଚକ କମାଲ ଆର ଖାଁ ସୋମବାର ଏ ନେଇ ବିବାଦୀୟ ବୟାନ ଦେଇଛନ୍ତି । ସେ ଟୁଇଟ କରି ସଲମାନଙ୍କ…

ପୋଲିସ ଓ ଏସଟିଏଫ୍ ପଞ୍ଝାରେ ଦୁଇ ବ୍ରାଉନସୁଗର ବେପାରୀ

ପୁରୀ : ପୋଲିସ ପଞ୍ଝାରେ ଧଳା ଜହର ବେପାରୀ । ଏସଟିଏଫ୍ ଓ ତାଳବଣିଆ ପୋଲିସ ଦୁଇ ଜଣ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଦୁଇ ଜଣ ବେପାରୀ ହେଲା ପୁରୀ ଜିଲ୍ଲା ଗୋପ ଅଞ୍ଚଳର ସମ୍ପଦ କୁମାର ଦାସ ଓ ବାଲେଶ୍ୱର ଖଣ୍ଟପଡାର କମଳ କିଶୋର ପଣ୍ଡା । ଅଭିଯୁକ୍ତମାନଙ୍କ ଠାରୁ ୧୦୦…

କ୍ଲାସରୁମକୁ ମୋବାଇଲ୍ ନେଇପାରିବେନି ଶିକ୍ଷକ ଓ ଶିକ୍ଷୟିତ୍ରୀ, ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ଜାରି କଲେ ନୂଆ…

ସମ୍ବଲପୁର : କ୍ଲାସରୁମକୁ ମୋବାଇଲ ନେଇପାରିବେନି ଶିକ୍ଷକ ଓ ଶିକ୍ଷୟିତ୍ରୀ । କ୍ଲାସ ସମୟରେ କୌଣସି ଶିକ୍ଷକ ବା ଶିକ୍ଷୟିତ୍ରୀ ସେମାନଙ୍କ ମୋବାଇଲ ସାଙ୍ଗରେ ନେଇ ପାରିବେ ନାହିଁ । ଏନେଇ ଏକ ନୂଆ ନିୟମ ଜାରି କରିଛନ୍ତି ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ । କଣ ପାଇଁ ମୋବାଇଲ ଫୋନକୁ ବାରଣ…

ଶ୍ମଶାନରେ ପରିବାର ଲୋକ ମୁଖାଗ୍ନି ଦେବା ବେଳେ ହଠାତ୍ ଉଠିପଡିଲେ ମୃତବ୍ୟକ୍ତି

ଦିଲ୍ଲୀ : ଶ୍ମଶାନରେ ଚାଲିଥିଲା ଅନ୍ତିମ ସଂସ୍କାର । ହଠାତ୍ ଉଠିପଡିଲା ଶବ । ରାଜଧାନୀ ଦିଲ୍ଲୀରେ ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀର ନରେଲା ଅଞ୍ଚଳରେ ୬୨ ବର୍ଷୀୟ ବୃଦ୍ଧା ସତୀଶ ଭରଦ୍ୱାଜଙ୍କ ରବିବାର ସକାଳୁ ମୃତ୍ୟୁ ହୋଇଯାଇଥିଲା । ପରିବାର ଲୋକ ଅନ୍ତିମ ସଂସ୍କାର ପାଇଁ…