Latest Odisha News

BREAKING NEWS

Browsing Category

ଫିଚର

ଭୁବନେଶ୍ୱରରେ ପହଞ୍ଚିଲେ ଉତ୍ତରକାଶୀ ଟନେଲରେ ଫସିଥିବା ୪ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ଟନେଲରୁ ଉଦ୍ଧାର ହୋଇଥିବା ୪ ଓଡ଼ିଆ ଶ୍ରମିକ ଭୁବନେଶ୍ୱରରେ ପହଞ୍ଚିଲେ । ଆଜି ମଧ୍ୟାହ୍ନରେ ସେମାନେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଉତ୍ତରକାଶୀର ଟନେଲରେ ଫସିଥିବା ୪୧ ଶ୍ରମିକଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ଶ୍ରମିକ ଥିଲେ । ତେବେ ୪ ଜଣ ଫେରିଥିବାବେଳେ ତପନ ମଣ୍ଡଳ…

ବିଦେଶରେ ମୋଦି ନାରା..‘ଅବ କି ବାର.. ୪୦୦ ପାର’

ନୂଆଦିଲ୍ଲୀ: ଦେଶରେ ନିର୍ବାଚନୀ ମାହୋଲ ସରଗରମ । ଆଉ ବିଦେଶରେ ଦେଖାଦେଇଛି ଏହାର ଉଷ୍ମତା । ଗ୍ଲୋବାଲ ଲିଡରଙ୍କ ପାଇଁ ଗ୍ଲୋବାଲ ନାରା ଶୁଣିବାକୁ ମିଳିଛି ଦୁବାଇରେ ।  ପ୍ରଧାନମନ୍ତ୍ରୀଙ୍କ ଦୁବାଇ ଗସ୍ତ ସମୟରେ ଦେଖିବାକୁ ମିଳିଛି ଏମିତି କିଛି  ଦୃଶ୍ୟ । ସେଠାରେ ପହଞ୍ଚିବା କ୍ଷଣି ପ୍ରବାସୀ…

ବିଶ୍ୱର ସବୁଠାରୁ ଦୁଃଖୀ ହାତୀର ପରଲୋକ

ମନିଲା: ମନିଲା ଜୁରେ ରହୁଥିବା ବିଶ୍ୱର ସବୁଠାରୁ ଦୁଃଖୀ ହାତୀର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ମାଳି ନାମକ ଏହି ହାତୀୟ ବୟସ ୪୩ ରହିଥିବା ଅନୁମାନ କରାଯାଇଛି । ଜୁର ମୂଖ୍ୟ ଚିକିତ୍ସକ ହେନରିକ ପ୍ୟାଟ୍ରିକ ମାଳିକୁ କାନ୍ଥରେ ନିଜକୁ ଘଷୁଥିବା ଦେଖିବାକୁ ପାଇଥିଲା । ସେ ରକ୍ତାକ୍ତ ହୋଇ…

ଉଦିତ୍ ନାରାୟଣ @ 68: ବଲିଉଡ ଜଗତକୁ ଦେଇଛନ୍ତି ଅନେଟ୍ ହିଟ୍ ଗୀତ , ଆଜି ବି ରହିଛି କ୍ରେଜ୍

ମୁମ୍ବାଇ :  ୯୦ ଦଶକର କଥା ଆସିଲେ ପ୍ରଥମେ ମନକୁ ଆସେ ତାଙ୍କରି କଥା  । ସେ ସଙ୍ଗୀତ ଜଗତର ବାଦଶାହା  । ବଲିଉଡ୍ ସଙ୍ଗୀତ ଜଗତକୁ ସେ ଦେଇଛନ୍ତି ଅନେକ ହିଟ୍ ସଙ୍ଗୀତ । ଆମେ କହୁଛୁ ବଲିଉଡର ଲୋକପ୍ରିୟ ଗାୟକ ଉଦିତ ନାରାୟଣଙ୍କର କଥା । ଆଜି ହେଉଛି ତାଙ୍କର ୬୮ତମ ଜନ୍ମଦିନ । ବିହାର ବାଇସି ନାମକ…

ବଙ୍ଗୋପସାଗରରେ ଅବପାତ : ଡିସେମ୍ବର ୩ରେ ବାତ୍ୟା , ୪ରେ ଛୁଇଁବ ଉପକୂଳ

ଭୁବନେଶ୍ବର : ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ  । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣପୂର୍ବ ରେ ଅବପାତରେ ପରିଣତ ହୋଇଛି । ପୁଡୁଚେରୀଠାରୁ ୭୯୦ , ଚେନ୍ନାଇଠାରୁ ୮୦୦ କିଲୋମିଟର ଦୂରରେ ଅବସ୍ଥିତ ରହିଛି । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆହୁରି ଘନୀଭୂତ ହେବାର…

