Latest Odisha News

BREAKING NEWS

Browsing Category

ଫିଚର

ନୂଆପଡ଼ାରେ ଜାତୀୟ ରାଜପଥ ଅବରୋଧ କଲେ ବିସ୍ଥାପିତ

ନୂଆପଡ଼ା : ନୂଆପଡ଼ାରେ ବିସ୍ଥାପିତଙ୍କ ସମସ୍ୟା ସମାଧାନ ଦାବି ନେଇ ରାସ୍ତାରୋକ । ବାରମ୍ବାର ବିସ୍ଥାପିତ ମାନେ ବିଭିନ୍ନ ପ୍ରକାର ଆନ୍ଦୋଳନର ପନ୍ଥା ଅବଲମ୍ବନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ହେଁ ପ୍ରଶାସନିକ ଅଧିକାରୀଙ୍କ ଖାମଖିଲାଲି ମନୋଭାବ ଓ ଉଦାସନିତା ଯୋଗୁଁ ସମସ୍ୟା ସୁଧୁରିବା ବଦଳି…

ଫେରିଗଲା ନ୍ୟୁଜିଲାଣ୍ଡ ଦଳ, ପାକିସ୍ତାନୀ ପୋଲିସ ଖାଇଗଲେ ୨୭ ଲକ୍ଷ ଟଙ୍କାର ବିରିଆନୀ

ଓଡିଶା ସମ୍ବାଦ ବ୍ୟୁରୋ: ନିକଟରେ ସୁରକ୍ଷା ଦୃଷ୍ଟିକୋଣରୁ ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନରେ ହେବାକୁ ଥିବା ଦିନିକିଆ ଓ ଟି୨୦ କ୍ରିକେଟ୍ ସିରିଜକୁ ବାତିଲ କରିଥିଲା । ଏହି କାରଣରୁ ପାକିସ୍ତାନ କ୍ରିକେଟ୍ ବୋର୍ଡଠାରୁ ଆରମ୍ଭ କରି ଖେଳାଳି ଓ ସାଧାରଣ ଲୋକେ ମଧ୍ୟ ନ୍ୟୁଜିଲାଣ୍ଡକୁ ନାନା ସମାଲୋଚନା…

ଜୁଆ ଆଡ୍ଡା ଉପରେ ରେଡ୍, ୧୪ ଜଣ ଗିରଫ

ସମ୍ବଲପୁର: ଜୁଆ ଆଡ୍ଡା ଉପରେ ପଞ୍ଝା ମାରିଲା ପୋଲିସ । ସମ୍ୱଲପୁର ସହରର ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ଉପରେ ଚଢଉ କରି ମୋଟ ୧୪ ଜଣଙ୍କୁ ଗିରଫ କରାଯାଇଛି । ସହରରେ ଜୁଆ ଖେଳ ଚାଲିଥିବା ନେଇ ପୋଲିସକୁ ଖବର ମିଳିଥିଲା । ଏହାପରେ ସ୍ୱତନ୍ତ୍ର ପୋଲିସ ଟିମ୍ ଆରମ୍ଭ କରିଥିଲା ରେଡ୍ । ପୋଲିସ ୧୪…

ଆଜି ରାଜ୍ୟରୁ ୬୪୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ଉପର ତଳ ହେଉଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୬୪୪ ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ ୩୭୫ ଜଣ ସଙ୍ଗରୋଧରୁ ଓ ସ୍ଥାନୀୟ ସଂକ୍ରମଣ ରହିଛି ୨୬୯ । ୧୮ ବର୍ଷରୁ କମ୍ ଆଉ ୭୨ ଜଣ ଶିଶୁ ଓ କିଶୋର କରୋନା ସଂକ୍ରମିତ ହୋଇଛନ୍ତି । Covid-19…

କାଲି ସନ୍ଧ୍ୟାରେ ବଙ୍ଗୋପସାଗରରେ ଲଘୁଚାପ ହେବ, ୨୫ରୁ ଓଡ଼ିଶାରେ ବର୍ଷିବ

ଭୁବନେଶ୍ୱର: ଗତକାଲିର ଘୁର୍ଣ୍ଣିଳୟ ମିଆଁମାର ଉପକୂଳ ଓ ସଂଲଗ୍ନ ମାର୍ଟାବାନ୍ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି । ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର-ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚିବ । ଆସନ୍ତାକାଲି ସନ୍ଧ୍ୟା ବେଳକୁ ଏହି ଘୂର୍ଣ୍ଣିବଳୟ ନେବ ଲଘୁଚାପର ରୂପ…

