Latest Odisha News

BREAKING NEWS

Browsing Category

ଫିଚର

ବହୁ ପ୍ରତୀକ୍ଷିତ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆଜିର ଦିନ ଓଡ଼ିଶା ଇତିହାସରେ ରହିବ

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଉଦଘାଟନ କରିଛନ୍ତି। ମେଟ୍ରୋ ରେଳ ପ୍ରକଳ୍ପ ଅଧୀନରେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ଦେଇ କଟକକୁ ସହଜରେ ପରିବହନ ସୁବିଧା ଯୋଗାଇ…

କିମ ଜୋଙ୍ଗଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚୁଛନ୍ତି ଦକ୍ଷିଣ କୋରିଆ, ଆମେରିକା

ନୂଆଦିଲ୍ଲୀ: ଉତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ଏବେ ଅଧିକାଂଶ ଦେଶଙ୍କ ପାଇଁ ମୁଣ୍ଡ ବ୍ୟାଥାର କାରଣ ସାଜିଛନ୍ତି । ବିଶେଷ କରି ଆମେରିକା ଓ ଦକ୍ଷିଣ କୋରିଆଙ୍କ ପାଇଁ ସେ ସର୍ବଦା ବିପଦର ଘଂଟି ହୋଇ ରହିଛନ୍ତି । ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟ ଅନୁସାରେ ଆମେରିକା ଓ ଦକ୍ଷିଣ…

ନିମନ୍ତ୍ରଣ ପତ୍ର ନମିଳିବା ନେଇ ଉଦ୍ଧବଙ୍କ ଅଭିଯୋଗ, ପୂଜକ କହିଲେ କେବଳ ଭଗବାନ ରାମଙ୍କ ଭକ୍ତକୁ ଦିଆଯାଇଛି

ଲକ୍ଷ୍ନୌ: ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଉଦ୍ଧବ ଠାକରେଙ୍କ ଅଭିଯୋଗର ଜବାବ ଦେଇଛନ୍ତି ଯେ ଭଗବାନ ରାମଙ୍କ ପବିତ୍ର ସମାରୋହକୁ କେବଳ ଭଗବାନ ରାମଙ୍କ ଭକ୍ତମାନଙ୍କୁ ଦିଆଯାଇଛି ଏବଂ ଏହା ଏକ ରାଜନୈତିକ ସମାବେଶ ନୁହେଁ । ବିଜେପି ନେତୃତ୍ୱାଧୀନ…

ଦାମ ରାଉତଙ୍କ ଉପରୁ ବହିଷ୍କାର ଆଦେଶ ହଟାଇଲା ବିଜେଡି

ଭୁବନେଶ୍ୱର: ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ହଟାଇ ଦେଇଛି ବିଜୁ ଜନତା ଦଳ। ନୂଆବର୍ଷରେ ଦଳର ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି। ଆଗକୁ ନିର୍ବାଚନ ରହିଛି। ପାରାଦୀପରେ ଦାମ ଜଣେ ଟାଣୁଆ ନେତା। ଯଦିଓ…

ରାହୁଲ ଗାନ୍ଧୀ ଜଣେ ସାଧାରଣ ସାଂସଦ ତାଙ୍କୁ ଅଧିକ ଗୁରୁତ୍ବ ଦେବା ଠିକ୍ ନୁହେଁ: କଂଗ୍ରେସ ନେତା

ଭୋପାଳ: କଂଗ୍ରେସର ପୂର୍ବତନ ସାଂସଦ ଲକ୍ଷ୍ମଣ ସିଂହ କହିଛନ୍ତି ଯେ ରାହୁଲ ଗାନ୍ଧୀ ଜଣେ ସାଧାରଣ ଦଳୀୟ କର୍ମୀ ଓ ସାଂସଦ ଏବଂ ତାଙ୍କୁ ଅଧିକ ହାଇଲାଇଟ୍ କରିବା ବା ଗୁରୁତ୍ୱ ଦେବା ଉଚିତ ନୁହେଁ। କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ସାନ ଭାଇ ଲକ୍ଷ୍ମଣ ଶନିବାର ମଧ୍ୟପ୍ରଦେଶର ଗୁନା ସହରରେ…

ବଦଳିଛି ଦିନ, ବଦଳିଛି କ୍ୟାଲେଣ୍ଡର: ନୂଆବର୍ଷରେ ଆଜି ବି ମନେପଡେ ସେଇ ଗ୍ରିଟିଙ୍ଗସ୍ କାର୍ଡ ଓ ସେଥିରେ ଲେଖାଥିବା ଢଗ

