Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟର ଏସବୁ ଜିଲ୍ଲାରେ କାଳବୈଶାଖୀ ସକ୍ରିୟ, ଘଡ଼ଘଡ଼ି ସହ ବର୍ଷା ପବନ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଗତ କିଛି ଦିନ ହେବ କାଶବୈଶାଖୀ ଜନିତ ବର୍ଷା ପବନ ଲାଗି ରହିଛି । ଆସନ୍ତା ଦୁଇ ଦିନ (୧୫ ତାରିଖ ଯାଏ) ଏଭଳି ସ୍ଥିତି ଲାଗି ରହିବ । ଏଥିପାଇଁ ସତର୍କତା ଜାରି କରିଛି ଭୁବନେଶ୍ୱର ସ୍ଥିତି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର,…

ଓଡ଼ିଶାରେ ଲକ୍ଷେ ପାର କଲା କରୋନା ଆକ୍ଟିଭ୍ କେସ୍, ଆଜି ୧୦,୬୪୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ପୁଣି ୧୦ ହଜାର ଉପରେ କରୋନା ଟ୍ରେଣ୍ଡ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦ହଜାର ୬୪୯ ନୂଆ ଆକ୍ରାନ୍ତ । ଏହି ସମୟର ୫୧ହଜାର ୪୫୧ କୋଭିଡ୍ ଟେଷ୍ଟ କରାଯାଇଛି । ଗତକାଲି ଅପେକ୍ଷା ସଂକ୍ରମିତଙ୍କ ସଂଖ୍ୟା ଟିକେ ହ୍ରାସ ପାଇଛି । ଗତକାଲି ଏହି ସଂଖ୍ୟା ଥିଲା ୧୦ହଜାର ୯୮୨…

କରୋନା ମୁକାବିଲା ପାଇଁ ପଶ୍ଚିମ ଓଡ଼ିଶାକୁ ୨୫ କୋଟି

ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି କରୋନା ମହାମାୀର ପ୍ରକୋପ । ପ୍ରତିଦିନି ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, ବେଶି ପ୍ରଭାତି ହୋଇଛି ପଶ୍ଚିମ ଓଡ଼ିଶା । କୋଭିଡ ମହାମାରୀ ମଧ୍ୟରେ ପଶ୍ଚିମ ଓଡ଼ିଶାରେ ସ୍ବାସ୍ଥ୍ୟସେବାକୁ ଅଧିକ ମଜଭୁତ୍ କରିବା ପାଇଁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର ।…

ଜୁନ୍ ସୁଦ୍ଧା ଦୁଇ ଗୁଣା ବୃଦ୍ଧି ପାଇବ କୋଭାକ୍ସିନ୍ ଟିକା ଉତ୍ପାଦନ

ନୂଆଦିଲ୍ଲୀ : ସାରା ଦେଶରେ ଏବେ ଚିନ୍ତା ବଢ଼ାଇଛି ମହାମାରୀ କରୋନା । ସଂକ୍ରମଣ ବଢୁଥିବା ବେଳେ, ଏହାକୁ ରୋକିବାକୁ ଜୋରଦାର ପ୍ରୟାସ ଚଳାଇଛନ୍ତି ସରକାର । ଏଥିପାଇଁ ଟିକାକରଣକୁ ବ୍ୟାପକ କରାଯାଇଛି । କିନ୍ତୁ ସଂକ୍ରମଣ ଭିତରେ ଚିନ୍ତା ବଢ଼ାଇଛି ଟିକାର ଅଭାବ । ସାରା ଦେଶରେ ଏବେ ଟିକାର ଅଭାବ…

ଓଡ଼ିଶାରେ ୧୪ରେ ପାଳନ ହେବ ‘ଇଦ୍‌’

