Latest Odisha News

BREAKING NEWS

Browsing Category

ଫିଚର

ଋଷ ଭ୍ୟାକ୍ସିନ୍ ସ୍ପୁଟନିକ୍ ଭିର ଡୋଜ୍ ପିଛା ଦେବାକୁ ପଡ଼ିବ ୯୯୫ ଟଙ୍କା

ନୂଆଦିଲ୍ଲୀ: କରୋନା ଟିକା ସ୍ପୁଟନିକ୍ ଭିର ଗୋଟିଏ ଡୋଜକୁ ଭାରତରେ ପ୍ରାୟ ୧ ହଜାର ଟଙ୍କା ଦେବାକୁ ପଡ଼ିବ । ଦେଶରେ ସ୍ପୁଟନିକ୍ ଭି ଆମଦାନୀ କରିଥିବା ଡ. ରେଡ୍ଡୀ ଲାବ୍ରୋରୋଟରୀ ପକ୍ଷରୁ ଏ ସୂଚନା ଦିଆଯାଇଛି । ଦେଶରେ ସ୍ପୁଟନିକ ଟିକାର ଗୋଟିଏ ଡୋଜ୍ ୯୯୫ ଟଙ୍କା ୪୦ ପଇସା ପଡ଼ିବ । ତେବେ, ଦେଶରେ…

କୋଭିସିଲ୍ଡ ପାଇଁ ସାନି ଗାଇଡଲାଇନ୍, ପ୍ରଥମ ଡୋଜର ୧୨ ସପ୍ତାହ ପରେ ଦ୍ୱିତୀୟ ଡୋଜ୍

ଭୁବନେଶ୍ୱର: କୋଭିସିଲ୍ଡ ଟିକା ନେବାର ବ୍ୟବଧାନ ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସାନି ଗାଇଡଲାଇନ୍ ଜାରି କରିଛି । ଏଣିକି କୋଭିସିଲ୍ଡର ପ୍ରଥମ ଡୋଜ୍ ନେବାର ୧୨ ସପ୍ତାହ ଅର୍ଥାତ୍ ୮୪ ଦିନ ପରେ ଦ୍ୱିତୀୟ ଡୋଜ୍ ନେଇ ହେବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଏବଂ ମହାନଗର…

ଫେରିଲା ଖୁସିର ଦିନ, ଟିକା ନେଇଥିବା ଲୋକଙ୍କୁ ଆଉ ପିନ୍ଧିବାକୁ ପଡ଼ିବନି ମାସ୍କ

ୱାଶିଂଟନ୍: କରୋନା ଟିକା ନେଇଥିଲେ ଆଉ ଆବଶ୍ୟକ ନାହିଁ ମାସ୍କ । ପୂର୍ବଭଳି ବିନା ମାସ୍କରେ ବାହାରକୁ ଯାଇ ପାରିବେ, କାମ ବି କରି ପାରିବେ । ଟିକା ନେଇଥିବା ଲୋକ ଏବେ ଅନ୍ୟ ଜଣଙ୍କୁ ଭେଟି ମଧ୍ୟ ପାରିବ । ଆମେରିକାର ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନସନ୍ ଅଧିକାରୀ ଏନେଇ ସୂଚନା…

ଅଧରାତିରେ ସରିଗଲା ଅକ୍ସିଜେନ୍, ଆଖି ବୁଜିଲେ ୧୩ କରୋନା ରୋଗୀ

ପାନାଜୀ: ଗୋଆର ସରକାରୀ ମେଡିକାଲ କଲେଜରେ ଅକ୍ସିଜେନ୍ ଅଭାବରୁ ମୃତ୍ୟୁ ଲାଗି ରହିଛି । ୪ ଦିନରେ ଗୋଟିଏ ମେଡିକାଲରେ ଅକ୍ସିଜେନ୍ ଅଭାବରୁ ୭୫ ରୋଗୀ ପ୍ରାଣ ହରାଇଲେଣି । ସୂତ୍ର ଅନୁସାରେ, ରାତି ଗୋଟାଏରୁ ସକାଳ ୬ଟା ମଧ୍ୟରେ ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ୪ ଦିନ ମଧ୍ୟରେ…