ଭୁବନେଶ୍ଵର: ଆଜି ନୂଆ ବର୍ଷ। ବିଦାୟ ନେଇଛି ୨୦୨୩। ଆନନ୍ଦ, ଉଲ୍ଲାସର ସହ ସାରା ବିଶ୍ୱବାସୀ ୨୦୨୪କୁ କରିଛନ୍ତି ସ୍ୱାଗତ। ନୂଆ ସକାଳର ନୂଆ ଆଶା ନେଇ ୨୦୨୪ ଆସିଥିବାରୁ ଚାରିଆଡ଼ ଉତ୍ସବମୁଖର ହୋଇ ଉଠିଛି। ପରସ୍ପରକୁ ‘ହ୍ୟାପି ନ୍ୟୁ ଇୟର’ କହି ଶୁଭେଚ୍ଛା ଜଣାଇଛନ୍ତି। ୨୦୨୩ ଡିସେମ୍ବର ୩୧ରୁ ସବୁଠି…

ନୂଆବର୍ଷରେ ଇସ୍ରୋର ପ୍ରଥମ ସ୍ପେଶ ଅଭିଯାନ: ଶ୍ରୀହରିକୋଟାରୁ ଲଞ୍ଚ ହେଲା ‘ଏକ୍ସପୋସାଟ’

ଶ୍ରୀହରିକୋଟା: ନୂଆ ବର୍ଷରେ ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ ଇସ୍ରୋ ଲଞ୍ଚ କରିଛି ପ୍ରଥମ ସ୍ପେଶ ମିଶନ । ଏକ୍ସ-ରେ ପୋଲାରିମିଟର ସାଟେଲାଇଟ୍ ବା ଏକ୍ସପୋସାଟ୍କୁ ଆଜି ସକାଳ ୯.୧୦ରେ ଲଞ୍ଚ କରିଛି ଇସ୍ରୋ। ୨୦୨୩ରେ ଚନ୍ଦ୍ରଯାନ-୩ ମିଶନ ଦ୍ୱାରା ଚନ୍ଦ୍ରରେ ପହଞ୍ଚିବା ପରେ ଏବଂ ଆଦିତୃ…

ତିନି ସନ୍ତାନଙ୍କୁ ଧରି ଟ୍ରେନ ସାମ୍ନାକୁ ଡେଇଁ ପଡିଲେ ବାପା

ଗୁଜରାଟର ବୋଟାଦ ଜିଲ୍ଲାରୁ ଆସିଛି ଦୁଃଖଦ ଖବର । ନିଜର ତିନି ସନ୍ତାନଙ୍କୁ ନେଇ ଟ୍ରେନ ଆଗକୁ ଡେଇଁ ପଡିଲେ ବାପା ।ଏହି ଘଟଣାରେ ତିନିଜଣଙ୍କର ମୃତ୍ୟୁ ଘଟିଛି । ତେବେ ଏହି ପରିବାର ଏପରି ଚରମ ନିଷ୍ପତ୍ତି କାହିଁକି ନେଲେ ତାହା ସ୍ପଷ୍ଟ ହୋଇ ନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ।…

ନୂଆବର୍ଷରେ ଜଗା ଦର୍ଶନ ପାଇଁ ଭିଡ: ଲାଗୁ ହେଲା ଡ୍ରେସ କୋଡ, ପାନ, ଗୁଟଖା ଉପରେ କଟକଣା

ଭୁବନେଶ୍ୱର: ଆଜି ନୂଆବର୍ଷ । ସକାଳୁ ସକାଳୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି  । ନୂଆ ବର୍ଷରେ ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ରାତି ଗୋଟାଏରୁ ପହଡ ଖୋଲା ଯାଇଛି । ଧାଡିରେ ଭକ୍ତମାନେ ଜଗାକୁ ଦର୍ଶନ କରୁଛନ୍ତି । ଆଜିଠାରୁ ଶ୍ରୀମନ୍ଦିରରେ ନୂଆ ନିୟମ…

ନୂଆବର୍ଷରେ ମେଟ୍ରୋ ରେଳର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି (ସୋମବାର) ନୂଆବର୍ଷରେ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ତ୍ରିଶୂଳିଆ ନିକଟସ୍ଥ ରତଗଡ ଲେଙ୍କା ସାହିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଭିତ୍ତି ପ୍ରସ୍ତର ସ୍ଥାପନ କରିବେ…