Latest Odisha News

BREAKING NEWS

Browsing Category

ଫିଚର

ସମୁଦ୍ର ମଝିରୁ ଉଦ୍ଧାର ହେଲେ ୨୦ ବାଂଲାଦେଶୀ ମତ୍ସ୍ୟଜୀବୀ

ପାରାଦୀପ : ଦୀର୍ଘ ୨୦ ଦିନ ହେଲା ବାଟବଣା ହୋଇ ଫସି ରହିଥିବା ୨୦ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛନ୍ତି ପାରାଦୀପର ମତ୍ସ୍ୟଜୀବୀ । ମାଛ ମାରିବାକୁ ଗତ ୭ ତାରିଖରେ ବାଂଲାଦେଶର ଭୋଲାବୋରିସାଲ ଜିଲ୍ଲାର ଚର୍ଚ୍ଚ ଫେସନ ମାଛଧରା ଘାଟରୁ ବାହାରିଥିଲେ ମତ୍ସ୍ୟଜୀବୀ । ହେଲେ ବାତ୍ୟାର…

ନୋବେଲ ଶାନ୍ତି ବିଜେତା ଡେସମଣ୍ତ ଟୁଟୁଙ୍କ ପରଲୋକ

ନୂଆଦିଲ୍ଲୀ : ନୋବେଲ ଶାନ୍ତି ପୁରସ୍କାର ବିଜେତା ତଥା ଦକ୍ଷିଣ ଆଫ୍ରିକାର ଜନପ୍ରିୟ ନେତା ଡେସମଣ୍ଡ ଟୁଟୁଙ୍କ ପରଲୋକ । ୯୦ ବର୍ଷ ବୟସରେ ତାଙ୍କ ବିୟୋଗ ହୋଇଛି । ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟ ଦୂର କରିବାରେ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ ଡେସମଣ୍ଡ ଟୁଟୁ । ତାଙ୍କ…

ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତି ହୋଇଛି: ନବୀନ

ଭୁବନେଶ୍ବର : ପ୍ରତିଷ୍ଠା ଦିବସ ପାଳିଛି ବିଜେଡି । ୨୫ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ବାସର ପ୍ରତୀକ…

ପିପିଲିରେ ମାତିଲେ ଲୁଟେରା ଗ୍ୟାଙ୍ଗ୍‌, ବୁଲାଇଲେ କଳାକନା

ପିପିଲି : ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ମାତିଲେ ଲୁଟେରା ଗ୍ୟାଙ୍ଗ୍‌ । ଗୋଟିଏ ରାତିରେ ଏକାଧିକ ସ୍ଥାନରୁ ହୋଇଛି ଲୁଟ୍‌ । ଦୁର୍ବୃତ୍ତଙ୍କ ଲୁଟରୁ ବାଦ୍‌ ପଡ଼ିନାହିଁ ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ସରକାରୀ ଅଫିସ । ଏପରିକି ସାଧାରଣ ଗରିବ ଲୋକଙ୍କୁ ଛାଡି ନାହାନ୍ତି ଲୁଟେରା ଗ୍ୟାଙ୍ଗ ।…

କର୍ଣ୍ଣାଟକରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ, ୨୮ରୁ ଲାଗିବ କଟକଣା

କର୍ଣ୍ଣାଟକ : ଓମିକ୍ରନ ସଙ୍କଟ ବଢୁଥିବା ବେଳେ ୧୦ ଦିନିଆ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି କର୍ଣ୍ଣାଟକ ସରକାର । ଡିସେମ୍ବର ୨୮ରୁ ୧୦ଦିନ ଯାଏ କଟକଣା ଲାଗୁ ହେବ । ରାତି ୧୦ଟାରୁ ଭୋର ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ କେ. ସୁଧାକର । ନାଇଟ୍…

ତେଲେଙ୍ଗାନାରେ ସୁରକ୍ଷା କର୍ମୀଙ୍କ ମଧ୍ୟରେ ସଂଘର୍ଷ

ତେଲେଙ୍ଗାନା : ମାଲକାନଗିରି ସୀମାନ୍ତ ତେଲେଙ୍ଗାନାରେ ସୁରକ୍ଷା କର୍ମୀଙ୍କ ମଧ୍ୟରେ ସଂଘର୍ଷ । ତେଲେଙ୍ଗାନାର ଭେଙ୍କଟପୁରମ ପୋଲିସ ଷ୍ଟେସନ ଅନ୍ତର୍ଗତ ୩୯ତମ ସିଆରପିଏଫ କ୍ୟାମ୍ପରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମେସ୍ ଇନଚାର୍ଜ ଓ କାର୍ଯ୍ୟରତ ଏସଆଇଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଦୁଇ ଜଣଙ୍କ…

କୁହୁଡ଼ି ପାଇଁ ୧୦ରୁ ଅଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଶୀତରୁ ସାମାନ୍ୟ ଆଶ୍ୱସ୍ତ ମିଳିଛି । ରାଜ୍ୟରେ ଏକ ସପ୍ତାହ ଧରି ଶୀତର ପ୍ରବାହ ଜାରି ରହିଥିଲା । ଶନିବାର ରାତିରେ ସର୍ବନିମ୍ନ ତାପମାତ୍ରା ୧୦ ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରିଥିବାବେଳେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ…

ଓମିକ୍ରନ ଭୟ, ନୂଆବର୍ଷରେ ୩ ଦିନ ବନ୍ଦ ରହିବ ମା’ ମଝିଘରିଆଣୀଙ୍କ ମନ୍ଦିର

ରାୟଗଡ଼ା: ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ଆସନ୍ତା ୩୧ରୁ ଜାନୁଆରୀ ୨ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ନୂଆବର୍ଷରେ କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ମନ୍ଦିର ବନ୍ଦ ରହିବ । ଏନେଇ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।…

‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ମୋଦି

ଦିଲ୍ଲୀ: ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଭିଡ଼-୧୯ ମହାମାରୀ ସମୟରେ ସମସ୍ତେ ଗୋଟିଏ ପରିବାର ଭଳି ଏକଜୁଟ ହୋଇଥିବାରୁ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦେଶବାସୀଙ୍କୁ ପ୍ରଶଂସା କରିଥିଲେ । ଓମିକ୍ରନକୁ ନେଇ ସତର୍କ କରାଇ…

ମାଲକାନଗିରି ସୀମାନ୍ତ ତେଲେଙ୍ଗାନାରେ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ

ମାଲକାନଗିରି: ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ । ମାଲକାନଗିରି ସୀମାନ୍ତ ତେଲେଙ୍ଗାନାରୁ ଏହିପରି ଘଟଣା ସାମ୍ନାକୁ ଆସିଛି । ତେଲେଙ୍ଗାନାର ମୁଲୁଗ ଜିଲ୍ଲା ଅନ୍ତର୍ଗତ ଭେଙ୍କେଟପୁରମ ପୋଲିସ ଷ୍ଟେସନରେ ଥିବା ୩୯ତମ ସିଆରପିଏଫ୍ କ୍ୟାମ୍ପରେ ଏହି ଘଟଣା ଘଟିଛି । ଘଟଣାରେ ମେସ୍ ଇନଚାର୍ଜ…