କଟକରେ ଆଜି ହେବନି ଟୀକାକରଣ

କଟକ: ଇଦ୍-ଉଲ୍-ଫିତର ଛୁଟିଦିନକୁ ଦୃଷ୍ଟିରେ ରଖି ଶୁକ୍ରବାର ଦିନ କଟକ ସହରରେ ଟୀକାକରଣ କରାଯାଉ ନାହିଁ। ଏନେଇ କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) କମିଶନର ଅନନ୍ୟା ଦାସ ଟ୍ବିଟ କରି ସୂଚନା ଦେଇଛନ୍ତି। ଏହା କେବଳ କଟକ ସହରରେ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ,…

ବ୍ରହ୍ମପୁର ମଣ୍ଡଳ କାରାଗାରରେ ପଶିଲା କରୋନା, ୪୮ ଅନ୍ତେବାସୀ ପଜିଟିଭ୍

ବ୍ରହ୍ମପୁର: ଜେଲରେ କରୋନା । ବ୍ରହ୍ମପୁର ମଣ୍ଡଳ କାରାଗାରରେ ୪୮ ଜଣ ବିଚାରାଧୀନ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨ ଦିନ ତଳେ ୮୪ କଏଦୀଙ୍କ RT-PCR ଟେଷ୍ଟ କରାଯାଇଥିଲା । ସେଥିମଧ୍ୟରୁ ୫୦ ପ୍ରତିଶତରୁ ଅଧିକ ମାମଲା କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବ୍ରହ୍ମପୁର ମଣ୍ଡଳ…

ଲଭ ୟୁ ଜିନ୍ଦେଗୀ ଗୀତ ଶୁଣି ଚର୍ଚ୍ଚାକୁ ଆସିଥିବା ସାହାସୀ ଯୁବତୀଙ୍କୁ ବି ନେଇଗଲା କରୋନା

ନୂଆଦିଲ୍ଲୀ: କିଛି ଦିନ ତଳେ କରୋନା ସଂକ୍ରମିତ ଜଣେ ଯୁବତୀ ଏହାକୁ ଭୟ ନ କରି ମୁକାବିଲା କରିବା ସହ ଲଭ ୟୁ ଜିନ୍ଦେଗୀ ଗୀତ ଶୁଣି ମଜା ଉଠାଉଥିଲା । ଏହି ଭିଡିଓ ସୋସିଆଲ ସାଇଟରେ ଭାଇରାଲ ହୋଇଥିଲା । ମାତ୍ର ଦୁଃଖର କଥା ଏହି ୩୦ ବର୍ଷୀୟ ଯୁବତୀଜଣଙ୍କୁ କିନ୍ତୁ ବଂଚା ଯାଇ ପାରି ନ ଥିଲା ।…

ବିଶ୍ୱାସମତ ହାରିବା ୩ ଦିନ ପରେ ପୁନର୍ବାର ପ୍ରଧାନମନ୍ତ୍ରୀ ହେଲେ କେପି ଶର୍ମା ଓଲୀ

କାଠମାଣ୍ଡୁ: ନେପାଳର ରାଜନୈତିକ ଅସ୍ଥିରତା ଲଗି ରହିଥିବା ବେଳେ ଅନେକ ଥର ନୂଆ ଡ୍ରାମା ଦେଖିବାକୁ ମିଳୁଛି । ୩ ଦିନ ତଳେ ବିଶ୍ୱାସବତ ହାରିବା ପରେ କେପି ଶର୍ମା ଓଲୀ ପୁନର୍ବାର ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି । ନେପାଳ ସମ୍ବିଧାନ ଧାରା ୭୬(୩) ଅନୁସାରେ ଏହି ନିଷ୍ପତି…

ଭାରତରେ ୨୪ ଘଣ୍ଟାରେ ୩ ଲକ୍ଷ ୪୩ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ, ୪ ହଜାର ମୃତ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶୁକ୍ରବାର ଦିନ ଏହି ସଂଖ୍ୟା ୨,୪୦,୪୬,୮୦୯କୁ ଛୁଇଁଥିବା ନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି। କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା…

ଦୈନିକ ସଂକ୍ରମଣ ସହ ମୃତ୍ୟୁରେ ବି କରୋନାର ନୂଆ ରେକର୍ଡ, ୨୪ ଘଣ୍ଟାରେ ୨୨ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନାର ପ୍ରକୋପ ଜାରି ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ସର୍ବାଧିକ ୧୨ ହଜାର ୩୯୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସର୍ବାଧିକ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୨୭୩କୁ ବୃଦ୍ଧି ପାଇଛି । ରାଜ୍ୟର କରୋନ ମୃତ୍ୟୁହାର ଜାତୀୟ ହାରର…