Latest Odisha News

BREAKING NEWS

Browsing Category

ଫିଚର

ଘଟଗାଁ ନିକଟରେ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟଣା : NHAI ପାଟ୍ରୋଲିଂ ଇନଚାର୍ଜ ଗିରଫ

ଆନନ୍ଦପୁର : ଘଟଗାଁ ନିକଟରେ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟଣା  । ଏନଏଚଏଆଇର ପାଟ୍ରୋଲିଂ ଇନଚାର୍ଜଙ୍କୁ ଗିରଫ କଲା ଘଟଗାଁ ପୋଲିସ । ଏନଏଚ୍ ୨୦ ଦରଖଳାରୁ ନେଙ୍କଡାଘର ଯାଏଁ ସେ ପାଟ୍ରୋଲିଂ ଦାୟିତ୍ବରେ ଥିଲେ । ଗତକାଲି ଏନଏଚଏଆଇ ବିରୋଧରେ ପୋଲିସ ମାମଲା ରୁଜ୍ଜୁ କରିଥିଲା । ସୂଚନା…

ଦାୟବଦ୍ଧତା ବିନା ସତ୍ ସୃଷ୍ଟି ସମ୍ଭବ ନୁହେଁ : ସୀତେଶ ତ୍ରିପାଠୀ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ସ୍ରଷ୍ଟା ସୀତେଶ ତ୍ରିପାଠୀ । ଗଳ୍ପ, କବିତା, ନାଟକ ରଚନା ଓ ଅନୁସୃଜନ ସହ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପା ଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି ଓଡ଼ିଆ…

ମେଡିସିନ୍ ଷ୍ଟ୍ରିପରେ କାହିଁକି ଥାଏ ଖାଲି ସ୍ଥାନ ? ଜାଣନ୍ତୁ ଏହାପଛରେ ଥିବା ବିଶେଷ କାରଣ…

ନୂଆଦିଲ୍ଲୀ : ପ୍ରତିଦିନ ଆମେ ଆମ ଜୀବନରେ ଏପରି ଅନେକ କିଛି ଜିନିଷ ଦେଖୁ କିନ୍ତୁ କେବେ ଏହା ପଛରେ ଥିବା କାରଣ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରୁନାହୁଁ  । ଆଜି ଆମେ ଆପଣଙ୍କୁ ଏପରି ଏକ ତଥ୍ୟ ବିଷୟରେ କହିବୁ, ଯାହା ବିଷୟରେ ଆପଣ କଦାପି ଭାବି ନଥିବେ । କାହାରି ଦେହ ଖରାପ ହେଲେ ଆମେ ଓୗଷଧ…

ଲୋକପ୍ରିୟ ସିରିଅଲ CID ର ଫ୍ରେଡ୍ରିକ୍ସଙ୍କୁ ହାର୍ଟ ଆଟାକ୍ , ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ : ଲୋକପ୍ରିୟ କ୍ରାଇମ ସୋ CID ରେ ଇନ୍ସପେକ୍ଟର ଫ୍ରେଡେରିକ୍ସ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଦୀନେଶ ଫଡନିସଙ୍କ ପ୍ରଶସକଙ୍କ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ।  ସେ ହୃଦଘାତରେ ପୀଡିତ ହୋଇଛନ୍ତି ।  ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।…

ନିର୍ବାଚନ ଫଳାଫଳକୁ ନେଇ ପାକିସ୍ତାନ କ୍ରିକେଟର କନେରିୟା ପଚାରିଲେ ତାହାହେଲେ ପନୌତି କିଏ ?

ଲାହୋର: ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ ଜାରୀ ରଖି କ୍ଷମତା ହାସଲ ଅଭିମୁଖେ ଗତି କରୁଛି । ଏହି ଅବସରରେ ପାକିସ୍ତାନ କ୍ରିକେଟର ଡାନୀଶ କନେରିୟାଙ୍କ ଏକ ଟୁଇଟ ଚର୍ଚ୍ଚାର କାରଣ ସାଜିଛି । ସେ ସୋସିଆଲ ମିଡିଆରେ ପରୋକ୍ଷରେ କଂଗ୍ରେସକୁ ସମାଲୋଚନା…

ତେଲେଙ୍ଗାନରେ କାହାକୁ ମିଳିବ ବିଜୟର ଶ୍ରେୟ ? ମୁଖ୍ୟମନ୍ତ୍ରୀ ଦୌଡରେ ରେବନ୍ତ ରେଡ୍ଡି ରହିବେ କି ଆଗରେ ?

