Latest Odisha News

BREAKING NEWS

Browsing Category

ଫିଚର

ଚିତ୍ରକୂଟ ଜେଲରେ ଗୁଳିକାଣ୍ଡ, ୩ କୁଖ୍ୟାତ ଅପରାଧୀଙ୍କ ମୃତ୍ୟୁ

ଚିତ୍ରକୂଟ: ଉତରପ୍ରଦେଶ ଚିତ୍ରକୂଟ ଜେଲରେ ଶୁକ୍ରବାର ଲଙ୍କାକାଣ୍ଡ ଘଟିଛି କହିଲେ ଭୁଲ ହେବ ନାହିଁ । ଅବଶ୍ୟ ଏହି ସଂଘର୍ଷରେ ୩ କୁଖ୍ୟାତ ଅପରାଧୀ ମୃତ୍ୟୁବରଣ କରିଛନ୍ତି । ଯାହା କି ପରୋକ୍ଷରେ ସାଧାରଣ ନାଗରିକଙ୍କୁ ଆଶ୍ୱସ୍ତି ପ୍ରଦାନ କରିିଛି । ୟୁପିର ଗ୍ୟାଙ୍ଗଷ୍ଟାର ଅଂଶୁ ଦୀକ୍ଷିତ ସକାଳେ…

ରାଉରକେଲା ଷ୍ଟେସନରେ କୋଭିଡ୍‌ ସତର୍କତା, ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା

ରାଉରକେଲା : ରାଜ୍ୟରେ କମିବାର ନାଁ ନେଉନି ମହାମାରୀ କରୋନା ସଂକ୍ରମଣ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାରଙ୍କ ଚିନ୍ତା ବଢ଼ିଲାଣି । କିପରି ଏହାର ମୁକାବିଲା କରାଯିବ ସେଥିପାଇଁ ନିଆଯାଉଛି ବିଭିନ୍ନ ପଦକ୍ଷେପ । ଏହି କ୍ରମରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ…

ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଟଙ୍କା

ଭୁବନେଶ୍ବର : ଆସନ୍ତାକାଲି ଅଷୟତୃତୀୟା । କାଲିଠାରୁ ଚାଷ କାମ ଅନୁକୂଳ କରିଥାଏ ଚାଷୀ । ଚାଷ କାମ ଆରମ୍ଭ କରିବା ପୂର୍ବରୁ ଆଜି ଚାଷୀ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ରାଜ୍ୟର ୪୨ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଖାତାକୁ ଖରିଫ୍‌ ୨୦୨୧…

କରୋନାରେ ଆଖିବୁଜିଲେ ଜଣାଶୁଣା ହେତୁବାଦୀ ରାଜା ସୁରେଶ

ବ୍ରହ୍ମପୁର: କୋରନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣାଶୁଣା ହେତୁବାଦୀ ତଥା ପ୍ରଗତିଶୀଳ ବୁଦ୍ଧିଜୀବୀ ଇଂ ରାଜା ସୁରେଶ ଆଜି ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା । ଗତ ଏପ୍ରିଲ ୧୯ ତାରିଖରୁ ବ୍ରହ୍ମପୁର ସ୍ଥିତ ଅଶ୍ଵିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ…

କୁନି ଦେବାଙ୍ଗଙ୍କ ବଡ ଚିନ୍ତାଧାରା

ଭୁବନେଶ୍ୱର: ୬ ବର୍ଷର ଦେବାଙ୍ଗ । ବୟସ ସିନା ବହୁତ କମ୍ କିନ୍ତୁ ଚିନ୍ତାଧାରା ବହୁତ ବଡ । ଦେବାଙ୍ଗ ଜନ୍ମ ଦିନରେ ତାଙ୍କୁ ଉପହାର ମିଳିଥିବା ୧୧ ହଜାର ଟଙ୍କାକୁ ସେ ମହିଳା ଟ୍ରାଫିକ ପୋଲିସଙ୍କ ଉଦ୍ଦେଶ୍ୟ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦେଇଛନ୍ତି । ଏଥି ସହିତ ମହିଳା…

