Latest Odisha News

BREAKING NEWS

Browsing Category

ଫିଚର

ମାଲକାନଗିରି ସୀମାନ୍ତ ତେଲେଙ୍ଗାନାରେ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ

ମାଲକାନଗିରି: ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ । ମାଲକାନଗିରି ସୀମାନ୍ତ ତେଲେଙ୍ଗାନାରୁ ଏହିପରି ଘଟଣା ସାମ୍ନାକୁ ଆସିଛି । ତେଲେଙ୍ଗାନାର ମୁଲୁଗ ଜିଲ୍ଲା ଅନ୍ତର୍ଗତ ଭେଙ୍କେଟପୁରମ ପୋଲିସ ଷ୍ଟେସନରେ ଥିବା ୩୯ତମ ସିଆରପିଏଫ୍ କ୍ୟାମ୍ପରେ ଏହି ଘଟଣା ଘଟିଛି । ଘଟଣାରେ ମେସ୍ ଇନଚାର୍ଜ…

ଫ୍ରାନ୍ସରେ କରୋନାର ସୁନାମୀ: ଦିନକରେ ରେକର୍ଡ ଲକ୍ଷେରୁ ଅଧିକ ସଂକ୍ରମିତ

ପ୍ୟାରିସ: ଫ୍ରାନ୍ସରେ ପୁଣି ଥରେ ସୁନାମୀ ଆଣିଛି ମହାମାରୀ । ଦୈନିକ ସଂକ୍ରମଣରେ ନୂଆ ରେକର୍ଡ । ଲକ୍ଷେ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଫ୍ରାନ୍ସରୁ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୪ହଜାର ୬୧୧ ନୂଆ ଆକ୍ରାନ୍ତ । ଲଗାତାର ତୃତୀୟ ଦିନରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ…

ଓଡ଼ିଶାରୁ ଆଉ ୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଓମିକ୍ରନ୍ କେସ୍ । ଆଉ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିନୋମ୍ ସିକ୍ୱେନ୍ସିଂରୁ ଆଉ ୪ ଜଣ କରୋନା ଆକ୍ରାନ୍ତଙ୍କ ପାଖରେ ଓମିକ୍ରନ୍ ଷ୍ଟ୍ରେନ୍ ବାହାରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଛି ଆଇଏଲଏସ୍ । ଦୁଇ ଜଣ ନାଇଜେରିଆରୁ ଓ ଆଉ ଦୁଇ ଜଣ…

ତପସ୍ୱିନୀଙ୍କ ନୂଆ ଭିଡିଓ: ଯାହାକୁ ବିଶ୍ୱାସ କରି ବାହା ହୋଇଥିଲି ସିଏ ବରବାଦ କରିବାକୁ ଚାହୁଁଛନ୍ତି

ବ୍ରହ୍ମପୁର: ଡାକ୍ତର ସୁମିତ ସାହୁ ଓ ପତ୍ନୀ ତପସ୍ୱିନୀଙ୍କ ପାରିବାରିକ ବିବାଦର କେବେ ହେବ ଅନ୍ତ ? ନ୍ୟାୟ ଲଢ଼େଇରେ କେବେ ସରିବ ତପସ୍ୱିନୀଙ୍କ ତପସ୍ୟା ? ଶାଶୁ ଘର ବାରଣ୍ଡାରେ ଧାରଣା ଜାରି ରହିଥିବା ବେଳେ ସାମନାକୁ ଆସିଛି ତପସ୍ୱିନୀଙ୍କ ନୂଆ ଭିଡିଓ । ଯେଉଁଥିରେ କାନ୍ଦି କାନ୍ଦି ଭଲ ପାଇବା ଓ…

ଆଜି ରାଜ୍ୟରୁ ୧୧୨ କରୋନା ପଜିଟିଭ୍

ଭୁବନେଶ୍ୱର: ଓଡ଼ିଶାରେ ତଳକୁ ତଳକୁ ଖସୁଛି କରୋନା କାୟା । ଶହେ ମୁହାଁ ଦୈନିକ କେସ୍ । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧୨ ନୂଆ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୬୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୫ଟି । ୧୮ ବର୍ଷ ଭିତରେ ଆଉ ୧୭ ଜଣ ପଜିଟିଭ୍ ବାହାରିଛନ୍ତି ।…

