Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରେ ୨୪ଘଣ୍ଟା ଭିତରେ ୧୨୩ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ଭିତରେ ୧୨୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୭୨ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୫୧ଜଣ ଆକ୍ଟିଭ୍ କେସ୍ ରହିଛି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୧୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ…

ହାପି ବର୍ଥ ଡ଼େ ସଲମାନ୍ ଖାନ୍.. .

ମୁମ୍ବାଇ: ବଲିଉଡ଼ ସୁପରଷ୍ଟାର ତଥା ଭାଇଜାନ ସଲମାନ ଖାନଙ୍କ ଆଜି ଜନ୍ମଦିନ । ୫୬ବର୍ଷରେ ପାଦ ଥାପିଛନ୍ତି ଅଗଣିତ ଦର୍ଶକଙ୍କ ପ୍ରିୟ ସଲମାନ୍ । ଦୀର୍ଘଦିନ ଧରି ବଲିଉଡ଼ରେ ରାଜ କରୁଛନ୍ତି ସଲ୍ଲୁ । ବଲଉଡ଼ରେ ସୁଲତାନ୍, ଭାଇଜାନ, ଦବଙ୍ଗ ଆଦି ଭିନ୍ନ ଭିନ୍ନ ନାଁରେ ପରିଚିତ ସୁପରଷ୍ଟାର ସଲମାନଙ୍କ ଆଜି…

ଦେଶରେ ପାଖାପାଖି ୬୦୦ ହେଲାଣି ଓମିକ୍ରନ୍ କେସ୍

ନୂଆଦିଲ୍ଲୀ: ଦେଶରେ ମାଡୁଛି ଓମିକ୍ରନ୍ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଦିଲ୍ଲୀ ଓ ମହାରାଷ୍ଟ୍ରରେ ବଢ଼ି ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୭୮କୁ ବୃଦ୍ଧି ପାଇଛି । ଦିଲ୍ଲୀରୁ ବାହାରିଛି ସର୍ବାଧିକ ୧୪୨ ଜଣ ନୂଆ…

ଏନକାଉଣ୍ଟରରେ ଟଳିଲେ ୬ ମାଓବାଦୀ

ମାଲକାନଗିରି: ତେଲେଙ୍ଗାନା ଓ ଛତିଶଗଡ଼ ସୀମାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ମାଓବାଦୀ ନିହତ । ଏନକାଉଣ୍ଟର ସ୍ଥଳରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ ହୋଇଛି । ତେଲେଙ୍ଗାନା ଓ ଛତିଶଗଡ଼ ସୀମା କିସ୍ତରାମ ଥାନା ଅଞ୍ଚଳରେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ସୁରକ୍ଷାବାହିନୀ…

କରୋନା କାଳରେ ୫ ରାଜ୍ୟ ବିଧାନସଭା ନିର୍ବାଚନ, ଆଜି ସ୍ୱାସ୍ଥ୍ୟ ସଚିବ-ନିର୍ବାଚନ କମିଶନଙ୍କ ବୈଠକ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ତଳେ ରହିଛି । କିନ୍ତୁ କିଛି ରାଜ୍ୟରେ ବଢୁଛି କେସ୍ । ଏହାରି ଭିତରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବି ବଢୁଛି । ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ରହିଛି । କରୋନା କାଳରେ ନିର୍ବାଚନ ଉପରେ ଗୁରୁତ୍ୱ ଦେଉଛନ୍ତି…

ଆଜିଠୁ ରାଜ୍ୟରେ ପାଗ ପରିବର୍ତ୍ତନ: ସକାଳୁ ଘନ କୁହୁଡ଼ି, କିଛି ସ୍ଥାନରେ ହୋଇପାରେ ବର୍ଷା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ପାଗ ପରିବର୍ତ୍ତନ ହୋଇଛି । ଶୀତରୁ ଲୋକଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି । ଏକ ସପ୍ତାହ ଧରି ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହୋଇଥିଲା । ଜାଡ଼ରେ ଜନଜୀବନ ଅସ୍ତବ୍ୟବସ୍ତ ହୋଇପଡ଼ୁଥିଲା । ଫଳରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଥିଲା । ସୋମବାରଠାରୁ କିଛି ସ୍ଥାନରେ…

