Latest Odisha News

BREAKING NEWS

Browsing Category

ଫିଚର

ସିନ୍ଧୁ ସେମିରେ, ହକିରେ ଜାପାନକୁ ହରାଇଲା ଭାରତ

ଟୋକିଓ: ଭାରତର ବ୍ୟାଡମିଂଟନ ତାରକା ପିଭି ସିନ୍ଧୁ ଚଳିତ ଟୋକିଓ ଅଲିମ୍ପିକ୍ସର ମହିଳା ସିଙ୍ଗଲ୍ସ ବିଭାଗରେ ପ୍ରବେଶ କରିଛନ୍ତି । ସେ ପଦକ ହାସଲରୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି । ସଂଘର୍ଷପୂର୍ଣ୍ଣ କ୍ୱାର୍ଟର ଫାଇନାଲରେ ସିନ୍ଧୁ ଜାପାନର ଆକାନେ ୟାମାଗୁଚିଙ୍କୁ ୨୧-୧୩ ଓ ୨୨-୨୦ରେ…

OSSC ସଦସ୍ୟଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଓଡ଼ିଶା ଷ୍ଟାଫ୍ ସିଲେକସନ୍ କନିଶନ ବା OSSC ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଏକକାଳୀନ ଭୁବନେଶ୍ୱରରେ ୬ଟି ସ୍ଥାନରେ ରେଡ୍ ହୋଇଛି । ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗର ୩ଟି ଟିମ୍ ସାମିଲ…

ଅଗଷ୍ଟ ୧ରୁ ଅନଲକ୍ ହେବନି ସାରା ଓଡ଼ିଶା ! ପରୋକ୍ଷରେ ଇସାରା କଲେ ଡିଏମଇଟି

ଭୁବନେଶ୍ୱର: ଆସନ୍ତା ୧ ତାରିଖର ସକାଳ ୬ଟାରେ ଶେଷ ହେଉଛି ତୃତୀୟ ପର୍ୟ୍ୟାୟ ଆଂଶିକ ଲକଡାଉନ୍ । ୧ ତାରିଖରୁ ସାରା ଓଡ଼ିଶା ସମ୍ପୂର୍ଣ୍ଣ ଅନଲକ ହୋଇ ନପାରେ । ଡିଏମଇଟି ଡାକ୍ତର ସିବିକେ ମହାନ୍ତି ଆଜି ଗଣମାଧ୍ୟମକୁ ଦେଇଥିବା ସୂଚନାରୁ ଏଭଳି ଇସାରା ମିଳିଛି । ସେ କହିଛନ୍ତି, ରାଜ୍ୟରେ…

କ୍ରୁନାଲ୍ ପାଣ୍ୟାଙ୍କ ପରେ ଚହଲ ଓ କୃଷ୍ଣପ୍ପା ଗୌତମ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କ୍ରୁନାଲ୍ ପାଣ୍ୟାଙ୍କ ପରେ ଆଉ ଦୁଇ ଜଣ କ୍ରିକେଟରଙ୍କୁ କରୋନା । ସ୍ପିନର ଯୁଜବେନ୍ଦର ଚହଲ ଓ ଅଲରାଉଣ୍ଡର କୃଷ୍ଣପ୍ପା ଗୋତମ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କର ରିପୋର୍ଟ ଆସିଛି ପଜିଟିଭି । ଏମାନେ କ୍ରୁନାଲ୍ ପାଣ୍ୟାଙ୍କ ସଂସ୍ପର୍ଶରେ ଆସିଥିଲେ । ଚହଲ ଓ କୃଷ୍ଣପା…

ପୁରୀ ବେଳାଭୂମିରେ ହେବ ନାହିଁ ମଦ କୁଡ଼ିଆ ଯୋଜନା

ପୁରୀ: ପୁରୀ ବେଳାଭୂମିରେ ହେବନାହିଁ ବିଚ୍ ସ୍ୟାକ୍ସ ଯୋଜନା ବା ମଦ କୁଡ଼ିଆ ଯୋଜନା । ଏହାକୁ ପ୍ରତ୍ୟାହାର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ଗୋଆ ଭଳି ପୁରୀ ବେଳାଭୂମରେ ବିଚ୍ ସ୍ୟାକ୍ସ ଯୋଜନା କରାଯାଇଥିଲା । ଏହାକୁ ନେଇ ବିଭିନ୍ନ ମହଲରୁ ଉଠିଥିଲା ବିରୋଧର ସ୍ୱର…