ହାଇଦ୍ରାବାଦ: ତେଲେଙ୍ଗାନା ଫଳାଫଳ ପ୍ରାୟତଃ ସାମ୍ନାକୁ ଆସିଗଲାଣି । ବିଆରଏସକୁ ପଛରେ ପକାଇ କଂଗ୍ରେସ ୬୪ ଆସନରେ ଆଗରେ ଅଛି । ବିଆରଏସ ୪୦ ଆସନରେ ଆଗଳରେ ଥିବାବେଳେ ବିଜେପି ୧୧ ଏବଂ ଅନ୍ୟାନ୍ୟ ୪ଟି ଆସନରେ ଆଗରେ ଅଛନ୍ତି । କହିବାକୁ ଗଲେ ତେଲେଙ୍ଗାନାରେ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳିଛି ।…

ତାଜ କ୍ରିଷ୍ଣା ବାହାରେ କାହା ପାଇଁ ରଖାଯାଇଛି ଲକ୍ସରୀ ବସ

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳ ସମ୍ପୂର୍ଣ୍ଣ ଭାବେ ବାହାରି ନ ଥିବା ବେଳେ ହାଇଦ୍ରାବାଦର ତାଜ କ୍ରିଷ୍ଣା ହୋଟେଲ ନିକଟରେ ଲକ୍ସରୀ ବସ ଦେଖିବାକୁ ମିଳିଛି । ଏହି ଦାମୀ ବସଗୁଡିକ କାହା ପାଇଁ ରଖାଯାଇଛି ତାହା ସ୍ପଷ୍ଟ ହୋଇନି । ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି…

ପୁଷ୍ପା-୨ ସୁଟିଂ ବେଳେ ଅଲ୍ଲୁ ଅର୍ଜୁନ୍ ଆହତ: କିଛି ଦିନ ପାଇଁ ସୁଟିଂ ସ୍ଥଗିତ

ମୁମ୍ବାଇ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଷ୍ଟାଇଲିସ୍ ଷ୍ଟାର୍ ଅଲ୍ଲୁ ଅର୍ଜୁନ୍ । ଯିଏକି ତାଙ୍କର  ବହୁ ପ୍ରତୀକ୍ଷିତ ଫିଲ୍ମ ପୁଷ୍ପା -୨ ର ସୁଟିଂରେ ବ୍ୟସ୍ତ ରହିଛନ୍ତି । ହେଲେ ଏହାରି ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯାହାକି ଅଲ୍ଲୁ ଙ୍କ ଫ୍ୟାନ୍ସ ମାନଙ୍କୁ ଏକ ଶକ୍ତ ଝଟକା ଦେଇଛି ।…

ଡିସେମ୍ବର ୬ରେ ‘ଇଣ୍ଡିଆ’ ମେଣ୍ଟ ବୈଠକ ଡାକିଲା କଂଗ୍ରେସ

ନୂଆଦିଲ୍ଲୀ: ଏପଟେ ୪ ରାଜ୍ୟର ଫଳାଫଳ ସାମ୍ନାକୁ ଆସିବା ପରେ ହତାଶ ହୋଇଛି କଂଗ୍ରେସ । ଯଦିଓ ସମ୍ପୂର୍ଣ ଚିତ୍ର ଏ ଯାଏ ସ୍ପଷ୍ଟ ହୋଇନାହିଁ ତଥାପି ତେଲେଙ୍ଗାନାକୁ ଛାଡିଦେଲେ ଅନ୍ୟ ସବୁଠାରେ ପଛରେ ପଡିଛି କଂଗ୍ରେସ । ଏପରି ସ୍ଥିତିରେ ଡିସେମ୍ବର ୬ ତାରିଖରେ ବିପକ୍ଷ ମେଣ୍ଟ ‘ଇଣ୍ଡିଆ’ର ବୈଠକ…

ବିଶ୍ବର ସବୁଠାରୁ ଖୁସିର ଦେଶ..

ନୂଆଦିଲ୍ଲୀ : ଆପଣମାନେ ବିଶ୍ବର ଅନେକ ସ୍ଥାନ ପରିଭ୍ରମଣ କରିଥିବେ  । କିନ୍ତୁ ଜାଣିଛନ୍ତି କି ବିଶ୍ବର ସବୁଠାରୁ ଖୁସିର ଦେଶ କେଉଁଠି ରହିଛି । ଆସନ୍ତୁ ଜାଣିବା । ବିଶ୍ୱର ସବୁଠାରୁ ଖୁସିର ଦେଶ ହେଉଛି ଡେନମାର୍କ  । ଆପଣମାନଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବା କେଉଁ ଦୃଷ୍ଟିକୋଣରୁ ଏହାକୁ…