ସଲମାନ କହିଲେ ତିନି ଥର କାମୁଡ଼ିଥିଲା ସାପ, ହସ୍ପିଟାଲରେ ରହିଲେ ୬ ଘଣ୍ଟା

ମୁମ୍ବାଇ: ସଲମାନ ଖାନଙ୍କୁ ସାପ ଥରେ ନୁହେଁ ତିନି ଥର କାମୁଡ଼ିଥିଲା । ହାତରେ ଚୋର ପରେ ଚୋଟ ମାରିଥିଲା ସାପ । ତାଙ୍କ ଫାର୍ମ ହାଉସ ଗାର୍ଡେନରେ ସର୍ପ ଦଂଶନର ଶିକାର ହୋଇଥିଲେ ଭାଇଜାନ୍ । ନିଜେ ଏକଥା କହିଛନ୍ତି ସଲମାନ ଖାନ୍ । ସେ କହିଛନ୍ତି, ପାନଭେଲ୍ ସ୍ଥିତ ଫାର୍ମହାଉସରେ ଏକ ସାପ ପଶିଥିଲା…

ସୁନୀଲ ବଂଶଲଙ୍କୁ ଓଡ଼ିଶା ଫେରିବାକୁ ଅନୁମତି ଦେଲା କେନ୍ଦ୍ର, ନୂଆବର୍ଷରେ ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ

ନୂଆଦିଲ୍ଲୀ: ଓଡ଼ିଶାର ନବନିଯୁକ୍ତ ପୋଲିସ ଡିଜି ସୁନୀଲ କୁମାର ବଂଶଲ ଓଡ଼ିଶା ଫେରିବେ । ଡେପୁଟେସନରୁ ଓଡ଼ିଶା ଫେରିବା ନେଇ ତାଙ୍କୁ ଅନୁମତି ଦେଇଛି କେନ୍ଦ୍ର କ୍ୟାବିନେଟ ନିଯୁକ୍ତି କମିଟି । ସୁନୀଲ ବଂଶଲ ଏବେ କେନ୍ଦ୍ର ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶ ଅଛନ୍ତି । ନିକଟରେ ତାଙ୍କୁ…

କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ । ରେଡ୍ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି କୋରାପୁଟ ପୋଲିସ । ଜିଲ୍ଲାର ବାଲେର ଗାଁରେ ଲମତାପୁଟ ଓ ମାଛକୁଣ୍ଡ ଥାନା ପୋଲିସର ମିଳିତ ରେଡ୍ ବେଳେ ମିଳିଛି ୧୩ କ୍ୱିଣ୍ଟାଲ ୫୭ କିଲୋ ଗଞ୍ଜେଇ । ୫୮ଟି ବସ୍ତାରେ ଏସବୁ ଗଞ୍ଜେଇ ଭର୍ତ୍ତି…

ସମୁଦ୍ର ମଝିରୁ ଉଦ୍ଧାର ହେଲେ ୨୦ ବାଂଲାଦେଶୀ ମତ୍ସ୍ୟଜୀବୀ

ପାରାଦୀପ : ଦୀର୍ଘ ୨୦ ଦିନ ହେଲା ବାଟବଣା ହୋଇ ଫସି ରହିଥିବା ୨୦ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛନ୍ତି ପାରାଦୀପର ମତ୍ସ୍ୟଜୀବୀ । ମାଛ ମାରିବାକୁ ଗତ ୭ ତାରିଖରେ ବାଂଲାଦେଶର ଭୋଲାବୋରିସାଲ ଜିଲ୍ଲାର ଚର୍ଚ୍ଚ ଫେସନ ମାଛଧରା ଘାଟରୁ ବାହାରିଥିଲେ ମତ୍ସ୍ୟଜୀବୀ । ହେଲେ ବାତ୍ୟାର…