Latest Odisha News

BREAKING NEWS

Browsing Category

ଫିଚର

ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାରଙ୍କୁ ଆତଙ୍କବାଦୀ ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାରଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୋମବାର ଆତଙ୍କବାଦୀ ଭାବେ ଘୋଷଣା କରିଛନ୍ତି । ଏହା ପୂର୍ବରୁ ଲଖବୀର ସିଂ ଲଣ୍ଡାଙ୍କୁ ମଧ୍ୟ ସରକାର ଆତଙ୍କି ଘୋଷିତ କରି ସାରିଛନ୍ତି । ଏହି ଦୁଇ ଜଣ ଏବେ କାନାଡାରେ ଲୁଚି କରି ରହୁଛନ୍ତି । ପଞ୍ଜାବରେ ବିଭିନ୍ନ…

ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ବାବଦକୁ ଓଡ଼ିଶାର ଦ୍ୱିତୀୟ ସର୍ବାଧିକ ସଂଗ୍ରହ: ଡିସେମ୍ବର ମାସରେ ୨୫୭୮.୦୫ କୋଟି…

ଭୁବନେଶ୍ବର: ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ଓଡ଼ିଶାର ଦ୍ୱିତୀୟ ସର୍ବାଧିକ ସଂଗ୍ରହ କରିଛି। ୨୦୨୨ ମସିହା ଡିସେମ୍ବରରେ ଏହାର ପରିମାଣ ୧୫୧୫.୮୮ କୋଟି ଥିବା ବେଳେ ୨୦୨୩ ଡିସେମ୍ବରରେ ୨୫୭୮.୦୫ କୋଟି ଆଦାୟ କରିଛି।ଫଳରେ ଏ କ୍ଷେତ୍ରରେ ୭୦.୦୭ ପ୍ରତିଶତ ଉଲ୍ଲେଖନୀୟ ଅଭିବୃଦ୍ଧି…

ଆସନ୍ତୁ ଜାଣିବା ପାଣି ତଳେ କେଉଁଠାରେ ରହିଛି ସବୁଠାରୁ ବଡ ବିନାଶକାରୀ ସ୍ଥାନ

ଟୋକିଓ: ଜାପାନର ସମୂଦ୍ରରେ ଚୁଉକ ଦ୍ୱୀପ ଏ ଭଳି ଏକ ସ୍ଥାନ ଯାହା ପର୍ଯ୍ୟଟକଙ୍କୁ ଭିନ୍ନ ଭିନ୍ନ କାରଣ ନେଇ ଆକୃଷ୍ଟ କରିଥାଏ । ତେବେ ଏହାର ପାଣି ତଳେ ସବୁଠାରୁ ବଡ ବିନାଶକାରୀ ସ୍ଥାନ ରହିଛି । ଯାହାକି ଇତିହାସର କେତେକ କରାଳ କାହାଣୀର ମୂକ ସାକ୍ଷୀ ସାଜିଛି । ଏଠାରେ ବଡ ବଡ ଜାହାଜର…

ସଡ଼କ ସୁରକ୍ଷା ସପ୍ତାହର ଉଦଘାଟନ ସମାରୋହ: ଜାନୁଆରୀ ୭ ଯାଏ ଚାଲିବ କାର୍ଯ୍ୟକ୍ରମ 

ଭୁବନେଶ୍ବର: ଓଡ଼ିଶାର ବାଣିଜ୍ୟ ଏବଂ ପରିବହନ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳିତ। ଜାନୁଆରୀ ୧ରୁ ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ସଡକ ସୁରକ୍ଷା ସପ୍ତାହ ପାଳନ ହେବ। ନାଗରିକଙ୍କ ମଧ୍ୟରେ ସଡକ ସୁରକ୍ଷା ସଚେତନତା ସୃଷ୍ଟି କରିବାକୁ ଏହି ସପ୍ତାହ ପାଳନ କରାଯାଉଛି। ଏହାର ବିଷୟବସ୍ତୁ…

ଡିସେମ୍ବରରେ ୧.୬୫ ଲକ୍ଷ କୋଟିର ଜିଏସଟି ଆଦାୟ 

ନୂଆଦିଲ୍ଲୀ: ଗତବର୍ଷ ଦେଶରେ ମୋଟ ଜିଏସଟି ଆଦାୟ ବୃଦ୍ଧି ପାଇଛି। ଡିସେମ୍ବରରେ ୧.୬୫ ଲକ୍ଷ କୋଟିର ଜିଏସଟି ସଂଗ୍ରହ ହୋଇଛି। ୨୦୨୩ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ଜିଏସଟି ଆଦାୟ ୧୨ ପ୍ରତିଶତ ବୃଦ୍ଧି ପାଇ ୧୪.୯୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏନେଇ ଅର୍ଥ ମନ୍ତ୍ରଣାଳୟ ରିପୋର୍ଟ ପ୍ରକାଶ…