ରାସ୍ତାକଡ଼ରେ ଓଲଟିଲା ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ

ପାରାଦୀପ: ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଓଲଟିଲା ବସ୍ । ପାରାଦୀପ-କଟକ ରାସ୍ତାର ହସିଣା ନିକଟ ପେଟ୍ରୋଲ ପମ୍ପ ନିକଟରେ ଓଲଟିଲା ସ୍ନେହ ସାଗର ନାମକ ବସ୍ । ତେବେ ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନାହିଁ । ଡ୍ରାଇଭର ଓ ଯାତ୍ରୀ ସମସ୍ତେ ସୁରକ୍ଷିତ ଅଛନ୍ତି । ବସରେ ୬ ଜଣ ଯାତ୍ରୀ ଥିଲେ ।…

କମୁଛି ଶୀତ ଲହରୀ, କାଲିଠୁ ବଦଳିବ ପାଗ

ଭୁବନେଶ୍ୱର: ଶୀତରୁ ସାମାନ୍ୟ ଆଶ୍ୱସ୍ତି । କମୁଛି ଶୀତ ଲହରୀ । ଉପରମୁହାଁ ରହିଛି ପାରଦ । ରାଜ୍ୟରେ ରାତିର ତାପମାତ୍ରା ସାମାନ୍ୟ ବୃଦ୍ଧି ଘଟିଛି । ଯାହାଫଳରେ କିଛି ଶୀତ କମିଛି । ଗତ ୨୪ଘଣ୍ଟା ଭିତରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର…

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ, ୨୯ ବର୍ଷ ଇତିହାସ ବଦଳାଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ସେଞ୍ଚୁରିଅନ୍: ଆଜିଠୁ ଭାରତ-ଦକ୍ଷଣ ଆଫ୍ରିକା ଟେଷ୍ଟ ସିରିଜ୍। ବକ୍ସିଂ ଡେରେ କଡ଼ା ମୁକାବିଲା ହେବ । ସେଞ୍ଚୁରିଅନର ସୁପରସ୍ପୋଟ୍ସ ପାର୍କଠାରେ ଖେଳାଯିବ ପ୍ରଥମ ଟେଷ୍ଟ । ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ଟେଷ୍ଟରେ ମାତ୍ ଦେଇଥିବା ଟିମ୍ ଇଣ୍ଡିଆର ଲକ୍ଷ୍ୟ ଏବେ ମିଶନ ସାଉଥ୍ ଆଫ୍ରିକା । ବିଜୟରୁ…

ଆଜି ବିଜେଡ଼ିର ୨୫ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜି ବିଜେଡ଼ିର ପ୍ରତିଷ୍ଠା ଦିବସ । ୨୪ବର୍ଷ ପୂରଣ କରି ୨୫ବର୍ଷରେ ପାଦ ଥାପିବାକୁ ଯାଉଛି । ବିଜେଡ଼ି କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ କରାଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆୟୋଜିତ ସଭାକୁ ସମ୍ବୋଧିତ କରିବେ । ଏହାସହ ବ୍ଲକ ଓ…

ଖୋର୍ଦ୍ଧାରେ ଟ୍ରେନ୍ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ

ଖୋର୍ଦ୍ଧା: ହାତୀ ପଲ ରେଳ ଲାଇନ୍ ପାର ହେବା ବେଳେ ଧକ୍କା ଦେଲା ମାଲବାହୀ ଟ୍ରେନ୍ । ଦୁର୍ଘଟଣାରେ ଗୋଟିଏ ଦନ୍ତା ହାତୀର ଜୀବନ ଯାଇଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଭୁଷଣ୍ଡପୁର ରେଲଓ୍ୱେ ଷ୍ଟେସନ ନିକଟରେ ଗତକାଲି ରାତିରେ ହାତୀଙ୍କୁ ଧକ୍କା ଦେଇଥିଲା ମାଲବାହୀ ଟ୍ରେନ୍…