କଟକ : ଓଡିଶାରେ ଆସନ୍ତା ୧୪ ତାରିଖରେ ପାଳନ ହେବ ପବିତ୍ର ‘ଇଦ୍‌’ ପର୍ବ । ଏନେଇ ଘୋଷଣା କରିଛି ଅଞ୍ଜୁମାନ ଇସଲାମିଆ ଏହଲେ ସୁନତ୍ ଅଲ୍ ଜମାତ ଚାନ୍ଦ କମିଟି । ଆଜି ଦେଶର କୌଣସି ସ୍ଥାନରେ ଚାନ୍ଦ ଦେଖାଯାଇ ନ ଥିବାରୁ ଆସନ୍ତା ଶୁକ୍ରବାର ଦିନ ଇଦ୍ ପର୍ବ ପାଳନ କରାଯିବ ବୋଲି କମିଟି ପକ୍ଷରୁ…

କୋଭିଶିଲ୍ଡ ଟିକା ପାଇଁ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ଅନୁରୋଧ

ଭୁବନେଶ୍ୱର: ଅକ୍ସିଜେନ ସିଲିଣ୍ଡର ଏବଂ କୋଭିଶିଲ୍ଡ ଟିକା ଯୋଗାଣ ନେଇ ସ୍ପଷ୍ଟ କରିବା ଲାଗି ଓଡିଶା ସରକାର ବୁଧବାର ଦିନ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଏକ…

କରୋନା ପାଇଁ ଆଂଶିକ ବାତିଲ ହେବ ପାସେଞ୍ଜର ଟ୍ରେନ୍

ଭୁବନେଶ୍ବର : ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳବାଇ ପଦକ୍ଷେପ । କୋଭିଡ ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ଛଅ ଯୋଡ଼ା ଦୈନିକ ବିଶେଷ ମେମୁ / ପାସେଞ୍ଜର ଟ୍ରେନକୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି । ସେହିପରି ତିନି ଯୋଡ଼ା ବିଶେଷ ଟ୍ରେନକୁ ଆସନ୍ତା ୧୪ ତାରିଖ…

ନର୍ସମାନଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି ବିଶ୍ବ ନର୍ସିଂ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଡାକ୍ତରଖାନା ମାନଙ୍କରେ କାର୍ଯ୍ୟରତ ନର୍ସମାନଙ୍କ ସହ ଫୋନ ଯୋଗେ କଥା ହୋଇ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ଟି ବିରୋଧୀ ଦଳ

ନୂଆଦିଲ୍ଲୀ : ଦେଶରେ ଏବେ ଚିନ୍ତା ବଢ଼ାଇଛି ମହାମାରୀ କରୋନା । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ିବା ଏବେ ସମସ୍ତଙ୍କ ଟେନସନ୍ ବଢ଼ାଇ ଦେଇଛି । କିପରି ସଂକ୍ରମଣକୁ ରୋକାଯିବ, ଉପରେ ଉପରେ ଦିଆଯାଉଛି ଗୁରୁତ୍ବ । ଏଭଳିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି…

ମୃତଦେହ ପାଖ ମାଡିଲେନି ପରିବାର ଲୋକେ, ଭଞ୍ଜନଗର ଉପଜିଲ୍ଲାପାଳ କଲେ ଶବଶତ୍କାର

ଭଞ୍ଜନଗର: କରୋନା ଯୋଗୁଁ ଏପରି ଅବସ୍ଥା ହୋଇଛି ଯେ, ପର ତ ପର ବେଳେ ବେଳେ ଆପଣାର ଲୋକେ ବି ପର ହୋଇଯାଉଛନ୍ତି । ଏପରି ଏକ ଘଟଣା ଘଟିଛି ଭଂଜନଗର ଅଂଚଳରେ । ଗତ କାଲି ରାତିରେ କୋଭିଡ କେୟାର ସେଣ୍ଟର ବା ଡିସିଏଚସି ରେ, ଲଣ୍ଡେଇସାହି ଅଂଚଳର କାଳୀ ଚରଣ ସାହୁଙ୍କରର ମୃତ୍ୟୁ ହୋଇଥିଲା । ୬୫…