ମାଲକାନଗିରିରେ ଆରମ୍ଭ ହେଲା ହୋମ୍ ଡେଲିଭରି ବ୍ୟବସ୍ଥା

ମାଲକାନଗିରି: କରୋନା ମହାମାରୀରେ ରାଜ୍ୟର ଅନ୍ୟ ଜିଲ୍ଲାଠାରୁ ଢେର ଆଗରେ ରହିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ପ୍ରଥମେ ସଂକ୍ରମଣ ରୋକିବାକୁ ସୀମା ସିଲ୍‌, ପରେ କରୋନା ରୋଗୀଙ୍କ ସମ୍ବନ୍ଧରେ ସଂପର୍କୀୟ କିମ୍ବା ପରିବାର ଲୋକଙ୍କୁ ଅବଗତ କରାଇବା ପାଇଁ ଇ-ସାକ୍ଷାତ ବ୍ୟବସ୍ଥା । ଆଉ ଏବେ…

ଲମତାପୁଟରେ ପଣସ ବୋଝେଇ ଟ୍ରକରୁ ୪୦ ଲକ୍ଷ ଟଙ୍କାର ଗଂଜେଇ ଜବତ ୨ ଗିରଫ

କୋରାପୁଟ: ଗଂଜେଇ ଚୋରାଚାଲାଣ ପାଇଁ ଅଭିଯୁକ୍ତମାନେ ସବୁବେଳେ ନୂଆ ନୂଆ ଉପାୟ ଆପଣାଉଥିବା ଦେଖିବାକୁ ମିଳୁଛି । ଆଜି ଏପରି ଆଉ ଏକ ଘଟଣା ନଜରକୁ ଆସିଛି । ବାଡେଲରୁ ରାଜସ୍ଥାନକୁ ଯାଉଥିବା ଏକ ପଣସ ବୋଝେଇ ଟ୍ରକରେ ଗଂଜେଇ ଚୋରା ଚାଲାଣ ହେଉଥିବା ବେଳେ ମାଛକୁଣ୍ଡ ପୋଲିସ ହାତରେ ଧରା ପଡିଛି ।…

ପତ୍ନୀ ଓ ୫ବର୍ଷ ପୁଅକୁ ହତ୍ୟା କଲା ନୃଶଂସ ସ୍ୱାମୀ

ଜୟପୁର: ବିସିଂହପୁର ଥାନା ଅନ୍ତର୍ଗତ ହରଡ଼ାଗୁଡା ଗାଁରେ ଜଣେ ସ୍ୱାମୀର ବର୍ବରକାଣ୍ଡ। ସ୍ତ୍ରୀ ସହ ୫ବର୍ଷ ଶିଶୁ ପୁତ୍ରକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି କୌଣସି କଥାକୁ କେନ୍ଦ୍ର କରି…

ଆସନ୍ତାକାଲି ଚନ୍ଦନ ଯାତ୍ରା, ପ୍ରଶାସନ ପକ୍ଷରୁ ଜାରି ହେଲା କଟକଣା

ପୁରୀ: ଆସନ୍ତାକାଲି ଚନ୍ଦନଯାତ୍ରା । ନରେନ୍ଦ୍ର ପୁଷ୍କରଣୀରେ ଚାପ ଖେଳିବେ ମହାପ୍ରଭୁ । କରୋନାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଚନ୍ଦନଯାତ୍ରା ବେଳେ ନରେନ୍ଦ୍ର ପୁଷ୍କରିଣୀ ଓ ଶ୍ରୀମନ୍ଦିର ପ୍ରଶାସନ ସମ୍ମୁଖରେ ୧୪୪ ଧାରା ଲାଗୁ କରାଯିବ । ସେହିପରି ୬ଟି ଏନଫୋର୍ସମେଣ୍ଟ ସ୍କ୍ବାଡ୍ ରହିବ ।…

ଏଥର ରଜକୁ “କହିବିନି ତୋତେ ଆଇ ଲଭ ୟୁ”

ଭୁବନେଶ୍ୱର: କରୋନା ମହାମାରୀରେ ବି ଲୋକଙ୍କ ମନରୁ ଦୁଃଖ ଅବସାଦକୁ ଦୂର କରିବାକୁ ଚେଷ୍ଟା କରୁଛି ଓଲିଉଡ । ରିଲିଜ୍ ଅପେକ୍ଷାରେ ରହିଛି ଭିନ୍ନ ଏକ ପ୍ରେମ କାହାଣୀ ଉପରେ ଆଧାରିତ ଫିଲ୍ମ “କହିବିନି ତୋତେ ଆଇ ଲଭ ୟୁ” । ଲକଡାଉନ୍ ପାଇଁ ଫିଲ୍ମଟି ଅଟକି ରହିଥିବାବେଳେ ରଜ ଅବସରରେ ରିଲିଜ୍ ହେବାର…