ଅଟୋ ଧକ୍କାରେ ବସ୍ ଡ୍ରାଇଭର ମୃତ, ୪ ଜଣ ଆହତ

ବ୍ରହ୍ମପୁର: ଅଟୋ ଧକ୍କାରେ ବସ୍ ଡ୍ରାଇଭର ମୃତ । ବସ୍ ଠିଆ କରି ପରିଶ୍ରା ପାଇଁ ଯିବା ବେଳେ ଧକ୍କା ଦେଇଥିଲା ଅଟୋ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟସ୍ଥ ଚୁଡଙ୍ଗପୁରରେ ଏହି ଦୁର୍ଘଟଣା ଘଟିଛି । ମୃତ ଡ୍ରାଇଭର ହେଲେ ନୟାଗଡ଼ ଜିଲ୍ଲାର ସୁଧାକର ସାହୁ । ଏହି ଦୁର୍ଘଟଣାରେ ଅଟୋ ଡ୍ରାଇଭର ଓ…

ଜ୍ୟୋତିପ୍ରକାଶଙ୍କ ପରିବାରକୁ ଭେଟିଲେ ଅପରାଜିତା ଷଡ଼ଙ୍ଗୀ, ସାନ ଭାଇର ପାଠପଢ଼ା ଦାୟିତ୍ୱ ନେବାକୁ ପ୍ରତିଶ୍ରୁତି

ଭୁବନେଶ୍ୱର: ଡ୍ରେନରେ ଭାସି ଯାଇ ପ୍ରାଣ ହରାଇଥିବା ରାଜଧାନୀର ଜ୍ୟୋଜିପ୍ରକାଶ ବେହେରାଙ୍କ ପରିବାରକୁ ଭେଟିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏଥିସହ ଜ୍ୟୋତିପ୍ରକାଶଙ୍କ ସାନ ଭାଇକୁ ସାଂସଦ କୋଟାରେ କେନ୍ଦ୍ରୀୟ ବିଦ୍ୟାଳୟରେ ନାଁ ଲେଖାଇ ଦ୍ୱାଦଶ ଯାଏ…

କଟକ ଏସସିବିରେ ଇକମୋ ଚିକିତ୍ସାଧୀନ ଆଉ ଜଣେ ରୋଗୀ ମୃତ

କଟକ: ଏସସିବିରେ ଇକୋ ଚିକିତ୍ସାଧୀନ ଆଉ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ନିଶ୍ଚିତକୋଇଲି ଅଞ୍ଚଳର । ଗତକାଲି ଚତୁର୍ଥ ତଥା ଶେଷ ରୋଗୀ ଭାବରେ ଇକମୋ ୟୁନିଟରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ଏହି ୟୁନିଟରେ ଏଯାଏ ଭର୍ତ୍ତି ହୋଇଥିବା ସମସ୍ତ ୪ ଜଣ ରୋଗୀଙ୍କର ମୃତ୍ୟୁ…

ପୋଙ୍ଗଲରେ ବିଜୟଙ୍କ ବିଷ୍ଟ ଆଉ ଅଜିତଙ୍କ ଭାଲିମାଇ ମଧ୍ୟରେ ମୁକାବିଲା

ମାଡ୍ରାସ: ପୋଙ୍ଗଲ ଅବସରରେ ଦକ୍ଷିଣ ଭାରତ ଫିଲ୍ମପ୍ରେମୀ ପାଇଁ ମନୋରଞ୍ଜନର ଡବଲ ଡୋଜ ଆସୁଛି । ରିପୋର୍ଟ ମୁତାବକ ଅଜିତଙ୍କ ଭାଲିମାଇ ଫିଲ୍ମ ଆସନ୍ତା ବର୍ଷ ପୋଙ୍ଗଲ ଅବସରରେ ରିଲିଜ ହେବ ବୋଲି ଘୋଷଣା କରାଯାଇଛି । ବନି କାପୁର ଏହା ପ୍ରଡ୍ୟୁସର ଅଛନ୍ତି । ଅପରପକ୍ଷରେ ସୁପରଷ୍ଟାର ବିଜୟଙ୍କ ଥ୍ରୀଲର…

୨୦୨୧ର ଧନୀ ଫୁଟବଲରଙ୍କ ସୂଚୀ ଜାରି କଲା ଫୋର୍ବସ, ରୋନାଲ୍ଡୋ ଶୀର୍ଷରେ

ଲଣ୍ଡନ: ୨୦୨୧ର ଧନୀ ଫୁଟବଲରଙ୍କ ତାଲିକା ଫୋର୍ବସ ଜାରୀ କରିଛି । ଏଥିରେ ମାଂଚେଷ୍ଟର ୟୁନାଇଟେଡ ପକ୍ଷରୁ ଖେଳୁଥିବା ପର୍ତୁଗାଲର ଷ୍ଟାର ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ପ୍ରଥମ ସ୍ଥାନରେ ରହିଛନ୍ତି । ତାଙ୍କ ଆୟ ଚଳିତ ବର୍ଷ ୧୨୫ ମିଲିୟନ ଡଲାର ରହିଛି । ଆର୍ଜେଂଟିନାର ଲିଓନେଲ ମେସି ଦ୍ୱିତୀୟ…