ଆଜିଠୁ କୋଣାର୍କ ମହୋତ୍ସବ: ଶାସ୍ତ୍ରୀୟ ସଙ୍ଗୀତ , ବାଦ୍ୟ ଓ ଘୁଙ୍ଗୁରର ରୁଣୁଝୁଣୁ ଶଦ୍ଦରେ ଆନମନା ହେବେ ଦର୍ଶକ

କୋଣାର୍କ : ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା  । ଆରମ୍ଭ ହେବ ଅନ୍ତର୍ଜାତୀୟ କୋଣାର୍କ ମହୋତ୍ସବ । କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମ ରହିଛି । ଆଜିଠୁ ପୁଣି ଚଳଚଞ୍ଚଳ ହୋଇପଡିବ କୋଣାର୍କ । ଶାସ୍ତ୍ରୀୟ ସଙ୍ଗୀତ, ବାଦ୍ୟ ଆଉ ଘୁଙ୍ଗୁରର…

ଆଜିଠୁ କଂଗ୍ରେସର ତୁଳସୀ ଯାତ୍ରା

ପୁରୀ: ସଂକୀର୍ତ୍ତନ ପ୍ରତିବାଦ ପରେ ଆଜିଠୁ କଂଗ୍ରେସ ଆରମ୍ଭ କରୁଛି ‘ତୁଳସୀ ଯାତ୍ରା’ । ଆଜି ରାଜ୍ୟର ସମସ୍ତ ବ୍ଲକ ଓ ନଗରର ସାଧାରଣ ଜନତା, ଜଗନ୍ନାଥ  ପ୍ରେମୀ, ଭକ୍ତ, ଶ୍ରଦ୍ଧାଳୁ, ଯୁବକ , ଯୁବତୀ, ଛାତ୍ର ଛାତ୍ରୀ, ଭକ୍ତଙ୍କ ଠାରୁ ତୁଳସୀ ସଂଗ୍ରହ କରାଯିବ । ଜିଲ୍ଲା କଂଗ୍ରେସ ସଭାପତିଙ୍କ…

ଏହି ରାସ୍ତା ପରେ ଶେଷ ହୋଇଯାଇଛି ପୃଥିବୀ

ନୂଆଦିଲ୍ଲୀ : ଏଠାରେ ହିଁ ଶେଷ ହୋଇଛଇ ଦୁନିଆ ! ଆଉ ଆଗକୁ ରାସ୍ତା ନାହିଁ । ହଁ ଆଜ୍ଞା , ବେଳେବେଳେ ମନରେ ପ୍ରଶ୍ନ ଉଠେ ଯେ ପୃଥିବୀର ଶେଷ କେଉଁଠି। ହେଲେ ଅନେକଙ୍କୁ ସେ ବିଷୟରେ ଜଣାନଥାଏ। ଆଜି ଆମେ ଆପଣଙ୍କୁ ସେ ବିଷୟରେ କହିବାକୁ ଯାଉଛୁ। ୟୁରୋପୀୟ ଦେଶ ନରଓ୍ବେରେ ଥିବା ଇ-୬୯ ରାଜପଥର ନାଁ…

ଅଧାରହିଗଲା ତାରିଣୀ ଦର୍ଶନ: ଟ୍ରକକୁ ପିଟିଲା ଭ୍ୟାନ୍, ଚାଲିଗଲା ୮ଜୀବନ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଟଗାଁରେ ଦୁର୍ଘଟଣା ଘଟି ୮ଜଣଙ୍କ ମୃତ୍ୟୁ ଘଟଣା  । ମୃତକଙ୍କ ପରିବାରକୁ ୩ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଏବଂ ଆହତ ୧୨ଜଣ ଙ୍କୁ ମାଗଣା ରେ ଉପଯୁକ୍ତ ଚିକିତ୍ସା…

ଭିଜିଲାନ୍ସ ଜାଲରେ ଫସିଲେ ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଗୁରା ସିଂ

ମୟୂରଭଞ୍ଜ: ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ସହକାରୀ ଯନ୍ତ୍ରୀ। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ରାସଗୋବିନ୍ଦପୁର ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଗୁରା ସିଂ। ଏକ ବୋରୱେଲ କାର୍ଯ୍ୟର ସର୍ଭେ କରିବା ପାଇଁ ଧର୍ମପଦ ବେହେରାଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବାରମାଇଲ…