Latest Odisha News

BREAKING NEWS

Browsing Category

ଫିଚର

ଶୀତଦିନିଆ ମେକଅପ୍ ଟିପ୍ସ

ନୂଆଦିଲ୍ଲୀ : ଶୀତ ଋତୁରେ ସାଧାରଣତଃ ଆମେ ତ୍ବଚାକୁ ନେଇ ବେଶି ସଚେତନ ରହିଥାଉ  । କାହିଁକି ନା ଏହି ଋତୁରେ ଆମ ତ୍ବଚା ଅଧିକ ଶୁଷ୍କ ଦେଖାଯାଏ  । ଯେଉଁଥିପାଇଁ ଆମେ ବିଭିନ୍ନ ପ୍ରକାର ବଡି ଲୋସନ୍, ଭେସଲିନ୍ ଇତ୍ୟାଦି ବ୍ୟବହାର କରିଥାଉ  । ଆଜି ଆମେ କିଛି ଶୀତଦିନିଆ ମେକଅପ ଟିପ୍ସ ବିଷୟରେ…

ଜାନୁଆରୀ ୧୭ରେ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ ଉତ୍ସବ: ଆଜି ଚିହ୍ନଟ ହେଲା ଯଜ୍ଞ ସ୍ଥଳ

ପୁରୀ: ଆସନ୍ତା ଜାନୁଆରୀ ୧୭ ରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ସେଥିପାଇଁ ଜାନୁଆରୀ ୧୨ ତାରିଖରୁ ଆରମ୍ଭ ହେବ ଅଙ୍କୁରାରୋପଣ କାର୍ଯ୍ୟକ୍ରମ । ଚାରି ଧାମରୁ ବିଦ୍ୱାନ,ପଣ୍ଡିତ ,ସାଧୁସନ୍ଥ ଓ ଭିଭିଆଇପି ଏଥିରେ ଯୋଗଦେବାର…

ଚପଲ ଦୋକାନ ଆଜବେଷ୍ଟ ଭାଙ୍ଗି ଲୁଟିନେଲେ

ସୁବର୍ଣ୍ଣପୁର : ପୁଣି କଳାକନା ବୁଲାଇଲେ ଚୋର । ଗତକାଲି ବିଳମ୍ବିତ ରାତିରେ ଚପଲ ଦୋକାନ ଭାଙ୍ଗି ଟଙ୍କା ଲୁଟିନେଲେ ଲୁଟେରା । ଏମିତି କିଛି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାରେ  । ଗଣେଶ ମାର୍କେଟ କମ୍ପ୍ଲେକ୍ସ ରେ ଥିବା କୃପାମୟୀ ଚପଲ ଦୋକାନର ଆଜବେଷ୍ଟ୍ ଭାଙ୍ଗି କଲାକନା ବୁଲାଇଛନ୍ତି ଚୋର…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡ୍ଡି: ଭଟ୍ଟି ବିକ୍ରମାର୍କ ହେଲେ ଉପ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡ୍ଡି । ହେଇଦ୍ରାବାଦର ଏଲବି ଷ୍ଟାଡିୟମରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ତେଲେଙ୍ଗାନା ରାଜ୍ୟପାଳ ତମିଲିସାଈ ସୌନ୍ଦରରାଜନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଅଧ୍ୟକ୍ଷ…

ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା

ଜଗସିଂହପୁର : ମେଡିକାଲ କଲେଜ ପ୍ରତିଷ୍ଠା ଓ ପଲ୍ଲୀ ସ୍ୱାସ୍ଥ୍ୟକେନ୍ଦ୍ରକୁ କଟକ ସ୍ଥାନାନ୍ତର ବନ୍ଦ କରିବା ଦାବିରେ ଜଗସିଂହପୁର ବନ୍ଦ ଡାକରା  । ଆଜି  ଜିଲ୍ଲା ସ୍ବାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ସକାଳ ୬ଟା ରୁ ସନ୍ଧ୍ୟା ୬ଟା  ଯାଏଁ ବନ୍ଦ ପାଳନ କରାଯାଉଛି । ବନ୍ଦ ପ୍ରଭାବରେ ଆଜି ସଦର…