ମୃତ୍ୟୁକୁ ଜୟ କରି ନାଁ ହେଲା ବିଜୟିନି, ହସ୍ପିଟାଲରେ ହେଲା ଏକୋଇଶିଆ

ଭୁବନେଶ୍ଵର: କଥାରେ ଅଛି ରଖେ ହରି ତ ମାରେ କିଏ, ମାରେ ହରି ତ ରଖେ କିଏ । ମୃତ୍ୟୁକୁ ଜୟ କରି ବୋରୱେଲ୍ ରୁ ସୁରକ୍ଷିତ ବାହାରିଥିଲା ବୋଲି ଆଜି ତା ନାଁ ହେଲା ବିଜୟିନି । ଆପଣ ଭାବୁଥିବେ ଆମେ ଏପରି କାହା କଥା କହୁଛୁ । ଇଏ ହେଉଛି ସେଇ ଶିଶୁ ଯାହାର ଜନ୍ମର କେଇ ଘଣ୍ଟା ପରେ ପରିତ୍ୟକ୍ତ…

ବୋଲିଂ କରୁଥିବା ବେଳେ ହୃଦଘାତ, କ୍ରିକେଟର ଇନ୍ଦଲ ସିଂହ ଯାଦବଙ୍କ ମୃତ୍ୟୁ

ଭୋପାଳ: ୨୦୨୩ ମସିହା ଡିସେମ୍ବର ୩୧ ତାରିଖରେ ନିଜ ଗାଁରେ ଏକ ସ୍ଥାନୀୟ ମ୍ୟାଚ୍ ରେ ଭାଗ ନେଉଥିବା ବେଳେ ହୃଦଘାତରେ ୨୨ ବର୍ଷୀୟ ପ୍ରତିଭାବାନ କ୍ରିକେଟର ଇନ୍ଦଲ ସିଂହ ଯାଦବ ବଞ୍ଜାରାଙ୍କର ମୃତ୍ୟୁ ଘଟିଛି। ଯାହାକୁ ନେଇ କ୍ରିକେଟପ୍ରେମୀ ସ୍ବବ୍ଧ ହୋଇଯାଇଛନ୍ତି। ମଧ୍ୟପ୍ରଦେଶର ଖଡ଼ଗୱାନ…

ବାପାଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର ପାଇଁ ଦୁଇ ବର୍ଷ ପୂର୍ବେ ପାଣ୍ଡିଆନଙ୍କୁ କହିଥିଲି: ସମ୍ବିତ ରାଉତରାୟ

ଭୁବନେଶ୍ୱର: ଦୁଇ ବର୍ଷ ପୂର୍ବେ ତତ୍କାଳୀନ ଫାଇଭ ଟି ସଚିବ ଏବଂ ଏବେର ଫାଇଭ ଟି ଅଧ୍ଯକ୍ଷଙ୍କୁ ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରିବାକୁ କହିଥିଲେ ବୋଲି କହିଛନ୍ତି ପୁଅ ତଥା ପାରାଦୀପ ବିଧାୟକ ସମ୍ବିତ ରାଉତରାୟ। ଆଜି ଦାମ ରାଉତଙ୍କ ଉପରୁ ବିଜେଡି ସୁପ୍ରିମୋ ନବୀନ…

ନୂଆବର୍ଷରେ ରାଜ୍ୟପାଳଙ୍କ ୩୦ ଫୁଟର କୁଶପୁତ୍ତଳିକା ଦାହ କରି ଏସଏଫଆଇର ପ୍ରତିବାଦ

ଥିରୁଅନନ୍ତପୁରମ: କେରଳର ଷ୍ଟୁ଼େଣ୍ଟ ଫେଡେରେଶନ ଅଫ୍ ଇଣ୍ଡିଆ (ଏସ୍ ଏଫ୍ ଆଇ) ନୂଆବର୍ଷ ଅବସରରେ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାଁଙ୍କୁ ବିରୋଧ କରିଛନ୍ତି। ତାଙ୍କର ୩୦ ଫୁଟ ଉଚ୍ଚର କୁଶପୁତଳିକା ଜାଳି ପ୍ରତିବାଦକୁ ତୀବ୍ର କରିଛି ଏସଏଫଆଇ। ଶାସକ ସିପିଆଇ(ଏମ)ର ଛାତ୍ର ଶାଖା ଏସଏଫଆଇର କ୍ରମାଗତ…

ଦିନିକିଆ କ୍ରିକେଟରୁ ଅବସର ଘୋଷଣା କଲେ ୱାର୍ଣ୍ଣର

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ନୂଆ ବର୍ଷର ପ୍ରଥମ ଦିନ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ପାକିସ୍ତାନ ବିପକ୍ଷରେ ସେ ତାଙ୍କ କ୍ୟାରିୟରର ବିଦାୟକାଳୀନ ଟେଷ୍ଟ ମ୍ୟାଚ ଖେଳିବା ପୂର୍ବରୁ ଏହି ଘୋଷଣା କରିଛନ୍ତି । ଆଗକୁ ମୁଁ ମୋ…