ଶେଷ ମୂହର୍ତରେ ରିଙ୍ଗ ଡ୍ରେସ ବଦଳାଇବା ନେଇ ପ୍ରଶ୍ନ ଉଠାଇଲେ ମେରୀ କମ୍‌

ନୂଆଦିଲ୍ଲୀ: ମହିଳା ବକ୍ସିଂରେ ଭାରତର ସୁପର ମମ ମେରୀ କମ୍ ଫ୍ଲାଏୱେଟ କାଟଗୋରିରେ ପଦକ ହାସଲରୁ ବଂଚିତ ହୋଇଛନ୍ତି । ତେବେ ଏହି ଫାଇଟରେ ରେଫରୀଙ୍କ ନିଷ୍ପତି ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏବେ ବି ମୁଁ ହାରିଥିବା କଥା ଚିନ୍ତା କରିପାରୁ ନାହିଁ । ରିଙ୍ଗରେ ମୁଁ ବିଜୟ ନେଇ ଦୃଢ଼…

ରାଜ୍ୟରେ ୬୩ହଜାର ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଖୁସି ଖବର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିଅଡକୁ କମ୍ କରାଯାଇଛି । ଏହାଦ୍ୱାରା ରାଜ୍ୟର ୬୩ହଜାର…

ଦୀପିକାଙ୍କ ଅଭିଯାନ ଶେଷ, ହାତଛଡା ହେଲା ଆଉ ଏକ ପଦକ

ଟୋକିଓ: ଭାରତର ଷ୍ଟାର ତୀରନ୍ଦାଜ ଦୀପିକା କୁମାରୀ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ହାରି ଯାଇଛନ୍ତି । ଫଳରେ ଭାରତର ଆଉ ଏକ ପଦକ ହାତଛଡା ହୋଇଛି । ଦକ୍ଷିଣ କୋରିଆର ଏନ ସେନ ୦-୬ରେ ଦୀପିକାଙ୍କୁ ପରାସ୍ତ କରିଛନ୍ତି । ଟପ ସିଡ ଏନସେନ ମ୍ୟାଚରେ ଦୀପିକାଙ୍କୁ ପ୍ରତ୍ୟାବର୍ତନ କରିବାରେ…

ପିପିଲି-ନିମାପଡ଼ା ଓଭରବ୍ରିଜ୍ ଉପରୁ କୋଟିଏ ଟଙ୍କାର ବ୍ରାଉସୁଗର ଜବତ, ଜଣେ ଗିରଫ

ପୁରୀ: କ୍ରାଇମବ୍ରାଞ୍ଚ ଏସଟିଏଫ୍ ହାତରେ ପୁଣି ଧରାପଡ଼ିଛନ୍ତି ବ୍ରାଉନସୁଗର ବେପାରୀ । କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ପୁରୀ ଜିଲ୍ଲା ପିପିଲି-ନିମାପଡ଼ା ଓଭରବ୍ରିଜ ଉପରୁ ୧କିଲୋ ୪୮ଗ୍ରାମ୍ ବ୍ରାଉନସୁଗର ଜବତ କରିଛି ଏସଟିଏଫ୍ । ଏହି ଘଟଣାରେ ଜଣେ ବେପାରୀକୁ ଗିରଫ କରାଯାଇଛି ।…

ମାଟ୍ରିକ ପରୀକ୍ଷା ଦେଉଛନ୍ତି ସୋରଡ଼ା ବିଧାୟକ

ସୋରଡ଼ା(ଗଞ୍ଜାମ): ବିଧାୟକ ଦେଉଛନ୍ତି ମାଟ୍ରିକ ପରୀକ୍ଷା । ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସାହୁ ଅଫଲାଇନ୍ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ସୋରଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ ବିଧାୟକ ପରୀକ୍ଷା ଦେଉଛନ୍ତି । ତିନି ତିନି ଥର ସୋରଡ଼ା ଆସନରୁ ବିଧାୟକ ହୋଇଛନ୍ତି…