ଚୀନରେ ହାହାକାର ସୃଷ୍ଟି କରିଥିବା ବ୍ୟାକ୍ଟେରିଆ ଭାରତରେ ! ଦିଲ୍ଲୀ ଏମ୍ସରେ ୭ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ:କରୋନା କ୍ଷତ ଏବେ ବି ଦେହ ଆଉ ମନରୁ ଶୁଖିନି । ପୁଣି ଆଖି ଦେଖାଇଲାଣି ଆଉ ଏକ ନୂଆ ବ୍ୟାକ୍ଟେରିଆ । ଏ ନୂଆ ବ୍ୟାକ୍ଟେରିଆ ମଧ୍ୟ ଚୀନ ଆମଦାନୀ । ଏହି ନୂଆ ବ୍ୟାକ୍ଟେରିଆ ଏବେ ଭାରତର ଚିନ୍ତା ବଢାଇ ଦେଇଛି । ଭାରତରେ ଏହି  ନୂଆ ଚାଇନିଜ ବ୍ୟାକ୍ଟେରିଆ ମାଇକ୍ରୋପ୍ଲାଜମା  ନିମୋନିଆ…

୩୦ କୋଟି ସମ୍ପତ୍ତିର ମାଲିକ ରେବନ୍ତ ରେଡ୍ଡି: ତାଙ୍କ ବିରୋଧରେ ରହିଛି ୮୯ ଅପରାଧିକ ମାମଲା

ହାଇଦ୍ରାବାଦ:ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି । ତେଲେଙ୍ଗାନାର ୧୧୯ରୁ ୬୪ଆସନ ହାତେଇ କଂଗ୍ରେସ ଏଠାରେ ସରକାର ଗଢିବାକୁ ଯାଉଛି । ଗତ ନିର୍ବାଚନରେ ୮୮ ଆସନ ହାତେଇ ଭାରତ ରାଷ୍ଟ୍ର ସମିତି  ଏଠାରେ ସରକାର ଗଢିଥିଲା । ହେଲେ ଏଥର ମାତ୍ର ୩୯ ଆସନରେ ସନ୍ତୁଷ୍ଟ ହୋଇଛି ବିଆରଏସ ।…

କିଏ କହିଲେ କୋହଲିଙ୍କୁ ସ୍ୱାର୍ଥପର କହୁଥିବା ବ୍ୟକ୍ତି ତାଙ୍କୁ ଈର୍ଷା କରୁଛନ୍ତି

ନୂଆଦିଲ୍ଲୀ: ବିରାଟ କୋହଲି ଦିନିକିଆ ବିଶ୍ୱକପ କ୍ରିକେଟରେ ସଚିନ ତେନ୍ଦୁଲକର ୪୯ ଶତକ ରେକର୍ଡ ଭାଙ୍ଗି ଦେଇଛନ୍ତି । କୋହଲିଙ୍କ ଓଭରାଲ ଆନ୍ତର୍ଜାତୀୟ କ୍ରିକେଟରେ ୮୦ ଶତକ ହାସଲ କରିଛନ୍ତି । ସଚିନଙ୍କ ୧୦୦ ଶତକ ରେକର୍ଡ ଭାଙ୍ଗିବା ତାଙ୍କ ପକ୍ଷେ ଏତେଟା ସହଜ ହେବ ନାହିଁ ବୋଲି ମହାନ…

ଦକ୍ଷିଣ ଆଫ୍ରିକାରେ ପଂହଚିଲା ଭାରତୀୟ କ୍ରିକେଟ ଟିମ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଆଗାମୀ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ପଂହଚିଛି । ଏହି ଗସ୍ତରେ ଟିମ ଇଣ୍ଡିଆ ୩ଟି ଟି୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ ଖେଳିବ । ବୁଧବାର ରାତିରେ ଡର୍ବାନରେ ପଂହଚିବା ପରେ ଯଶସ୍ୱୀ ଜୈସୱାଲ ଓ ରିତୁରାଜ ଗାଏକ୍ୱାଡ ସୋସିଆଲ ମିଡିଆରେ ଫଟୋ…